ଏସିଆନ ଶୁଟିଂ ଚାମ୍ପିୟନଶିପ୍: ଅର୍ଜୁନ-ଏଲାଭେନିଲ ଯୋଡ଼ିଙ୍କୁ ମିଳିଲା ସ୍ବର୍ଣ୍ଣ
ସିମ୍କେଣ୍ଟ(କାଜାଖସ୍ତାନ),୨୩ା୮: ଭାରତର ଅର୍ଜୁନ ବବୁତା ଓ ଏଲାଭେନିଲ ଭାଲରିଭାନ ଶନିବାର ଅନୁଷ୍ଠିତ ୧୬ତମ ଏସିଆନ ଶୁଟି ଚାମ୍ପିୟନଶିପ୍ ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତୀୟ ଯୋଡ଼ି ଚାଇନାର ଡିଙ୍ଗ୍କେ ଲୁ’ ଓ ଜିନ୍ଲୁ…
OMG! ୬୦୦୦ ଲୋକଙ୍କୁ ଚାକିରି ଦେବେ ଡଲି ଚାଏବାଲା, ଘୋଷଣା କରି ଚମକାଇଲେ…
ନାଗପୁରର ପ୍ରସିଦ୍ଧ ଚା’ ବିକାଳି ସୁନୀଲ ପାଟିଲ, ଯାହାଙ୍କୁ ସମସ୍ତେ Oଲି ଚାୟାୱାଲା ନାମରେ ଜାଣନ୍ତି, ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ନିଆରା ଚା’ ପରିବେଷଣ ଶୈଳୀ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ସୋସିଆଲ ମିଡିଆରେ ସେ ବେଶ ଲୋକପ୍ରିୟ।…
ତିଖାଲି ଡ୍ୟାମ୍ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ
ଖଡ଼ିଆଳ,୨୩ା୮ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ତିଖାଲି ଡ୍ୟାମ୍ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ଗତ ୨ଦିନ ଧରି ଏଠାରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଫଳରେ ତିଖାଲି ଡ୍ୟାମ୍ରେ ଜଳସ୍ତର…
ଅଧ୍ୟାପକ କର୍ମଚାରୀଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ
ଖଡ଼ିଆଳ,୨୩ା୮(ସୁଜିତ କୁମାର ପ୍ରଧାନ): ରାଜ୍ୟ ସଂଘ ଆହ୍ବାନକ୍ରମେ ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଧ୍ୟାପକ କର୍ମଚାରୀ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଏଥିରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ କଲେଜର ୩୦ରୁ ଊର୍ଦ୍ଧ୍ବ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ…
ଏହିଦିନ IPLରୁ ସନ୍ୟାସ ନେବେ ବିରାଟ କୋହଲି! ସାଥି ଖେଳାଳିଙ୍କ ବଡ଼ ଦାବି
ନୂଆଦିଲ୍ଲୀ,୨୩।୮: ଟେଷ୍ଟ ଏବଂ ଟି-୨୦ ଫର୍ମାଟରୁ ଅବସର ନେଇଥିବା ବିରାଟ କୋହଲି ODI କ୍ରିକେଟରେ ସକ୍ରିୟ ଅଛନ୍ତି ଏବଂ IPLରେ ମଧ୍ୟ ଖେଳୁଥିବାର ଦେଖାଯାଉଛି। ବିରାଟ ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି ଏବଂ ତାଙ୍କୁ ବହୁତ ଦିନ ହେବ IPLରେ ଖେଳୁଥିବାର…
ପାକିସ୍ତାନର ବନ୍ଧୁ ସାଜିଛି ଆମେରିକା, ଏବେ ସିଧାସିଧା ଶୁଣାଇଲେ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୨୩।୮: ଶନିବାର (୨୩ ଅଗଷ୍ଟ, ୨୦୨୫) ପାକିସ୍ତାନ ସହିତ ଘନିଷ୍ଠତା ବୃଦ୍ଧି ପାଇଁ ଆତଙ୍କବାଦ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ଆଇନା ଦେଖାଇଥିଲେ ବୈଦେଶିକ ମନ୍ତ୍ରୀ। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଆମେରିକା ସେହି ଦେଶ (ପାକିସ୍ତାନ) ସହିତ ତାର ଇତିହାସ ଭୁଲିଯାଉଛି। ସେ…
‘ଯଦି ତୁମକୁ ଏହା ପସନ୍ଦ ନୁହେଁ, ତେବେ ଆମଠାରୁ କିଣ ନାହିଁ’, ରୁଷୀୟ ତେଲ ଉପରେ ନିଷେଧକୁ ନେଇ ଏମିତି କହିଲେ ଜୟଶଙ୍କର
ନୂଆଦିଲ୍ଲୀ,୨୩।୮: ରୁଷୀୟ ତୈଳ କିଣିବା ପାଇଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ। ଶନିବାର (୨୩ ଅଗଷ୍ଟ, ୨୦୨୫) ବୈଦେଶିକ ମନ୍ତ୍ରୀ ଜୋର…
ଭୁବନେଶ୍ୱରରେ ଘର କିଣିବାକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ? ଆସିଲା ବଡ଼ ଅପଡେଟ୍
ଭୁବନେଶ୍ୱର, ୨୩।୮: ବର୍ତ୍ତମାନ ଭୁବନେଶ୍ୱରରେ ଆପଣଙ୍କ ସ୍ବପ୍ନର ଘର କିଣିବା ଏକ କଠିନ ଚ୍ୟାଲେଞ୍ଜ ପାଲଟିଛି, ଏପରିକି ସହରର ସର୍ବାଧିକ ରୋଜଗାର କରୁଥିବା ଲୋକଙ୍କ ପାଇଁ ମଧ୍ୟ। ନ୍ୟାସନାଲ ହାଉସିଂ ବ୍ୟାଙ୍କ (NHB) ଏବଂ ନ୍ୟାସନାଲ ନମୁନା ସର୍ଭେ ଅଫିସ (NSSO)…
ସାବଧାନ! Whatsappରେ ମିଳିଲା ବିବାହ ନିମନ୍ତ୍ରଣ କାର୍ଡ, କ୍ଲିକ କରିବାରୁ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରୁ ଉଡିଗଲା ୨ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୨୩।୮: ମହାରାଷ୍ଟ୍ରର ହିଙ୍ଗୋଲିରୁ ସାଇବର ଠକେଇର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ହ୍ବାଟସଆପ ମାଧ୍ୟମରେ ତାଙ୍କ ଫୋନରେ ବିବାହ କାର୍ଡ ପାଇଥିଲେ। କାର୍ଡଟି ଦେଖାଯାଉଥିଲା ସରଳ କିନ୍ତୁ କ୍ଲିକ କରିବା ମାତ୍ରେ ପୀଡିତଙ୍କ ଆକାଉଣ୍ଟରୁ ପ୍ରାୟ…
ଏଣିକି ଶସ୍ତାରେ ମିଳିବ ଘର, ମଧ୍ୟବିତ୍ତ ପାଇବେ ବଡ଼ ଲାଭ, ଜାଣନ୍ତୁ ପୂରା ବିବରଣୀ…
ନୂଆଦିଲ୍ଲୀ,୨୩ା୮: ଯଦି ଆପଣ ଘର କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଦୀପାବଳିରେ ଆପଣ ଏକ ବଡ଼ ଆଶ୍ୱସ୍ତି ପାଇପାରିବେ। କାରଣ ସରକାର ଦେଶର ଜିଏସ୍ଟି ଢାଞ୍ଚାକୁ ସରଳ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ଜିଏସ୍ଟିର ବର୍ତ୍ତମାନର ଚାରୋଟି…
ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଖୋର୍ଦ୍ଧା,୨୩ା୮: ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ ମାରିଛନ୍ତି ଦୁର୍ବୃତ୍ତ। ଜଟଣୀ ଥାନା ମୋ’ ଜଟଣୀ ଛକ ନିକଟରେ ଏପରି ମରଣାନ୍ତକ ଆକ୍ରମଣ ହୋଇଛି। ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିବାବେଳେ…
‘ଟ୍ରମ୍ପ ପ୍ରତିଥର ଠିକ ଥିଲେ’ ଏମିତି ଲେଖାଥିବା ଟୋପି ପିନ୍ଧି ଆସିଲେ ଆମେରିକା ରାଷ୍ଟ୍ରପତି, ପୁଣିକଲେ ଭାରତ-ପାକିସ୍ତାନ ଯୁଦ୍ଧ ବିରତି…
ଓ୍ବାଶିଂଟନ,୨୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଣିଛନ୍ତି। ହ୍ବାଇଟ ହାଉସର ଓଭାଲ ଅଫିସରେ ‘Right About Everything’ ଲେଖାଥିବା ଏକ ଟୋପି ପିନ୍ଧି ଟ୍ରମ୍ପ କହିଛନ୍ତି ଯେ…

