Home Left

ଭିଜିଲାନ୍ସ ଜାଲରେ ପୁରୀ ଡିଇଓ: ୧ ଲକ୍ଷ ୧୧ ହଜାର ଟଙ୍କା, ବୋଲେରୋ ଜବତ

ପୁରୀ ଅଫିସ,୧୩ା୭: ପୁରୀ ଜିଲା ଶିକ୍ଷାଧିକାରୀ (ଡିଇଓ) ହୃଷୀକେଶ କାଣ୍ଡି ପୁରୀ ଭିଜିଲାନ୍ସ ଦ୍ୱାରା ଶନିବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ତାଙ୍କ ନିକଟରୁ ୧ ଲକ୍ଷ ୧୧ ହଜାର ଟଙ୍କା ଓ ଏକ ବୋଲେରୋ ଗାଡ଼ି ଜବତ କରିଛି। ପୁରୀସ୍ଥିତ ସରକାରୀ…

ପରିବେଶ ସୁରକ୍ଷା ପାଇଁ ନିଜ ଗୋତ୍ରର ନାଁ ବଦଳାଉଛନ୍ତି ଲୋକେ

ବସ୍ତର,୧୩।୭: ଛତିଶଗଡ଼ ବସ୍ତରର ଆଦିବାସୀମାନେ ଏବେ ପରିବେଶ ସୁରକ୍ଷା ପାଇଁ ଏକ ଅଭିନବ ଉପାୟ ଆଣାଇଛନ୍ତି। ଏମାନେ ବିଭିନ୍ନ ବୃକ୍ଷ ଓ ପଶୁପକ୍ଷୀଙ୍କ ନାଁ ଅନୁଯାୟୀ ନିଜର ଗୋତ୍ର ରଖୁଛନ୍ତି। ଏହାଦ୍ୱାରା ସ୍ବାଭାବିକ ଭାବେ ପରିବେଶର ସୁରକ୍ଷା ହୁଏ ବୋଲି ଏମାନେ…

୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ନିର୍ଦ୍ଦେଶ

ଡେରାଡୁନ୍‌, ୧୩।୭: ଉତ୍ତରାଖଣ୍ଡର ଋଷିକେଶଠାରେ ଗଙ୍ଗାନଦୀ ଉପରେ ଥିବା ୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୧୯୨୩ରେ ନିର୍ମିତ ହୋଇଥିବା ଏହି ଝୁଲା ପୋଲ ଅତି ଖରାପ…

ବିଶ୍ୱକପ୍‌ରେ ଭାରତ ହାରିବାକୁ ନେଇ ଟୁଇଟ୍‌ କରି ଟ୍ରୋଲ ହେଲେ ବିବେକ

ମୁମ୍ବାଇ: ଅଭିନେତା ବିବେକ ଓବରୟଙ୍କୁ ଟ୍ରୋଲ କରିଛନ୍ତି ପ୍ରଶଂସକ। ପୂର୍ବରୁ ଐଶ୍ୱର୍ଯ୍ୟା ରୟ ବଚ୍ଚନଙ୍କୁ ନେଇ ଏକ ମେମେ ଶେୟାର କରିବା ପରେ ତାଙ୍କୁ ଟ୍ରୋଲ କରାଯାଇଥିବା ବେଳେ ସେ ଏହାକୁ ଟୁଇଟରରୁ କାଟିବା ସହ କ୍ଷମାପ୍ରାର୍ଥନା କରିଥିଲେ। ଏବେ ବିଶ୍ୱକପ୍‌…

ବିବାହ ପରେ ନଓ୍ବାବଙ୍କ ଭାଗ୍ୟ ବଦଳିଲା: ରଜନୀକାନ୍ତଙ୍କ ଫିଲ୍ମରେ ମିଳିଲା ଅଫର

ବଲିଉଡ୍‌ରେ କେତେବେଳେ କ’ଣ ଘଟିଥାଏ ତାହା ପୂର୍ବରୁ କହିବା କଷ୍ଟକର। ଏମିତି କିଛି ଘଟିଛି ଅଭିନେତା ନଓ୍ବାବ ଶାହଙ୍କ ସହ। ନିକଟରେ ସେ ଅଭିନେତ୍ରୀ ପୂଜା ବାତ୍ରାଙ୍କ ସହ ଲୁଚିଛପି ବିବାହ କରିଛନ୍ତି। ବର୍ତ୍ତମାନ ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ…

ଶହୀଦ୍‌ ଦିବସ: ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୧୩।୭: ଶନିବାର ଜମ୍ମୁ-କଶ୍ମୀର ଶହୀଦ୍‌ ଦିବସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ତଥା ଶ୍ରୀନଗରର କେତେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଚ୍ଛିନ୍ନତାବାଦୀ ନେତାଙ୍କ ପକ୍ଷରୁ ଗଣ୍ଡଗୋଳର ଆଶଙ୍କା କରି ଏଭଳି କରାଯାଇଥିବା କୁହାଯାଉଛି। ୧୯୩୧ ଜୁଲାଇ…

ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା: କେରଳ ଡିଜିପି ଦେଲେ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରିଗଲାଣି। ୨୪ ଫେବୃଆରୀ,୨୦୧୮ରେ ବାଥ୍‌ଟବ୍‌ରେ ବୁଡ଼ି ଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ପୂରା ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳି ଯାଇଥିଲା। କିନ୍ତୁ ତାଙ୍କ ମୃତ୍ୟୁର ବର୍ଷକ ପରେ ଆଇପିଏସ୍‌ ଅଧିକାରୀ…

ଅଭିନନ୍ଦନଙ୍କ ନିଶକୁ କପି କରି ଅସଲି ହିରୋଙ୍କ ନକଲ କରୁଛି ବୋଲି କହିଲେ ଭୋପାଳ ପୋଲିସ

ଭୋପାଳ,୧୩।୭: ମଧ୍ୟପ୍ରଦେଶ ଭୋପାଳର ପୋଲିସକର୍ମୀ କୈଳାଶ ପାଓ୍ବାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ନିଶ ଭଳି ନିଶ ରଖି ଏବେ ଆସିଛନ୍ତି ଚର୍ଚ୍ଚାକୁ। ଏହାକୁ ନେଇ କୈଳାଶ କହିଛନ୍ତି ଅସଲି ହିରୋଙ୍କ ନକଲ କରୁଛି। ଏହାସହ ଅଭିନନ୍ଦନଙ୍କ ଭଳି ନିଶ ରଖିଲେ…

ମନୋଜ ତିଓ୍ବାରୀଙ୍କୁ ନୋଟିସ୍‌ ଜାରି: ଲୋକାୟୁକ୍ତଙ୍କ ପାଖରେ ହେବେ ହାଜର

ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀଙ୍କୁ ନୋଟିସ୍‌ ଜାରି ହୋଇଛି। ନୋଟିସ୍‌ ଅନୁସାରେ ଜୁଲାଇ ୩୦ରେ ସେ ଦିଲ୍ଲୀ ଲୋକାୟୁକ୍ତଙ୍କ ପାଖରେ ହାଜର ହେବେ। ଶ୍ରେଣୀ ଗୃହ ନିର୍ମାଣ ମାମଲାରେ ସେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ୍‌ ସିସୋଦିଆ ଏବଂ ମନ୍ତ୍ରୀ…

ବାପାଙ୍କ ଫିଲ୍ମରେ ଗୀତ ଗାଇଲେ ଆଲିଆ

ମୁମ୍ବାଇ: ‘ହାଇଓ୍ବେ’, ‘ବଦ୍ରିନାଥ କି ଦୁଲ୍‌ହନିଆ’, ‘ଉଡ୍‌ତା ପଞ୍ଜାବ’ ଭଳି ଫିଲ୍ମରେ ନିଜର ବଳିଷ୍ଠ ଅଭିନୟର ନିଦର୍ଶନ ଦେଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏବେ ସେ ‘ସଡ଼କ-୨’ର ଶୁଟିଂରେ ବ୍ୟସ୍ତ। ନିର୍ଦ୍ଦେଶକ ତଥା ବାପା ମହେଶ ଭଟ୍ଟଙ୍କ ସହ ଆଲିଆଙ୍କ ଏହା…

ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଶୁଣାଣି

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଶନିବାର ହୋଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଏହି ଶୁଣାଣି ହୋଇଛି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। ମୂଳ ମାମଲାରେ ମଧ୍ୟ…

ଚାଇନାର ଭିକାରି କ୍ୟୁଆର୍‌ କୋଡ୍‌ ସହାୟତାରେ ମାଗୁଛନ୍ତି ଭିକ

ବେଜିଂ,୧୩।୭: ଭାରତରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଜୋର୍‌ସୋର୍‌ରେ ଜାରି ରହିଛି। ତେବେ ଚାଇନାର ଭିକାରି ମଧ୍ୟ ଏ କ୍ଷେତ୍ରରେ ବେଶ୍‌ ଆଗୁଆ ରହିଛନ୍ତି। ସେମାନେ ଭିକ ମାଗିବା ପାଇଁ କ୍ୟୁଆର୍‌ କୋଡ୍‌ର ବ୍ୟବହାର କରୁଛନ୍ତି। ଚାଇନାରେ କ୍ୟାସ୍‌ଲେସ୍‌ ବା ବିନା ନଗଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?