Home Left

ଶେଷରେ ବୁଝିଲେ

ସିନେମାଟିଏ ସାଇନ୍‌ କରିବା ପୂର୍ବରୁ ଶାହରୁଖ ଜୋକ୍‌ କରିବାକୁ ପସନ୍ଦ କରିଥାଆନ୍ତି। ଭାରତୀୟ ହକି ଟିମ୍‌ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଚକ୍‌ ଦେ ଇଣ୍ଡିଆ’ର କୋଚ୍‌ ଭୂମିକାରେ ସେ ଅଭିନୟ କରିଥିଲେ। ହେଲେ ଫିଲ୍ମଟି ସାଇନ୍‌ କରିବା ସମୟରେ ଏକ ମଜାଦାର…

ଦୀପିକାଙ୍କ ସ୍ଲିମ୍‌ ଟ୍ରିମ୍‌ ମିଶନ

ଦୀପିକା ପାଦୁକୋନ୍‌-ପୁଣି ସେ ସ୍ଲିମ୍‌ ଟ୍ରିମ ମିଶନରେ ବ୍ୟସ୍ତ। ଏହାକୁ ଅନେକ ସହଜରେ ହଜମ କରିପାରିବେ ନାହିଁ। କାରଣ ସେମିତି ଦେଖିବାକୁ ସେ ତ ପତଳୀ। ପୁଣି ସେଥିରେ ଆହୁରି ପତଳା ହେବାକୁ ଚାହୁଁଛନ୍ତି? କଥାଟି ସତ। ନିକଟରେ ସେ ଏକ…

ହନୁମାନ ଚାଳିଶା ପାଠୋତ୍ସବରେ ଯୋଗ ହେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

କୋଲକାତା,୧୮।୭: ସାମୁହିକ ହନୁମାନ ଚାଳିଶା ପାଠରେ ଯୋଗ ଦେଇଥିବା ଭାଜପା ନେତା ଇଶରତ ଜହାଁଙ୍କୁ ଏବେ ହିନସ୍ତା ହେବାକୁ ପଡିଛି। ସେ ଯେଉଁ ଘରେ ଭଡାରେ ରହୁଥିଲେ ତାଙ୍କୁ ଏବେ ମାଲିକ ଘର ଖାଲି କରିବାକୁ କହିଛନ୍ତି। କେବଳ ସେତିକି ନୁହେଁ…

ପାଟକୁରା ବିକାଶ ମୁଁ ନିଜେ ଦେଖିବି: ନବୀନ

ଡେରାବିଶ/ପାଟକୁରା, (ସ୍ବ.ପ୍ର./ ଡି.ଏନ୍‌.ଏ.) ୧୮ା୭: ଆସନ୍ତା ୨୦ ତାରିଖ ଶନିବାର ପାଟକୁରା ବିଧାନସଭା ନିର୍ବାଚନ। ଗୁରୁବାର ସନ୍ଧ୍ୟା ସୁଦ୍ଧା ନିର୍ବାଚନ ପ୍ରଚାର ହେବାକୁ ଥିବା ବେଳେ ବୁଧବାର ପାଟକୁରା ନିର୍ବାଚନମଣ୍ଡଳୀରେ ପହଞ୍ଚତ୍ଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇଟେକ୍‌…

ଡ୍ରଗ୍ସ୍‌ ଯୋଗୁ ଯୁବବର୍ଗଙ୍କ ମଧ୍ୟରେ ଏଡସ୍‌ ସଂକ୍ରମଣଙ୍କ ସଂଖ୍ୟା ବଢୁଛି

ଚଣ୍ଡିଗଡ଼,୧୮।୭: ଯୁବବର୍ଗଙ୍କ ମଧ୍ୟରେ ଡ୍ରଗ୍ସ୍‌ର ନିଶା ପ୍ରଭାବ ବିସ୍ତାର କରିଚାଲିଛି। ଭାରତର ବିଭିନ୍ନ ରାଜ୍ୟ ମଧ୍ୟରୁ କେତେକ ପଶ୍ଚିମ ରାଜ୍ୟରେ ଏହାଦ୍ୱାରା ଅଧିକ ସଂଖ୍ୟକ ଯୁବବର୍ଗ ପ୍ରଭାବିତ ହେବାରେ ଲାଗିଛନ୍ତି। ଏକ ରିପୋର୍ଟ ଅନୁସାରେ ପଞ୍ଜାବରେ ଅଧିକ ସଂଖ୍ୟକ ଯୁବବର୍ଗ ଡ୍ରଗ୍ସ୍‌…

ଆଶାରେ ସବ୍ୟସାଚୀ

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା। ମନରେ ଅସୁମାରୀ ଆଶା। କେମିତି ଟିକେ ବଡ଼ ପରଦାରେ ମୁହଁ ଦେଖାନ୍ତି? ତାହା ପୂରଣ କରିବାକୁ ସେ ନିଜେ ଅଣ୍ଟା ଭିଡ଼ିଛନ୍ତି। ଅର୍ଥାତ୍‌, ନିଜେ ଫିଲ୍ମ ନିର୍ମାଣ ପରି…

ପରଦା ପଛରେ: ଶ୍ରୀଧର ଯାହା ଚାହୁଁଥିଲେ..

ଜଣେ ପ୍ରଯୋଜକ ସିନେମାଟିଏ ନିର୍ମାଣ କରିବା ପୂର୍ବରୁ ଅନେକ କିଛି ଚିନ୍ତା କରିଥାଆନ୍ତି। ହେଲେ ଏ ପର୍ଯ୍ୟନ୍ତ ଦୁଇଟି ସିନେମା- ‘କଥା ଦେଲି ମଥା ଛୁଇଁ’ ଏବଂ ‘ଯୋଗୀ’ ପ୍ରଯୋଜନା କରିବା ପରେ ତାଙ୍କ ମନରେ ରହିଛି ଅନେକ ନୂଆ ଯୋଜନା।…

ଦିଆସିଲି ବୋଝେଇ ଟ୍ରକ ଜଳିଗଲା

ଭଣ୍ଡାରିପୋଖରୀ,୧୮।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ. ଜାତୀୟ ରାଜପଥର ଛତାବର ଛକ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦିଆସିଲି ବୋଝେଇ ଟ୍ରକ ଜଳିଯାଇଛି। ଟ୍ରକଟି ପାଣିକୋଇଲି ପଟୁ ଭଦ୍ରକ ଆଡ଼କୁ ଯାଉଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି…

ରିଲିଜ ଅପେକ୍ଷାରେ ବୈଶାଳୀ

ଓଡ଼ିଆ ସିନେମା ‘ବୈଶାଳୀ’ ଚଳିତ ମାସ ୧୯ରେ ପରଦା ଉପରକୁ ଆସୁଛି। ଏହି ଫିଲ୍ମରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରୁଛନ୍ତି ନବାଗତ ଡ. ପ୍ରୀତ୍‌। କେବଳ ସେ ନୁହନ୍ତି ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିବା ସୁମନପ୍ରିୟା ମଧ୍ୟ ନବାଗତା।…

କୁଳଭୂଷଣଙ୍କ ଉପରେ ଦିଆଯାଇଥିବା ରାୟକୁ ସ୍ବାଗତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲମାବାଦ, ୧୮।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଭାରତର ବିଜୟ ହୋଇଛି। ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଭାରତ ସପକ୍ଷରେ ରାୟ ଦେଇଛନ୍ତି। ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଆଦି ଅଭିଯୋଗ ଆଣି…

ସେଲ୍‌ଫି ପାଇଁ

ସେଲ୍‌ଫି ପାଇଁ ନିକଟରେ ‘ଭାରତ’ର ନାୟିକା କ୍ୟାଟ୍ରିନା କୈଫଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଥରେ ସେ ଏହାର ପ୍ରମୋ ପାଇଁ ଏକ ପ୍ରେକ୍ଷାଳୟକୁ ଯାଇଥିଲେ। ସେଠାରେ ଉପସ୍ଥିତ ତାଙ୍କର ପ୍ରଶଂସକ ତାଙ୍କ ସହ ସେଲଫି ନେବାକୁ ଚାହିଁଥିଲେ। ଏହାକୁ ବା ସେ…

୫୦ ବର୍ଷ ପରେ ମିଳିଲା ବୋତଲରେ ବନ୍ଦ ଥିବା ଚିଠି

କାନବେରା,୧୮।୭: ପରସ୍ପର ମଧ୍ୟରେ ଚିଠି ଦିଆନିଆ ସାଧାରଣ କଥା। ମାତ୍ର ୫୦ ବର୍ଷ ପରେ ବୋତଲରେ ବନ୍ଦଥିବା ଚିଠି ମିଳିବା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଝାୟା ଇଲିଅଟ୍‌ ନାମକ ଜଣେ ୯ ବର୍ଷ ବାଳକକୁ ଏଭଳି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?