Home Left

ବିବାହ ପାଇଁ ରାତି ୨ଟାରେ ମନ୍ଦିରରେ ପହଞ୍ଚିଥିଲେ କିରଣ ବେଦି

ନୂଆଦିଲ୍ଲୀ,୯।୬: ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫିସର କିରଣ ବେଦି ରବିବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୯ ଜୁନ୍‌ ୯ରେ ପଞ୍ଜାବର ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୨ରେ ସେ ଆଇପିଏସ୍‌ ଅଫିସର ଭାବେ ଟ୍ରେନିଂ ନେଇଥିଲେ। ଟ୍ରେନିଂ ସମୟରେ…

ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ଆଲିଙ୍ଗନ କଲେ ରାହୁଲ

ଓ୍ବାୟନାଡ,୯।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ୍ବାୟନାଡ ଗସ୍ତରେ ତାଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ରବିବାର ଭେଟିଛନ୍ତି। ସେ ଅବସରପ୍ରାପ୍ତ ନର୍ସ ରାଜମ୍ମା ବାବାଥିଲଙ୍କୁ ସ୍ନେହରେ ଆଲିଙ୍ଗନ କରିଥିବାର ଫଟୋ ଟୁଇଟରରେ ଶେୟାର କରହିଛନ୍ତି। ରାଜମ୍ମା ଏବଂ ରାହୁଲ…

ଟ୍ରୋଲ ହେଲେ ରଣବୀର

ରଣବୀର କପୁର ସୋସିଆଲ ମିଡିଆରେ ଏବେ ଟ୍ରୋଲ ହୋଇଛନ୍ତି। କାରଣ ବାରଣସୀରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ସମୟରେ ଜଣେ ଫ୍ୟାନ୍‌ ତାଙ୍କୁ ଦେଖା କରିବାକୁ ଯାଇଥିଲେ। ସେଠାରେ ରଣବୀର ଫ୍ୟାନ୍‌ଙ୍କୁ ଏମିତି ବ୍ୟବହାର ଦେଖାଇଛନ୍ତି ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ…

ଜେଡିୟୁର ଗୁରୁତ୍ୱପୂର୍ଣ୍ଣ ବୈଠକ: ନୀତୀଶଙ୍କ ସହ ଅଛନ୍ତି ପ୍ରଶାନ୍ତ କିଶୋର

ପାଟନା,୯।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ରବିବାର ପାଟନାରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଏନ୍‌ଡିଏର ବିରୋଧି ମମତା ବାନାର୍ଜୀଙ୍କ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ଯାଇ ଚର୍ଚ୍ଚାରେ…

ସନ୍ତାନ ପ୍ରସବର ୮ଘଣ୍ଟା ପରେ ପରୀକ୍ଷା ହଲ୍‌ରେ ପହଞ୍ଚିଲେ ମା’

ଆଗ୍ରା,୯।୬: ମା’ର ଦୃଢ ଇଚ୍ଛା ଶକ୍ତିର ଉଦାହରଣ ଏବେ ଦେଖିବାକୁ ମିଳିଛି ଆଗ୍ରାରେ। କାଗାରୋଲରେ ରହୁଥିବା ପ୍ରିୟଙ୍କା ବର୍ମା ନାମକ ଜଣେ ଛାତ୍ରୀ ସନ୍ତାନ ଜନ୍ମ ଦେବାର ମାତ୍ର ୮ ଘଣ୍ଟା ପରେ ଡିଏଲ୍‌ଇଡି ବା ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେଶନର…

ରାଉରକେଲାରେ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ: ଓଡ଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ହେଲ କନ୍ଧମାଳ ଛାତ୍ରୀ

ଦାରିଙ୍ଗବାଡ଼ି,୯।୬(ଡି.ଏନ୍‌.ଏ): ରାଉରକେଲା କଳାସଂଘମ୍‌ ପକ୍ଷରୁ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ସେକ୍ଟର ୧୯ ସିଭିକ୍‌ ସେଣ୍ଟରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଛାତ୍ରୀମାନେ ଓଡ଼଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତିା…

ଫ୍ୟାନଙ୍କୁ ଖୁସି ଖବର ଦେବେ କମେଡି କିଙ୍ଗ୍‌ କପିଲ୍‌

କମେଡି କିଙ୍ଗ୍‌ କପିଲ ଶର୍ମା ଫ୍ୟାନମାନଙ୍କୁ ଖୁବ୍‌ଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଚଳିତବର୍ଷ ଶେଷଆଡ଼କୁ କପିଲଙ୍କ ଘରକୁ ନୂଆ ଅତିଥି ଆସିବେ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ କପିଲ ସବୁ କାମ ପଛରେ ପକାଇ ସ୍ତ୍ରୀ ଗିନି ଚତ୍‌ରଥଙ୍କ କେୟାର…

ପଶ୍ଚିମବଙ୍ଗରେ ଭାଜପାର ମିଶନ-୨୫୦

କୋଲକତା,୯।୬: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ହୋଇଛି। ଦଳ ପଶ୍ଚିମବଙ୍ଗର ୪୨ ଲୋକ ସଭା ଆସନ ମଧ୍ୟରୁ ୧୮ରେ ବିଜୟୀ ହୋଇଥିବାବେଳେ ତୃଣମୂଳ ଖାତାକୁ ୨୨ ଆସନ ଯାଇଛି। ଆସନ୍ତା ୨୦୨୧ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଠାରେ…

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଗଲା

ଫୁଲବାଣୀ ଅଫିସ,୯।୬: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକର ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ପଟାଙ୍ଗି ପଞ୍ଚାୟତର ପଦାସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ସ୍ବାମୀ ପ୍ରଶାନ୍ତ ନାୟକ ସ୍ତ୍ରୀ ସୁଦସ୍ଥା ନାୟକଙ୍କୁ ଟାଙ୍ଗିଆରେ ହାଣି ନିିର୍ମମ…

ମୌସୁମୀ ବର୍ଷାରେ ବେହାଲ ମହାରାଷ୍ଟ୍ର

ମୁମ୍ବାଇ,୯।୬: ଚଳିତ ବର୍ଷ ପ୍ରଥମ କରି ଶନିବାର କେରଳ ଛୁଇଁଲା ମୌସୁମୀ। ଏହାର ପ୍ରଭାବରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ବହିଥିଲା। ଏହି ବର୍ଷା ପ୍ରଭାବରେ ନାସିକ ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଅନ୍ୟ୍ୟ ୩…

ବର୍ଷା ପାଇଁ କର୍ନାଟକରେ ବେଙ୍ଗୁଲୀ-ବେଙ୍ଗ ବାହାଘର

ଉଡ୍ଡୁପି,୯।୬: ବର୍ଷା ପାଇଁ କର୍ନାଟକ ଉଡ୍ଡୁପିରେ କରାଯାଇଛି ଏକ ନିଆରା ବାହାଘର। ଏଠାରେ ପରମ୍ପରା ଅନୁସାରେ ପ୍ରତିବର୍ଷ ବେଙ୍ଗୁଲୀ-ବେଙ୍ଗ ବାହାଘର ହୋଇଥାଏ। ଚଳିତ ବର୍ଷ ମଧ୍ୟ ଏଠାରେ ଏହି ପରମ୍ପରା ମହାଆଡମ୍ବରରେ ପାଳିତ ହୋଇଛି। ଉଡ୍ଡୁପି ଜିଲା ନାଗରିକ କମିଟି ପକ୍ଷରୁ…

ଘରେ ପଶି ଭୁଜାଲିରେ ଆକ୍ରମଣ କଲେ ଦୁବୃର୍ତ୍ତ: ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଆରଡ଼ି,୯।୬ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ନିକଟସ୍ଥ ଆଖଣ୍ଡଳମଣି ଭଦ୍ରକ ରାସ୍ତା ପାର୍ଶ୍ୱରେ ଥିବା ଏକ ଘରୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପରିବାର ଲୋକଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?