‘ଏସିଆ କପ’ ଜିତିଲା ପାକିସ୍ତାନ, ସୁପର ଓଭରରେ ମାରିଲା ବାଜି
ନୂଆଦିଲ୍ଲୀ,୨୪।୧୧: ପାକିସ୍ତାନ ଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ ଟାଇଟଲ ଜିତିଥିଲା। ସୁପର ଓଭର ମ୍ୟାଚରେ ପାକିସ୍ତାନ ବାଂଲାଦେଶ ଉପରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା ଯାହା ସୁପର ଓଭରରେ ଯାଇଥିଲା। ବାଂଲାଦେଶ...
ହସ୍ପିଟାଲ୍ରେ ପଲାଶ ମୁଛଲ: ଚିନ୍ତାରେ ସ୍ମୃତି ମନ୍ଧାନାଙ୍କ ପରିବାର
ନୂଆଦିଲ୍ଲୀ,୨୪।୧୧: ଭାରତୀୟ ମହିଳା କ୍ରିକେଟ ଦଳର ସୁପରଷ୍ଟାର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲ ନଭେମ୍ବର ୨୩ରେ ବିବାହ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ପରେ ବିବାହ ସ୍ଥଗିତ ରଖାଯାଇଥିଲା। ସ୍ମୃତିଙ୍କ ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯିବାରୁ ତାଙ୍କୁ...
ଗିରଫ ହେଲେ ପଙ୍କଜା ମୁଣ୍ଡେଙ୍କ PA, ଆସିଛି ଗୁରୁତର ଅଭିଯୋଗ
ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ପରିବେଶ ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଅନନ୍ତ ଗର୍ଜେଙ୍କୁ ମୁମ୍ବାଇର ୱର୍ଲି ପୋଲିସ ଗିରଫ କରିଛି। ଅନନ୍ତ ଗର୍ଜେଙ୍କ ପତ୍ନୀ ଗୌରୀ ଗର୍ଜେ ଆତ୍ମହତ୍ୟା କରିଛନ୍ତି। ପୋଲିସ ଗର୍ଜେଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସକାଉଥିବା...
ଧରିତ୍ରୀ ୟୁଥ୍ କନ୍କ୍ଲେଭ୍-୨୦୨୫: ରେଜିଷ୍ଟ୍ରେଶନ୍ ଆରମ୍ଭ
ଭୁବନେଶ୍ୱର,୨୪।୧୧: ଭୁବନେଶ୍ୱରର ସ୍ବସ୍ତି ପ୍ରିମିୟମରେ ଧରିତ୍ରୀ କ୍ଲାଇମେଟ୍ ଗ୍ରାଣ୍ଟ ଆରମ୍ଭ ହୋଇଯାଇଛି। ଏହିପାଇଁ ସୋମବାର ସକାଳୁ ରେଜିଷ୍ଟ୍ରେଶନ୍ କରାଯାଉଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବପିଢି ଯୋଗଦେଇ ରେଜିଷ୍ଟ୍ରେଶନ କରୁଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...
୫୩ତମ CJI ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ; କାର୍ଯ୍ୟକାଳ ରହିବ ୧୫ ମାସ
ନୂଆଦିଲ୍ଲୀ,୨୪।୧୧: ସୋମବାର ଭାରତର ୫୩ତମ ମୁଖ୍ୟ ବିଚାରପତି (CJI) ଭାବରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି। ତାଙ୍କର CJI ଭାବରେ କାର୍ଯ୍ୟକାଳ ୧୫ ମାସ ପାଇଁ ରହିବ। ସେ CJI ଭୂଷଣ ଆର. ଗଭାଇଙ୍କ ସ୍ଥାନରେ କାର୍ଯ୍ୟ କରିବେ।...
ଏହିସବୁ ରୋଗ ଭଲ କରେ ହଳଦୀ: ଜାଣନ୍ତୁ କେମିତି ଖାଇବେ
ହଳଦୀରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ କୁର୍କୁମିନ୍ ନାମକ ଏକ ତତ୍ତ୍ୱ ରହିଛି, ଯାହା ଆମ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହି ତତ୍ତ୍ୱ ଶରୀରରେ ଥଣ୍ଡା କମାଇବାରେ କେତେକାଂଶରେ ସାହାଯ୍ୟ କରେ।...
ଥରି ଉଠିଲା ପାକିସ୍ତାନ, ଶୁଭିଲା ଖୁବଜୋର ଶବ୍ଦ
ଇସଲାମାବାଦ,୨୪।୧୧: ସୋମବାର ସକାଳେ ପାକିସ୍ତାନର ପେଶାୱରରେ ଥିବା ଫେଡେରାଲ କନଷ୍ଟାବୁଲରୀ (FC) ମୁଖ୍ୟାଳୟ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିଥିଲେ। ରଏଟର୍ସ ରିପୋର୍ଟ ଅନୁଯାୟୀ, ଗୁଳି ବିନିମୟ ଶୁଣି ପୋଲିସ ଏବଂ ସୁରକ୍ଷା ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ...
ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ: ହଟାଇବାକୁ ଦାବି
ନୂଆପଡ଼ା,୨୪ା୧୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଭରୁଆମୁଣ୍ଡା ଗାଁ ପଦରଗୋସେନ ବନ୍ଧରେ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ ହଟାଇବାକୁ ଦାବି ହୋଇଛି। ସୂଚନା ଅନୁଯାୟୀ ଭରୁଆମୁଣ୍ଡା ଗାଁରେ ୧୫୦ରୁ ଊର୍ଦ୍ଧ୍ୱ ପରିବାରରେ ୧୨...
IMFର କଡ଼ା ଚେତାବନୀ , ସୁଧୁରିଯାଉ ପାକିସ୍ତାନ ନଚେତ ବିପର୍ଯ୍ୟୟ ନିଶ୍ଚିତ
ଇସଲାମାବାଦ,୨୪।୧୧: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନ ଉପରେ ଏକ କଠୋର ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ ଦେଶରେ ଦୁର୍ନୀତି ଏତେ ଗଭୀର ଭାବରେ ବ୍ୟାପିଛି ଯେ ଏହା ଶାସନ, ରାଜନୀତି ଏବଂ ଅର୍ଥନୀତିର ଏକ ଅଂଶ...
କୁହୁଡି ସାଜିଛି ବାଧକ: ଗାଡି ମୋଟର ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡି,୨୪।୧୧(ଅରୁଣ ସାହୁ): ଗୋଟିଏ ପଟେ ଲଘୁଚାପର ପ୍ରଭାବରେ ପ୍ରଭାବିତ ହୋଇ ଶୀତ ଲୁଚକାଳି ଖେଳୁଥିବାବେଳେ ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଦେଖିବାକୁ ମିଳିଛି। ଗତ ୨ ଦିନ ହେଲା ଅଞ୍ଚଳରେ ସକାଳୁଆ ଶୀତ କୁହୁଡିର ପ୍ରଭାବରେ ହେଉଥିବା...
ଲୋଇସିଂହା କଲେଜ ନିଯୁକ୍ତି ଅନିୟମିତତା ପ୍ରସଙ୍ଗ: ଗ୍ରନ୍ଥାଗାରିକଙ୍କ ସରକାରୀ ଅନୁଦାନ ପ୍ରତ୍ୟାହାର ନିର୍ଦ୍ଦେଶ
ଲୋଇସିଂହା,୨୪।୧୧(ସୁଶାନ୍ତ ବାରିକ):ଚଳିତ ଶିକ୍ଷା ବର୍ଷରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲା ଲୋଇସିଂହା କଲେଜର ଯାଞ୍ଚ କମିଟି ପକ୍ଷରୁ କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ କଲେଜର ଗ୍ରନ୍ଥାଗାରିକ ଶିବପ୍ରସାଦ ତ୍ରିପାଠୀଙ୍କ ନିଯୁକ୍ତିରେ...
ମୋଦିଙ୍କ ସହ ବୈଠକ ପୂର୍ବରୁ ଏମିତି କାମ କଲା କାନାଡା ଖୁସି ହୋଇଗଲେ ହଜାର ହଜାର ଭାରତୀୟ
ଜୋହାନ୍ସବର୍ଗ,୨୪।୧୧: ଭାରତ-କାନାଡା ସମ୍ପର୍କ ପୁଣିଥରେ ଏକ ନୂତନ ଦିଗରେ ଗତି କରୁଛି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ G20 ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଦୁଇ ଦେଶ ମଧ୍ୟରେ...
Archives


