ଜିଆ ଖାଁଙ୍କ ସୁଇସାଇଡ୍ ମିଷ୍ଟ୍ରିକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟାରୀ
ମୁମ୍ବାଇ: ବଲିଉଡ୍ ତା’ର ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ କଣ୍ଟ୍ରୋଭର୍ସିକୁ ନେଇ। ତେବେ ବଲିଉଡ୍ର ଏମିତି ଏକ ବହୁ ଚର୍ଚ୍ଚିତ କଣ୍ଟ୍ରୋଭର୍ସିକୁ ନେଇ ଏବେ ତିଆରି ହେବାକୁ ଯାଉଛି ଡକ୍ୟୁମେଣ୍ଟାରୀ। ଅଭିନେତ୍ରୀ ଜିଆ ଖାଁଙ୍କ ସୁଇସାଇଟ୍ ମିଷ୍ଟ୍ରି…
ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମବାର୍ଷିକୀରେ ଜନତାଙ୍କ ନିକଟତର ହେବାକୁ ରାହୁଲଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଜନା
ନୂଆଦିଲ୍ଲୀ,୧୯।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମବାର୍ଷିକୀରେ ରାହୁଲ ଗାନ୍ଧୀ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଜନା କରିଛନ୍ତି। ଏହାଦ୍ୱାରା ସେ ଜନତାଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ସମ୍ପ୍ରତି କଂଗ୍ରେସ ଦଳ ଲୋକପ୍ରିୟତା ହରାଇ ବସିଥିବାବେଳେ ରାହୁଲଙ୍କ ଏପରି ଉଦ୍ୟମ ସଫଳ…
୨ ଟ୍ରକ୍ ମୁହାଁମୁହିଁ: ୧ ମୃତ, ୪ ଆହତ
ସମ୍ବଲପୁର, ୧୯।୮(ବ୍ୟୁରୋ): ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ସୋମବାର ସକାଳେ ୨ଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ…
ଆଇଏସ୍ ଆତଙ୍କବାଦୀ ସଙ୍ଗଠନକୁ ମୂଳୋତ୍ପାଟନ କରିବାକୁ ସଂକଳ୍ବ ନେଲେ ଘାନି
କାବୁଲ,୧୯।୮: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ରାଷ୍ଟ୍ରପତି ଅଶରଫ ଘାନି ଆଇଏସ୍ ଆତଙ୍କବାଦୀଙ୍କ ସମସ୍ତ ସୁରକ୍ଷିତ ଶିବିରକୁ ଧ୍ୱଂସ କରିବାକୁ ଶପଥ ନେଇଛନ୍ତି। ସେ କହିଛନ୍ତି କୌଣସି ବି ସ୍ଥିତିରେ ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ସ୍ବର୍ଗ କରିବାକୁ…
କୋହଲିଙ୍କ ଡୁପ୍ଲିକେଟ୍ ହଲିଉଡ୍ ଷ୍ଟାର
ମୁମ୍ବାଇ,୧୯।୮: ଅନେକ ସମୟରେ ଶୁଣିବାକୁ ମିଳେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ୭ ଜଣ ଡୁପ୍ଲିକେଟ୍ ବିଶ୍ୱରେ କେଉଁଠି ନା କେଉଁଠି ରହିଥାନ୍ତି। ସେହିଭଳି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ମଧ୍ୟ ରହିଛନ୍ତି। ସେ ହେଉଛନ୍ତି ହଲିଉଡର ଲୋକପ୍ରିୟ ଅଭିନେତା…
ଭୁଲ ଭୁଲେୟା-୨ର ପ୍ରଥମ ପୋଷ୍ଟର ରିଲିଜ୍
ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସୁପରହିଟ ଫିଲ୍ମ ‘ଭୁଲ ଭୁଲେୟା’ର ୧୨ ବର୍ଷ ପରେ ରିମେକ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇଛି। ଅଭିନେତା କାର୍ତ୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ମୋ…
ନବଜାତକଙ୍କୁ ସଂକ୍ରମଣରୁ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି କଲର କୋଡ ବେଡସିଟ୍
ନାସିକ,୧୯।୮: ମହାରାଷ୍ଟ୍ର ନାସିକର ସିଭିଲ ହସ୍ପିଟାଲରେ ନବଜନ୍ମିତ ଶିଶୁଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ସ୍ପେଶାଲ ନିଉ ବର୍ଣ୍ଣ କେୟାର ୟୁନିଟ(ଏସ୍ଏନ୍ସିୟୁ)ରେ ସପ୍ତାହରେ ଭିନ୍ନ ଭିନ୍ନ ରଙ୍ଗର ବେଡ୍ସିଟ୍ ବ୍ୟବହାର କରାଯାଉଛି। ପ୍ରତିଦିନ ଏହାକୁ ସଫା କରାଯିବା ସହ ଷ୍ଟେରିଲାଇଜ୍ ମଧ୍ୟ…
ପିଓକେକୁ ମୁକୁଳାଇ ଭାରତରେ ସାମିଲ କରିବା ମୋର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୧୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫(ଏ) ଉଚ୍ଛେଦ କରାଯିବା ପରେ ଏବେ ପାଳି ପାକ୍ ଅଧିକୃତ କଶ୍ମୀର(ପିଓକେ)ର। ଖୁବ୍ ଶୀଘ୍ର ଏହାକୁ ମୁକୁଳାଇ ଭାରତରେ ସାମିଲ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ସେ କହିଛନ୍ତି ‘ଏହା ହେଉଛି…
ମୁମ୍ବାଇଠାରେ ଚିକିତ୍ସିତ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ଭେଟିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ଭୁବନେଶ୍ୱର,୧୯।୮(ବ୍ୟୁରୋ): ମୁମ୍ବାଇଠାରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସ ଭେଟି ତାଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ତାଙ୍କ ସହିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଏବଂ…
ଅପାଠୁଆ କ୍ରିକେଟର୍ସଙ୍କ ପାଠୁଆ ସ୍ତ୍ରୀ
ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେତେକ ଖେଳାଳିଙ୍କ ସ୍ତ୍ରୀ ସେମାନଙ୍କଠାରୁ ଅଧିକ ପାଠ ପଢିଥିବା ଦେଖାଯାଇଛି।…
ସୈନ୍ୟବାହିନୀ ନିଯୁକ୍ତି ରାଲିରେ ୭ ନକଲି ପରୀକ୍ଷାର୍ଥୀ, ଥାନାରେ ଅଟକ
ପାରାଦୀପ,୧୯।୮(ସ୍ବ.ପ୍ର.) : ପାରାଦୀପ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମଠାରେ ଗତ ୧୮ ତାରିଖରୁ ଚାଲିଥିବା ସୈନ୍ୟବାହିନୀ ନିଯୁକ୍ତି ରାଲିରେ ସୋମବାର ୭ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଆର୍ମି ଠାବ କରିଛି। ପରେ ସେମାନଙ୍କୁ ସ୍ଥାନୀୟ ପାରାଦୀପ ମଡେଲ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଲିସ…
ଭିଡିଓ ମେସେଜ୍ ଦେଇ ୩-୪ଦିନ ପରେ ଆତ୍ମସମର୍ପଣ କରିବାକୁ କହିଲେ ବିଧାୟକ
ପାଟନା,୧୯।୮: ବିହାରର ବାହୁବଳୀ ବିଧାୟକ ଅନନ୍ତ ସିଂ ସୋମବାର ଏକ ଭିଡିଓ ମେସେଜ୍ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଗିରଫକୁ ସେ ଭୟ କରୁ ନାହାଁନ୍ତି ହେଲେ ଆତ୍ମସମର୍ପଣ କରିବାକୁ ଆଉ ୩-୪ ଦିନ ସମୟ ଦିଆଯାଉ। ସୂଚନାଯୋଗ୍ୟ, ସ୍ବାଧୀନ…

