Home Left

କାନରୁ ବାହାରିଲା ଜୀବନ୍ତ ଝିଟିପିଟି

ସାଧାରଣତଃ ଗାଧୋଇବା ସମୟରେ କାନରେ ପାଣି ପଶି ଯନ୍ତ୍ରଣା ହୋଇଥାଏ। ଅନେକ ସମୟରେ ପିମ୍ପୁଡ଼ି କିମ୍ବା ଅନ୍ୟ କିଛି କାନରେ ପଶିଲେ କଷ୍ଟ ହୋଇଥାଏ। ମାତ୍ର ଥାଇଲାଣ୍ଡର ବ୍ୟାଙ୍କକ୍‌ ଠାରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାକାର ଜଣେ…

ଫିଲିପାଇନ୍ସରେ ୫.୮ ତୀବ୍ରତାର ଭୂକମ୍ପ: ୫୭ ଆହତ

ମାନିଲା,୧୩।୭: ଉତ୍ତର ଫିଲିପାଇନ୍ସରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୮। ଏହାର ପ୍ରଭାବରେ ଘର, ଚର୍ଚ୍ଚ ଓ ବଡ଼ ବଡ଼ କୋଠା କ୍ଷତିଗ୍ରସ୍ତ ହେବା ସହ ଅତିକମ୍‌ରେ ୫୭ ଜଣ ଆହତ ହୋଇଥିବା…

ବିବାହ ପରେ ପ୍ରଥମ ଥର ପରଦାରେ ନଜର ଆସିବେ ରଣବୀର- ଦୀପିକା

ରଣବୀର ସିଂହ ଫିଲ୍ମ ‘୮୩’ରେ କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଦୀପିକାଙ୍କୁ ଦେଖିବାକୁ ମିଳିବ। ଏଥିରେ ଦୀପିକା କପିଲ ଦେବଙ୍କ ସ୍ତ୍ରୀ ରୋମି ଭାଟ୍ଟିଆଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ବିବାହ ପରେ ପ୍ରଥମ ଥର ପରଦାରେ ନଜର…

ଗରୁଡ଼ ଶୟନ ଦ୍ୱାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ ଅଫିସ, ୧୩।୭: ଶନିବାର ହେଉଛି ମହାପ୍ରଭୁଙ୍କର ପବିତ୍ର ସୁନାବେଶ। ମହଣ ମହଣ ସ୍ବର୍ଣ୍ଣାଳଙ୍କାରରେ ସଜ୍ଜିତ ହୋଇ ଶ୍ରୀଜୀଉମାନେ ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଦେବେ। ପ୍ରତିବର୍ଷ ହରିଶୟନ ଏକାଦଶୀରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି କିନ୍ତୁ…

ପାଟକୁରା ନିର୍ବାଚନ: ରବିବାର ଧର୍ମେନ୍ଦ୍ର କରିବେ ପ୍ରଚାର, ୧୮ ଜାଗାରେ ରୋଡ ଶୋ’

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ୧୭ରେ ପାଟକୁରା ଗସ୍ତ କରିବେ ବୋଲି ଜଣାପଡ଼ିଥିବା ବେଳେ ଭାଜପା…

୪୦ ମିନିଟ୍‌ ବନ୍ଦ ହେବା ପରେ କାର୍ଯ୍ୟକ୍ଷମ ହେଲା ୩ସପ୍ତାହ ଶିଶୁର ହାର୍ଟ

ନୁଆଦିଲ୍ଲୀ,୧୩।୭: ରାଜଧାନୀ ଦିଲ୍ଲୀରେ ଏକ ଆଲୌକିକ ଘଟଣା ଦେଖିବାକୁ ମିଳିଛି। ୩ ସପ୍ତାହର ଝିଅ ଇନାୟା ହୃଦ୍‌ରୋଗରେ ପୀଡ଼ିତ ଥିବା ବେଳେ ଅସ୍ତ୍ରୋପଚାରରେ ଏହା ଭଲ ହୋଇପାରିବ ବୋଲି ପରିବାର ଲୋକଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ। ଅସ୍ତ୍ରୋପଚାର ପାଇଁ ସମସ୍ତ ପ୍ରସ୍ତୁତି…

ଦୁଇ ନାବାଳିକାଙ୍କ ସଲିଳ ସମାଧି

ହାଟଡିହୀ,୧୩।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ମଧୁବନ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି ା ଗ୍ରାମର ଦୁଇ ନାବାଳିକାଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ହେଲେ ସୁରେଶ ମହାକୁଡ଼ଙ୍କ ଝିଅ ଅନିତା(୮) ଓ ଅଭିମନ୍ୟୁ…

ବର୍ଷାଦିନେ ଏହି ୪ ସ୍ଥାନ ଭ୍ରମଣ: ଯାତ୍ରାରେ ପାଣି ଫୋପାଡ଼ିବା ସଙ୍ଗେ ସମାନ

ଖରାର ପ୍ରକୋପ ପରେ ମୌସୁମୀର ଆଗମନକୁ ସମସ୍ତେ ଅପେକ୍ଷା କରିଥାଆନ୍ତି। ଏ ନେଇ ଅନେକ ଦୂରସ୍ଥାନକୁ ଯାତ୍ରା ଲାଗି ପ୍ଲାନ ମଧ୍ୟ କରିଥା’ନ୍ତି। ବର୍ଷାଦିନେ ଯଦି ଆପଣ ଦର୍ଶନୀୟ ସ୍ଥାନ ଯିବା କଥା ଭାବୁଛନ୍ତି, ତେବେ ଏପରି କିଛି ସ୍ଥାନ ବିଷୟରେ…

ଗୋଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ବିଧାୟକ

ପଣଜୀ,୧୩।୭: ଗୋଆ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଶନିବାର ହୋଇଛି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଥିବା ୧୦ ଜଣ ବିଧାୟକଙ୍କ ମଧ୍ୟରୁ ୩ ଜଣଙ୍କୁ ମନ୍ତ୍ରୀପଦ ମିଳିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଫିଲିପ ନେରି ରୋଡ୍ରିଗସ୍‌, ଜେନିଫର ମୋନସିରାଟେ ଓ…

ଦୁଇଦିନରେ ୨୮ ନିଶା ବେପାରୀ ଗିରଫ

ଭୁବନେଶ୍ୱର,୧୩।୭(ବ୍ୟୁରୋ)/ ଜଟଣୀ/ ଯାଁଳା/ ବାରଙ୍ଗ (ଡି.ଏନ୍‌.ଏ.): ରାଜଧାନୀ ଓ ଉପକଣ୍ଠରେ ନିଶାମାଫିଆ ଆଡ୍ଡା ଜମାଇ ବଡ଼ ବଡ଼ ଅପରାଧ ଘଟାଇଚାଲିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ପୋଲିସର ନିଦ ଭାଙ୍ଗିଛି। ନିଶା ମାଫିଆମାନଙ୍କୁ ସାବାଡ୍‌ କରିବା ଲାଗି କମିଶନରେଟ୍‌ ପୋଲିସ ପକ୍ଷରୁ ସ୍ପେଶାଲ୍‌…

ଚରିତ ଦେଶାଇଙ୍କୁ ନେଇ କ’ଣ କହିଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ଖୁବ୍‌ ବିଜି। ସାଇନା ନେହଓ୍ବୋଲଙ୍କ ବାୟୋପିକ୍‌ରେ କାମ କରୁଥିବାରୁ ସେ ଏହାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ପ୍ରଥମେ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କପୁରଙ୍କ ନାଁ…

ଜଗତ୍‌ସିଂହପୁରରେ ମଧ୍ୟାହ୍ନଭୋଜନ ଚାଉଳ କେଳେଙ୍କାରୀ ମାମଲା: ଚାଉଳ, ଅଖାରେ ୧.୩୨ କୋଟି ଚଳୁ

ଜଗତ୍‌ସିଂହପୁର ଅଫିସ, ୧୩।୭: ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ (ଏମ୍‌ଡିଏମ୍‌) କେଳେଙ୍କାରୀକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଜିଲାର ଜଗତ୍‌ସିଂହପୁର, ବାଲିକୁଦା, ବିରିଡ଼ି, ନାଉଗାଁ ଓ ରଘୁନାଥପୁର ବ୍ଲକ ଅଞ୍ଚଳରେ ଥିବା ଶତାଧିକ ବିଦ୍ୟାଳୟରେ ପାଖାପାଖି ୬୧ ଲକ୍ଷ ଟଙ୍କାର ଚାଉଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?