Home Left

ଶିଶୁଙ୍କୁ ମୋବାଇଲ୍‌ରେ ଗୀତ ଶୁଣାଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା

ଛୋଟ ପିଲାଙ୍କ ପାଇଁ କୋଳାହଳପୂର୍ଣ୍ଣ ପରିବେଶ ଅତ୍ୟନ୍ତ ବିପଜ୍ଜନକ। କୌଣସି କାରଣରୁ ପିଲା ଅଝଟ କଲେ ପରିବାର ଲୋକେ ମୋବାଇଲ୍‌ରେ ଗୀତ ଶୁଣାଇଦିଅନ୍ତି ନଚେତ୍‌ ଟିଭି ଦେଖାନ୍ତି। ଏହାଦ୍ୱାରା ସୃଷ୍ଟ ତୀବ୍ର ଶବ୍ଦ ପିଲାର ମାନସିକ ବିକାଶ ଦିଗରେ ବାଧା ଉପତ୍ନ୍ନ…

ଡିଆରଡିଓକୁ ସଫଳତା:ଏଚଏସଟିଡିଭି ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୨।୬: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ବୁଧବାର ଏକ ବଡ ସଫଳତା ମିଳିଛି। ଧାମରାଠାରେ ଥିବା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେସନ ଭେହିକିଲ୍‌(ଏଚଏସଟିଡିଭି)ର ସଫଳ ପରୀକ୍ଷଣ କରାଯାଇଛି। ଏହି ଭେହିକିଲ୍‌…

ଗଠନ ହେଲା ଭାଜପା ସଂସଦୀୟ କାର୍ଯ୍ୟନିର୍ବାହୀ କମିଟି: ଧର୍ମେନ୍ଦ୍ର, ଜୁଏଲ ହେଲେ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ବୁଧବାର ଭାଜପାର ସଂସଦୀୟ କାର୍ଯ୍ୟନିର୍ବାହୀ କମିଟି ଗଠନ ହୋଇଛି। ଏହି କମିଟିରେ ଓଡ଼ିଶାର ୩ ପ୍ରମୁଖ ଭାଜପା ନେତାଙ୍କୁ ସ୍ଥାନ ମିଳିଛି। ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଲୋକ ସଭା ସଚେତକ ହୋଇଥିବା ବେଳେ ସୁନ୍ଦରଗଡ଼ ଏମ୍‌ପି ଜୁଏଲ୍‌ ଓରାମ…

ଏଏନ୍‌-୩୨ ବିମାନର ଭଗ୍ନାବଶେଷ ମିଳିବା ପରେ ଏବେ ୧୩ ନିଖୋଜ ବ୍ୟକ୍ତିଙ୍କ ସର୍ଚ୍ଚ ଅପରେଶନ ଆରମ୍ଭ

ଇଟାନଗର,୧୨।୬: ଜୁନ ୩ରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏଏନ-୩୨ର କିଛି ଭଗ୍ନାଂଶକୁ ଏମ୍‌ଆଇ-୧୭ ହେଲିକେପ୍ଟର ମଙ୍ଗଳବାର ଠାବ କରିବା ପରେ ବାୟୁସେନା ପକ୍ଷରୁ ଏବେ ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଯେଉଁ…

ସୁରେଶ ପୂଜାରୀଙ୍କୁ ନୂଆ ଦାୟିତ୍ୱ: ହେଲେ ଲୋକ ସଭା ସଚେତକ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଭାଜପାର ସଂସଦୀୟ କାର୍ଯ୍ୟନିର୍ବାହୀ କମିଟି ଗଠନ ପରେ ବୁଧବାର ବରଗଡ଼ ଏମ୍‌ପି ସୁରେଶ ପୂଜାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ। ଲୋକ ସଭାର ସଚେତକ ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ଓଡ଼ିଶା ସହ ମଣିପୁର ଓ ତେଲେଙ୍ଗାନା ରାଜ୍ୟର ସଚେତକ ଭାବେ…

ମାଓବାଦୀ ପୋଲିସ ମଧ୍ୟରେ ଗୁଳି ବିନିମୟ: ୩ ବନ୍ଧୁକ, ବିସ୍ଫୋରକ କିଟ୍‌ ଜବତ

ମାଲକାନଗିରି,୧୨।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାରେ ବୁଧବାର ପୁଣି ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଚିତ୍ରକୋଣ୍ଡା ଥାନାଠାରୁ ୩୦ କିମି ଦୂର ଗୁମରଉ ଜଙ୍ଗଲରେ ଆନ୍ଧ୍ର ଓଡ଼ିଶା ବର୍ଡରରେ ଜୋନାଲ କମିଟି ପକ୍ଷରୁ ଏକ ବଡ଼ଧରଣର ବୈଠକ ଚାଲୁଥିବା…

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଗ୍ରୀଷ୍ମପ୍ରବାହ ଯୋଗୁ ଅତିରିକ୍ତ ବିରତି

ଭୁବନେଶ୍ୱର,୧୨।୬(ପିଟି): ଅତ୍ୟନ୍ତ ଗ୍ରୀଷ୍ମପ୍ରବାହ ଯୋଗୁ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ଖେଳାଳିଙ୍କୁ ଅତିରିକ୍ତ ବିରତି ମିଳିଛି। ପ୍ରବଳ ଖରା ପାଇଁ ଆୟୋଜକ କମିଟି ବାଧ୍ୟ ହୋଇ କ୍ୱାର୍ଟର୍ସ ମଧ୍ୟରେ ଧାର୍ଯ୍ୟ ସମୟଠାରୁ ଅଧିକ ବିରତି ନେବାକୁ ନିଷ୍ପତ୍ତି ନେଇଥିଲା।…

ସୃଷ୍ଟିଙ୍କ ଜୀବନରେ ନୂଆ ସାଥୀଙ୍କ ଏଣ୍ଟ୍ରି, ମନୀଷଙ୍କ ପରେ ଏବେ ରୋହିତଙ୍କ ସହ ତୁଟାଇଲେ ସମ୍ପର୍କ

ମୁମ୍ବାଇ: ପ୍ରଥମେ ମନୀଷ ନାଗଦେବଙ୍କ ପରେ ଏବେ ରୋହିତ ସୁଚାତିଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି ବିଗ୍‌ ବସ୍‌ ଫେମ୍‌ ସୃଷ୍ଟି ରୋଡେ। ବିଗ୍‌ ବସ୍‌ରୁ ବାହାରିବା ପରେ ମନୀଷଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ ସୃଷ୍ଟି। ଆଉ ଏବେ ରୋହିତଙ୍କୁ ନିଜ…

ଅଶାନ୍ତ ପଶ୍ଚିମବଙ୍ଗ: ବିକ୍ଷୋଭବେଳେ ଭାଜପା କର୍ମକର୍ତ୍ତାଙ୍କ ଉପରେ ଲୁହ ବୁହା ଗ୍ୟାସ ପ୍ରୟୋଗ

କୋଲକାତା,୧୨।୬: ପଶ୍ଚିମବଙ୍ଗରେ ହିଂସା ଥମିବାର ନା ନେଉନି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ଏବେ ରାଜନୈତିକ ଯୁଦ୍ଧ ତେଜିବାରେ ଲାଗିଛି। ବୁଧବାର ଟିଏମ୍‌ସିି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଭାଜପା ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି।…

ଜେଲରେ ରହିବେ ନୀରବ ମୋଦି: ଲଣ୍ଡନ କୋର୍ଟରୁ ମିଳିଲାନି ଜାମିନ

ଲଣ୍ଡନ, ୧୨।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଝଟକା ଲାଗିଛି। ଲଣ୍ଡନର ରୟାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛି। ଏହାପୂର୍ବରୁ ଓ୍ବେଷ୍ଟମିନିଷ୍ଟର କୋର୍ଟ…

ପ୍ରତୀକ୍ଷାର ଅନ୍ତ: ଜୁଲାଇ ୧୫ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୨

ବେଙ୍ଗାଲୁରୁ, ୧୨।୬: ଜୁଲାଇ ୧୫ ତାରିଖରେ ଚନ୍ଦ୍ରଯାନ-୨ ଲଞ୍ଚ କରାଯିବ ବୋଲି ଭାରତୀୟ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି। ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର ଚନ୍ଦ୍ରକୁ ଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ବୁଧବାର ଇସ୍ରୋ ଚେୟାରମ୍ୟାନ…

ନବୀନଙ୍କୁ ନରସିଂହଙ୍କ ସମର୍ଥନ ସହ ସମାଲୋଚନା: କହିଲେ ଓଡ଼ିଶାକୁ ‘ଫୋକସ୍‌ ଷ୍ଟେଟ୍‌’ ଦାବି ଯୁକ୍ତିଯୁକ୍ତ; ‘ସ୍ବତନ୍ତ୍ର ରାଜ୍ୟ ପାହ୍ୟା’ ଦାବି ନେଇ ଉତ୍ତର ରଖିବା ଉଚିତ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଗୋଟିଏ ପଟେ ପ୍ରଶଂସା ଆଉ ଗୋଟିଏ ପଟେ ସମାଲୋଚନା। ଏପରି କିଛି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଗୋଟିଏ ପ୍ରସଙ୍ଗରେ ସମାଲୋଚନା କରିବା ସହ ଅନ୍ୟଟିରେ ପ୍ରଶଂସା କରିଛନ୍ତି। ନବୀନ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?