ମଧୁମେହ ରୋଗୀ ଜଳଖିଆରେ ପିଅନ୍ତୁ ଏକ ଗ୍ଲାସ କ୍ଷୀର
ବର୍ତ୍ତମାନ ସମୟରେ ଡାଇବେଟିକ୍ ବା ମଧୁମେହ ରୋଗ ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହି ରୋଗର ଉପଶମ ପାଇଁ ସବୁଠାରୁ ଅଧିକ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଅଧିକ ମିଠା ଖାଇବା ଦ୍ୱାରା ଏହି ରୋଗ ବଢ଼ି ଯାଇଥାଏ। ତେବେ…
ଅର୍ଜୁନଙ୍କ ପିଲାଦିନର ଫଟୋ ଦେଖି ମଲାଇକା ଦେଲେ ଏମିତି କମେଣ୍ଟ
ଅର୍ଜୁନ କପୁର ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍ ରହୁଛନ୍ତି। ଏବେ ତାଙ୍କର ଏକ ପିଲାଦିନ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଖେଳନା ଘୋଡ଼ା ଉପରେ ବସିଥିବା ଦେଖିବାକୁ ମିଳିଛି। ଫଟୋ ପୋଷ୍ଟ କରି ଅର୍ଜୁନ କ୍ୟାପଶନ ଲେଖିଛନ୍ତି,…
ଆଲିଗଡ ବଳାତ୍କାର ଘଟଣାରେ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ: ପ୍ରିୟଙ୍କା
ଲକ୍ଷ୍ନୌ, ୭।୬: ଉତ୍ତର ପ୍ରଦେଶର ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯିବା ଘଟଣାରେ ରାଜନୀତି ଜୋର ଧରିଛି। ଦେଶର ବଡ ବଡ ସେଲିବ୍ରିଟି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବା ପାଇଁ ନିବେଦନ…
ୟୁଏଇରେ ବସ୍ ଦୁର୍ଘଟଣା: ୮ ଭାରତୀୟଙ୍କ ସମେତ ୧୭ ମୃତ
ଦୁବାଇ, ୭।୬: ୟୁଏଇରେ ଭୟାନକ ବସ୍ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଭାରତୀୟ ରହିଛନ୍ତି ବୋଲି ଦୁବାଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଇଦ୍ ଉତ୍ସବ ପାଳନ ସାରି ମଓ୍ବାସଲଟ…
କିଡ୍ନୀରେ ଷ୍ଟୋନ୍ ହୋଇଥିଲେ କରିବାକୁ ପଡ଼ିବନି ସର୍ଜରୀ, ଆପଣାନ୍ତୁ ଏହି ଘରୋଇ ଉପଚାର
ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡ୍ନୀ। ଆଜିକାଲି କିଡ୍ନୀରେ ଷ୍ଟୋନ ବା ପଥର ହେବା ଏକ ସାଧାରଣ ରୋଗ ହୋଇଗଲାଣି। ଏହି ଷ୍ଟୋନ୍ ମଟର ମଞ୍ଜି ଆକାରର କିମ୍ବା ବଡ଼ ମଧ୍ୟ ହୋଇଥାଏ। ଅଧିକାଂଶ ଲୋକ ଅପରେସନ କରି କିଡ୍ନୀରୁ ଷ୍ଟୋନ୍…
ଝିଅ ବିବାହ ପୂର୍ବରୁ ବାପାଙ୍କୁ ମୃତ ଘୋଷଣା କଲେ ଡାକ୍ତର: ବିଦା ପରେ ଜୀବନ ଫେରିଲା
କୌଣସି ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ପୁଣି ଥରେ ତାଙ୍କର ନିଃଶ୍ୱାସପ୍ରଶ୍ୱାସ ଚାଲିବା ଘଟଣା ଆମେ ବହୁବାର ଶୁଣିବାକୁ ପାଇଛୁ। ମାତ୍ର କୌଣସି ବ୍ୟକ୍ତି ମରିବାର କିଛି ସମୟ ପରେ ପୁଣିଥରେ ଜୀବିତ ହୋଇଯିବା ଅସମ୍ଭବ…
ଟ୍ରକ୍କୁ ପଛରୁ ଧକ୍କାଦେଲା ଟାଟାଏସିଇ, ଚାଳକ ମୃତ
ଭଣ୍ଡାରିପୋଖରୀ, ୭।୬(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥର ଯଶୋଟିକିରି ନିକଟରେ ଶୁକ୍ରବାର ଭୋରରେ ଏକ ଦୁର୍ଘଟଣା ଘଟିଛି। ଟାଟାଏସିଇ ଭାରସାମ୍ୟ ହରାଇ ଏକ ଟ୍ରକ୍କୁ ପଛରୁ ଧକ୍କା ଦେବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ…
୫ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା
ଲକ୍ଷ୍ନୌ,୭।୬: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ମାତ୍ର ୫ହଜାର ଟଙ୍କା ପାଇଁ ଜଣେ ଅଢ଼େଇ ବର୍ଷର ଶିଶୁକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଅଲୀଗଡ଼ର ଟପ୍ପଲ ଥାନା ଅନ୍ତର୍ଗତ ବୁଢ଼ା ଗଁାରେ ପୀଡ଼ିତଙ୍କ ପରିବାର ଅନ୍ୟ ଜଣଙ୍କଠାରୁ…
ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଏହି ମନ୍ତ୍ର ଦେଲେ ଇମ୍ରାନ
ଇସଲମାବାଦ୍, ୭।୬: ୨୦୧୯ କ୍ରିକେଟ ବିଶ୍ୱକପ୍ରେ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଖେଳାଳିଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପୂର୍ବତନ ଖେଳାଳି ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ମ୍ୟାଚ୍ ଦିନ ପଡିଆରେ ଯେସାକୁ ତେସା ନୀତି ଅବଲମ୍ବନ ନ କରି କେବଳ…
ଚାରିଧାମ ଯାତ୍ରା: ଗୋଟିଏ ମାସରେ ୪୧ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
ହରିଦ୍ୱାର, ୭।୬: ମେ ୭ରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। ଏହି ଯାତ୍ରାକୁ ଶୁକ୍ରବାରକୁ ମାସେ ମାସେ ପୂରିଛି। ଇତିମଧ୍ୟରେ ଏହି ଯାତ୍ରା ସମ୍ରରେ ୪୧ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅଧିକାଂଶଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିବା…
ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର
କୋଲକାତା, ୭।୬: ଗତ ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି) ଖରାପ ପ୍ରଦର୍ଶନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୈତିକ କୁଟନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି। ସଚିବାଳୟ ପ୍ରାୟ ୯୦ ମିନିଟ ଧରି ପ୍ରଶାନ୍ତଙ୍କ ସହ ଆଲୋଚନା କରିଥିଲେ ମମତା।…
ଧୋନୀଙ୍କୁ ଝଟକା ଦେଲା ଆଇସିସି
ସାଉଥାମ୍ପଟନ, ୭।୬- ଭାରତର ପୂର୍ବତନ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କୁ ଝଟକା ଲାଗିଛିି। ଧୋନୀଙ୍କ ଗ୍ଲୋଭସରେ ଥିବା ଭାରତୀୟ ପାରା ସ୍ପେଶାଲ ଫୋର୍ସର ପ୍ରତୀକ ଚିହ୍ନକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ଆଇସିସି। ଏନେଇ ବିସିସିଆଇକୁ ଅବଗତ କରାଯାଇଛି…

