Home Left

‘ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ପାଇଁ ତାଲିମ ପ୍ରଶିକ୍ଷଣ ଜରୁରୀ’

ପୁରୁଷୋତ୍ତମପୁର,୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜରେ ଆତ୍ମସୁରକ୍ଷା ଶିବିର ଅଧ୍ୟାପିକା ଶ୍ରାବଣୀ ଖଟେଇଙ୍କ ସଂଯୋଜନାରେ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ କଲେଜର ଅଧ୍ୟକ୍ଷ ଡଃ ସୁରେନ୍ଦ୍ରନାଥ ପଣ୍ଡା ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ସିଡିପିଓ…

ଭାରତରେ HMPV ମାମଲା ଚିହ୍ନଟ: ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ସରକାର

ନୂଆଦିଲ୍ଲୀ,୬।୧: ଚାଇନାରେ HMPV ମାମଲା ଭାରତରେ ୩ ଜଣଙ୍କ ଦେହରେ ଚିହ୍ନଟ ହୋଇଛି। HMPV ଭୂତାଣୁ କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ମାମଲା ସାମ୍ନାକୁ ଆସିଛି। ସଂକ୍ରମିତ ହୋଇଥିବା ସମସ୍ତେ ଶିଶୁ । ଆଇସିଏମଆର ନିୟମିତ ତଦାରଖ ମାଧ୍ୟମରେ କର୍ନାଟକରେ…

ରୋହିତଙ୍କ ଉତ୍ତରାଧିକାରୀ ହେବେ କିଏ? ରେସ୍‌ରେ ଏହି ୩ ନାଁ

ନୂଆଦିଲ୍ଲୀ,୬।୧: ଅଷ୍ଟ୍ରେଲିଆଠାରୁ ଟେଷ୍ଟ ସିରିଜ ହାରିବା ପରେ ଭାରତୀୟ କ୍ରିକେଟ ଦଳ ଏକ ନୂଆ ସଙ୍କଟରେ ପଡ଼ିଥିବା ଜଣାପଡିଛି। ଟିମ ଇଣ୍ଡିଆ ନୂଆ ଅଧିନାୟକ ଆବଶ୍ୟକ କରୁଛି, କିନ୍ତୁ ତାଙ୍କ ପାଇଁ ଉପଯୁକ୍ତ ବିକଳ୍ପର ଅଭାବ ଦେଖାଦେଇଛି। ୧୦ ବର୍ଷ ମଧ୍ୟରେ…

ଯୁବକଙ୍କୁ ଚାପିଦେଲା ଧାନ ବୋଝେଇ ଟ୍ରକ୍‌, ମୃତଦେହ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

ପାଇକମାଳ,୬ା୧(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳରୁ ୮କିଲୋମିଟର ଦୂର ଚୂହାପାଲିଠାରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଗୋଟିଏ ଧାନବସ୍ତା ଲୋଡିଂ ଟ୍ରକ୍‌ ବ୍ରିଜ୍‌ ଅତିକ୍ରମ କରି ଚୂହାପାଲିଠାରେ ଜଣେ ୧୮ ବର୍ଷର ଯୁବକଙ୍କୁ ଧକ୍କା ଦେଇ ପଳାଇଯାଉ ଥିବା ବେଳେ…

୫୦ ଫୁଟ ଉପରକୁ ଉଡ଼ିଲା ସେନା ଗାଡ଼ି: ଗଛଡାଳରେ ଲାଗିଛି ଗାଡ଼ି ଯନ୍ତ୍ରାଂଶ

ରାୟପୁର,୬।୧: ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ସୋମବାର ଆଇଇଡି ବିସ୍ଫୋରଣ ଖଞ୍ଜି ଯବାନଙ୍କ ଏକ ଗାଡ଼ିକୁ ଉଡ଼ା ଦେଇଛନ୍ତି। ବିସ୍ଫୋରଣରେ ୯ଜଣ ଶହୀଦ ହୋଇଥିବା ଜଣାପଡିଛି। ୮ ଦନ୍ତେୱାଡା ଡିଆର୍‌ଡି ଯବାନଙ୍କ ସହିତ ଜଣେ ଗାଡ଼ି ଡ୍ରାଇଭରଙ୍କ…

ଏହି ମିଷ୍ଟ୍ରିଗର୍ଲଙ୍କ ପାଇଁ ଚହଲ-ଧନଶ୍ରୀ ମଧ୍ୟରେ ହେବାକୁ ଯାଉଛି ଛାଡପତ୍ର!

ମୁମ୍ବାଇ,୬।୧:ଦୀର୍ଘ ଦିନ ଧରି ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଥିବା ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବ୍ୟକ୍ତିଗତ ଜୀବନରେ ସବୁକିଛି ଠିକ ଚାଲିନାହିଁ। ତାଙ୍କ ସ୍ତ୍ରୀ ଧନଶ୍ରୀ ଧର୍ମେନ୍ଦ୍ରଙ୍କ ସହ ଚହଲଙ୍କ ସମ୍ପର୍କରେ ମତଭେଦ ଥିବା ଚର୍ଚ୍ଚା ହେଉଛି। ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ…

‘୬ ମାସରେ ଓଡ଼ିଶା ଲକ୍ଷ୍ମୀଛଡ଼ା ହୋଇଗଲାଣି’

ଭୁବନେଶ୍ୱର,୬ା୧: ଦର୍‌ଦାମ ବୃଦ୍ଧି ପ୍ରତିବାଦରେ ସୋମବାର ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ଲୋୟର ପିଏମ୍‌ଜିଠାରେ ୨୫ରୁ ୩୦ ହଜାର ଲୋକଙ୍କୁ ଏକାଠି କରି ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡି ଘେରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଆନ୍ଦୋଳନରେ…

ଦଶମ ପାସ୍‌ ପିଲାଙ୍କ ପାଇଁ ରେଲଓ୍ବେରେ ନିଯୁକ୍ତି ସୁଯୋଗ, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୬।୧: ଯେଉଁମାନେ ରେଳବାଇରେ ଚାକିରି ପାଇଁ ସ୍ବପ୍ନ ଦେଖୁଛନ୍ତି,ତାଙ୍କ ପାଇଁ ଖୁସି ଖବର ଆସିଛି। ଦଶମ ଏବଂ ଆଇଟିଆଇ ପାସ ଯୁବକମାନଙ୍କ ପାଇଁ ଦକ୍ଷିଣ କେନ୍ଦ୍ରୀୟ ରେଳ ଏକ ଭଲ ସୁଯୋଗ ଆଣିଛି। ଆପ୍ରେଣ୍ଟିସିପର ବମ୍ପର ପୋଷ୍ଟଗୁଡିକରେ ନିଯୁକ୍ତି ପାଇଁ ରେଳବାଇ…

ନୂଆ ରାଜ୍ୟପାଳଙ୍କୁ ଭେଟିଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଭୁବନେଶ୍ୱର,୬ା୧: ସୋମବାର ରାଜଭବନ ପରିସରରେ ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍‌ପତିଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଡିଜିପି ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ରାଜ୍ୟବାସୀଙ୍କ…

କାନ୍ଦିପକାଇଲେ ମୁଖ୍ୟମନ୍ତ୍ରୀ: ଭୋଟ ପାଇଁ ମୋ ବାପାଙ୍କୁ…

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ଭାବପ୍ରବଣ ହୋଇପଡିଛନ୍ତି। ରମେଶ ବିଧୁରୀଙ୍କ ବକ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ମୋ ବାପା ଜଣେ ଶିକ୍ଷକ। ସେ ଏତେ ଅସୁସ୍ଥ ଅଛନ୍ତି ଯେ ସେ ଚାଲିପାରୁ ନାହିଁ। ଭୋଟ ପାଇଁ ସେମାନେ ବୃଦ୍ଧ ବ୍ୟକ୍ତିଙ୍କୁ…

ମାଡି ଆସୁଛି ଭୟଙ୍କର ବରଫ ଝଡ଼: ଆମେରିକାରେ ହାଇଆଲର୍ଟ

ଓ୍ବାଶିଂଟନ୍‌,୬।୧: ପ୍ରବଳ ଥଣ୍ଡା ସାଙ୍ଗକୁ ବରଫ ଝଡ଼ ଆମେରିକାବାସୀଙ୍କୁ କଲବଲ କରୁଛି। ଚାରିଆଡେ ଜୁଆଡେ ଦେଖିବ ବରଫ ହିଁ ବରଫ। ଘର, ରାସ୍ତାଘାଟ ଉପରେ ବରଫର ବହଳ ଆସ୍ତରଣ ଜମି ରହିଛି। ଏପରି କି ଟ୍ରକ, ବସ୍‌, କାର୍‌ ଆଦି ଗାଡ଼ି…

ମୁହଁ ଖୋଲିଲେ ଗୋବିନ୍ଦାଙ୍କ ସ୍ତ୍ରୀ, କହିଲେ ଏହି ଝିଅ ସହ…

ମୁମ୍ବାଇ: ମୁହଁ ଖୋଲିଛନ୍ତି ବଲିଉଡର ସୁପରଷ୍ଟାର ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ଆହୁଜା । ନିକଟରେ ସେ ଏକ ସାକ୍ଷାତକାରରେ ସେ ତାଙ୍କ ସ୍ବାମୀଙ୍କ ଅନେକ ଗୁମର ଫିଟାଇଛନ୍ତି। ତାଙ୍କ ବ୍ୟତୀତ ଗୋବିନ୍ଦାଙ୍କ ବିବାହ ବଲିଉଡର ଜଣେ ଚର୍ଚ୍ଚିତ ଅଭିନେତ୍ରୀଙ୍କ ସହ ପକ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri