Home Left

କିଏ ଅଧିକ ପାଓ୍ବାରଫୁଲ୍‌, ରାଷ୍ଟ୍ରପତି ନା ସୁପ୍ରିମକୋର୍ଟ: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୭।୪: ତାମିଲନାଡୁରେ ରାଜ୍ୟ ସରକାର ବନାମ ରାଜ୍ୟପାଳ ବିବାଦ ଏବେ ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତିଙ୍କ କ୍ଷମତା ପର୍ଯ୍ୟନ୍ତ ପହଞ୍ଚିଛି। ସୁପ୍ରିମକୋର୍ଟ ବିଲ ପାସ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିବା ପରେ, ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଏକ ବିବୃତ୍ତି ସାମ୍ନାକୁ…

ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

କେସିଙ୍ଗା,୧୭।୪,(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଶାସନରେ ବହୁ ମାତ୍ରାରେ ନାରୀ ନିର୍ଯ୍ୟାତନା, ଗଣ ଦୁଷ୍କର୍ମ, ବଳାତ୍କାର, ଅତ୍ୟାଚାର…

Murshidabad Violence: ‘ଏବେ ନିୟନ୍ତ୍ରଣରେ ଅଛି ହିଂସା’ , ହାଇକୋର୍ଟରେ ଦାବି କଲେ ମମତା ସରକାର

କୋଲକାତା,୧୭।୪: ପଶ୍ଚିମବଙ୍ଗ ସରକାର ଗୁରୁବାର (୧୭ ଏପ୍ରିଲ, ୨୦୨୫) କଲିକତା ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରି ଦାବି କରିଛନ୍ତି ଯେ ହିଂସା ପ୍ରଭାବିତ Murshidabad ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଜଷ୍ଟିସ ସୌମେନ ସେନ ଏବଂ ରାଜା…

House Roof: ପ୍ରତି ଘରର ଛାତ ହେବ ଏକା ଭଳି! ୟୁପିର ଏହି ଜିଲାରେ ସରକାରୀ ବିଭାଗର ନୁଆ ଆଦେଶ

ମେରଠ,୧୭।୪: ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି, MEDAର ବୋର୍ଡ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୋଠାଗୁଡ଼ିକର ତାପମାତ୍ରା ହ୍ରାସ କରିବା ଏବଂ ବିଦ୍ୟୁତ ସଞ୍ଚୟ କରିବା ପାଇଁ, ଏବେ ଧଳା ଛାତ ଉପରେ କୋଠା ନିର୍ମାଣ କରିବା ବାଧ୍ୟତାମୂଳକ କରାଯାଇଛି,…

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠୁ ଲୁଟି ନେଲେ ୩ ଲକ୍ଷ

ସୁନ୍ଦରଗଡ଼,୧୭।୪: ସୁନ୍ଦରଗଡ଼ ଜିଲା ତେଲସରା ଥାନା ବଘିଆବେର୍ଣ୍ଣି ଗାଁ ନିକଟରେ ଗୁରୁବାର ଏକ ବଡ଼ ଧରଣର ଲୁଟ ହୋଇଛି। ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଛେଳି ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ତଲସରା ଥାନାରେ ଏକ…

Waqf Amendment Act 2025: ମଝିରେ କିଛି କୁହନ୍ତୁ ନାହିଁ, କପିଲ ସିବଲଙ୍କୁ କାହିଁକି ଏମିତି କହିଲେ CJI?

ନୂଆଦିଲ୍ଲୀ,୧୭।୪: ସୁପ୍ରିମକୋର୍ଟ ଖଣ୍ଡପୀଠ ୱାକଫ ସଂଶୋଧନ ଆଇନ ସମ୍ପର୍କରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ଗୁରୁବାର କରିବାକୁ ବସିଥିଲେ। କୋର୍ଟ ଆଇନ ଉପରେ ସ୍ଥଗିତାଦେଶ ଦେଇନାହାଁନ୍ତି, କିନ୍ତୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏକ ସପ୍ତାହ ପାଇଁ ପୂର୍ବ ପରି ସ୍ଥିତାବସ୍ଥା ରହିବା…

ଯବାନଙ୍କ ଅକାଳ ବିୟୋଗ: ଗାଁରେ ଖେଳିଗଲା ଶୋକାକୁଳ ପରିବେଶ

ରଣପୁର,୧୭।୪: ନୟାଗଡ଼ ଜିଲା ରଣପୁର ବ୍ଲକର ପାଟପୁର ଗାଁ। ମ୍ରିୟମାଣ ହୋଇ ପଡିଛନ୍ତି ଗାଁ ଲୋକେ l ଗାଁରେ ଖେଳିଗଲା ଶୋକାକୁଳ ପରିବେଶ l ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ୨୬ ବର୍ଷୀୟ ବିଏସଫ ଯବାନ ମନୋରଞ୍ଜନ ପ୍ରଧାନ ଓରଫ…

ସ୍ୱାମୀଙ୍କୁ ମାରିବା ପାଇଁ ଏମିତି ଷଡଯନ୍ତ୍ର ରଚିଲେ ସ୍ତ୍ରୀ, ଜାଣିଲେ ଉଡିଯିବ ହୋସ୍

ମିରଟ,୧୭।୪: ଉତ୍ତର ପ୍ରଦେଶର ମିରଟରେ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକୁ ଦୁର୍ଘଟଣା ଭାବେ ଦେଖାଇବା ପାଇଁ ଅଭିଯୁକ୍ତ ଦମ୍ପତି…

ଅବୈଧ ଦଖଲ ଖାଲି କର! PAK ଆର୍ମି ଚିଫଙ୍କ Kashmir ଉପରେ ଦେଇଥିବା ବୟାନକୁ ନେଇ ଜବାବ ରଖିଲା ଭାରତ

ନୂଆଦିଲ୍ଲୀ,୧୭।୪: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏକ ସଦ୍ୟ ବିବୃତ୍ତିରେ କହିଛନ୍ତି ଯେ ‘Kashmir ହେଉଛି ଇସଲାମାବାଦର ଗଳାଶିରା’। ଭାରତ ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ପାକିସ୍ତାନର…

“ପରମାଣୁ କ୍ଷେପଣାସ୍ତ୍ର”, ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ସୁପ୍ରିମକୋର୍ଟ ଉପରେ ଜୋରଦାର ଆକ୍ରମଣ

ନୂଆଦିଲ୍ଲୀ,୧୭।୪: ଭାରତର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖର ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ ସୁପ୍ରିମକୋର୍ଟଙ୍କ ଅନୁଚ୍ଛେଦ ୧୪୨ ଅଧୀନରେ ନିଆଯାଇଥିବା କ୍ଷମତାକୁ “ପରମାଣୁ କ୍ଷେପଣାସ୍ତ୍ର” ସହ ତୁଳନା କରି କହିଛନ୍ତି ଯେ…

TIME 100 List: କିଏ ସେହି Reshma Kewalramani? ଟାଇମ ମାଗାଜିନର Top 10 ଲିଷ୍ଟରେ ସାମିଲ ହେଲେ ଏକମାତ୍ର ଭାରତୀୟ

ନୂଆଦିଲ୍ଲୀ,୧୭।୪: ଟାଇମ ପତ୍ରିକା ୨୦୨୫ ମସିହାରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ଭାରତୀୟ ବଂଶୋଦ୍ଭବ ରେଶମା କେୱଲରାମଣିଙ୍କୁ ମଧ୍ୟ ସାମିଲ କରାଯାଇଛି। Reshma Kewalramani ଆମେରିକୀୟ ବାୟୋଟେକ୍ନୋଲୋଜି କମ୍ପାନୀ ଭର୍ଟେକ୍ସ ଫାର୍ମାସ୍ୟୁଟିକାଲସର ସିଇଓ। ଆପଣଙ୍କୁ କହି…

IPLରେ ପ୍ରଥମ ଦଳ ଭାବେ ଏମିତି କାରନାମା କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୭।୪: Ipl 2025ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏକ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ସୁପର ଓଭରରେ ରାଜସ୍ଥାନକୁ ପରାସ୍ତ କରିଥିଲା। ଏହା ସୁପର ଓଭରରେ ଦିଲ୍ଲୀର ଚତୁର୍ଥ ବିଜୟ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri