କର୍ମଚାରୀଙ୍କ ପାଇଁ ଖୁସିଖବର! ୫ ନୁହେଁ, ଏବେ ୧ ବର୍ଷରେ ମିଳିବ ଗ୍ରାଚ୍ୟୁଇଟି; ଜାଣନ୍ତୁ କେଉଁ ଚାକିରିଆ…
ନୂଆଦିଲ୍ଲୀ,୨୨।୧୧: ଭାରତ ସରକାର ଶ୍ରମ ଆଇନଗୁଡ଼ିକରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କୋଟିକୋଟି ଚାକିରିଆମାନଙ୍କୁ ସିଧାସଳଖ ଲାଭ ପହଞ୍ଚିବ। କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟା କହିଛନ୍ତି ଯେ, ଶୀଘ୍ର ଏକ ନୂତନ ପ୍ରାବଧାନ ଲାଗୁ କରାଯିବ,…
ପୋଖରୀ ପୁନରୁଦ୍ଧାର ନାମରେ ଅର୍ଥ ଆତ୍ମସାତ୍ ଅଭିଯୋଗ
ଥୁଆମୂଳ ରାମପୁର,୨୨ା୧୧(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦରଠାରେ ରାଜାରାଜୁଡ଼ା ଅମଳର ପୁରୁଷୋତ୍ତମ ସାଗର ଓ ଆଡିବନ୍ଧ ସାଗର ନାମରେ ୨ ପୋଖରୀ ରହିଛି। ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ବି…
ବିର୍ସା ମୁଣ୍ଡା କପ ଫୁଟ୍ବଲ: ତୁଷରା ଚାମ୍ପିୟନ
ରିଷିଡ଼ା,୨୨ା୧୧(ସୁଶାନ୍ତ ମଲ୍ଲିକ)- ଚତୁର୍ଥ ବାର୍ଷିକ ବିର୍ସା ମୁଣ୍ଡା କପ ଫୁଟ୍ବଲ ଟୁର୍ନାମେଣ୍ଟ ୨୦୨୫ କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଶିରାବାହାଲ ବିର୍ସା ମୁଣ୍ଡା ଖେଳପଡିଆରେ ଶନିବାର ଉଦ୍ଯାପିତ ହୋଇଯାଇଛି। ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ଟୁର୍ନାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଏଥିରେ…
୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ
ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ କରାଯାଇଛି। ହିନ୍ଦୋଳ ସବ୍ ଟ୍ରେଜରିର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ…
ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ: ତାଙ୍କୁ ଖୋଜିବାକୁ ଡିଜିପିଙ୍କ ପାଖରେ…
ଯାଜପୁରରୋଡ଼/ଧର୍ମଶାଳା(ପବିତ୍ର ରଞ୍ଜନ ମହାନ୍ତି/ଶିବ ପ୍ରସାଦ ମହାନ୍ତି)୨୨।୧୧:ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବିରେ ଜିଲା ସିଭିଲ ସୋସାଇଟି ଏବଂ ଗଣସଙ୍ଗଠନ ଗୁଡିକ ପକ୍ଷରୁ ବିକ୍ଷୋଭ କରାଯାଇ ଡିଜିପିଙ୍କ ଉଦ୍ଦେଶ୍ୟରେ ଏକ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଗଠନ…
G-20ରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏମିତି ପ୍ରସ୍ତାବ ରଖିଲେ ମୋଦି
ଜୋହାନ୍ସବର୍ଗ,୨୨।୧୧: ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ପ୍ରଥମ G20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣରେ ବିଶ୍ୱ ବିକାଶ ମାନଦଣ୍ଡର ଗଭୀର ପୁନର୍ବିଚାର ପାଇଁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ G20 ଦୀର୍ଘ ସମୟ ଧରି ବିଶ୍ୱ ଅର୍ଥ…
EPFOରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ: ବଢ଼ିବ ଦରମା ସୀମା, ଜାଣନ୍ତୁ କେତେ…
ନୂଆଦିଲ୍ଲୀ,୨୨ା୧୧: ଦେଶର ଲକ୍ଷ ଲକ୍ଷ କର୍ମଚାରୀ EPFO ସହିତ ଜଡ଼ିତ। ସେମାନଙ୍କର PF ଆକାଉଣ୍ଟ ଏକ ସଞ୍ଚୟ ଆକାଉଣ୍ଟ ଭାବରେ କାର୍ଯ୍ୟ କରେ। ଛୋଟ ମାସିକ ଡିଡକ୍ସନ ଦୀର୍ଘକାଳୀନ ଭାବରେ ବହୁତ ଉପଯୋଗୀ ପ୍ରମାଣିତ ହୁଏ। ସରକାର ବାରମ୍ବାର EPFO ନିୟମ…
ସତରେ କ’ଣ ଧ୍ୱଂସ ହେବ ପୃଥିବୀ? ୨୦୨୬କୁ ନେଇ ଭୟଙ୍କର ଭବିଷ୍ୟବାଣୀ କରିଥିଲେ ବାବା ଭେଙ୍ଗା, ଜାଣନ୍ତୁ ଏହା କ’ଣ
ସୋଫିଆ,୨୨।୧୧: ୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ବର୍ଷ ସହିତ ଜଡିତ ଭବିଷ୍ୟବାଣୀ ସାରା ବିଶ୍ୱରେ ଭୟ ସୃଷ୍ଟି କରିଛି। ଏଥିମଧ୍ୟରୁ, ବୁଲଗେରିଆନ ଭବିଷ୍ୟବାଣୀ ବାବାଭେଙ୍ଗାଙ୍କ ଭବିଷ୍ୟବାଣୀ ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣ କରୁଛି। ବାବା ଭେଙ୍ଗାଙ୍କର ୧୯୯୬ ମସିହାରେ…
ବାଂଲାଦେଶୀ ଲିଙ୍କ: ସିକନ୍ଦର ଆଲାମଙ୍କ ସହ ଭାଇ ଅବ୍ଦୁଲ ଗିରଫ, ପୁଅ ଅଟକ
ଜଗତସିଂହପୁର,୨୨।୧୧: ବାଂଲାଦେଶୀ ଲିଙ୍କରେ ସିକନ୍ଦର ଆଲାମ ଗିରଫ। ତାଙ୍କୁ ଯାଜପୁରରରୁ ଜଗତସିଂହପୁର ପୋଲିସ ଗିରଫ କରିଛି। ସିକନ୍ଦର ଠାରୁ ପାସ୍ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ ହୋଇଛି। ତାଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ପୋଲିସ ପଚରାଉଚରା କରୁଛି । ୭ ଦିନ…
G-20 Summit 2025: କାହାକୁ ଆଲିଙ୍ଗନ କଲେ ତ କାହା ସହ ହସ ମଜା କଲେ, G-20 ଶିଖର ସମ୍ମିଳନୀରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ମୋଦି
ଜୋହାନ୍ସବର୍ଗ,୨୨।୧୧: ଦକ୍ଷିଣ ଆଫ୍ରିକାରେ ଚାଲିଥିବା G-20 ଶିଖର ସମ୍ମିଳନୀରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଦେଶର ନେତାଙ୍କ ସହ ସାକ୍ଷାତ କରିଥିଲେ। ଜୋହାନ୍ସବର୍ଗରେ G-20 ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ରାମାଫୋସା ତାଙ୍କୁ ହାତ ଯୋଡି ସ୍ବାଗତ କରିଥିଲେ।…
VIDEO: ଶେଷ ଭିଡିଓରେ ଗର୍ବରେ ହସୁଥିବା ନଜର ଆସିଲେ ଓ୍ବିଙ୍ଗ କମାଣ୍ଡର, ତେଜସ ଦୁର୍ଘଟଣାରେ ହୋଇଛନ୍ତି ଶହୀଦ
ଦୁବଇ,୨୨।୧୧: ଶୁକ୍ରବାର ଦୁବାଇରେ ଏକ ଏୟାର ଶୋ’ ସମୟରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଭାରତର ସ୍ବଦେଶୀ ଭାବରେ ବିକଶିତ ତେଜସ ଲଢୁଆ ବିମାନ ପ୍ରଦର୍ଶନୀ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁଃଖଦ ଦୁର୍ଘଟଣାରେ ୱିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କ…
ଜୁଆଖେଳରୁ ହୋଇଥିଲା ହତ୍ୟାକାଣ୍ଡ: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ
ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ଶନିବାର ଏକ ହତ୍ୟା ମାମଲାର ବିଚାରଣ କରି ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ସେମାନଙ୍କୁ ୧୦ ହଜାର…

