‘ପାକ୍ର ସିଗାରେଟ, ଚାଇନାର ହ୍ୟାଣ୍ଡ ଗ୍ରେନେଡ’, ମୃତ ଆତଙ୍କବାଦୀ ଖୋଲିଦେଲେ ମୁନିରଙ୍କ ଘଟିଆ ପ୍ଲାନର ପୋଲ୍
ଇସଲାମାବାଦ,୮।୧୧: ଜମ୍ମୁ ଓ କଶ୍ମୀରର କୁପୱାଡା ଜିଲାର କେରନ ସେକ୍ଟରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଭାରତୀୟ ସେନା ଅପରେଶନ ପିମ୍ପଲ ସମୟରେ ଏକ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରି ଏକ ପାକିସ୍ତାନୀ ଆତଙ୍କବାଦୀ...
DNA ଆବିଷ୍କାରକ ଜେମ୍ସ ଓ୍ବାଟସନଙ୍କ ପରଲୋକ. ୧୯୬୨ରେ ମିଳିଥିଲା ନୋବେଲ ପୁରସ୍କାର
ଚିକାଗୋ,୮।୧୧: ଡିଏନଏ ଆବିଷ୍କାରକ ଏବଂ ନୋବେଲ ପୁରସ୍କାର ବିଜେତା ଜେମ୍ସ ୱାଟସନଙ୍କର ୯୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୫୩ ମସିହାରେ, ୱାଟସନ twisted-ladder structure(ଡବଲ ହେଲିକ୍ସ) ଆବିଷ୍କାର କରିଥିଲେ। ଏହି ଆବିଷ୍କାର ଚିକିତ୍ସା, ଅପରାଧ ତଦନ୍ତ, ବଂଶାବଳୀ ଏବଂ...
କ୍ଲାସ ସାରି ଘରକୁ ଫେରୁଥିଲେ ୨ ଛାତ୍ରୀ: ବାଟରେ ଘଟିଲା ବଡ଼ ଦୁର୍ଘଟଣା, ଆଉ ତା’ପରେ
ଆନନ୍ଦପୁର ୮।୧୧(ସୁଶାନ୍ତ କୁମାର ସାହୁ) କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଶାଳପଡ଼ା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ରାସ୍ତାରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣ କଲେଜ...
ଘୁମୁସର ବନଖଣ୍ଡରେ ୧୫ରୁ ବାଘ ଗଣନା, ଜଙ୍ଗଲରେ ଲାଗିବ ଟ୍ରାପ୍ କ୍ୟାମେରା
ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ପ୍ରତି ୪ ବର୍ଷକୁ ଥରେ ଦେଶରେ ବାଘ ଗଣନା ହେଉଛି। ତେଣୁ ଚଳିତ ବର୍ଷ ଦେଶରେ ବାଘ ଗଣନା ପ୍ରକ୍ରିୟା ଚାଲିଛି। ଏହିଭଳି ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ବନଖଣ୍ଡରେ ବାଘ...
ବିଜେଡି ନେତାଙ୍କ ଘରେ IT ରେଡ
ନୂଆପଡ଼ା,୧୧।୮(ମକାରୁ ବେମାଲ): ନୂଆପଡ଼ା ଖରିଆର ରୋଡରେ ବିଜେଡି ନେତାଙ୍କ ଘରେ IT ରେଡ ହୋଇଛି। ନୂଆପଡ଼ା ଖରିଆର ରୋଡରେ ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ IT ରେଡ ହୋଇଥିବା ସୂଚନା ମିଳିଛି। କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ...
ଖାଲଖମାରେ ଭରି ହୋଇଛି ଜାତୀୟ ରାଜପଥ, ଯାତ୍ରୀ ଦୁର୍ଘଟଣାର ଶିକାର ହୋଇ…
ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତା ରାଞ୍ଚି ବିଜୟଓ୍ବାଡା କରିଡ଼ର ଯୋଜନାରେ ନିର୍ମାଣ ହୋଇଛି। କିନ୍ତୁ ଉକ୍ତ ରାସ୍ତାର ଅନେକ ସ୍ଥାନରେ ଖାଲଖମା ଭରି ରହିଛି। ଗୋବରାଠାରେ ଥିବା ପୁରୁଣା ସେତୁଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ...
ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା: ୭ ପୋଲିସଙ୍କୁ ଦାୟୀ କରି…
ପୁରୀ,୮ା୧୧: ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି। ଗତ ୨୯.୬.୨୫ ରଥଯାତ୍ରା ଦିନ ଦଳାଚକଟା ଘଟଣାରେ ୭ ପୋଲିସଙ୍କୁ ଦାୟୀ କରାଯାଇ ସୁପାରିସ କରାଯାଇଛି। ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏପରି କାର୍ଯ୍ୟାନୁଷ୍ଠାନ...
ଆପଲ୍କୁ ବିକି ପାରିବେ ଆପଣଙ୍କ ପୂରୁଣାଫୋନ୍, ବଦଳରେ ମିଳିବ…
ନୂଆଦିଲ୍ଲୀ,୮।୧୧: ବର୍ତ୍ତମାନ iPhones ପାଇଁ ଏକ ପ୍ରବଳ କ୍ରେଜ ରହିଛି। ତଥାପି, ବହୁତ ଟଙ୍କା ଯୋଗୁଁ, ଅନେକ ଲୋକ ନୂଆ iPhone କିଣି ପାରୁନାହାଁନ୍ତି। ଏପରି ଲୋକଙ୍କ ପାଇଁ, Apple ଏକ ଟ୍ରେଡ-ଇନ ପ୍ରୋଗ୍ରାମ ଆରମ୍ଭ କରିଛି। ଯାହା ପୁରୁଣା...
ବାର୍ଥ ଡେ’ ବୟ ପ୍ଲେଇଂ ଇଲେଭେନରୁ ବାଦ୍: ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-୨୦ରେ ବଡ଼ ନିଷ୍ପତ୍ତି
ବ୍ରିସବେନ,୮।୧୧: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-୨୦ ଜିତି ସିରିଜ ସିଲ୍ କରିବାକୁ ଟିମ ଇଣ୍ଡିଆ ଚେଷ୍ଟା କରିବ। ଆୟୋଜକ ଦଳ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ ଇଣ୍ଡିଆର ବାର୍ଥ ଡେ’ ବୟଙ୍କୁ ପ୍ଲେଇଂ...
ଯନ୍ତ୍ରଣାରେ ଛଟପଟ ହେଲେ ରିଷଭ ପନ୍ତ: ୩ ବଲ୍ରେ ୩ଥର….
ବେଙ୍ଗାଲୁରୁ,୮।୧୦: ଭାରତ ଏ ଏବଂ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ମ୍ୟାଚ୍ର ତୃତୀୟ ଦିନ ଶୀଘ୍ର କେଏଲ ରାହୁଲ ଆଉଟ ହୋଇଥିଲେ। ଏହା ପରେ ପଡ଼ିଆକୁ ଆସିଥିବା ଅଧିନାୟକ...
ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ
ନୂଆଦିଲ୍ଲୀ,୮।୧୧: ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ ଚାଲିବ । ଏହା ୧ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ତାଙ୍କ...
ପୁଣି ନୀତୀଶ ହେବେ ବିହାର ମୁଖ୍ୟମନ୍ତ୍ରୀ! ବଡ଼ ଖୁଲାସା କଲେ ଧମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ,୮।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବରିଷ୍ଠ ଭାଜପା ନେତା ଏବଂ ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ନୀତୀଶ କୁମାର ହେଉଛନ୍ତି ଏନଡିଏର...
Archives


