Home Left

ଜିଲା ପାଇଁ ଗୌରବ ଆଣିଲେ ଜନକ: ଅଦମ୍ୟ ଇଚ୍ଛାଶକ୍ତି ପାଇଁ ପାଇଲେ OPSC

ଗଞ୍ଜାମ,୨୬।୯ (ଅଖିଳ ତରାଇ/ବିଦ୍ୟାଧର ସାହୁ):ଓଡ଼ିଶା ପ୍ରଶାସନିକ ସେବା (OPSC) ପରୀକ୍ଷା ୨୦୨୩ର ଫଳାଫଳ ଆଜି ପ୍ରକାଶ କରିଛି। ଏହି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ପ୍ରିୟାଂଶୁ ପାଲ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ସେହିପରି ଗଞ୍ଜାମ ବ୍ଲକର ରାମଗଡ଼…

ସବୁସୀମା ଟପିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ପାକିସ୍ତାନ ଆସିବାକୁ ଟ୍ରମ୍ପଙ୍କୁ କଲେ ନିମନ୍ତ୍ରଣ, ବେଇଜ୍ଜତ ପରେ ବି…

ଓ୍ବାଶିଂଟନ,୨୬।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେମାନଙ୍କ ସାମ୍ପ୍ରତିକ ସାକ୍ଷାତ ସମୟରେ ପାକିସ୍ତାନ ଗସ୍ତ କରିବାକୁ ନିମନ୍ତ୍ରଣ କରିଥିଲେ। ଶେହବାଜ ଏବଂ ଟ୍ରମ୍ପ ଗୁରୁବାର ଏହି ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ…

ସ୍ବାମୀଙ୍କ ନାଁରେ ସଙ୍ଘୀନ ଅଭିଯୋଗ: ୩ ବର୍ଷର ପୁଅକୁ ଧରି ଥାନା ଆଗରେ ବସିଲେ ମହିଳା 

ଅମରପାଲି,୨୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଆଦର୍ଶ ଥାନା ଆଗରେ ଶାଶୁଘର ଲୋକେ ଯୌତୁକ ନିଯର୍‌ୟାତନା ଦେଉଥିବା ଅଭିଯୋଗ କରି ଜନୈକା ପୀଡ଼ିତା ମହିଳା ଶୁକ୍ରବାର ଧାରଣା ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ବୀରମହାରାଜପୁର ଥାନା ନିକଟସ୍ଥ ଚମ୍ପାପୁର…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଜି ଆକାଉଣ୍ଟକୁ ଆସିବ ଦରମା

ଭୁବନେଶ୍ୱର, ୨୬।୯: ସରକାରୀ କର୍ମଚାରୀମାନଙ୍କ ପାଇଁ ଖୁସି ଖବର। ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳିବ। ଦଶହରା ପରି ପାର୍ବଣ…

ଗାହାକିଆ ଠାରୁ ଗସାପାଙ୍ଗା ଭୂସ୍ଖଳନ ଘଟଣା: ମରାମତି ଜୋରଦା,ର ରାସ୍ତାରୁ ହଟିଲା…

ଦାରିଙ୍ଗବାଡି,୨୬।୯ (ଅରୁଣ ସାହୁ):ଗାହାକିଆ ଠାରୁ ଗସାପାଙ୍ଗା ରାସ୍ତାରେ ଭୂସ୍ଖଳନ ଘଟଣା ଖବର ପ୍ରକାଶିତ ପରେ ରାସ୍ତା ମରାମତି କରାଯିବା ସହ ରାସ୍ତା ଉପରେ ପଡିଥିବା ବଡ଼ବଡ଼ ପଥରକୁ ହଟାଯାଇ ଯାତାୟାତ ସ୍ବଭାବିକ କରାଯାଇଛିା ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ…

ଗିରଫ ହେଲେ ଓ୍ବାଙ୍ଗଚୁକ, ଏନଜିଓ ଲାଇସେନ୍ସ ବାତିଲ ନେଇ ସରକାରଙ୍କୁ ଦେଇଥିଲେ ଚେତାବନୀ

ଲଦାଖ,୨୬।୯: ଲଦାଖର ସାମାଜିକ ଏବଂ ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଲଦାଖରେ ସମ୍ପ୍ରତି ଘଟିଥିବା ହିଂସା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯାହା ଫଳରେ ଚାରି ଜଣଙ୍କର ମୃତ୍ୟୁ ଏବଂ ୮୦ରୁ ଅଧିକ ଆହତ ହୋଇଥିବା…

ସଫେଇ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ

ଭଞ୍ଜନଗର,୨୬।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ସଚ୍ଛତା ହିଁ ସେବା ୨୦୨୫ ପକ୍ଷ ପାଳିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ମୋଦିଙ୍କ ସହ କିଏ ସେହି ମହିଳା IAS ଯାହାଙ୍କୁ ନେଇ ହେଉଛି ଖୁବ ଆଲୋଚନା

ନୂଆଦିଲ୍ଲୀ,୨୬।୯: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶର ପାପୁମପାରେ ଜିଲାରେ ଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଲୋକପ୍ରିୟ IAS ଅଧିକାରୀ ବିଶାଖା ଯାଦବ ସ୍ବାଗତ କରିଥିଲେ। ଏହି ଅଭିବାଦନର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। IAS…

ରୌଫ, ସାହିବଜାଦାଙ୍କ ବିରୋଧରେ ବିସିସିଆଇ ଆଣିଲା ବଡ଼ ଅଭିଯୋଗ

ଦୁବାଇ,୨୬ା୯: ଗତ ରବିବାର ଭାରତ ବିପକ୍ଷ ଏସିଆ କପ୍‌ ସୁପର-୪ ମ୍ୟାଚ୍‌ ବେଳେ ଉସୁକାଇବା ଭଳି ବ୍ୟବହାର ଲାଗି ପାକିସ୍ତାନର ହାରିସ ରୌଫ ଓ ସାହିବଜାଦା ଫର୍ହାନଙ୍କ ବିରୋଧରେ ଭାରତ ପକ୍ଷରୁ ଆଇସିସି ନିକଟରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରାଯାଇଛି। ଯଦି…

ମାସକୁ କେତେ ଥର କରାଯାଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାସ୍ଥ୍ୟ ପରୀକ୍ଷା: ଜାଣନ୍ତୁ କେମିତି ହୁଏ

ନୂଆଦିଲ୍ଲୀ,୨୬।୯: ଭାରତର ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ କେବଳ ବ୍ୟକ୍ତିଗତ ନୁହେଁ, ବରଂ ଜାତୀୟ ଗୁରୁତ୍ୱର ବିଷୟ ବୋଲି ବିବେଚନା କରାଯାଏ। ଏହି କାରଣରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପ୍ରାୟତଃ କଡ଼ାକଡ଼ି ଭାବରେ ତଦାରଖ କରାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ବ୍ୟବଧାନରେ ନିୟମିତ…

ବଢୁଛି ବନ୍ୟା ଭୟ, ମୁଣ୍ଡୁଳି ଛୁଇଁଲା ହୀରାକୁଦ ପାଣି

ଭୁବନେଶ୍ୱର,୨୬।୯: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଫଳରେ ପ୍ରାୟ ସବୁ ନଦୀର ଜଳସ୍ତର ବଢିବାରେ ଲାଗିଛି। ଏପଟେ ହୀରାକୁଦର ୨୦ଟି ଗେଟ ଖୋଲାଥିବାରୁ ଏବେ ମହାନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି। ମୁଣ୍ଡୁଳିରେ ହୀରାକୁଦ ପାଣି ପହଞ୍ଚିବା ଫଳରେ ତଳିଆ…

କଳିଙ୍ଗାଘାଟିରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ: ରାଜସ୍ଥାନରୁ ଆସିବେ ବିଶେଷଜ୍ଞ ଟିମ୍‌

ଜି ଉଦୟଗିରି, ୨୬/୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଭୁସ୍ଖଳନ ଘଟିଥିବା କଳିଙ୍ଗା ଘାଟିରେ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲିଛି । ଶୁକ୍ରବାର ସିମେଣ୍ଟ କଂକ୍ରିଟ ପକାଯାଉଛି । ଉଭୟପଟକୁ ରାସ୍ତା ସଂଯୋଗ ହୋଇ ଠିକା ସଂସ୍ଥାର ରାସ୍ତା ତିଆରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?