Home Left

ରୋହିତ-ବିରାଟଙ୍କଠାରୁ ଅଧିକ ରନ୍‌, ଶାମିଙ୍କଠାରୁ ଅଧିକ ଉଇକେଟ; ଚାମ୍ପିଅନ୍ସ ଟ୍ରଫିରେ ବିପର୍ଯ୍ୟୟ ସୃଷ୍ଟି କରୁଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୨: ଗୋଟିଏ ପଟେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ଏବଂ ପାକିସ୍ତାନ ଭଳି ବଡ଼ ଦଳ ପ୍ରଥମ ରାଉଣ୍ଡରେ ହିଁ ବାଦ ପଡ଼ିଥିବା ବେଳେ ବାଂଲାଦେଶ ମଧ୍ୟ ପୁଣି ଥରେ ପ୍ରଭାବିତ କରିବାରେ ବିଫଳ ହୋଇଛି। ହେଲେ ସେମାନଙ୍କ ତୁଳନାରେ ଅନଭିଜ୍ଞ ଆଫଗାନିସ୍ତାନ…

ଜୁନାଗଡ଼ ବିଇଓଙ୍କ କାର୍ଯ୍ୟାଳୟ ବିଳମ୍ବରେ ଆସୁଛନ୍ତି କର୍ମଚାରୀ

ଭବାନୀପାଟଣା/ଜୁନାଗଡ଼,୨୮ା୨(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କେତେଜଣ କର୍ମଚାରୀ ମନଇଚ୍ଛା ଅଫିସ ଆସୁଥିବା ଜଣାପଡିଛି। ଅଫିସ ସମୟ ଆରମ୍ଭ ପୂର୍ବାହ୍ନ ୧୦ଟା ହୋଇଥିବାବେଳେ ଏହି କର୍ମଚାରୀମାନେ ୧୧ଟା ପରେ ଅଫିସକୁ ଆସିଥାନ୍ତି।…

ଶେଷ ହୋଇଗଲାକି କଂଗ୍ରେସ ସହ ମତଭେଦ?ଖାର୍ଗେ-ରାହୁଲଙ୍କ ସହ ଫଟୋରେ ନଜର ଆସିଲେ ଶଶି ଥରୁର

ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନ ଧରି ବରିଷ୍ଠ କଂଗ୍ରେସ ନେତା ତଥା ତିରୁବନନ୍ତପୁରମ୍‌ ଏମ୍‌ପି ଶଶି ଥରୁର୍‌ ଦଳ ଉପରେ କ୍ଷୁବ୍ଧ ନଜର ଆସୁଥିଲେ। ଦଳରେ ତାଙ୍କୁ ଅଣଦେଖା କରୁଥିବା ସେ ଅନୁଭବ କରୁଥିବା କହିଥିଲେ। ହେଲେ ଏବେ ଏଭଳି ଏକ…

ବିକଶିତ ଭାରତକୁ ବିଜ୍ଞାନର ଅବଦାନ

ଦିଗପହଣ୍ଡି,୨୮|୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ପ୍ରଧାନାଆଚାର୍ଯ୍ୟ ଷଷ୍ଠି ପ୍ରସାଦ ବିଷୋୟୀ ଏବଂ ଭଗବତୀ ପ୍ରସାଦ ମିଶ୍ରଙ୍କ ମିଳିତ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଶ୍ରୀକାନ୍ତ…

ପିଡିଏସ ଚାଉଳ ଆଣି ଫେରୁଥିଲେ ହିତାଧିକାରୀ; ଓଲଟିଲା ୪୦୭ ଗାଡ଼ି, ୭ ଗୁରୁତର

ଥୁଆମୂଳ ରାମପୁର ୨୮।୨(ଦୁର୍ଗା କୀର୍ତ୍ତି): ପଞ୍ଚାୟତକୁ ପିଡିଏସ ଡାଉଳ ଆଣିବା ପାଇଁ ଯାଇ ଗରିବ ହିତାଧିକାରୀ ବାଟରେ ଗାଡି ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କରୁଥିବା ଘଟଣା ପୁଣି ସାମ୍ନାକୁ ଆସିଛି । ଏଭଳି ଏକ ଦୁର୍ଘଟଣାର ଶିକାର ହୋଇଥିବା ଦେଖିବାକୁ ମିଳିଛି…

Champions Trophy: ପାକିସ୍ତାନରେ ଶେଷ ହୋଇଗଲା ଏହି ଭେଟେରାନଙ୍କ ଅଧିନାୟକ କ୍ୟାରିୟର, ଦଳ ହାରିବା ପରେ ଦେଲେ ଇସ୍ତଫା 

ନୂଆଦିଲ୍ଲୀ,୨୮।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ ପରେ ଜଣେ ଅଧିନାୟକ ପଦ ଛାଡ଼ିଛନ୍ତି। ପୂର୍ବତନ ବିଶ୍ୱ ଚାମ୍ପିଅନ ଇଂଲଣ୍ଡର ଅଧିନାୟକ ଜୋସ ବଟଲର୍‌ ଇସ୍ତଫା ଦେଇଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ…

Indian Railway: ମାର୍ଚ୍ଚ ୧ ବଦଳିଯିବ ନିୟମ? ଓ୍ବେଟିଂ ଟିକେଟ୍‌କୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୮।୨: ମାର୍ଚ୍ଚ ୧ରୁ ବଦଳିଯିବ ଭାରତୀୟ ରେଲଓ୍ବେର ନିୟମ! ଏନେଇ ରେଳ ମନ୍ତ୍ରଣାଳୟ ଦେଇଛି ବଡ଼ ସୂଚନା। ବରିଷ୍ଠ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ମାର୍ଚ୍ଚ ୧, ୨୦୨୫ ଠାରୁ ରେଳ ଯାତ୍ରା ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବରୁ…

ଓଡ଼ିଶା ଶିଳ୍ପ ସୁରକ୍ଷା ବଳ ତରଫରୁ ଅସ୍ତ୍ରଶସ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ, ୨୮/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (ଓ଼ଆଇଏସଏଫ) ତରଫରୁ ଶୁକ୍ରବାର ଏକ ଅସ୍ତ୍ରଶସ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଶିଳ୍ପ ସୁରକ୍ଷା ବଳ(ଓଆଇଏସଏଫ) କ୍ୟାମ୍ପ…

ଇଡି ପଞ୍ଝାରେ ଫରେଷ୍ଟ ଗାର୍ଡ: ବାସଭବନରେ ୭ଘଣ୍ଟା ଚଢ଼ାଉ

ଭବାନୀପାଟଣା/କୋକସରା,୨୮ା୨ (ଉତ୍ତମ କୁମାର ଦାଶ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)-ବନୀକରଣ ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଶୁକ୍ରବାର କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ସମୟରେ…

Jan Samarth Portal: ଋଣ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ବ୍ୟାଙ୍କ, ଜାଣନ୍ତୁ ସରକାର ଆରମ୍ଭ କରିଥିବା ସବୁଠାରୁ ସହଜ ଉପାୟ…

ନୂଆଦିଲ୍ଲୀ,୨୮।୨: ଯଦି ଆପଣଙ୍କୁ ବ୍ୟବସାୟ, ଶିକ୍ଷା, ଚାଷ କିମ୍ବା ଅନ୍ୟ କୌଣସି ଆବଶ୍ୟକତା ପାଇଁ ଋଣ ଆବଶ୍ୟକ, ତେବେ ଏବେ ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କକୁ ଦୌଡ଼ିବାର ଆବଶ୍ୟକତା ନାହିଁ। ଆପଣ ସରକାରଙ୍କ ଜନ ସମର୍ଥ ପୋର୍ଟାଲରେ ଘରୁ ଅନଲାଇନରେ ଋଣ…

ନିମପଲ୍ଲୀ ସେବାଶ୍ରମର ବାର୍ଷିକୋତ୍ସବ: ଯୋଗଦେଲେ ବିଡିଓ…

ଦିଗପହଣ୍ଡି,୨୮।୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଏନ୍‌ଏସ ୨ ନଂ ୱାର୍ଡ ନିମପଲ୍ଲୀ ସରକାରୀ ସେବାଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ପ୍ରଧାନ ଶିକ୍ଷୟିତ୍ରୀ ସୁମିତ୍ରା କୁମାରୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସାହୁ ସଭାପତିତ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri