Home Left

Delhi Blast: ଡା. ଶାହିନଙ୍କ ଗିରଫ ପରେ ସାମ୍ନାକୁ ଆସିଲା ତାଙ୍କ ବାପାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ଲକ୍ଷ୍ନୌ,୧୧।୧୧: ଫରିଦାବାଦରୁ ଡକ୍ଟର ଶାହିନଙ୍କ ଗିରଫଦାରୀ ଲକ୍ଷ୍ନୌରେ ତାଙ୍କ ପରିବାର ପାଇଁ ଏକ ଅଘଟଣ ପରି ଥିଲା। ଲାଲବାଗ ବାସଭବନ ଏବଂ ଡାଲିଗଞ୍ଜରେ ତାଙ୍କ ପୁରୁଣା ଘରେ ପୋଲିସର ଉପସ୍ଥିତି ସମଗ୍ର ଅଞ୍ଚଳକୁ ଚର୍ଚ୍ଚାକୁ ଆଣିଛି। ଯେତେବେଳେ ଶାହିନଙ୍କ ବାପା...

ଦିଲ୍ଲୀ ବିସ୍ଫୋରଣରେ ଟେଲିଗ୍ରାମ ଲିଙ୍କ୍: ଆତଙ୍କବାଦୀଙ୍କ ପାଇଁ ସେଫ୍ ଜୋନ୍ ପାଲଟିଛି ମେସେଜିଂ ଆପ୍

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀ କାର୍ ବିସ୍ଫୋରଣରେ ଆତ୍ମଘାତୀ ଆକ୍ରମଣକାରୀ ସନ୍ଦେହ କରାଯାଉଥିବା ଡାକ୍ତର ଉମର ମହମ୍ମଦ ଏକ ମୌଳବାଦୀ ଡାକ୍ତର ଗୋଷ୍ଠୀର ଅଂଶ ଥିଲେ, ଯିଏକି ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମରେ ସମନ୍ୱୟ ରକ୍ଷା କରୁଥିଲେ। ଦିଲ୍ଲୀ ପୋଲିସ୍ ସୂତ୍ରରୁ ମିଳିଥିବା...

ଭୁବନେଶ୍ୱରରେ ହିଟ୍‌ ଆଣ୍ଡ ରନ୍‌ : ସିସିଟିଭିରେ କଏଦ ଘଟଣାର ଭିଡ଼ିଓ…

ଭୁବନେଶ୍ୱର,୧୧।୧୧: ରାଜଧାନୀ ଭୁବନେଶ୍ୱରରେ ହିଟ୍‌ ଆଣ୍ଡ ରନ୍‌। ଏଜି ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଚାଲିଯାଇଛି ଜଣେ ସ୍କୁଟି ଚାଳକଙ୍କ ଜୀବନ। ଘଟଣାଟି ସିସିଟିଭିରେ କଏଦ ହୋଇଛି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ସିସିଟିଭି...

ସରିବାକୁ ବସିଲାଣି ଶିକ୍ଷାବର୍ଷ, ହେଲେ ହାଇସ୍କୁଲ ପିଲାଙ୍କୁ ଏଯାଏ ମିଳିନି ୟୁନିଫର୍ମ

ଜି.ଉଦୟଗିରି,୧୧ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ସମସ୍ତ ହାଇସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲ ୟୁନିଫର୍ମ ମିଳି ନ ଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୮ ମାସ...

ନୂଆପଡ଼ା ଉପନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୬୫.୫୬% ମତଦାନ

ନୂଆପଡ଼ା,୧୧।୧୧(ମକାରୁ ବେମାଲୁ): ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ୬୫.୫୬% ପ୍ରତିଶତ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଥିବା ସୂଚନା ମିଳିଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ...

ଧାନ ଜଗିବାକୁ ଯାଇଥିଲେ: ୨ ଚାଷୀଙ୍କୁ ଦଳିଦେଲା ହାତୀ

ଜମନକିରା,୧୧।୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ରମା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କୁତବ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଧାନ ଜଗିବାକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ୨ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି।...

ନିଶାରୁ କେମିତି ମୁକୁଳିବେ? ଜାଣନ୍ତୁ ଏହାର ଅତି ସହଜ ଉପାୟ

କୌଣସି ନିଶାରେ ପଡ଼ିଯାଇଛନ୍ତି କି? ଏଥିରୁ କେମିତି ମୁକୁଳିବେ ସେହି ଚିନ୍ତା ଘାରୁଛି କି? ଯଦି ଏପରି କିଛି ହେଉଥାଏ ତେବେ ଏକ ସହଜ ଉପାୟ ଅବଲମ୍ବନ କରି ନିଶାଦ୍ରବ୍ୟଠାରୁ ଦୂରେଇ ରହିପାରିବେ। ଏଥିପାଇଁ ସୁଗାର ନ ଥିବା ଚୁଇଙ୍ଗମ...

ଦିଲ୍ଲୀ ବିସ୍ଫୋରଣର ଦିନକ ପରେ ଆତଙ୍କବାଦୀ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଆତ୍ମଘାତୀ କାର୍ ବିସ୍ଫୋରଣ ଘଟିବାର ଗୋଟିଏ ଦିନ ପରେ ସୁପ୍ରିମକୋର୍ଟ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ବା UAPA ଅନୁଯାୟୀ ଅଭିଯୁକ୍ତ ଜଣଙ୍କୁ ଜାମିନ ଦେବାକୁ କୋର୍ଟ ମନା...

ଦିଲ୍ଲୀ ବିସ୍ଫୋରଣରେ ଆହତ ହୋଇ ନ ଥିଲେ ହମିନପୁରର ବ୍ୟକ୍ତି, ହେଲେ କେମିତି ଆସିଲା ଆହତଙ୍କ ସୂଚିରେ ନାମ

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀ ବିସ୍ଫୋରଣରେ ହିମାଚଳ ପ୍ରଦେଶର ହମିରପୁର ଜିଲାର ଜଣେ ବ୍ୟକ୍ତି ଆହତ ହୋଇଥିବା ଖବର ମଧ୍ୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ହମିରପୁରର ବାସିନ୍ଦା HRTC ବସ ଡ୍ରାଇଭର ତିଲକ ରାଜ ବିସ୍ଫୋରଣରେ ଆହତ ହୋଇନାହାଁନ୍ତି। ହିମାଚଳ...

ଜବରଦଖଲ ମୁକ୍ତ ପାଇଁ ଅଡ଼ି ବସିଲେ ଗ୍ରାମବାସୀ

କର୍ଲାମୁଣ୍ଡା/ ରିଷିଡା ୧୧।୧୧:(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତରେ ଥିବା ସରକାରୀ ଜମି ଏବେ ଜବରଦଖଲରେ ରହିଛି। ସରକାରୀ ଗୋଚର ଜମି, ଗ୍ରାମ୍ୟଜଙ୍ଗଲ ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ନିଜ ଅକ୍ତିଆରରେ ରଖିଥିବା...

ସାମାନ୍ୟ ବଚସା ହେଲା କାଳ: ସାନର ଛୁରାମାଡ଼ରେ ବଡ଼ ଭାଇର ଗଲା ଜୀବନ

ମୋହନା,୧୧।୧୧(ମନ୍ମଥ ମିଶ୍ର): ସାନ ଭାଇର ଛୁରା ମାଡ଼ରେ ବଡ଼ ଭାଇ ମୃତ୍ୟୁ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ରେବିଡି ଗାଁରେ। ବଡ଼ ଭାଇ ଅଜ୍ୟମ ଦଳବେହେରା ଓ ସାନ ଭାଇ ସୁଦିପ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୮ ଆହତ

ପଦ୍ମପୁର, ୧୧.୧୧- (ପ୍ରଦୀପ୍ତ ଦାଶ )ଆଜି ସକାଳ ୭ଟା ରେ ପଦ୍ମପୁର ଅନ୍ତର୍ଗତ ଗାଇସିଲେଟ ଥାନା ଖୁଣ୍ଟପାଲି ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇ ପଦ୍ମପୁର ଡାକ୍ତରଖାନାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri