ମ୍ୟାଚ୍ ପରେ CSK ବୋଲରଙ୍କ ଉପରେ ରାଗିଗଲେ ବିରାଟ କୋହଲି? ଭାଇରାଲ Videoକୁ ନେଇ ବଢ଼ୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୯।୩: ଆଇପିଏଲ୍ ୨୦୨୫ରେ ଲଗାତାର ୨ ମ୍ୟାଚ୍ରେ ବିଜେତା ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)। ଶୁକ୍ରବାର ସିଏସ୍କେ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ଦଳ ୫୦ ରନ୍ରେ ବାଜି ମାରିନେଇଥିଲା। ହେଲେ ମ୍ୟାଚ୍ରେ ବିରାଟ କୋହଲି ଆଶା ମୁତାବକ ପ୍ରଦର୍ଶନ କରିପାରି ନ…
ବିଧାନସଭା ଘେରିଲେ ରାଜ୍ୟ ରଙ୍ଗତୂଳୀ କଳାକାର
ମାଲକାନଗିରି,୨୯ା୩: ଅଲ୍ ଓଡିଶା ପେଣ୍ଟିଂ ଆର୍ଟିଷ୍ଟ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ୧୦ ଦଫା ଦାବି ନେଇ ରଜ୍ୟର ରଙ୍ଗତୂଳୀ କଳାକାରଙ୍କ ଏକ ବିରାଟ ଶୋଭାଯାତ୍ରା ରାଜମହଲ ଛକଠାରୁ ବାହାରି ବିଧାନସଭା ଧାରଣା ସ୍ଥଳ ନିକଟରେ ପହଞ୍ଚିଛି। ରଙ୍ଗତୂଳୀ ଦ୍ୱାରା ପାରମ୍ପରିକ ପଦ୍ଧତିରେ…
ସରିଲା ଭୋଟ: ଫଳାଫଳକୁ ଅପେକ୍ଷା
ଅନୁଗୋଳ ଅଫିସ,୨୯।୩(ମାନସ ବିଶ୍ୱାଳ): ସାରା ରାଜ୍ୟରେ ଶନିବାର ସମସ୍ତ ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଛି। ପୂର୍ବାହ୍ନ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ମତଦାନ ସମୟ ଥିବାବେଳେ ଅପରାହ୍ନ ୪ଟା ସମୟରେ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହେବ। ଅନୁଗୋଳ ଜିଲା…
କୃଷି ସମବାୟ ସମିତି ଉଦ୍ଘାଟନ:କୃଷକମାନଙ୍କର ହେବ ବିକାଶ
କେସିଙ୍ଗା,୨୯/୩ (ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ସଭାପତି ପ୍ରଫୁଲ୍ଲ ନାଏକଙ୍କ ନେତୃତ୍ୱରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିଃର ଉଦ୍ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ARCS…
୪୧.୯୪ ଲକ୍ଷ ଟଙ୍କାର ଅନିୟମିତତା: ୨ ପୂର୍ବତନ ପାକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ
ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ) – ଏକ ବଡ ଧାରଣର ଆର୍ଥିକ ଅନିୟମିତତା ମାମଲାରେ ଶନିବାର ଭିଜିଲାନ୍ସ ବରଗଡ଼ ଜିଲା କନସିଂହା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ର ୨ପୂର୍ବତନ ସମ୍ପାଦକଙ୍କୁ ଗିରଫ କରିଛି। ସେମାନେ ହେଲେ ଛବିଲ ବେହେରା ଏବଂ କାନ୍ତିଲାଲ ଭୋଇ।…
ହାଇକୋର୍ଟ ବାର୍ ନିର୍ବାଚନ: ୭ଟି ପଦ ପାଇଁ ୪୦ପ୍ରାର୍ଥୀ
କଟକ,୨୯।୩: ଆଜି ଆଇନଜୀବୀମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା ସମସ୍ତ ବାର୍ରେ ଆଜି ନିର୍ବାଚନ ହେଉଛି। ୨୦୨୧ ମସିହା ଠାରୁ ପ୍ରତ୍ୟକ ବାର୍ରେ ଗୋଟିଏ ଦିନରେ ର୍ନିବାଚନ କରାଯାଉଛି। ସମସ୍ତ ବାରରେ ବିଭିନ୍ନ ପଦପଦବୀ ପାଇଁ ର୍ନିବାଚନ କରାଯାଉଛି।ବଡ଼କଥା ହେଉଛି…
ପୁରୀ ବାର୍ ଆସୋସିଏଶନ୍ରେ ଚାଲୁରହିଛି ମତଦାନ
ପୁରୀ,୨୯ା୩: ଶନିବାର ରାଜ୍ୟର ୧୫୬ ବାର୍ରେ ନିର୍ବାଚନ ଅନୁଷ୍ଠିତ ହେଉଛି। କାର୍ଯ୍ୟରତ ଆଇନଜୀବୀମାନେ ଏହି ନିର୍ବାଚନରେ ଭାଗ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୁରୀ ବାର୍ ଆସୋସିଏଶନରେ ମଧ୍ୟ ନିବାର୍ଚନ ଅନୁଷ୍ଠିତ ହେଉଛି। ସକାଳ ୭.୩୦ ମିନିଟ୍ରୁ ଏହି ନିର୍ବାଚନ ଜାରି…
କାର ଧକ୍କାରେ ବାଟୋଇଙ୍କ ମୃତ୍ୟୁ
ବ୍ରହ୍ମପୁର, ୨୯।୩( ସୁବାସ ଚନ୍ଦ୍ର ପାଢ଼ୀ): ମରଣଜନ୍ତା କୁହାଯାଉଥିବା ଜାତୀୟ ରାଜପଥ ଖଜୁରିଆ ବାଇପାସରେ ଶନିବାର ଏକ କାର ଧକ୍କାରେ ଜଣେ ବାଟୋଇଙ୍କ ଜୀବନ ଚାଲିଯାଇଛି। ମୃତକ ଜଣଙ୍କ ଫୁଲଟା ଗ୍ରାମର ବିଜୟ ନାହାକ(୪୨)। ଏନେଇ ତାଙ୍କ ଭାଇ ରଞ୍ଜନ ନାହାକଙ୍କ…
ଧାମନଗର ଓକିଲ ସଂଘ ନିର୍ବାଚନ, ୭ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ଧାମନଗର , ୨୯।୩ (ଦେବେନ୍ଦ୍ର ଆନ୍ଦିଆ): ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଅନୁସାରେ ଚଳିତ ମାର୍ଚ୍ଚ ମାସ ଶେଷ ଶନିବାର ଅର୍ଥାତ ୨୯ ତାରିଖ ଦିନ ସାରା ଓଡିଶାରେ ଓକିଲ ସଂଘର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଧାମନଗର ଓକିଲ…
ବାର ଆସୋସିଏଶନର ନିର୍ବାଚନ: ଚନ୍ଦ୍ରଶେଖର ସଭାପତି, ବୀରେନ୍ଦ୍ର ସମ୍ପାଦକ
ଫୁଲବାଣୀ, ୨୯ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ବାର ଆସୋସିଏଶନର ନିର୍ବାଚନ ଶନିବାର ଶେଷ ହୋଇଛି । ସଭାପତି ଭାବେ ଚନ୍ଦ୍ରଶେଖର ପରିଡା, ଉପସଭାପତି ଦିଲ୍ଲୀପ କୁମାର ବାନାର୍ଜୀ, ସମ୍ପାଦକ ଭାବେ ବୀରେନ୍ଦ୍ର କୁମାର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ଭାବେ ତୁଷାର କାନ୍ତ…
ରାୟଗଡା ଓକିଲ ସଂଘର ନିର୍ବାଚନ: ଚାଲିଛି ମତଦାନ
ରାୟଗଡା, ୨୯।୩(ଭାଗ୍ୟଶ୍ରୀ ମିଶ୍ର): ୨୦୨୫-୨୬ ନିର୍ବାଚନ ପାଇଁ ରାୟଗଡା ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିପାଇଁ ଶନିବାର ଦିନ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଏହା ସଂଧ୍ୟା ୩ଟା ପର୍ଯ୍ୟନ୍ତ ଚାଲିବ l ଏଥିରେ ୫ଟି ପଦବୀ ପାଇଁ ୧୦ଜଣ…
ପଦ୍ମପୁର ଓକିଲ ସଂଘ ନିର୍ବାଚନ: ରାମରତନ ସଭାପତି, ଚିନ୍ମୟ ସମ୍ପାଦକ ଭାବେ ନିର୍ବାଚିତ
ପଦ୍ମପୁର,୨୯ା୩(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାମରତନ ପୁରୋହିତ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସୁନିଲ କୁମାର ପାଣିଗ୍ରାହୀ ଉପସଭାପତି, ଚିନ୍ମୟ କୁମାର…
Archives


