ପାରାଦୀପ ପୋର୍ଟରେ ମର୍ମନ୍ତୁଦ ଦୁର୍ଘଟଣା
ପାରାଦୀପ,୪।୫: ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚନ୍ଦନ ଜେନା ଏବଂ ରତ୍ନାକର ସ୍ବାଇଁ ବୋଲି ସୂଚନା ମିଳିଛି। ଏକ ଟ୍ରକ ଦ୍ରୂତ ଗତିରେ ଆସି ବ୍ରେକଡାଉନ…
ପାକିସ୍ତାନ ସେନାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ: କଡ଼ା ଜବାବ ଦେଲା ଭାରତ
ନୂଆଦିଲ୍ଲୀ,୪।୫: ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା(LOC)ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଚାଳନା କରିଛି। ପାକିସ୍ତାନ ସେନା ଲଗାତାର ୧୦ ଦିନରେ ୩୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଜମ୍ମୁ ଏବଂ କଶ୍ମୀରର କୁପୱାରା, ବାରାମୁଲ୍ଲା, ପୁଞ୍ଚ,…
ରାମକୃଷ୍ଣ ଦାସମହାପାତ୍ରଙ୍କୁ ପଚରାଉଚରା
ପୁରୀ,୪ା୫: ନବକଳେବର ଦାରୁରେ ଦୀଘା ଦିଅଁ ନିର୍ମାଣ ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତନାଘନା ଚାଲିଛି। ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ବଳକା ଦାରୁ ବାବଦରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଚରାଉଚରା। ଦଇତାପତି ନିଯୋଗ ସଭାପତି ଗଣେଶ ଦାସମହାପାତ୍ରଙ୍କୁ ବି…
ପହଲଗମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ପ୍ରତିବାଦରେ ଦାରିଙ୍ଗବାଡି ଦୋକାନବଜାର ବନ୍ଦ: ସାପ୍ତାହିକ ହାଟ ଠପ୍
ଦାରିଙ୍ଗବାଡି,୪।୫(ଅରୁଣ ସାହୁ): ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଆତଙ୍କୀବାଦଙ୍କ ଗୁଳିକରୀ ହତ୍ୟା କରାଯିବା ପ୍ରତିବାଦରେ ରବିବାର ଦାରିଙ୍ଗବାଡିରେ ଦୋକାନବଜାର ବନ୍ଦ କରିଦିଆଯାଇଛି। ଏଥି ସହ ରବିବାର ସପ୍ତାହିକ ହାଟ ରହିଥିବା ବେଳେ ଆନ୍ଦୋଳନକାରୀ ମାନେ ହାଟକୁ ମଧ୍ୟ ବନ୍ଦ କରାଇଥିଲେ। ଫଳରେ ହାଟ…
‘ନା ଆମେ ପାକିସ୍ତାନୀ ଥିଲୁ, ନା ଅଛୁ, ନା କେବେ ହେବୁ…ଆମେ ହେଉଛୁ ଭାରତର ମୁକୁଟ’
ଶ୍ରୀନଗର,୪।୫: ଜମ୍ମୁ ଏବଂ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନ୍ସି) ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ଫାରୁକ ଅବଦୁଲ୍ଲା ଶନିବାର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜମ୍ମୁ ଏବଂ କାଶ୍ମୀର ଭାରତର ଏକ…
ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ
କୋଲକାତା/ଭୁବନେଶ୍ୱର,୪।୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଏବଂ ‘ଦାରୁ କାଠ’ ମୂର୍ତ୍ତିରେ ବ୍ୟବହାର କରାଯିବା ପ୍ରସଙ୍ଗକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେବା ପରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘଟଣାର ତଦନ୍ତ…
କାଳବୈଶାଖୀ ତାଣ୍ଡବ:ପ୍ରବଳ ବର୍ଷାରେ ଧୋଇଗଲା ଡାଇଭର୍ସନ ପୋଲ,ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡକୁ ଯୋଗାଯୋଗ ବିଛିନ୍ନ
ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ରାତିରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ମଙ୍ଗଳପୁର ଭୀମକୁଣ୍ଡ ରାସ୍ତାର ଘାଟବାଲି ଯୋଡି ନିକଟରେ ଥିବା ଡାଇଭର୍ସନ ପୋଲ ଧୋଇଯାଇଛି। ଏଥିରେ ଭୀମକୁଣ୍ଡ ସହ ମୟୂରଭଞ୍ଜ ଜିଲାର…
ଗଞ୍ଜାମ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ହେଲେ ପ୍ରଫେସର ସ୍ମରଣୀକା ହୋତା
ଗଞ୍ଜାମ, ୪।୫(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ନୂତନ ଅଧ୍ୟକ୍ଷା ଭାବେ ପ୍ରଫେସର ଡ. ସ୍ମରଣିକା ହୋତା ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଅଧ୍ୟକ୍ଷ ଥିବା ପ୍ରଫେସର ସିମାଞ୍ଚଳ ଭୋଳ ଅବସର ଗ୍ରହଣ କରିଛନ୍ତି । ଗଞ୍ଜାମ ମହାବିଦ୍ୟାଳୟକୁ ୫୫ ବର୍ଷ ପୂର୍ତ୍ତି…
ହାଇକୋର୍ଟ ଦେଲେ ନିଆରା ଜାମିନ ସର୍ତ୍ତ: ଜାଣନ୍ତୁ କ’ଣ
କଟକ,୪।୫(ପ୍ରଭୁକଲ୍ୟାଣ ପାଲ): ହାଇକୋର୍ଟଙ୍କ ନିଆରା ଜାମିନ ସର୍ତ୍ତ । ଗଛ ଲଗାଇବେ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସଫେଇ କରିବେ। ଆଦେଶ ନ ମାନିଲେ ଜାମିନ ରଦ୍ଦ ହେବ। ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କ ଜାମିନ ମାମଲା ଶୁଣାଣି କରି ଏପରି…
୫ ଦିନ ତଳେ ଭଉଣୀ ବାହାଘର ସାରି ଯାଇଥିଲେ, ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା
ଗଞ୍ଜାମ,୪।୫(ବିଦ୍ୟାଧର ସାହୁ): କର୍ନାଟକରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା l କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକର କୁଶପଲ୍ଲୀ ଗାଁର ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତ ଯୁବକ…
ଡାକ୍ତରଙ୍କ ଘର ଭିତରକୁ ପଶିଗଲା ୧୪ୁ ଚକିଆ ଟ୍ରକ୍ : ପରେ ଯାହା ହେଲା…
ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ୨୨୦ ନଂ ଜାତୀୟ ରାଜପଥ କୁଆପଶି ନିକଟରେ ରାସ୍ତାର ବାମପାର୍ଶ୍ୱ ରବିବାର ଭୋରରୁ ଏକ ସିମେଣ୍ଟ ବୋଝେଇ ୧୪ ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଡାକ୍ତର…
ଦେହ ଦେଉଳରେ ଦିଅଁ ଦର୍ଶନ
ସ୍କୃତରେ ଉକ୍ତିଟିଏ ଅଛି ‘ଦେହୋ ଦେବାଳୟ ପ୍ରୋକ୍ତୋ ଜୀବଃ ପ୍ରୋକ୍ତୋ ସନାତନଃ’ ଅର୍ଥାତ୍ ଏ ଦେହ ହେଉଛି ଏକ ଦେବାଳୟ, ଯାହା ଭିତରେ ପରମାତ୍ମା ସୂକ୍ଷ୍ମ ରୂପରେ ଥାଆନ୍ତି। କିନ୍ତୁ ମନରେ ପ୍ରଶ୍ନ ଆସେ ଦେହକୁ ସିନା ଦେଉଳ ସହ ତୁଳନା…
Archives


