ଦକ୍ଷିଣ କୋରିଆ ଜଙ୍ଗଲରେ ଲାଗିଲା ନିଆଁ! ଭୟରେ ଘର ଛାଡ଼ିଲେ ଲୋକେ
ସିଓଲ,୨୨।୩: ଦକ୍ଷିଣ କୋରିଆର ଚାଙ୍ଗୱନର ଦକ୍ଷିଣ-ପୂର୍ବରେ ଥିବା ସାନଚିଓଙ୍ଗ କାଉଣ୍ଟିରେ ଜଙ୍ଗଲରେ ନିଆଁ ଲାଗିଛି। ଅନ୍ୟପକ୍ଷରେ, ସେଠାରେ ପ୍ରବଳ ପବନ ମଧ୍ୟ ବହୁଛି। ପ୍ରବଳ ପବନ ଯୋଗୁଁ ଏହି ଜଙ୍ଗଲ ନିଆଁ ଲିଭାଇବା କଷ୍ଟକର ହେଉଛି, ଯାହା କାରଣରୁ ଶନିବାର (୨୨…
ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ
ଅତାବିରା,୨୨।୩(ହୃଷୀକେଶ ଖମାରୀ):: ବରଗଡ଼ର ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜଣେ ବିବାହିତା ମହିଳାଙ୍କୁ ହ୍ଯଯା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ, ଉକ୍ତ ଗ୍ରାମର ଜେବିସ୍ ରାଉତଙ୍କ ସ୍ତ୍ରୀ…
KKR vs RCB: ବର୍ଷା ହେଲେ ରଦ୍ଦ ହୋଇଯିବ ମ୍ୟାଚ୍, ତେବେ କାହାକୁ ହେବ ଫାଇଦା, ବଡ଼ ଅପଡେଟ୍
ନୂଆଦିଲ୍ଲୀ,୨୨।୩: ଆଜି IPL 2025ର ପ୍ରଥମ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। କିନ୍ତୁ ପ୍ରଶଂସକଙ୍କ ପାଇଁ ଖରାପ ଖବର ହେଉଛି ଯେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ଧୋଇଯାଇପାରେ। ବର୍ଷା ଏବଂ ଝଡ଼…
ନାଗପୁର ହିଂସା କ୍ଷୟକ୍ଷତିର ମୂଲ୍ୟ ଦଙ୍ଗାକାରୀଙ୍କଠାରୁ ଆଦାୟ କରାଯିବ, ଫଡ଼ନାଭିସଙ୍କ ଆକ୍ସନ ପ୍ଲାନ ପ୍ରସ୍ତୁତ
ମୁମ୍ବାଇ,୨୨।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଶନିବାର ନାଗପୁର ପୋଲିସ ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ନାଗପୁର ହିଂସା ପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ କହିବାକୁ ଗଲେ, ଫଡନଭିସ କହିଛନ୍ତି ଯେ ସୋସିଆଲ…
IPL 2025: RCBର ହେଡ୍ କୋଚ୍ ଆଣ୍ଡି ଫ୍ଲାଓ୍ବାରଙ୍କ ଦରମା କେତେ ଜାଣନ୍ତି କି? IPLରୁ କରନ୍ତି ଏତେ କୋଟି ରୋଜଗାର
ନୂଆଦିଲ୍ଲୀ,୨୨।୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2025 ପାଇଁ ଆଣ୍ଡି ଫ୍ଲାୱାରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ବଜାୟ ରଖିଛି। ଆଣ୍ଡି ଫ୍ଲାୱାର ଜଣେ ଅଭିଜ୍ଞ ପ୍ରଶିକ୍ଷକ ଯିଏ ଅନେକ ଅନ୍ତର୍ଜାତୀୟ ଏବଂ ଫ୍ରାଞ୍ଚାଇଜ ଦଳକୁ ସଫଳତାର ନେତୃତ୍ୱ ଦେଇଛନ୍ତି। କିନ୍ତୁ…
ମାରାଗୁଡ଼ା ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି
ନୂଆପଡ଼ା,୨୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପରମ୍ପରା,ଐତିହ୍ୟ, କଳା, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଜିଲାସ୍ତରୀୟ ମାରାଗୁଡା ଲୋକ ମହୋତ୍ସବ ଏପ୍ରିଲ ପ୍ରଥମ ସପ୍ତାହରେ ମିନି ଷ୍ଟାଡିୟମଠାରେ ଆୟୋଜିତ ହେବାକୁ ଯାଉଥିବାବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶୁକ୍ରବାର ପ୍ରଚାର କମିଟି ସଦସ୍ୟ…
IPLର କଡ଼ା ନିୟମ, ପରିବାର ଲୋକ ପଶିପାରିବେନି…
ନୂଆଦିଲ୍ଲୀ,୨୨।୩: ମାର୍ଚ୍ଚ ୨୨ ଅର୍ଥାତ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ ବା IPL । ୩ ମାସ ଧରି ଜାରି ରହିବ ଟକ୍କର । କୋଲକାତାର ଇଡେନ ଗାର୍ଡେନରେ ଆଜି ଉଦଘାଟନୀ ମ୍ୟାଚ ଖେଳାଯିବ ।…
କର୍ଲାମୁଣ୍ଡା ବ୍ଲକ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର
କର୍ଲାମୁଣ୍ଡା:୨୨।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ କର୍ଲାମୁଣ୍ଡା ବ୍ଲକ ଟ୍ରାକ୍ଟର ମାଲିକ ସଂଘର ସଭାପତି ନବୀନ କିଶୋର ସାହୁଙ୍କ ନେତୃତ୍ୱରେ ଏକ ସାଧାରଣ ସଭା କରାଯାଇଥିଲା। ବର୍ତ୍ତମାନ ରାଜ୍ୟସାରା ଲଘୁ ଖଣିଜ ଦ୍ରବ୍ୟ (ବାଲି, ମେଟାଲ, ମୋରମ)…
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ବଢିଲା DA, ଏପ୍ରିଲ ୧ରୁ ଖାତାକୁ ଆସିବ…
ନୂଆଦିଲ୍ଲୀ,୨୨।୩: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର। ଶୁକ୍ରବାର ତ୍ରିପୁରା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ମାଣିକ ଶାହ ରାଜ୍ୟର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବାକୁ ଘୋଷଣା…
ହସ୍ପିଟାଲରେ ପଶିଲେ ବଲୁଚ ପ୍ରଦର୍ଶନକାରୀ, ନେଇଗଲେ ଜାଫର ଏକ୍ସପ୍ରେସ ହାଉଜାକ କରିଥିବା BLA ବିଦ୍ରୋହୀଙ୍କ ମୃତଦେହ
କ୍ୱେଟା,୨୨।୩: ବେଲୁଚିସ୍ତାନର ପ୍ରାନ୍ତୀୟ ରାଜଧାନୀ କ୍ୱେଟାର ସିଭିଲ ହସ୍ପିଟାଲରେ ଏକ ଅଜବ ଘଟଣା ଘଟିଥିଲା, ଯେତେବେଳେ ବେଲୁଚ ପ୍ରଦର୍ଶନକାରୀମାନେ ଜୋରଜବରଦସ୍ତ ହସ୍ପିଟାଲ ଭିତରକୁ ପ୍ରବେଶ କରି ଅନେକ ମୃତଦେହ ଧରି ପଳାଇ ଯାଇଥିଲେ। ବିବାଦୀୟ ବଲୁଚ ଅଧିକାର କର୍ମୀ ମେହରାଙ୍ଗ ବାଲୁଚଙ୍କ…
ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୧୭ଲକ୍ଷ ହ୍ବାଟସଆପ ଆକାଉଣ୍ଟ ବ୍ଲକ୍
ନୂଆଦିଲ୍ଲୀ,୨୨।୩: ଟେଲିକମ ଠକେଇର ମୁକାବିଲା କରିବା ପାଇଁ ଭାରତ ସରକାର ଶୁକ୍ରବାର କହିଛନ୍ତି ଯେ, ସଞ୍ଚାର ସାଥୀ ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ୩.୪ କୋଟିରୁ ଅଧିକ ମୋବାଇଲ ଫୋନ କନେକ୍ସନ କଟାଯାଇଛି। ଏଥିସହ ୩.୧୯ ଲକ୍ଷ IMEI ନମ୍ବରକୁ ବ୍ଲକ କରାଯାଇଛି।…
ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ
ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତାଞ୍ଜଳୀ ମୁଳିଙ୍କୁ ତାଙ୍କ ସ୍ବାମୀ ରାଜୁ ମୁଳିି ୨୦୨୩ ମସିହା ମେ ମାସ ୨୭ ତାରିଖ ରାତିରେ ହତ୍ୟା କରିଥିଲେ। ଏହି ମାମଲାର ରାୟ ଶନିବାର ପ୍ରକାଶ ପାଇଛି।…
Archives


