ସପ୍ତାହକରେ କିଡ୍ନୀ ରୋଗରେ ଗଲାଣି ୪ ଜୀବନ: ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ
ଅମରପାଲି,୨୨ା୧୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ସପ୍ତାହକ ମଧ୍ୟରେ ୪ ଜୀବନ ନେଲାଣି କିଡ୍ନୀ ରୋଗ। ହେଲେ ଏନେଇ ପ୍ରଶାସନ ପାଖରେ କିନ୍ତୁ କୌଣସି ଖବର ନାହିଁ। ବହଳପଦର ପଞ୍ଚାୟତରେ ୨ଜଣ, ଦୁର୍ଜନତୈଲା ପଞ୍ଚାୟତରେ ଜଣେ ଓ କୋଟସମଲାଇ...
ଟ୍ରମ୍ପଙ୍କୁ ଜୋରଦାର୍ ଝଟ୍କା ଦେଲେ ଜେଲେନସ୍କି: ଆମେରିକା ଦେଲା ଅଲ୍ଟିମେଟମ୍
କିଭ୍,୨୨।୧୧:ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଶନିବାର ୟୁକ୍ରେନୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ଆମେ ଆମ ଦେଶ ସହ ବିଶ୍ୱାସଘାତକତା କରିପାରିବୁ ନାହିଁ। ଟ୍ରମ୍ପ...
ବୃଦ୍ଧି ହେଲା ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି, ଜାଣନ୍ତୁ କେତେ ବଢିଲା…
ଭୁବନେଶ୍ୱର,୨୨।୧୧(ରବିନାରାୟଣ ଜେନା): ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ଉନ୍ନତି ପାଇଁ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ...
ଓଡ଼ିଶାରେ ଧର୍ମେନ୍ଦ୍ର: ନୂଆପଡ଼ା ନିର୍ବାଚନକୁ ନେଇ କହିଦେଲେ ଏମିତି କଥା
ଭୁବନେଶ୍ୱର, ୨୨ା୧୧(ସୁନିତ୍ ମିଶ୍ର):ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ମେଣ୍ଟର ଐତିହାସିକ ବିଜୟ ପରେ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରର ବିମାନବନ୍ଦରରେ ଉଚ୍ଛ୍ବସ୍ବିତ ଓ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା...
୧୮ ବର୍ଷରୁ କମ୍ ବୟସର ଝିଅ ସହିତ ଚତୁର୍ଥୀ ରାତି ପାଳନ କଲେ ସ୍ବାମୀଙ୍କୁ ମିଳିବ ଦଣ୍ଡ! ଜବାବ ଦେଲେ ହାଇକୋର୍ଟ
ନୂଆଦିଲ୍ଲୀ,୨୨।୧୧: ବିବାହ ପରେ ଚତୁର୍ଥୀ ରାତି ପାଳନ କରିବା ପାଇଁ ସ୍ବାମୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ କି? ଏପରି କରିବା ପାଇଁ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିପାରେ କି? ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ...
୬,୬,୬,୬,୬,୬…. ସେମିଫାଇନାଲ୍ରେ ଘଟିଲା….
ନୂଆଦିଲ୍ଲୀ,୨୨।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ର ପ୍ରଥମ ସେମିଫାଇନାଲରେ, ବାଂଲାଦେଶ ଏ ପ୍ରଥମେ ବ୍ୟାଟିଂ କରି ୧୯୪ ରନ କରିଥିଲା। ଯଦିଓ ୧୮ ଓଭର ପରେ ମନେ ହେଉଥିଲା ଯେ, ଇନିଂସ ସର୍ବାଧିକ ୧୬୦ରେ ପହଞ୍ଚିବ। ତଥାପି ନମନ...
ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେନି ଟ୍ରମ୍ପ, ପୁଟିନ୍: ସାମିଲ ହେବେ ମୋଦି
ନୂଆଦିଲ୍ଲୀ,୨୨।୧୧: ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଏଠାରେ ପହଞ୍ଚିଛନ୍ତି ଏବଂ ଜି-୨୦ନେତାମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ଅବସର ଐତିହାସିକ କାରଣ ଏହା...
ମା’ବାପାଙ୍କୁ ଛୁରୀରେ କାଟିଦେଲେ ପୁଅ, ହତ୍ୟା କରି ସ୍ତ୍ରୀ’ଙ୍କୁ କଲ୍ କରି କହିଲେ…
କଟକ,୨୨।୧୧: କଟକ ଦରଘା ବଜାର ଅଞ୍ଚଳରେ ଡବଲ ମର୍ଡର । ଦରଘା ବଜାର ଓଲ୍ଡ ଜେଲ କଲୋନୀରେ ବାପା ଓ ସାବତ ମା’କୁ ଅତି ନିର୍ମମ ଭାବେ ହତ୍ୟା କଲେ ପୁଅ । ଶୁକ୍ରବାର ରାତି ୯ଟା ସମୟରେ ବାପା...
ଏଇ ଭାରତରେ
ରାଜସ୍ଥାନର ମରୁଭୂମି ଜିଲା ଭାବେ ବାର୍ମର ବେଶ୍ ଜଣାଶୁଣା। ଏହି ଅଞ୍ଚଳରେ ବର୍ଷର ସବୁ ସମୟରେ ପିଇବା ପାଣି ପାଇବା କଷ୍ଟକର। ଘରେ ରୋଷେଇ ଓ ଅନ୍ୟାନ୍ୟ କାମ ପାଇଁ ଆବଶ୍ୟକ ପାଣି ମହିଳାମାନେ ଯୋଗାଡ଼ କରି ରଖୁଥିବାରୁ ବହୁ...
ବିଶ୍ୱାସ ମୂଳେ ଏ ଜଗତ
ଆଜିର ସମୟରେ, ବିଶ୍ୱାସ କରିହେଉନାହିଁ କାହାକୁ। ବିଶ୍ୱାସ ବନ୍ଧାପଡୁଛି, ସ୍ବାର୍ଥ ପାଖରେ। ପ୍ରେମରେ, ଭକ୍ତିରେ, ସମ୍ପର୍କରେ, ବୃତ୍ତିରେ, ପ୍ରବୃତ୍ତିରେ, ପରିବାରରେ, ସମାଜରେ ପରସ୍ପର ପ୍ରତି ରହୁନାହିଁ ବିଶ୍ୱାସ। ଆଶଙ୍କା ଭିତରେ ଗତିକରିବାକୁ ପଡୁଛି; କିଏ ଜାଣେ କେତେବେଳେ ବିଶ୍ୱାସରେ ମିଶିଯିବ...
ଗୋଟିଏ ନାମ ଦୁଇଟି ଦେଶ
ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାଜଧାନୀ ରାୟପୁର ସହରରେ ମୋର ଆମତ୍ଜ ଏକ ପ୍ରତିଷ୍ଠିତ ବ୍ୟାଙ୍କର ପରିଚାଳକ ଥିବା ଅବସରରେ ପ୍ରାୟ ପାଞ୍ଚବର୍ଷ ତଳେ ଆମେ ସେଠାକୁ ଭ୍ରମଣରେ ଯାଇଥିଲୁ। ତୁଳସୀ ବୋଲି ଜଣେ ମଧ୍ୟ ବୟସ୍କା ସ୍ତ୍ରୀ ଲୋକ...
ଆଇଆର୍ଏସ୍ରୁ ଏମ୍ଏଲ୍ଏ
ସୁଜିତ କୁମାର ମାତ୍ର ୫୧ ଦିନରେ ଦିଲ୍ଲୀର ପ୍ରିନ୍ସିପାଲ କମିଶନରରୁ ଯାଇ ବିହାର ଦରଭଙ୍ଗାର ଗୌରା ବାଉରାମର ଭାଜପା ବିଧାୟକ ହୋଇଗଲେ। ସାଧାରଣତଃ ଏପରି ପରିବର୍ତ୍ତନ ପାଇଁ ଅନେକ ମାସ ଧରି କାଗଜପତ୍ର କାମ, ମଞ୍ଜୁରୀ ଏବଂ ରାଜନୈତିକ ବୁଝମଣା...
Archives


