‘ଗଣିତ ଇସଲାମ ମାଧ୍ୟମରେ ଦୁନିଆକୁ ଆସିଛି’ ପୁଣି ଏମିତି କିଛି କହି ବିବାଦରେ ଶମା ମହମ୍ମଦ, ଭାଜପା କଲା କଟାକ୍ଷ
ନୂଆଦିଲ୍ଲୀ,୭।୩: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିବା କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ପୁଣି ଥରେ ଖବରର ଶିରୋନାମାରେ। ଏଥର ସେ ଇସଲାମ ବିଷୟରେ ଏପରି ଏକ ବୟାନ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର…
ଜମ୍ମୁ-କଶ୍ମୀର ବଜେଟରେ ମୁଖ୍ୟମନ୍ତ୍ରୀ ଓମାରଙ୍କ ବଡ଼ ଘୋଷଣା: ମାଗଣାରେ ମିଳିବ…
ଜମ୍ମୁ-କଶ୍ମୀର,୭।୩: ଜମ୍ମୁ-କଶ୍ମୀର ବିଧାନସଭାରେ ଶୁକ୍ରବାର ବଜେଟ ଉପସ୍ଥାପିତ ହୋଇଛି। ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା ଅନେକ ବଡ଼ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀରର ମହିଳାମାନଙ୍କୁ ମାଗଣା ବସ୍ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା କହିଛନ୍ତି। ଏପରିକି ପ୍ରତି…
କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଆସିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ନିଳାଚଳ ନିଖିଳ ଉତ୍କଳ ପାଲାକାର ପରିଷଦ ଶାଖା କେନ୍ଦୁଝର ଜିଲା ମା’ ତାରିଣୀ ପାଲାକାର ପରିଷଦ କେନ୍ଦୁଝରର ୪୭ତମ ବାର୍ଷିକ ସମ୍ମିଳନୀ ଆସନ୍ତା ୮ରୁ ୧୦…
ଭାଇରାଲ ହେଲା IIT ବାବାଙ୍କ ମାର୍କସିଟ୍: ଦଶମ, +୨ରେ ରଖିଥିଲେ ଏତିକି…
ନୂଆଦିଲ୍ଲୀ,୭।୩: ପ୍ରୟାଗରାଜ ମହାକୁମ୍ଭରୁ ଚର୍ଚ୍ଚାକୁ ଆସିଥିବା ଆଇଆଇଟି ବାବା ଲଗାତାର ଭାବରେ ଖବରର ଶିରୋନାମାରେ ରହିଆସିଛନ୍ତି। ଯଦିଓ ତାଙ୍କର ପ୍ରକୃତ ନାମ ଅଭୟ ସିଂ, କିନ୍ତୁ ବିଶ୍ୱ ଏବେ ତାଙ୍କୁ IIT ବାବା ଭାବରେ ଜଣାଯାଉଛି। ପ୍ରକୃତରେ, ଅଭୟ ସିଂହ IIT…
ଟାଉନ ଥାନା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
କୋରାପୁଟ,୭ା୩(ଅମିତାଭ ବେହେରା): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁକ୍ରବାର କୋରାପୁଟ ଜିଲାର କୋରାପୁଟ ଟାଉନ ଥାନା ଓ ଶୁଙ୍କି ଥାନାର ଉଦ୍ଘାଟନ କରିଛନ୍ତି। ସମସ୍ତ ଥାନାରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। କୋରାପୁଟ ସହରର ଗ୍ୟାରେଜ କଲୋନୀ ନିକଟରେ ନୂତନ…
ଟିଭି ଦେଖିଲେ ମିଳିବ ଦଣ୍ଡ, ହେୟାର ଷ୍ଟାଇଲ ବି ବାଛିବେ ସରକାର, ଏହି ଦେଶରେ ଅଜବ ନିୟମ
ଉତ୍ତର କୋରିଆ ବିଷୟରେ ସାରା ବିଶ୍ୱରେ ଅନେକ କଥା କୁହାଯାଏ। ସେଠାକାର କଠୋର ସରକାର, କଠୋର ନିୟମ ଏବଂ ସାଧାରଣ ଲୋକଙ୍କ ସ୍ବାଧୀନତା ଉପରେ କଟକଣା କାହାଠାରୁ ଲୁଚି ନାହିଁ। ଆପଣ ଶୁଣିଥିବେ ଯେ ସେଠାକାର ନାଗରିକମାନଙ୍କୁ କେଶ କାଟିବା ଠାରୁ…
PM Internship Schemeରେ ବଡ଼ ପରିବର୍ତ୍ତନ, ଏହିଦିନ ଆବେଦନର ଶେଷ ତାରିଖ,ଜାଣନ୍ତୁ ପୁରା ସୂଚନା
ନୂଆଦିଲ୍ଲୀ,୭।୩:ଗତ ବର୍ଷ ଜୁଲାଇ ୨୩ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ତାଙ୍କ ବଜେଟ ଭାଷଣ ସମୟରେ PM Internship Scheme ଯୋଜନା ଘୋଷଣା କରିଥିଲେ। କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ସମ୍ପ୍ରତି ଲୋକ ସଭାରେ କହିଥିଲେ ଯେ ଏହି…
ସମସ୍ତ ପଣବନ୍ଦୀଙ୍କୁ ମୁକ୍ତି କର, ନଚେତ୍ ପରିଣତି ଭୋଗିବ: ଟ୍ରମ୍ପ୍
ଓ୍ବାଶିଂଟନ,୭।୩: ଗାଜାରେ ଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହମାସ୍କୁ କଡ଼ା ଚେତାବନୀ ଦେଇଛନ୍ତି। ହମାସ୍ ଆତଙ୍କବାଦୀ ସଂଗଠନ ସହ ସିଧାସଳଖ ଆଲୋଚନା ପାଇଁ ଏକ ପ୍ରତିନିଧି ଦଳ ପଠାଯାଇଥିବା ହ୍ବାଇଟ୍ ହାଉସ୍ ସ୍ପଷ୍ଟ କରିବା…
କିଟ୍ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ଜାରି ହେଲା ନୋଟିସ
ଭୁବନେଶ୍ୱର,୭।୩: କିଟ୍ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ ଜାରି କରାଯାଇଛି । କିଟ୍ର Director of Students affairs, DG International Relations, Director Administrative ଓ କିଟ୍ର ୩ ଜଣ ଛାତ୍ରଙ୍କୁ ପଚରାଉଚରା…
ଗହୀରମଥାରେ ଅଲିଭ୍ ରିଡ୍ଲେଙ୍କ ସମୂହ ଅଣ୍ଡାଦାନ
ରାଜନଗର,୭।୩(ଭାସ୍କର ରାଉତରାୟ): ଗହୀରମଥାରେ ଅଲିଭ୍ ରିଡ୍ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଦୁଇ ଦିନ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡା ଦେଇସାରିଛନ୍ତି। ଏହି ପ୍ରକିୟା ଆଉ ୨ରୁ ୪ ଦିନ ଚାଲିବ। ପାଗ…
FIFA: ପାକିସ୍ତାନ ସମେତ ଏହି ଦେଶଗୁଡ଼ିକୁ ଫୁଟବଲ ବିଶ୍ୱକପରୁ ବ୍ୟାନ୍ କଲା ଫିଫା
ନୂଆଦିଲ୍ଲୀ,୭।୩: ଆଇସିସି ଚାମ୍ପିୟନ୍ସ ଟ୍ରଫି ଆୟୋଜକ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିଛି। ଏଥିସହିତ ଭାରତୀୟ ଦଳ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ହାଇବ୍ରିଡ ମଡେଲ ଅନୁଯାୟୀ ଦୁବାଇରେ ଏହାର ମ୍ୟାଚ…
ନିର୍ମାଣ ହେବ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ, ୮ ଘଣ୍ଟା ବଦଳରେ ଲାଗିବ ୩ ଘଣ୍ଟା
ଛତ୍ରପୁର,୭ା୩(ସନ୍ତୋଷ ପାଢ଼ୀ): ରାଜ୍ୟରେ ଗ୍ରାଣ୍ଡ ରିଙ୍ଗ୍ ରୋଡ୍ ଯୋଜନାର ପ୍ରଥମ କାମ ବ୍ରହ୍ମପୁର- ଜୟପୁର ଭାୟା କୋରାପୁଟ ଏକ୍ସପ୍ରେସ ହାଇଓ୍ବେ ନିର୍ମାଣ କରାଯିବ। ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଞ୍ଜାମ ଜିଲା ଗସ୍ତରେ ଆସିଥିବାବେଳେ…
Archives


