Home Left

ଆଧାରକାର୍ଡ ନ ଥିବାରୁ ପାଠପଢ଼ାରୁ ବଞ୍ଚିତ ଘଟଣା: ଖବର ପ୍ରକାଶ ପରେ ଛାତ୍ରୀଙ୍କ ପରିବାରଙ୍କୁ ଭେଟିଲେ ବିଇଓ, କହିଲେ…

ଗଞ୍ଜାମ, ୧୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ଅଇଁଠା ବଣ ଗ୍ରାମର ଏସ ସୁରେନ୍ଦ୍ର ଦାସଙ୍କ ଝିଅ ମୋନାଲିସା ଦାସଙ୍କ ଆଧାରକାର୍ଡ ନ ଥିବାରୁ ପାଠ ପଢ଼ାରୁ ବଞ୍ଚିତ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା…

ଏକ ପେଡ ମା’ କେ ନାମ୍‌ କାର୍ଯ୍ୟକ୍ରମ: ସାମିଲ ହେଲେ ସ୍ଥାନୀୟ ପ୍ରଶାସନ, ଅଞ୍ଚଳବାସୀ

ଦାରିଙ୍ଗବାଡି,୧୭।୯ (ଅରୁଣ ସାହୁ):ଗଛ ଆମକୁ ଜୀବନ ଦେଉଛି । ସେ ଆମକୁ ଲାଳନପାଳନ କରୁଛି ହେଲେ ଆମେ ମଧ୍ୟ ଗଛ ଲଗାଇ ତାକୁ ନିଜ ସନ୍ତାନ ଭଳି ଲାଳନପାଳନ କରିବା ଆବଶ୍ୟକ। ଗଛ ଓ ମଣିଷ ଉଭୟ ଉଭୟଙ୍କ ପାଇଁ ପରିପୂରକ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯: ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଉପଲକ୍ଷେ ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବର ଏକାମ୍ର କଲେଜ ପରିସରରେ ମୁଖ୍ୟମନ୍ତ୍ରୀ ‘ଏକ ପେଡ୍‌ ମାକେ ନାମ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗଛ…

ବଦଳି ଦାବି କରି ଅଡ଼ି ବସିଥିଲେ ଆନ୍ଦୋଳନକାରୀ, ଛୁଟିରେ ପଳେଇଲେ ପ୍ରଧାନଶିକ୍ଷକ

ଭୋଗରାଇ,୧୭ା୯(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ସିଆଁରୋଇ ପଞ୍ଚାୟତ ବେଲଦା ଗାଁ ନୀଳକଣ୍ଠ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ବିଭିନ୍ନ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସୋମବାର ଓ ମଙ୍ଗଳବାର ଅଭିଭାବକ ଛାତ୍ରୀଛାତ୍ର ସ୍କୁଲ ଗେଟ୍‌ରେ ତାଲାପକାଇ ଉକ୍ତ ପ୍ରଧାନଶିକ୍ଷକଙ୍କୁ…

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାହୁଲ, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଭାରତୀୟ ଜନତା ପାର୍ଟିର କର୍ମୀମାନେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଏବଂ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ…

ମହିଳା କନଷ୍ଟେବଳଙ୍କୁ ହତ୍ୟା କରି କାର୍‌ରେ ମୃତଦେହ ନେଇଥିଲେ ପୁରୁଷ ବନ୍ଧୁ, ସାମ୍ନାକୁ ଆସିଲା ଅନେକ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର,୧୭ା୯: ନିଖୋଜ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ କେନ୍ଦୁଝରର ଘଟଗାଁରୁ ମିଳିବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେବେ ତାଙ୍କ ପୁରୁଷ ବନ୍ଧୁ ଦୀପକ ରାଉତ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ଗତ ୬ ତାରିଖରେ…

ଏକ ପେଡ ମା’କେ ନାମ୍‌ ୨.୦ ଶୁଭାରମ୍ଭ କଲେ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ…

ଗୋପାଳପୁର,୧୭।୯(ନବୀନ ରାଜ ଆଚାରୀ): ବୁଧବାର ରଙ୍ଗେଈଲୁଣ୍ଡା ବ୍ଲକ ଅଧିନସ୍ଥ ମନ୍ତ୍ରୀଡି ପଞ୍ଚାୟତ ପାଲୁର ହିଲ ନିକଟରେ ଏକ ପେଡ ମା’କେ ନାମ୍‌ ୨.୦ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖଣି ଇସ୍ପାତ ଓ ସଡ଼କ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ…

ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳା ସହ ୩ ବର୍ଷର ଶିଶୁ କନ୍ୟା ଗୁରୁତର

କଲ୍ୟାଣିସିଂହପୁର, ୧୭।୯( ଦୀପକ କୁମାର ପରିଡ଼ା ): ମହୁମାଛି ଆକ୍ରମାଣରେ ଗର୍ଭବତୀ ମହିଳା ସହ ୩ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଚାଷ ଜମିରେ କାମ କରୁଥିବା ଲୋକଙ୍କ ଦ୍ୱାରା ଉଦ୍ଧାର ଗୁରୁତର ଅବସ୍ଥାରେ ରାୟଗଡା ଜିଲା କଲ୍ୟାଣସିଂହପୁର ଗୋଷ୍ଠୀ…

ଅନଲାଇନ ଟ୍ରେନ ରିଜର୍ଭେସନ ପାଇଁ ନିୟମ କଡ଼ାକଡ଼ି: ଏହି ଦିନଠୁ ଆରମ୍ଭ, ରେଜିଷ୍ଟ୍ରେଶନ କରିବା ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୧୭।୯: ଅକ୍ଟୋବର ୧ ତାରିଖରୁ, ଅନଲାଇନ ଟ୍ରେନ ରିଜର୍ଭେସନ ପାଇଁ ନିୟମ କଡ଼ାକଡ଼ି କରାଯିବ। କେବଳ ଆଧାର-ଲିଙ୍କ ଆକାଉଣ୍ଟ ଥିବା ଲୋକମାନେ ସକାଳ ୮ଟାରେ ବୁକିଂ ଖୋଲିବାର ୧୫ ମିନିଟ ମଧ୍ୟରେ ରିଜର୍ଭେସନ କରିପାରିବେ। ଏହା ବ୍ୟତୀତ, ଅଧିକୃତ IRCTC ଏଜେଣ୍ଟମାନଙ୍କୁ…

୭୫ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି: ରାଷ୍ଟ୍ରପତିଙ୍କଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ପର୍ଯ୍ୟନ୍ତ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଭାରତୀୟ ଜନତା ପାର୍ଟିର କର୍ମୀମାନେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଏବଂ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ…

ବ୍ରହ୍ମଗିରି ଗଣବଳାତ୍କାର ଘଟଣା: ମୁହଁ ଖୋଲିଲେ ନବୀନ, କହିଦେଲେ ବଡ଼ କଥା

ଭୁବନେଶ୍ୱର,୧୭।୯(ସୁନିତ୍‌ ମିଶ୍ର): ପୁରୀ ଜିଲା ବ୍ରହ୍ମଗିରିସ୍ଥିତ ବାଲିହରଚଣ୍ଡୀ ମନ୍ଦିରଠାରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଶ୍ଚର୍ଯ୍ୟଜନକ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ଏହି ପର୍ଯ୍ୟଟନ ସ୍ଥଳୀ ରାଜ୍ୟର ରାଜଧାନୀଠାରୁ ମାତ୍ର ୫୦ କି.ମି. ଦୂରରେ ଅବସ୍ଥିତ।…

ସ୍କୁଲରେ ଶିକ୍ଷକ ସମସ୍ୟା: ପ୍ରତିବାଦରେ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୧୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟାକୁ ନେଇ ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଛାତ୍ରୀଛାତ୍ର। ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକଙ୍କ ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?