Home Left

ଚିଲଡ୍ରେନ ସ୍କୁଲ ବ୍ୟାଗ ପଲିସିକୁ ଅଣଦେଖା

ଚମ୍ପୁଆ, ୯।୯(ଡି.ଏନ.ଏ.)-ଚମ୍ପୁଆ ଓ ଯୋଡା ବ୍ଲକରେ ଚିଲଡ୍ରେନ ସ୍କୁଲ ବ୍ୟାଗ ପଲିସିକୁ ଅଣଦେଖା କରାଯାଉଥିବା ଦେଖିବାକୁ ମିଳୁଛି। ସରକାରୀ ବିଦ୍ୟାଳୟଠାରୁ ଆରମ୍ଭ କରି ବେସରକାରୀ ବିଦ୍ୟାଳୟସଗୁଡ଼ିକ ଖୋଲା ଖୋଲି ଭାବେ ଏହି ନିୟମର ଉଲ୍ଲଂଘନ କରୁଥବା ବେଳେ ଏହାର ପ୍ରଭାବ ଛାତ୍ରୀଛାତ୍ରଙ୍କ…

ପୃଥକ ସ୍ଥାନରୁ ନାଗସାପ ଉଦ୍ଧାର

ବୁଗୁଡ଼ା,୯ା୯(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମହୁଲପଲ୍ଲୀ ଏବଂ ଭାମଶିଆଳି ଗ୍ରାମରୁ ସୋମବାର ବି.କରଡ଼ାବାଡ଼ିର ସ୍ନେକ୍‌ ହେଲପ୍‌ ଲାଇନ କର୍ମୀ ୨ଟି ନାଗସାପ ଉଦ୍ଧାର କରିଛନ୍ତି। ଭାମଶିଆଳି ଗ୍ରାମର ରବି ସାହୁଙ୍କ ଘରୁ ସ୍ନେକ୍‌ ହେଲପ୍‌ ଲାଇନର ହରିଶ ୫ ଫୁଟ ଲମ୍ବର ନାଗସାପ…

ପହଁରିଲେ ସୁସ୍ଥ ରହେ ହୃତ୍‌ପିଣ୍ଡ

ଯଦି ଆପଣଙ୍କୁ ପହଁରିବା ପସନ୍ଦ ଥାଏ, ତେବେ ଖୁସି ହୋଇଯାନ୍ତୁ। କାରଣ ଏହା ହୃତ୍‌ପିଣ୍ଡ ଫିଟ୍‌ ରଖିବାରେ ସବୁଠୁ ଉତ୍ତମ ବ୍ୟାୟାମ୍‌। ନିକଟରେ ଆମେରିକାର ହାର୍ଭାର୍ଡ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ଅନୁସାରେ, ହୃଦପିଣ୍ଡକୁ ସୁସ୍ଥ ରଖିବାକୁ ଏଭଳି…

କଳିଝଗଡ଼ା କରିବାକୁ ଯେଉଁ ମେଳାକୁ ଆସନ୍ତି ମହିଳା..

ଉତ୍ତରପ୍ରଦେଶ ଭଦୋହିରେ ପ୍ରତିବର୍ଷ ଏକ ମେଳା ଆୟୋଜିତ ହୋଇଥାଏ। ଏହାକୁ କଜରୀ ମେଳା କୁହାଯାଏ। ମେଳାରେ ରହିଛି ଏକ ପରମ୍ପରା। ଏଠାକୁ ଆସିଥିବା ମହିଳାମାନେ ପ୍ରଥମେ ଦୁଇଦଳ ହୋଇ ନିଜ ନିଜ ମଧ୍ୟରେ କଳିଝଗଡ଼ା ଆରମ୍ଭ କରନ୍ତି। ଦୁଇ ଦଳ ପରସ୍ପରକୁ…

‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସ୍‌ରେ ପ୍ରାୟ ସାଢ଼େ ୩ ବର୍ଷ ପରେ ଦେଶୀଗର୍ଲଙ୍କ ପୁଣି ଏଣ୍ଟ୍ରି ହୋଇଛି। ପ୍ରିୟଙ୍କା ଚୋପ୍ରାଙ୍କ ଅପ୍‌ କମିଂ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍‌ ହୋଇଛି। ପୋଷ୍ଟର ସହ ଫିଲ୍ମର…

ଟିମ୍‌ ଇଣ୍ଡିଆ ଉପସ୍ଥିତରେ ହେବ କୋହଲି ଷ୍ଟାଣ୍ଡ ଉନ୍ମୋଚନ

ନୂଆଦିଲ୍ଲୀ,୯।୯: ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ଗୁରୁବାର ସ୍ଥାନୀୟ ଫିରୋଜ ଶାହ କୋଟଲାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ ଷ୍ଟାଣ୍ଡ ଉନ୍ମୋଚିତ କରିବ। ଏହି ଅବସରରେ ଭାରତୀୟ ଦଳର ସଦସ୍ୟମାନେ ଉପସ୍ଥିତ ରହିବେ। ଟିମ୍‌ ଇଣ୍ଡିଆର…

ଦବଙ୍ଗ-୩ରେ ବିନା ଶାର୍ଟରେ ନଜର ଆସିବେ ସଲମାନ

ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ୍‌ ପରଦାରେ ପୁଣି ବିନା ଶାର୍ଟରେ ନଜର ଆସିବେ। ନିଜ ଆଗାମୀ ସିନେମା ‘ଦବଙ୍ଗ-୩’ର କିଛି ସିନ୍‌ରେ ସେ ଶାର୍ଟ ଲେସ୍‌ ଅନ୍ଦାଜରେ ନଜର ଆସିବେ। ଏଥିପାଇଁ ସେ ଜିମ୍‌ରେ ପ୍ରବଳ ଝାଳ ବୁହାଉଛନ୍ତି। ଚଳିତ ବର୍ଷ…

କେବଳ ବିବାହ ଦିନ ସ୍ନାନ କରନ୍ତି ଏହି ମହିଳା

ଆଫ୍ରିକାର ଉତ୍ତର-ପଶ୍ଚିମରେ ଥିବା ନାମିବିୟାର କୁନେର ଅଞ୍ଚଳରେ ବସବାସ କରନ୍ତି ହୁମ୍ବା ଜନଜାତି। ଏହି ଜନଜାତିର ମହିଳାମାନେ ଜୀବନରେ କେବଳ ଥରଟିଏ ଗାଧାନ୍ତି। ଏହା ସେମାନଙ୍କର ପରମ୍ପରା। କେବଳ ବିବାହ ଦିନ ହିଁ ଏମାନେ ସ୍ନାନ କରିଥାଆନ୍ତି। ହେଲେ ଏମାନେ ବେଶ୍‌…

ଗରିବ ପିଲାଙ୍କ ପାଇଁ ଝୁମ୍ପୁଡି ବସ୍ତିରେ ସ୍କୁଲ ଖୋଲିରେ ୧୨ ବର୍ଷର ଛାତ୍ର

ଆର୍ଜେଣ୍ଟିନାର ସାନ୍‌ଜୁଆନ୍‌ ସ୍ଥିତ ୧୨ ବର୍ଷୀୟ ଲିଓନାର୍ଡୋ ନିକାନୋର୍‌ ନିଜେ ପଢ଼ିବା ସହ ଗରିବ, ଅସହାୟ, ନିରାଶ୍ରୟ ପିଲାଙ୍କୁ ପଢ଼ାଇବାର ଏକ ଗୁରୁଦାୟିତ୍ୱ ବହନ କରିଛନ୍ତି। ପିଲାଦିନୁ ସେ ଖୁବ୍‌ ପଢ଼ାପ୍ରିୟ। ବର୍ତ୍ତମାନ ଏକ ସେକେଣ୍ଡାରୀ ସ୍କୁଲ୍‌ର ଛାତ୍ର ମଧ୍ୟ। କିନ୍ତୁ…

ଗୋଟିଏ ମିନିଟ୍‌ରେ ଜୀବନ ନେଇଯାଏ ଏହି ମଶା

ଚାଇନାର ସିଚୁଆନ୍‌ରେ ଦେଖାଯାଉଥିବା ଏକ ମଶାର ନାଁ ହେଉଛି ହୋଲୋରୁସିଆ ମିକାଡୋ। ଦୁନିଆରେ ଦେଖାଯାଉଥିବା ୩୫୦୦ ପ୍ରଜାତିର ମଶାଙ୍କ ମଧ୍ୟରୁ ଏହା ଗୋଟିଏ। ଦେଖିବାକୁ ଏହାର ଆକାର ଖୁବ୍‌ ବଡ଼। ମଶା ଯେତେବେଳେ ନିଜ ଡେଣା ଖୋଲେ ତା’ର ଆକାର ୧୧…

ଚଳନ୍ତା ଜିପ୍‌ରୁ ଖସି ପଡିଲେ ବର୍ଷକର ଶିଶୁ, ଗୁରୁଣ୍ଡି ଗୁରୁଣ୍ଡି ଚେକ୍‌ ପୋଷ୍ଟ ପାଖରେ ପହଞ୍ଚିଲେ ଆଉ ତା’ପରେ…

ଥିରୁଭାନନ୍ତପୁରମ,୯।୯: କେରଳର ଇଡ୍ଡୁକିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚଳନ୍ତା ଜିପ୍‌ରୁ ଖସି ପଡିଛନ୍ତି ବର୍ଷର ଶିଶୁ। କିନ୍ତୁ ତାଙ୍କ ମାତା-ପିତା ୫୦ କିମି ଯାତ୍ରା କରିସାରିବା ପରେ ମଧ୍ୟ ତାଙ୍କ ଶିଶୁକନ୍ୟା ଖସି ପଡିଥିବାର ଜାଣିପାରି ନ ଥିଲେ।…

ଭାଜପାରେ ଯୋଗଦେଲେ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ

ଲକ୍ଷ୍ନୌ,୯।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ରାଜସ୍ଥାନର ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟକାଳ ପୂରଣ ହେବା ପରେ ସେ ପୁଣିଥରେ ଭାଜପାରେ ଯୋଗ ଦେଇଛନ୍ତି। ସ୍ବତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ୮୭ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?