ଯାଜପୁରରେ ଭାରତ ବନ୍ଦର ପ୍ରଭାବ: ଏଆଇଟିୟୁସି କର୍ମୀଙ୍କ ରାସ୍ତା ଅବରୋଧ, କେନ୍ଦ୍ର ସରକାରଙ୍କ…
ଧର୍ମଶାଳା,୧୨ା୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ଷୋହଳ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଶତାଧିକ କାର୍ଯ୍ୟକର୍ତ୍ତାମାନେ ରାସ୍ତା ଅବରୋଧ କରି କେନ୍ଦ୍ର ସରକାର…
ଗଞ୍ଜାମରେ ସିପିଆଇଏମର ବିକ୍ଷୋଭ: ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ସହର ଖାଁ ଖାଁ
ଗଞ୍ଜାମ, ୧୨।୨(ବିଦ୍ୟାଧର ସାହୁ ): ଭାରତ ବନ୍ଦ ଡାକରା ଗଞ୍ଜାମ ସହରରେ ସଫଳ ହୋଇଥିବା ଜଣାପଡିଛି l ଏହି ଭାରତ ବନ୍ଦର ପ୍ରଭାବ ପଡିଛି ସହରରେ। ସିପିଆଇଏମ ନେତା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାଏଙ୍କ ନେତୃତ୍ୱରେ ଶତାଧିକ ବାମପନ୍ଥୀ…
ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ଖୁଲାସା, ଜୋରଜବରଦସ୍ତ ଗର୍ଭପାତ…
ନୂଆଦିଲ୍ଲୀ,୧୨ା୨: ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି । ରଞ୍ଜନା ଦାବି କରିଛନ୍ତି ଯେ ଚିକିତ୍ସା…
କେନ୍ଦୁଝରରେ ଧର୍ମଘଟ: ଏଆଇଟିୟୁସି କର୍ମୀ ବାଇକ୍ରେ ବୁଲି ବୁଲି ଦୋକାନ ବଜାର ବନ୍ଦ ପାଇଁ କଲେ ଅନୁରୋଧ
କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଫେବୃଆରୀ ୧୨ ତାରିଖ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଡାକରାରେ କେନ୍ଦୁଝର ଜିଲାର ସଦର ମହକୁମା ସମେତ ଖଣି ଅଞ୍ଚଳ ଯୋଡ଼ା, ବଡ଼ବିଲ, ବଲାଣି, ଗୁଆଲି, ଜିଲିଂ ଆଦି ଅଞ୍ଚଳରେ ଭାରତ ବନ୍ଦର ବିଶେଷ ପ୍ରଭାବ ପରିଲିଖିତ…
ଭଞ୍ଜନଗର ବନ୍ଦ ପ୍ରଭାବ: ଯାତାୟାତ ଠପ୍
ଭଞ୍ଜନଗର,୧୨।୨(ବାବୁଲା ପ୍ରଧାନ): ବିଭିନ୍ନ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଭଞ୍ଜନଗରରେ ମଧ୍ୟ ପଡ଼ିଛି। ବାମପନ୍ଥୀ ସଂଗଠନ ଗୁଡ଼ିକ ଆଜି ସକାଳୁ ସକାଳୁ ସହରର ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସହର ଦେଇ ବସ,…
ବିଦ୍ୟୁତ୍ ସେବା ପ୍ରଦାନରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଭୁବନେଶ୍ୱର,୧୨।୨(ଅନୁରାଧା ମହାରଣା): ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ଗୁଡ଼ିକ ପକ୍ଷରୁ ‘ଅନ୍ତର୍ଜାତୀୟ ବିଜ୍ଞାନ କ୍ଷେତ୍ରରେ ମହିଳା ଓ ବାଳିକା ଦିବସ-୨୦୨୬’ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ କାର୍ଯ୍ୟରତ ମହିଳା ବୃତ୍ତିଧାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନିତ କରାଯାଇଛି। ମିଟରିଂ…
ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍
ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମିଳିତ ଆହ୍ବାନ କ୍ରମେ…
ଧୋକା ଦେଲା ପ୍ରେମ…ପ୍ରଥମେ ଜ୍ବାଇଁ ସହ ଫେରାର ହେଲେ ଶାଶୁ, ୧୦ ମାସ ପରେ ଏବେ ଭିଣୋଇକୁ ଧରି ଛୁ
ଲକ୍ଷ୍ନୌ,୧୨।୨: ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ମହିଳା ନିଜ ଜ୍ବାଇଁଙ୍କୁ ପ୍ରେମ କରି ତାଙ୍କ ସହିତ ପଳାଇ ଯାଇଥିଲେ। ଏହି ଘଟଣା ୧୦ ମାସ ପୂର୍ବେ ଖବରର ଶିରୋନାମା ପାଲଟିଥିଲା। କିନ୍ତୁ…
ପାକିସ୍ତାନର ୟୁଟର୍ନ ଉପରେ ଏତେ ବଡ଼ କଥା କହିଦେଲେ ତିଲକ ବର୍ମା, କହିଲେ ଆମେ ଜାଣିଥିଲୁ…
ନୂଆଦିଲ୍ଲୀ,୧୨।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ନେଇ କିଛି ଦିନ ଧରି ଅନିଶ୍ଚିତତା ରହିଥିଲା। ପାକିସ୍ତାନ ପ୍ରଥମେ ମ୍ୟାଚ ଉପରେ ଭିନ୍ନ ମତ ପ୍ରକାଶ କରିଥିଲା, କିନ୍ତୁ ଏବେ ଚିତ୍ର ସ୍ପଷ୍ଟ। ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ଦୁଇ ଦଳ…
୧୨ ଘଣ୍ଟିଆ ଭାରତ ବନ୍ଦ: ଯାନବାହନ ଚଳାଚଳ ଠପ୍
ବଣାଇଁ, ୧୨।୨(ପ୍ରଦୀପ ତ୍ରିପାଠୀ): ସର୍ବଭାରତୀୟ ସ୍ତରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ମିଳିତ ଟ୍ରେଡ ୟୁନିଅନର ଡାକରା କ୍ରମେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବଣାଇଁ ଅଞ୍ଚଳରେ ସମର୍ଥନ ମିଳିଥିବା ଦେଖାଯାଇଛି l ପ୍ରଭାବରେ ୫୨୦ ଓ ୧୪୩ ନମ୍ବର…
ପୋଲିସ ବସ୍ର ବ୍ରେକ ଫେଲ୍: ଶତାଧିକ ଆନ୍ଦୋଳନକାରୀ…
ରାୟଗଡ଼ା,୧୨।୨(ଆଶିଷ ରଞ୍ଜନ ପଣ୍ଡା):ବ୍ରେକ ଫେଲ ହେଲା ପୋଲିସ ବସ୍। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ବାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା…
୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ
ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ ବଜାର, ଜାତୀୟ ରାଜପଥ ବନ୍ଦ କରାଯିବାର ଦେଖିବକୁ ମିଳିଛି। ୧୦ଟି ଶ୍ରମିକ ଓ…
Archives


