Home Left

ବିହାରରେ କାମ ଦେଲାନି ପ୍ରଶାନ୍ତ କିଶୋରଙ୍କ ଷ୍ଟ୍ରାଟେଜି, ଏଗଜିଟ୍ ପୋଲ୍‌ରେ ବଡ ଝଟକା

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ତାଙ୍କ ‘ଜନ ସୁରାଜ’ ଦଳର ଭାଗ୍ୟ ବିଷୟରେ କହିଥିଲେ ଯେ, “ଅର୍ଶ ପେ ୟା ଫର୍ଶ ପେ” (ଶିଖରରେ କିମ୍ବା ତଳେ)। ଅର୍ଥାତ୍ ଦଳ ହୁଏତ…

Bihar Exit Poll: ଚମକାଇଲା ବାଜି! ହାରିଯିବ ଭାଜପା…

ପାଟାନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଶେଷ ହେବା ପରେ, ଚାଣକ୍ୟ ଷ୍ଟ୍ରାଟେଜକ ଏକଜିଟ ପୋଲ RJD ପାଇଁ ଗୁରୁତ୍ୱପୂର୍ଣ୍ଣ ଖୁସି ଖବର ଆଣିଛି। ଚାଣକ୍ୟଙ୍କ ଅନୁସାରେ, RJD 75 ରୁ 80 ଆସନ ଜିତି ସବୁଠାରୁ ବଡ଼ ଦଳ ହେବ ବୋଲି…

ଇସ୍ଲାମାବାଦ୍ ଆତ୍ମଘାତୀ ବିସ୍ଫୋରଣ: ଭାରତକୁ ଦୋଷ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧ା୧୧: ଇସ୍ଲାମାବାଦର ଏକ କୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଭାରତକୁ ଦାୟୀ କରିଛନ୍ତି। ସୋମବାର ଆଫଗାନିସ୍ତାନ ସୀମାନ୍ତ ୱାନାରେ ଥିବା ଏକ କ୍ୟାଡେଟ୍ କଲେଜ ଉପରକୁ ହୋଇଥିବା ଆକ୍ରମଣରେ…

ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତ, ସର୍ବନିମ୍ନ ତାପମାତ୍ର ୯.୫ ପରେ… 

ଦାରିଙ୍ଗବାଡି, ୧୧।୧୧ (ଅରୁଣ ସାହୁ): ପୁଣି ବଢିଲା ଶୀତ। ତଳ ମୁହାଁ ହେଲା ତାପମାତ୍ରା। ଆଉ ଶୀତରେ ଥରୁଛି ଦାରିଙ୍ଗବାଡି। ଗତ ୩ ଦିନ ହେଲା ତାପମାତ୍ରା ଖସିବା ସହ ମଙ୍ଗଳବାର ପାରଦ ୧୦ ଡିଗ୍ରୀ ତଳକୁ ଖସିଆସିବା ଯୋଗୁ ଜନଜୀବନ…

ଦିଲ୍ଲୀ ବ୍ଲାଷ୍ଟରେ ରହିଛି ପାକିସ୍ତାନ କନେକ୍ସନ!

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍‌ ବୋମା ବିସ୍ଫୋରଣର ତଦନ୍ତ ଏବେ ପାକିସ୍ତାନ-ସଂଯୁକ୍ତ ଆତଙ୍କବାଦୀ ଷଡ଼ଯନ୍ତ୍ର ଆଡ଼କୁ ମୁହାଁଇଛି। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ଏହି ଆକ୍ରମଣ ପଛରେ ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର ହାତ ଥାଇପାରେ।…

କିଏ ପାଚେରି ଉପରେ ତ କିଏ ଲଟାବୁଦା ତଳେ ଖାଉଛନ୍ତି ମଧ୍ୟାହ୍ନଭୋଜନ, ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ…

ଖଜୁରୀପଡ଼ା,୧୧ା୧୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ସମ୍ମୁଖରେ ଥିବା ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା ଥିବା ଦେଖିବାକୁ ମିଳିଛି। କିଏ ପାଚେରି ଉପରେ ତ କିଏ ବିଦ୍ୟୁତ ଖୁଣ୍ଟ ପାଖରେ ଆଉ କିଏ ପୁଣି ଲତାବୁଦା…

SI ପରୀକ୍ଷା କେଳେଙ୍କାରୀ, CBI ତଦନ୍ତ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୧।୧୧: ବହୁ ଚର୍ଚ୍ଚିତ ଓଡ଼ିଶା ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲାର CBI ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଜେଲ ଯାଇ ଜାମିନରେ ଆସିଛନ୍ତି। ଏପରିକି ମାମଲାର…

Delhi Blast: ଡା. ଶାହିନଙ୍କ ଗିରଫ ପରେ ସାମ୍ନାକୁ ଆସିଲା ତାଙ୍କ ବାପାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ଲକ୍ଷ୍ନୌ,୧୧।୧୧: ଫରିଦାବାଦରୁ ଡକ୍ଟର ଶାହିନଙ୍କ ଗିରଫଦାରୀ ଲକ୍ଷ୍ନୌରେ ତାଙ୍କ ପରିବାର ପାଇଁ ଏକ ଅଘଟଣ ପରି ଥିଲା। ଲାଲବାଗ ବାସଭବନ ଏବଂ ଡାଲିଗଞ୍ଜରେ ତାଙ୍କ ପୁରୁଣା ଘରେ ପୋଲିସର ଉପସ୍ଥିତି ସମଗ୍ର ଅଞ୍ଚଳକୁ ଚର୍ଚ୍ଚାକୁ ଆଣିଛି। ଯେତେବେଳେ ଶାହିନଙ୍କ ବାପା ତାଙ୍କ…

ଦିଲ୍ଲୀ ବିସ୍ଫୋରଣରେ ଟେଲିଗ୍ରାମ ଲିଙ୍କ୍: ଆତଙ୍କବାଦୀଙ୍କ ପାଇଁ ସେଫ୍ ଜୋନ୍ ପାଲଟିଛି ମେସେଜିଂ ଆପ୍

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀ କାର୍ ବିସ୍ଫୋରଣରେ ଆତ୍ମଘାତୀ ଆକ୍ରମଣକାରୀ ସନ୍ଦେହ କରାଯାଉଥିବା ଡାକ୍ତର ଉମର ମହମ୍ମଦ ଏକ ମୌଳବାଦୀ ଡାକ୍ତର ଗୋଷ୍ଠୀର ଅଂଶ ଥିଲେ, ଯିଏକି ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମରେ ସମନ୍ୱୟ ରକ୍ଷା କରୁଥିଲେ। ଦିଲ୍ଲୀ ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା…

ଭୁବନେଶ୍ୱରରେ ହିଟ୍‌ ଆଣ୍ଡ ରନ୍‌ : ସିସିଟିଭିରେ କଏଦ ଘଟଣାର ଭିଡ଼ିଓ…

ଭୁବନେଶ୍ୱର,୧୧।୧୧: ରାଜଧାନୀ ଭୁବନେଶ୍ୱରରେ ହିଟ୍‌ ଆଣ୍ଡ ରନ୍‌। ଏଜି ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଚାଲିଯାଇଛି ଜଣେ ସ୍କୁଟି ଚାଳକଙ୍କ ଜୀବନ। ଘଟଣାଟି ସିସିଟିଭିରେ କଏଦ ହୋଇଛି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ସିସିଟିଭି ଫୁଟେଜ୍‌…

ସରିବାକୁ ବସିଲାଣି ଶିକ୍ଷାବର୍ଷ, ହେଲେ ହାଇସ୍କୁଲ ପିଲାଙ୍କୁ ଏଯାଏ ମିଳିନି ୟୁନିଫର୍ମ

ଜି.ଉଦୟଗିରି,୧୧ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ସମସ୍ତ ହାଇସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲ ୟୁନିଫର୍ମ ମିଳି ନ ଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୮ ମାସ ବିତିଗଲାଣି…

ନୂଆପଡ଼ା ଉପନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୬୫.୫୬% ମତଦାନ

ନୂଆପଡ଼ା,୧୧।୧୧(ମକାରୁ ବେମାଲୁ): ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ୬୫.୫୬% ପ୍ରତିଶତ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଥିବା ସୂଚନା ମିଳିଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?