Home Left

୬ ବର୍ଷ ତଳେ ବନ୍ଦ ହୋଇଥିଲା ୧୬୦ ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବା

ନୂଆଦିଲ୍ଲୀ,୧୪।୭: ଗତ ୬ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୦ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍‌ ଶାସନ ସମୟରେ ୧୮୫୦ରେ ପ୍ରଥମେ କୋଲକତା ଏବଂ ଡାଇମଣ୍ଡ୍‌ ହାର୍ବର ମଧ୍ୟରେ ଟେଲିଗ୍ରାମ୍‌ ସେବା ଆରମ୍ଭ ହୋଇଥିଲା।…

ସର୍ତ୍ତ ରଖି ଇସ୍ତଫା ପତ୍ର ପ୍ରତ୍ୟାହାର କଲେ କର୍ନାଟକ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ,୧୪।୭: କର୍ନାଟକର ମେଣ୍ଟ ସରକାର ଭାଙ୍ଗିବା ପରିସ୍ଥିତିରେ ପହଞ୍ଚିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। କାରଣ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ତାଙ୍କ ଇସ୍ତଫା ପତ୍ର ପତ୍ୟାହାର କରିନେବା କଥା ଘୋଷଣା କରିଛନ୍ତି। ତେବେ ବିଧାୟକ…

ବଗିଚାକୁ ଯାଉଥିବା ବେଳେ ୩ ଭାଲୁଙ୍କ ଆକ୍ରମଣ: ବାପ, ପୁଅ ଗୁରୁତର

ଛେଣ୍ଡିପଦା,୧୪।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ବ୍ରାହ୍ମଣବିଲା ଗ୍ରାମରେ ରବିବାର ଭାଲୁ ଆକ୍ରମଣରେ ବାପ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମ ଶଙ୍ଖାଡ଼ି ସାହିର ପ୍ରହ୍ଲାଦ ଶଙ୍ଖାରୀ(୫୦) ଏବଂ ପୁଅ ମିଟୁ ଶଙ୍ଖାରୀ। ଉଭୟଙ୍କ…

ନିଦରେ ଚାଲି ଚାଲି ମଥୁରାରୁ ଅମୃତସର ପହଞ୍ଚିଗଲେ ନାବାଳିକା

ଅମ୍ବାଲା,୧୪।୭: କେତେକଙ୍କଠାରେ ନିଦରେ ଚାଲିବା ସମସ୍ୟା ଦେଖାଦେଇଥାଏ। ଏହା ବେଳେବେଳ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥାଏ। ମଥୁରା ଯମୁନାନଗରର ଜଣେ ୧୫ବର୍ଷ ବୟସ୍କା ନାବାଳିକା ନିଦରେ ଚାଲି ଚାଲି ଅମୃତସରରେ ପହଞ୍ଚିଛନ୍ତି। ଘରକୁ ଫେରିବା ପାଇଁ ସେ ଟ୍ରେନ୍‌ରେ ଚଢ଼ିଥିଲେ। ତେବେ…

ବୁଡ଼ିଗଲା କାଜିରଙ୍ଗା ଜାତୀୟ ଉଦ୍ୟାନ

ବକସା,୧୪।୭: ଆସାମରେ ଆସିଥିବା ବନ୍ୟା ପରିସ୍ଥିତି ଏବେ ଗାଁଠାରୁ ସହର ସବୁଠି ସାଧାରଣ ଜନ ଜୀବନକୁ ପ୍ରଭାବିତ କରିଛି। ତେବେ ଆସାମରେ ଥିବା କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟ ଏଥିରୁ ବାଦ୍‌ ପଡିନି। ଏହାର ପାଖାପାଖି ୭୦ ଭାଗ ବୁଡି ଯାଇଥିବାରୁ…

ଯଦି ବାଟରେ ଯିବାବେଳେ ଟଙ୍କା ମିଳେ..

ବେଳେ ବେଳେ ରାସ୍ତାରେ ଗଲାବେଳେ ଟଙ୍କା ବା ନୋଟ୍‌ ପଡିଥିବାର ଦେଖିଥାନ୍ତି । କେତେ ଜଣ ଏହାକୁ ଗୋଟାଇ ନିଜ ପାଖରେ ରଖୁଥିବା ବେଳେ ଅନ୍ୟ କେହି ମନ୍ଦିରକୁ ବା ଭିକାରିଙ୍କୁ ଦାନ କରିଦେଇଥାନ୍ତି । ତେବେ ଏହା ପଛରେ ବି…

ଅଦୃଶ୍ୟ କାରିଗରି: ସୋୟା ସସ୍‌ ଢାଳିଲେ ଝଲସି ଉଠେ ଚମତ୍କାର ପେଣ୍ଟିଂ

ଆଜିକାଲି ଥ୍ରୀଡି ପେଣ୍ଟିଂର ବେଶ୍‌ ଚାହିଦା ରହିଛି। ଘର, ରାସ୍ତାଘାଟ ଏମିତିକି ଖାଦ୍ୟରେ ବି ଥ୍ରୀଡି ପେଣ୍ଟିଂ କରାଯାଉଛି। ତେବେ ଜାପାନର ଏକ ଡିଜାଇନ୍‌ ଷ୍ଟୁଡିଓ ଏବେ ତିଆରି କରିଛି ଏମିତି କିଛି ପାତ୍ର, ଯାହାକୁ ଦେଖିଲେ ସାଧାରଣ ଲାଗେ। ହେଲେ…

ମଞ୍ଚ ଚଢ଼ିବାକୁ ଡରୁଥିବା ଅଭିନେତ୍ରୀ

ଅମାଣ୍ଡା ମିସେଲ ସୈଫ୍ରିଡ୍‌। ସେ ମଞ୍ଚ ଚଢ଼ିବାକୁ ଡରନ୍ତି। ତା’ର କାରଣ ତାଙ୍କ ଭିତରେ ମଞ୍ଚ ଚଢ଼ିବାକୁ ନେଇ ଭୟ ରହିଛି। ମନ ଭିତରେ ସବୁବେଳେ ବ୍ୟଗ୍ରତା ଭରି ରହିଥାଏ। କିଛି ଗୋଟେ ଘଟିଯିବାର ଭୟ ତାଙ୍କୁ ଘାରୁଥାଏ… ସେ ଜଣେ…

ପ୍ରକୃତି ବନ୍ଧୁ ‘ଇ-ଯାନ’: ଇକୋ ଫ୍ରେଣ୍ଡ୍‌ଲି, ରକ୍ଷଣାବେକ୍ଷଣ ଖର୍ଚ୍ଚ ବି କମ୍‌

ବିଶ୍ୱତାପନ ଓ ପରିବେଶ ପ୍ରଦୂଷଣ କଥା ଦେଖିଲେ ଯାନବାହନ ହିଁ ପ୍ରଦୂଷଣର ଅନ୍ୟତମ କାରଣ। ତେଣୁ ଏଥିଯୋଗୁ ହେଉଥିବା ବାୟୁ ଓ ଶବ୍ଦ ପ୍ରଦୂଷଣକୁ ଯଦି ରୋକାଯାଇପାରିବ, ତେବେ ଆମେ କିଛିମାତ୍ରାରେ ଆଶ୍ବସ୍ତି ଲାଭ କରିପାରିବା। ଯାହାକୁ ଅନେକ ମାତ୍ରାରେ ସମାଧାନ…

ବିଜୟ ଶର୍ମା ହୋଇପାରନ୍ତି ପୋଲିସ ଡିଜି

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ସରକାର ମନୋନୀତ କରିଥିବା ନେଇ ଚର୍ଚ୍ଚା ହେଉଛି। ଡା. ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ ହେଲେ ନୂଆ ଡିଜିପି କାହାକୁ ନିଯୁକ୍ତ କରାଯିବ…

ଜିଲା ଚିଠି: ଏବେ ନବକଳେବର ରୂପ ଧାରଣ କରିଛି କଟକ, ହେଲେ କାହାଣୀ ଲାଗୁନି ନୂଆ

ଜିଲାପାଳ ନୂଆ, ସିଏମ୍‌ସି କମିଶନର ନୂଆ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୂଆ, ଏହାସାଙ୍ଗକୁ ବିଧାୟକ ମଧ୍ୟ ନୂଆ। ମୋଟାମୋଟି କଟକ ଏବେ ନବକଳେବର ରୂପ ଧାରଣ କରିଛି। କିନ୍ତୁ ପ୍ରାୟତଃ ନୂଆମାନେ ଲୋକଙ୍କୁ ଯେଉଁ କାହାଣୀ ଶୁଣାଉଛନ୍ତି…

ଆର୍ଥ୍ରାଇଟିସ୍‌ ସମସ୍ୟାରୁ ମୁକୁଳିବା ପାଇଁ…

ତୁଳସୀ ପତ୍ର ବା ଏହାର ରସ ନିୟମିତ ସେବନ କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା ଅଧିକ ସୁସ୍ଥ ରୁହନ୍ତି ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦିଅନ୍ତି। କାରଣ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ। ତେବେ ଆର୍ଥ୍ରାଇଟିସ୍‌ ପାଇଁ ଏହା ଖୁବ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?