Home Left

ମୋଦି ସରକାର ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରରେ ରହିବେ : ପ୍ରମୋଦ ସାଓ୍ବନ୍ତ

ପଣଜୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏକ ନିଆରା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ମୋଦି ସରକାର କେନ୍ଦ୍ରରେ କ୍ଷମତାରେ ରହିବେ। ସରକାର ଏଭଳି ଏକ ନିଷ୍ପତ୍ତି…

ଜଗନ୍ନାଥ ମିଶ୍ରଙ୍କ ପରଲୋକରେ ୩ ଦିନ ଶୋକ ଘୋଷଣା କଲେ ନୀତୀଶ

ପାଟନା,୧୯।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହାସହ ରାଜ୍ୟରେ ୩ ଦିନିଆ ଶୋକ ଘୋଷଣା ମଧ୍ୟ କରିଛନ୍ତି। ଜଗନ୍ନାଥଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଦାୟ ଦିଆଯିବ ବୋଲି ଜଣାପଡିଛି।…

ଉପକାରୀ ଧନିଆ

ଧନିଆରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ପ୍ରଚୁର ପରିମାଣରେ ଭିଟାମିନ୍‌ ‘ଏ’ ଏବଂ ଫସ୍‌ଫରସ୍‌ ଭରି ରହିଛି। ନିୟମିତ ଖାଇଲେ ତାହା ଦୃଷ୍ଟିଶକ୍ତିକୁ ଆହୁରି ଦୃଢ଼ ରଖିଥାଏ। ସମସ୍ୟା ଦୂର କରିବାରେ ଏହା ଅନେକାଂଶରେ…

ସୁପ୍ରିମ୍‌କୋର୍ଟରେ ତରୁଣ ତେଜପାଲଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୮: ତହଲକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମ୍‌ କୋର୍ଟରେ ଝଟ୍‌କା ଲାଗିଛି। ଏଣିକି ତାଙ୍କ ବିରୋଧରେ ସହକର୍ମୀଙ୍କୁ ବଳାତ୍କାର ଓ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ଆରମ୍ଭ ହେବ। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ଗୋଆ ଅଦାଲତ ଉପରେ…

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରେ ଭିଟାମିନ୍‌ ‘ଡି’

ଭିଟାମିନ୍‌ ‘ଡି’ରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଭିଟାମିନ୍‌ ‘ଡି’ଯୁକ୍ତ ଖାଦ୍ୟ ଖାଇଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ‘ମସ୍ତିଷ୍କର କାର୍ଯ୍ୟଧାରା ଓ ଭିଟାମିନ୍‌-ଡି’ ଶୀର୍ଷକ ବିଷୟବସ୍ତୁକୁ ନେଇ ଲଣ୍ଡନ ୟୁନିଭର୍ସିଟିର…

ବିନା ଛୁଞ୍ଚିରେ ଇଞ୍ଜେକଶନ

ସାଧାରଣତଃ ଇଞ୍ଜେକ୍‌ଶନ ନେବାକୁ ଛୁଞ୍ଚି ଆବଶ୍ୟକ ପଡ଼ିଥାଏ। ହେଲେ ବିନା ଛୁଞ୍ଚିରେ କ’ଣ ଇଞ୍ଜେକ୍‌ଶନ ନେଇହେବ? ଏହାର ଉତ୍ତର ନିଶ୍ଚୟ ନା ଆସିବ। ହେଲେ ଏପରି କଥାକୁ ସତରେ ପରିଣତ କରିଛନ୍ତି ଜାପାନର ଓସାକା ବିଶ୍ୱବିଦ୍ୟାଳୟର ଗବେଷକମାନେ। ସେମାନେ ଏଭଳି ଏକ…

ଖାଇବା ବିଶୃଙ୍ଖଳା

”ବର୍ତ୍ତମାନ ଚିକିତ୍ସକମାନେ ଅତିବେଶି ପରିମାଣର ଖାଇବାକୁ ମାନସିକ ଅସ୍ଥିରତା ଯଥା ଡିପ୍ରେସନ ଓ ଉଦ୍‌ବେଗ ସହିତ ଯୋଡୁଛନ୍ତି। ସେମାନଙ୍କ ମତରେ ବେଶି ଖାଇବା ମାନସିକ ବିଶୃଙ୍ଖଳାର ସୂଚନା ଦିଏ। ଏହାଦ୍ୱାରା ବ୍ୟକ୍ତିଟି ନିଜକୁ ଲଜ୍ଜିତ ଓ ଦୋଷୀ ଅନୁଭବ କରିଥାଏ। ଫଳରେ…

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୮: ବହୁଦିନ ଧରି ଅସୁସ୍ଥ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ ହୋଇଛି। ସୋମବାର ଦିଲ୍ଲୀଠାରେ ସେ ୮୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ଶ୍ରୀ ମିଶ୍ର ଏକାଧାରାରେ ଜଣେ ଶିକ୍ଷକ ଓ…

ଲୋକଙ୍କଠାରୁ ବନ୍ଧୁକ କିଣୁଛନ୍ତି ନ୍ୟୁଜିଲାଣ୍ଡ ସରକାର: ୫୦ ଦିନରେ କିଣିଲେ ୧୨ ହଜାର ବନ୍ଧୁକ

କ୍ରାଏଷ୍ଟ୍‌ଚର୍ଚ୍ଚ,୧୯।୮: ଦେଶରେ ଆପରାଧୀକ ମାମଲା ବୃଦ୍ଧି ପାଉଥିବାରୁ ନ୍ୟୁଜିଲାଣ୍ଡ୍‌ ସରକାର ଲୋକଙ୍କଠାରୁ ବନ୍ଧୁକ କିଣିବା ଆରମ୍ଭ କରିଛନ୍ତି। ଗତ କିଛି ଦିନ ତଳେ କ୍ରାଏଷ୍ଟ୍‌ଚର୍ଚ୍ଚରେ ହୋଇଥିବା ଆକ୍ରମଣ ପରେ ସରକାରଙ୍କ ପକ୍ଷରୁ ଏହି ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଏଥିପାଇଁ ୭୩…

ଜେଟଲୀଙ୍କୁ ଭେଟିବାକୁ ଏମ୍ସ ଯିବେ ଆଡଭାନୀ

ନୂଆଦିଲ୍ଲୀ,୧୯।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଛି। ଏବେ ସେ Extracorporeal membrane oxygenation (ECMO)ଥିବା ବେଳେ ତାଙ୍କୁ ଦେଖିବା ପାଇଁ ବହୁ ବରିଷ୍ଠ ନେତା ଏମ୍ସ ପହଞ୍ଚୁଛନ୍ତି। ଅପରାହ୍ନ…

ଏହି ଅଭିନେତ୍ରୀଙ୍କ ପଛରେ ପଡିଛନ୍ତି ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ

ଲଗାତର ଦ୍ୱିତୀୟଥର ପାଇଁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି ରବି ଶାସ୍ତ୍ରୀ। ଏହି ପୂର୍ବତନ କ୍ରିକେଟର ନିଜ ପ୍ରେମକୁ ନେଇ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ପ୍ରଥମେ ବଲିଉଡ ଅଭିନେତ୍ର ଅମୃତା ସିଂଙ୍କ ସହ ତାଙ୍କ ସମ୍ପର୍କକୁ…

ତାଳଚେର ବିଧାୟକଙ୍କ ଘରେ ଅଗ୍ନିକାଣ୍ଡ: ଜଳିଗଲା ୨ କାର, ୨ ବାଇକ, ସାଇକେଲ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ କାର, ୨ ବାଇକ୍‌ ଓ ଗୋଟିଏ ସାଇକେଲ ଜଳିଯାଇଛି। ବିଧାୟକ ଘରେ ନ ଥିବା ବେଳେ କେହି ଦୁର୍ବୃତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?