ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ପିଆର୍ଏମ୍ ମେଡିକାଲ କଲେଜରେ ଉତ୍ତେଜନା; କାର୍ଯ୍ୟାନୁଷ୍ଠାନ ଦାବିରେ ମୃତଦେହ ରଖି ଧାରଣା
ବାରିପଦା ଅଫିସ,୯।୬- ମୟୁରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାର ବିଳମ୍ବିତ ରାତିରେ ଜଣେ ନାବଳିକାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଶନିବାର ସକାଳୁ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ନାବାଳିକାଙ୍କ ପରିବାରଲୋକେ…
ମହଙ୍ଗା ପଡିଲା ଯୋଗୀଙ୍କ ବିରୋଧରେ ଆପତ୍ତି ଜନକ ଟିପ୍ପଣୀ
ନୂଆଦିଲ୍ଲୀ/ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା ଏବେ ମହଙ୍ଗା ପଡିଛି ଜଣେ ଖବରଦାତାଙ୍କୁ। ଏହି ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ଉକ୍ତ ଖବରଦାତାଙ୍କୁ ଶନିବାର ଗିରଫ କରିଥିବା ଜଣାପଡିଛି। ସେହିପରି ଆଉ…
ଫିଲ୍ମରେ ଅଭିନୟ ପାଇଁ ନିଜ ଓଜନ କମାଇଥିଲେ ସୋନମ୍ କପୁର
ମୁମ୍ବାଇ,୯।୬: ବଲିଉଡ୍ ନାୟିକା ସୋନମ୍ କପୁର ରବିିବାର ୩୪ ବର୍ଷରେ ପାଦ ଥାପିଛନ୍ତି। ୧୯୮୫ ଜୁନ୍ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ଫିଲ୍ମ ସାବରିୟା ମାଧ୍ୟମରେ ସୋନମ୍ ବଲିଉଡ୍ରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହି ଫିଲ୍ମରେ…
ସିଆଚେନ୍ରେ ହାତୁଡ଼ିରେ ପିଟିଲେ ଅଣ୍ଡା ବି ଫାଟୁନି: ଖାଦ୍ୟ ପାଇଁ ହନ୍ତସନ୍ତ ଯବାନ
ସିଆଚେନ୍, ୯।୬: ସିଆଚେନ୍ରେ ୨୦ ହଜାର ମିଟର ଉପରେ ଦେଶର ସୁରକ୍ଷା ପାଇଁ ମୁତୟନ ରହିଛନ୍ତି ସେନା ଯବାନ। ଯବାନଙ୍କ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ ହେଲିକପ୍ଟରରେ ପଠାଯାଉଛି। ତେବେ ମାଇନସ୍ ୬୦ ଡିଗ୍ରୀ ତାପମାତ୍ରାରେ ଅଣ୍ଡା ଭଜା ଲାଗି ଫଟାଇ…
ନାରୀ ଶୃଙ୍ଗାରରେ ‘ଖୋଷା’: ଓଡ଼ିଆଣୀର କେଶ ବିନ୍ୟାସରେ ଥାଏ ପରମ୍ପରାର କଥା; ପାଶ୍ଚାତ୍ୟ ନାରୀମାନେ ବି ଖୋଷା ମୋହରେ
କେଶ ବିନ୍ୟାସ ଭିତରେ ଖୋଷା ହେଉଛି ଏପରି ଏକ କେଶ ବିନ୍ୟାସ, ଯାହା ଆରମ୍ଭରୁ ଆଜିିଯାଏ ରହିଆସିଛି। ତେବେ ସମୟ ଓ ପୋଷାକ ପରିଚ୍ଛଦକୁ ନେଇ ଯାହା ବଦଳେଇ ଦେଇଛି ତାର ପରିପାଟୀ। ତେବେ ଏତିକି ଯେ, ଖୋଷା ଯେମିତି ଯେଉଁ…
ଚନ୍ଦ୍ରକୁ ମଙ୍ଗଳର ଅଂଶ କହି ଟ୍ରମ୍ପ ହଟହଟା
ସାନ୍ ଫ୍ରାନ୍ସିସ୍କୋ,୯ା୬(ଆଇଏଏନ୍ଏସ୍): ମହାକାଶ ଓ ବ୍ରହ୍ମାଣ୍ଡ ସମ୍ପର୍କରେ ନିଜର ଅଜ୍ଞତାକୁ ପ୍ରକାଶ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମସ୍ତଙ୍କୁ ବିସ୍ମିତ କରିଛନ୍ତି। ଚନ୍ଦ୍ର ମଙ୍ଗଳ ଗ୍ରହର ଅଂଶବିଶେଷ ବୋଲି କହି ସେ ଅନ୍ୟମାନଙ୍କୁ ହସର ଖୋରାକ ଯୋଗାଇଛନ୍ତି। ଏକ ଟୁଇଟ୍ରେ…
ଏଲିଜାବେଥ୍ ଦ୍ୱିତୀୟଙ୍କ ଜୟନ୍ତୀ
ଲଣ୍ଡନ, ୯।୬: କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ୯୩ତମ ଜୟନ୍ତୀ ସରକାରୀ ଭାବେ ଶନିବାର ପାଳିତ ହୋଇଛି। ରାଣୀଙ୍କୁ ସମ୍ମାନ ପ୍ରଦର୍ଶନ ନିମନ୍ତେ ଓ୍ବେଷ୍ଟମିନ୍ଷ୍ଟରଠାରେ ଅଶ୍ୱାରୋହୀ ସୈନ୍ୟଙ୍କ ଏକ ରଙ୍ଗାରଙ୍ଗ ପରେଡ୍ ଏବଂ ପାରମ୍ପରିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୪୦୦ ସୈନ୍ୟ…
ଜୟଶଙ୍କର ଶ୍ରେଷ୍ଠ କୂଟନୀତିଜ୍ଞ
ଓ୍ବାଶିଂଟନ,୯ା୬(ପି.ଟି.): ଭାରତର ନୂଆ ବହିର୍ବ୍ୟାପାର ମନ୍ତ୍ରୀ ଭାବେ ଏସ୍. ଜୟଶଙ୍କରଙ୍କ ନିଯୁକ୍ତିକୁ ଆମେରିକାର କେତେଜଣ ପୂର୍ବତନ କୂଟନୀତିଜ୍ଞ ତଥା ବିଦେଶ ନୀତି ବିଶେଷଜ୍ଞ ପ୍ରଶଂସା କରିଛନ୍ତି। ଜୟଶଙ୍କର ବିଶ୍ୱର ଜଣେ ଶ୍ରେଷ୍ଠ କୂଟନୀତିଜ୍ଞ ବୋଲି ସେମାନେ ମତ ଦେଇଛନ୍ତି। ତାଙ୍କ ସମୟରେ…
ଭାରତକୁ ସଶସ୍ତ୍ର ଡ୍ରୋନ ବିକିବ ଆମେରିକା
ଓ୍ବାଶିଂଟନ,୯ା୬(ପି.ଟି.): ଭାରତକୁ ଆମେରିକା ସଶସ୍ତ୍ର ଡ୍ରୋନ ବିକ୍ରି କରିବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଡ୍ରୋନ ବିକ୍ରି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିସହିତ ଭାରତର ସାମରିକ ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବା ଲାଗି ସମନ୍ବିତ ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ…
ଆନ୍ଧ୍ର କ୍ୟାବିନେଟ :୫ ଉପମୁଖ୍ୟମନ୍ତ୍ରୀଙ୍କ ସହ ୨୫ ଶପଥ ନେଲେ
ଅମରାବତୀ, ୯ା୬(ପି.ଟି.): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ମୋହନ ରେଡ୍ଡୀଙ୍କ ମନ୍ତ୍ରିମଣ୍ଡଳରେ ଶନିବାର ୫ ଉପମୁଖ୍ୟମନ୍ତ୍ରୀଙ୍କ ସହ ୨୫ ମନ୍ତ୍ରୀ ସାମିଲ ହୋଇଛନ୍ତି। ୫ ଉପମୁଖ୍ୟମନ୍ତ୍ରୀ ହେଲେ ପାମୁଲା ପୁଷ୍ପା ଶ୍ରୀବାଣୀ, ପିଲ୍ଲି ସୁବାସ ଚନ୍ଦ୍ର ବୋଷ, ଆଲ୍ଲା କଲି କ୍ରିଷ୍ଣା ଶ୍ରୀନିବାସ, ଏଲ୍…
୫ ମାସର ସର୍ବନିମ୍ନ ସ୍ତରରେ ଡିଜେଲ ଦର
ନୂଆଦିଲ୍ଲୀ,୯-୬: ଦେଶରେ ତୈଳ ଦର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ମିଳୁଛି। ଶନିବାର ପେଟ୍ରୋଲ ଦର ଲିଟର ପିଛା ୨୨ରୁ ୨୪ ପଇସା ଏବଂ ଡିଜେଲ ଦର ୨୫ରୁ ୨୭ ପଇସା ଶସ୍ତା ହୋଇଛି। ଗତ…
ଅଣପାରମ୍ପରିକ ମାଧ୍ୟମରେ ତେଲ ବିକୁଛି ଇରାନ
ତେହରାନ,୯-୬: ଆମେରିକା ପକ୍ଷରୁ ଆର୍ଥିକ କଟକଣା ଲାଗୁ କରାଯାଇଥିବା ବେଳେ ଇରାନ ଏହାର ଗଳାବାଟ ବାହାର କରି ଅଶୋଧିତ ତେଲ ବିକୁଛି ବୋଲି କହିଛି। ଦେଶର ତୈଳ ମନ୍ତ୍ରୀ ବିଜାନ ନାମଦାର ଜାନଗାନେହ ଏକ ସାକ୍ଷାତକାର ବେଳେ କହିଛନ୍ତି ଯେ, ତାଙ୍କ…

