ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି
କ୍ୱିଭ,୨୫।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଏହି ସମୟରେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ରୁଷିଆ ସହିତ ଯୁଦ୍ଧ ଶେଷ…
ପୁଣି ଶାହରୁଖଙ୍କ ପଛରେ ପଡିଲେ ସମୀର ୱାଙ୍ଖେଡେ, ଏଥର କୋର୍ଟରେ ଲଢେଇ
ମୁମ୍ବାଇ,୨୫।୯: ପୂର୍ବତନ ନାର୍କୋଟିକ୍ସ ଅଧିକାରୀ ସମୀର ୱାଙ୍ଖେଡେ ନେଟ୍ଫ୍ଲିକ୍ସ ସିରିଜ୍ ‘ଦି ବା***ଡସ୍ ଅଫ୍ ବଲିଉଡ୍’ ଏବଂ ଶାହାରୁଖ ଖାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି। ଆର୍ଯ୍ୟନ ଖାନ ନିର୍ଦେଶିତ ଏହି ସିରିଜ୍ରେ ତାଙ୍କୁ ଭୁଲ ଭାବେ…
ଏହି ଖେଳାଳିଙ୍କ ପ୍ରତି ଅନ୍ୟାୟ କରିଦେଲେ ଗମ୍ଭୀର, BCCIକୁ ତୀବ୍ର ସମାଲୋଚନା
ନୂଆଦିଲ୍ଲୀ,୨୫।୯: ବେଙ୍ଗଲର ଷ୍ଟାର କ୍ରିକେଟର ଅଭିମନ୍ୟୁ ଇସ୍ୱରନ ଗତ ତିନି ସିଜନ ଧରି ଭାରତୀୟ ଦଳରେ ଅଛନ୍ତି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିନାହିଁ। ଇଂଲଣ୍ଡ ଗସ୍ତରେ ମଧ୍ୟ ସେ ଦଳରେ ଥିଲେ, କିନ୍ତୁ ଖେଳିବାର ସୁଯୋଗ…
ଯୁବରାଜ ସିଂହଙ୍କ ପତ୍ନୀ ହେଜେଲଙ୍କୁ ନେଇ ଚମକାଇବା ଭଳି କଥା କହିଲେ ପିତା ଯୋଗରାଜ
ନୂଆଦିଲ୍ଲୀ,୨୫।୯: ଯୋଗରାଜ ସିଂହ ପ୍ରାୟତଃ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି, କିମ୍ବା ସେ ବିନା ଦ୍ୱିଧାରେ ଖୋଲାଖୋଲି ଭାବରେ ତାଙ୍କ ମନ କଥା କୁହନ୍ତି। ହେଲେ, ତାଙ୍କ କଥା ଅନେକ ସମୟରେ ବିବାଦ ସୃଷ୍ଟି କରେ। ସମ୍ପ୍ରତି…
ଯୌତୁକରେ ବକ୍ସ ଖଟ ନେଇଥିଲେ ନବବଧୂ, ଏହା ଭିତରୁ ବାହାରିଲେ ପ୍ରେମିକ, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆ ଯୁଗରେ ପ୍ରତିଦିନ ନୂଆନୂଆ ଭିଡିଓ ଭାଇରାଲ ହେଉଥିବାବେଳେ କେତେକ ଘଟଣା ସମାଜର ଅନ୍ଧକାର ପାର୍ଶ୍ୱକୁ ଲୋକଙ୍କ ସାମ୍ନାକୁ ଆଣୁଥିବା ନଜିର ରହିଛି। ନିକଟରେ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଖୁବ୍ ହଇଚଇ ସୃଷ୍ଟି କରିଛି। ଏଥିରେ ଦେଖାଯାଇଛି ଜଣେ ନବବଧୂ…
୪ ବର୍ଷ ମଧ୍ୟରେ ପ୍ରଥମଥର ଦେଶରେ ଘଟିଲା ଏମିତି…ଚାଇନା-ଆମେରିକା ଲାଗିବ ଝଟ୍କା
ନୂଆଦିଲ୍ଲୀ,୨୫।୯: ଭାରତୀୟ ଅର୍ଥନୀତି ପାଇଁ ଆଶ୍ୱସ୍ତିକର ଖବର ରହିଛି। କାରଣ ଦେଶରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (FDI) ଚାରି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରେକର୍ଡ ସ୍ତରରେ ପହଞ୍ଚିଛି। କିଛି ଦିନ ପୂର୍ବରୁ, ଆମେରିକୀୟ ଏଜେନ୍ସି S&P ଗ୍ଲୋବାଲ ଭାରତର…
ଟିକା ନେଇ ଚାଲିଗଲା ୪ ମାସର ଶିଶୁଙ୍କ ଜୀବନ: ଡାକ୍ତରଖାନାରେ ଭଙ୍ଗାରୁଜା
ନୟାଗଡ଼,୨୫।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ୪ ମାସର ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଶିଶୁ ହେଲେ ଓମ ପ୍ରକାଶ ଦଳେଇ। ଘର ନୟାଗଡ଼ ସଦର ଥାନା…
ନିଜେ ଝାଡୁ ମାରି ସ୍ବଚ୍ଛତାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ା୯: ସ୍ବଚ୍ଛତା ହିଁ ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ,…
ବ୍ୟାଙ୍କ ଲକର୍ରେ ରଖିଛନ୍ତି କି ସୁନା? ଚୋରି କି ନଷ୍ଟ ହେଲେ କିଏ ଦାୟୀ, କ’ଣ କୁହେ RBI ନିୟମ…
ନୂଆଦିଲ୍ଲୀ,୨୫।୯: ସାଧାରଣତଃ ଲୋକମାନେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଲକରରେ ମୂଲ୍ୟବାନ ଜିନିଷ ରଖିଥାନ୍ତି। କିନ୍ତୁ ବ୍ୟାଙ୍କର ଅବହେଳା, ଚୋରି କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଯଦି ଆପଣଙ୍କ ଜିନିଷ ଲକରରୁ ଗାୟବ ହୋଇଯାଏ, ତେବେ କିଏ ଦାୟୀ ହେବ ଏବଂ…
ଅଳିଆ ଗୋଟାଇ ପେଟ ପୋଷୁଥିଲେ ନାବାଳିକା, ବସ୍ତାରୁ ମିଳିଲା ମୃତଦେହ
ବାଲେଶ୍ୱର,୨୫ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସମଲପୁର ଗାଁ ନିକଟରେ ଏକ ଘରୁ ବସ୍ତା ଭିତରୁ ଜଣେ ନାବାଳିକାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଅନ୍ୟ ଦୁଇ ଝିଅଙ୍କ ସହ ଉକ୍ତ…
ଜେଲ୍ ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଲେ କଏଦୀ
ପୁରୀ,୨୫ା୯(ଅଜିତ ମହାନ୍ତି): ପୁରୀ ଜିଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି। କଏଦୀ ଜଣକ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା ଜଣାପଡ଼ିଛି। ତେବେ ମୃତକ ଜଣକ ପିପିଲିର ବୁଲୁ ବେହେରା। ହେସ ଜୁଲାଇରୁ ଜେଲ୍ରେ ଥିଲେ। ପୋକ୍ସୋ ମାମଲାରେ ଗିରଫ…
ଚଳଚଞ୍ଚଳ ଜି.ଉଦୟଗିରି: ପୂଜାମଣ୍ଡପରେ ନିର୍ମାଣ ଚାଲିଛି ମେଢ଼, ମା’ଙ୍କ ଆଗମନକୁ ଅପେକ୍ଷା
ଜି.ଉଦୟଗିରି,୨୫ା୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ସହରର ସର୍ବ ପୁରାତନ ପୂଜା ମଣ୍ଡପରେ ଦଶହରା ପାଇଁ ଜୋର୍ଦାର୍ ପ୍ରସ୍ତୁତି ଚାଲିଛ। ୭୦ ବର୍ଷରୁ ଊଦ୍ଧର୍ବ ହେବ ଏହି ପୂଜା ମଣ୍ଡପରେ ଦୁର୍ଗାପୂଜା ହୋଇଆସୁଛି । ଏଇ ଦୁର୍ଗା ମଣ୍ଡପରେ ଅଞ୍ଚଳର ପ୍ରତିଷ୍ଠିତ…

