Home Left

ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଲା ପାସେଞ୍ଜର୍‌ ଟ୍ରେନ୍‌: ୧୧ ମୃତ, ୬୦ ଆହତ

ଲାହୋର,୧୧।୭: ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶରେ ଏକ ମାଲବାହୀ ଟ୍ରେନ୍‌ ଏବଂ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସାଦିକାବାଦ୍‌ ତହସିଲ୍‌ରେ ଥିବା ବହ୍ଲାର ଷ୍ଟେଶନର ଲୁପ୍‌ ଲାଇନ୍‌ରେ…

ବାହାହେବେ ଶ୍ରଦ୍ଧା: ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ: ଷ୍ଟାର କିଡ୍‌ ତଥା ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର କୁଆଡେ ବିବାହ କରିବାକୁ ଯାଉଛନ୍ତି । ଫେମସ ଫଟୋଗ୍ରାଫର ରୋହନ ଶ୍ରେଷ୍ଠଙ୍କୁ ଶ୍ରଦ୍ଧା ବିବାହ କରିବେ ବୋଲି ଆଲୋଚନା ହେଉଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କୁହାଯାଉଛି। ଏମାନେ ରିଲେଶନସିପରେ…

ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ଜନ୍ମଦିନରେ ଖୁବ୍‌ ମଜା କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ବେଳେ ବେଳେ ଆସି ଯାଆନ୍ତି ଚର୍ଚ୍ଚାକୁ। ବିଶେଷ କରି ତାଙ୍କ ଲଭ୍‌ ଅଫେୟାର୍ସ ହେଉ ଅବା ତାଙ୍କ ବିବାହ ଏସବୁ ପାଇଁ ସେ ଥାଆନ୍ତି ଖବରର ଶିରୋନାମାରେ। ଗତ…

ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଛାତ୍ରୀଙ୍କ ମୃତ୍ୟୁ

ମୁନିଗୁଡ଼ା,୧୧।୭(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀ ହେଲେ କୁମୁଡ଼ାବାଲି ପଞ୍ଚାୟତ ଗୁମୁଡ଼ି ଗ୍ରାମର ଉଆଁସୁ କାଡ୍ରାକାଙ୍କ ଝିଅ…

କର୍ନାଟକ ପରେ ଗୋଆ କଂଗ୍ରେସରେ ସଙ୍କଟ: ଭାଜପାରେ ଯୋଗ ଦେଲେ ୧୦କଂଗ୍ରେସ ନେତା

ପଣଜୀ,୧୧।୭: କର୍ନାଟକରେ କଂଗ୍ରେସର ସ୍ଥିତିକୁ ନେଇ ରାଜନୈତୀକ ମହଲ ସରଗରମ ଥିବା ବେଳେ ଏବେ ସେଠାରେ ମେଣ୍ଟ ସରକାରକୁ ବଞ୍ଚାଇବାକୁ ପ୍ରୟାସ ଜାରି ରହିଛି। ଏପଟେ ଏହି ସମୟରେ ଗୋଆର ୧୫ କଂଗ୍ରେସ ନେତାଙ୍କ ମଧ୍ୟରୁ ୧୦ଜଣ ବିଧାୟକ ଭାଜପାରେ ଯୋଗ…

୬ବର୍ଷର ବାଳକ: ୨ଘଣ୍ଟାରେ ୩ହଜାର ଥର ଦଣ୍ଡ ବୈଠକ କରି ଜିତିଲେ ବିଳାସମୟ ଘର

ମସ୍କୋ,୧୧।୭: ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବୁଦ୍ଧି ଓ ମନ ଶାନ୍ତ ରହିଥାଏ। ପ୍ରତିଦିନ ଦଣ୍ଡ ବୈଠକ କରିବା ଦ୍ୱାରା ମାଂସପେଶୀ ଓ ଶରୀରରେ ଥିବା ସମସ୍ତ ଗଣ୍ଠି ମଜଭୁତ ହୋଇଥାଏ। କେବଳ ସେତିକି ନୁହେଁ, ଯଦି…

ଏକ ଛତ୍ରବାଦୀ ଶାସକ କିମ୍‌ କଲେ ଉତ୍ତରକୋରିଆ ସମ୍ବିଧାନ ସଂଶୋଧନ: ହେଲେ ଦେଶର ସର୍ବୋଚ୍ଚ ଅଧିକାରୀ

ପୋୟାଙ୍ଗ୍‌ୟାଙ୍ଗ୍‌,୧୧।୭: ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌-ଉନ୍‌ ଗୁରୁବାର ଦେଶର ସମ୍ବିଧାନ ସଂଶୋଧନ କରିଛନ୍ତି। ଏହାଦ୍ୱାରା କିମ୍‌ ଦେଶର ସର୍ବୋଚ୍ଚ ଅଧିକାରୀ ଭାବେ ଏବେ କାର୍ଯ୍ୟ କରିବେ। ବର୍ତ୍ତମାନ ସୁଦ୍ଧା କିମ୍‌ ଷ୍ଟେଟ୍‌ ଆଫେୟାରର୍ସ କମିଶନ ଅଧ୍ୟକ୍ଷ ଭାବେ କାର୍ଯ୍ୟ…

ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌

ରାଉରକେଲା ଅଫିସ, ୧୧।୭: ରାଉରକେଲା ସେକ୍ଟର ୧୯ ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଘର ନଂ ଏଫ୨୧୨ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ସମର୍ଥନ ଜଣାଇଲେ ପ୍ରଶଂସକ

ନୂଆଦିଲ୍ଲୀ,୧୧ା୭- ଭାରତୀୟ ଦଳ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ଚଳିତ ଆଇସିସି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛି। ଏହି ପରାଜୟ ପରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର ଓ ପୂର୍ବତନ ଖେଳାଳି ଭାରତୀୟ ଦଳକୁ ସହାନୁଭୂତି ଜଣାଇଛନ୍ତି। ମ୍ୟାଚ୍‌ରେ ସାହସିକ ବ୍ୟାଟିଂ…

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଖଇରା,୧୧।୭(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲରେ ବିଜ୍ଞାନ ଶିକ୍ଷକ ହେମନ୍ତ ଦାସଙ୍କୁ ବଦଳି କରାଯିବା ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା ନ କରି ଏଭଳି ମନମୁଖି…

ପଞ୍ଚାୟତ ସମିତି ବୈଠକ ବାତିଲ: ପ୍ରତିବାଦରେ ବ୍ଲକ ସମ୍ମୁଖରେ ଧାରଣା

ଗୋପ,୧୧।୭(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡ଼ା ବାରମ୍ବାର ପଞ୍ଚାୟତ ସମିତି ବୈଠକ ବାତିଲକୁ ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ସେ ଗୁରୁବାର ପୂର୍ବାହ୍ନରେ ୮ରୁ ୧୦ ସମିତି ସଭ୍ୟ ଓ ସରପଞ୍ଚଙ୍କ ସହ ଧାରଣା ଦେଇଛନ୍ତି।…

ବେଦିରେ ବସିବା ପୂର୍ବରୁ ବନ୍ଧାହେଲା କୋକେଇ

କେନ୍ଦୁଝର,୧୧।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କେନ୍ଦୁଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ବରବେଶ ହେବାକୁ ଥିବା ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ତାଙ୍କର ମୃତ୍ୟୁଘଟିଛି। ମୃତକ ହେଲେ ଲୋକନାଥ ମହାନ୍ତ। ସନ୍ଧ୍ୟାରେ ବାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?