ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ: ଭଉଣୀ ଘରକୁ ଯାଇ ରାତିରେ …
ଦିଗପହଣ୍ଡି,୨୬।୪(ଅଶେଷନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁଣ୍ଠପଡ଼ା ଗ୍ରାମର ଇଂ. ଏ ଏଣ୍ଡୁପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ଦିଗପହଣ୍ଡି ପୋଲିସ ବ୍ରହ୍ମପୁର ବଡ ଡାକ୍ତରଖାନାରେ ପହଞ୍ଚି ଥିଲା। ଅପମୃତ୍ୟୁ ମାମଲା ନଂ. ୧୫/୨୫ ଅନୁଯାୟୀ ତାଙ୍କ ମୃତଦେହ…
ଭାରତ ଛାଡ଼ି କାହିଁକି ଲଣ୍ଡନ ଗଲେ ବିରାଟ-ଅନୁଷ୍କା? ମାଧୁରୀଙ୍କ ସ୍ବାମୀ ଖୋଲିଦେଲେ ଗୁମର
ନୂଆଦିଲ୍ଲୀ,୨୬।୪: ଲଣ୍ଡନ ଚାଲିଯିବେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି। ଗତ ବର୍ଷେ ମଧ୍ୟରେ ଅନେକ ଥର ଦୁହିଁଙ୍କୁ ଲଣ୍ଡନରେ ଦେଖାଯିବା ପରେ କିଛି ଏଭଳି କଳ୍ପନାଜଳ୍ପନା ଲାଗି ରହିଛି। ଏବେ ସେମାନେ ବାସ୍ତବରେ ସେଠାକୁ ଚାଲିଯିବେ ବୋଲି ସ୍ପଷ୍ଟ…
କାଳବୈଶାଖୀ ପ୍ରଭାବ: ଘରଉପରେ ପଡ଼ିଲା ଗଛ
ରାଇକିଆ,୨୪।୪:(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି । ପ୍ରବଳ ବେଗରେ ପବନ ବହିବା ସହ କୁଆପଥର ମାଡ ହୋଇଥିଲା। ଏହାର ପ୍ରଭାବରେ ଗଛ ଭାଙ୍ଗି ଘର ଉପରେ ପଡ଼ିଥିବା…
ଜୁନିୟର ବକ୍ସିଂ ଚାମ୍ପିୟନଶିପ୍: ୪୩ ପଦକ ପକ୍କା କଲା ଭାରତ
ଅମାନ(ଜୋର୍ଡାନ),୨୬ା୪: ଜୋର୍ଡାନରେ ଚାଲିଥିବା ୧୫ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ଉଦ୍ଘାଟନୀ ଏସିଆନ ଜୁନିୟମର ବକ୍ସିଂ ଚାମ୍ପୟନଶିପ୍ରେ ଭାରତର ଆଉ ୪ଜଣ ବକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଭାରତୀୟ ପ୍ରତିଯୋଗୀମାନେ ୪୩ ପଦକ ପକ୍କା କରିଛନ୍ତି। ପ୍ରତ୍ୟେକ…
Kashmir Pahalgam Terrorists Attack Update: ପହଲଗାମ ପରେ କଶ୍ମୀରରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ!
ନୂଆଦିଲ୍ଲୀ,୨୬।୪: ପହଲଗାମର ବୈସାରନ ଉପତ୍ୟକାରେ ନିରୀହ ପର୍ଯ୍ୟଟକଙ୍କ ହତ୍ୟା ପରେ ମଧ୍ୟ ପାକିସ୍ତାନ ନିରନ୍ତର ଘୃଣ୍ୟ କାର୍ଯ୍ୟକଳାପ ଚଳାଇଛି। ୨୫ ଏବଂ ୨୬ ତାରିଖ ରାତିରେ, ପାକିସ୍ତାନୀ ସୁରକ୍ଷା ବାହିନୀ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଚଳାଇଥିଲେ। ଭାରତୀୟ…
କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦାବିପତ୍ର
କେସିଙ୍ଗା,୨୬ା୪(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ୱାର୍ଡରେ ଏନ୍ଏସି ପକ୍ଷରୁ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। କିନ୍ତୁ ୱାର୍ଡ ନଂ.୧୧ରେ କଲ୍ୟାଣ ମଣ୍ଡପ ନ ଥିବାରୁ ବିବାହ, ବ୍ରତ, ସଭାସମିତି ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜନରେ ଘୋର ଅସୁବିଧା ସୃଷ୍ଟି…
ପାକିସ୍ତାନ ଉପରେ କେବେ ଆକ୍ରମଣ କରିବ ଭାରତ? ତାରିଖ କହି ସାଂଘାତିକ ଖୁଲାସା କଲା ପାକ୍
ଇସଲାମବାଦ,୨୬।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଟେନଶନ ବଢିଯାଇଛି। ପାକ୍ ଭାରତକୁ ଲଗାତାର ଧମକ ଦେଉଛି। ଏକ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ସହିତ କଥାବାର୍ତ୍ତା ସମୟରେ ପୂର୍ବତନ ପାକ ହାଇକମିଶନର ଅବଦୁଲ ବାସିତ ବଡ଼ ବୟାନ…
ପହଲଗାମ ଆକ୍ରମଣକୁ ନେଇ ଏମିତି କ’ଣ କହିଲେ ସୁଲତା: ପୁରା ଯୋଗ୍ୟତା ନେଇ ପଛରେ ପଡ଼ିଗଲେ ଜୟନାରାୟଣ
ଭୁବନେଶ୍ୱର,୨୬।୪: ସାଂସଦ ସୁଲତା ଦେଓଙ୍କ ମନ୍ତବ୍ୟକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିନ୍ଦା କରିଛନ୍ତି। ଅମଣିଷ ଭାବେ ଏଭଳି କଥା ସବୁ କହିବା ଅତ୍ୟନ୍ତ ନିନ୍ଦନୀୟ। ଏଭଳି କଦର୍ଯ୍ୟ କଥା କହୁଥିବା ଲୋକଙ୍କୁ ସବୁଦିନ ପ୍ରତ୍ୟାଖ୍ୟାନ କରାଯିବା ଦରକାର।ବରିଷ୍ଠ ନେତା ଜୟନାରାୟଣ…
ସାନ ପୁଅଙ୍କ ଉପରେ ଖୁସି ହୋଇ ବଡ଼ ନିଷ୍ପତ୍ତି ନେଲେ ମୁକେଶ ଅମ୍ବାନୀ! ୫ ବର୍ଷ ଲାଗି ଅନନ୍ତଙ୍କୁ ଦେଇଦେଲେ ଏହି ଦାୟିତ୍ୱ
ନୂଆଦିଲ୍ଲୀ,୨୬।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ 2022 ମସିହାରେ ହିଁ ତାଙ୍କ ୩ ପିଲାଙ୍କ ମଧ୍ୟରେ କମ୍ପାନୀର ବିଭିନ୍ନ ବ୍ୟବସାୟର ଦାୟିତ୍ୱ ବାଣ୍ଟି ଦେଇଥିଲେ। ଝିଅ ଈଶା ଅମ୍ବାନୀଙ୍କୁ ଖୁଚୁରା ବ୍ୟବସାୟର ଦାୟିତ୍ୱ, ବଡ଼ ପୁଅ ଆକାଶ…
‘ହିନ୍ଦୁ-ମୁସଲମାନ କେବେ ଏକ ହୋଇପାରିବେ ନାହିଁ…’, ଭାରତର ଆକ୍ସନକୁ ଦେଖି ବିଚଳିତ ହେଲାଣି ପାକିସ୍ତାନ, Army Chief କହିଲେ…
ଇସଲାମାବାଦ,୨୬।୪: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଶନିବାର ପୁଣି ଥରେ ବିଷ ଓଗାଳିଛନ୍ତି। ମୁନିର ଦ୍ୱି-ରାଷ୍ଟ୍ର ତତ୍ତ୍ୱର ସମର୍ଥନ କରି କହିଥିଲେ ଯେ ହିନ୍ଦୁ ଏବଂ ମୁସଲମାନ ଦୁଇଟି ପୃଥକ ରାଷ୍ଟ୍ର। ଶନିବାର ମୁନିର ଖୈବର (Army Chief)-ପଖତୁନଖ୍ବା…
Pahalgam Terror Attack: ପହଲଗାମ ଆକ୍ରମଣ ବିରୋଧରେ ଲେଖିବାରୁ ମିଳିଲା ବଳାତ୍କାର ଧମକ
କୋଲାକାତା,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ପୋଷ୍ଟ କରିବାରୁ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲାର ଅଶୋକନଗରର ଜଣେ ଯୁବତୀଙ୍କୁ ବଳାତ୍କାର ଧମକ ଦିଆଯାଇଛି। ପୀଡିତା ନିଜେ ଫେସବୁକରେ ଲାଇଭ ଆସି କାନ୍ଦି କାନ୍ଦି ଏ ବିଷୟରେ ସୂଚନା ଦେଇଥିଲେ। ଖବର…
ଖଣିରୁ ପରିବହନ ବନ୍ଦ ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର
କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଳକ ଉପର କାଦକଳା ଗ୍ରାମରେ ଥିବା ସିରକାଗୁଟ ଲୌହ ଓ ମାଙ୍ଗାନିଜ ଖଣି ରାସ୍ତାରେ ଆନ୍ଦୋଳନ ଯୋଗୁ ପରିବହନ କାର୍ଯ୍ୟ ବନ୍ଦ ରହିଛି । ଏହାକୁ ନେଇ ସ୍ଥାନୀୟ ଲୋକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ…
Archives


