Home Left

କାର୍ତ୍ତିକଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ପରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ନବାଗତ ଷ୍ଟାର କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି। ସେ ହେଉଛନ୍ତି ସଞ୍ଜୟ ଲୀଳା ଭଂଶାଳୀଙ୍କ ଭାଣିଜୀ ଶର୍ମିନ ଶେହଗଲ। ନିକଟରେ ଏକ ସାକ୍ଷାତକାରରେ ସେ ଏହା…

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ୬ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୮।୭(ବ୍ୟୁରୋ): ସୋମବାର ରାଜ୍ୟର ୬ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ହେଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ନୟାଗଡ଼…

୧୩୫ ବହି ଲେଖି ସାରିଲେଣି ୧୨ ବର୍ଷର ବାଳକ

ଅଯୋଧ୍ୟା,୮।୭: କଳା ସଂସ୍କୃତି ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ନେଇ ୧୨ ବର୍ଷର ବାଳକ ୧୩୫ଟି ବହି ରଚନା କରି ସାରିଲେଣି। ଉତ୍ତର ପ୍ରଦେଶର ମ୍ରିଗେନ୍ଦ୍ର ରାଜ ମାତ୍ର ୬ବର୍ଷ ବୟସରୁ ଲେଖାଲେଖି ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ପୁସ୍ତକ ଥିଲା ଏକ…

ନିର୍ବାଚନରେ ପରାସ୍ତ ହେବାପରେ ପ୍ରଥମଥର ପାଇଁ ଜୁଲାଇ ୧୦ରେ ଆମେଠି ଯିବେ ରାହୁଲ

ନୂଆଦିଲ୍ଲୀ, ୮।୭:ଗତ ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ ପରାଜୟର ସ୍ବାଦ ଚାଖିଥିବା ରାହୁଲ ଗାନ୍ଧୀ ଜୁଲାଇ ୧୦ରେ ଆମେଠି ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ରାହୁଲ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ପରାଜୟର ସମୀକ୍ଷା କରିବେ। ରାହୁଲ ୨୦୦୪,…

ଶ୍ରମିକ ନେତାଙ୍କୁ ଘରେ ପଶି ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୮।୭(ବ୍ୟୁରୋ): ଜଣେ ଶ୍ରମିକ ନେତାଙ୍କ ଘରେ ପଶି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ସୋମବାର ଅଭିଯୋଗ ହୋଇଛି। ପାରାଦୀପ ଡକ୍‌ ଆଣ୍ଡ କନଷ୍ଟ୍ରକ୍‌ସନ୍‌ ୟୁନିୟନର ସମ୍ପାଦକ ଜତିକାନ୍ତ ବେହେରାଙ୍କୁ ଆକ୍ରମଣ କରାଯାଇଛି। ଜତିକାନ୍ତଙ୍କ ଭୁବନେଶ୍ୱରସ୍ଥ କଳାରାହାଙ୍ଗ ଘରେ ୭/୮ ଜଣ ଦୁର୍ବୃତ୍ତ…

ପ୍ରେମ ମାନେନା ବୟସ : ବୃଦ୍ଧାଶ୍ରମରେ ପ୍ରେମ, ପରେ ବିବାହ

ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି। କେତେବେଳେ କାହା ସହ ପ୍ରେମ ହୋଇଯିବ କହି ହୁଏନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆମେରିକାର ଓହିଆ ସହରରେ ରହୁଥିବା ଦୁଇଜଣ ବୃଦ୍ଧାବୃଦ୍ଧ। ଦୁଇଜଣଯାକ ଏକ ବୃଦ୍ଧାଶ୍ରମରେ ରହୁଥିବାବେଳେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ୧୦୦…

ମୁଜଫରନଗରରେ ଘର ଭୁଷୁଡ଼ି ୩ ଶିଶୁ ମୃତ

ମୁଜଫରନଗର,୮।୭: ଉତ୍ତରପ୍ରଦେଶ ମୁଜଫରନଗରର ସିଖେଡା ଗଁ।ରେ ସୋମବାର ଘରର ଛାତ ଭୁଷୁଡ଼ିଯାଇଛି। ଏହି ଦୁର୍ଘଟଣାରେ ୩ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଆହତ ହୋଇଛନ୍ତି। ସହରରେ ମୌସୁମୀ ବର୍ଷା ଲାଗି ରହିଥିବାରୁ ସକାଳେ ଦୁର୍ବଳ ଥିବା ଘରର କାନ୍ଥ ଭାଙ୍ଗିଯିବାରୁ ଏହାର…

ପାକିସ୍ତାନ କ୍ରିକେଟ ବିଶେଷଜ୍ଞଙ୍କ ଅଭିଯୋଗ:ମହମ୍ମଦ ସାମି ମୁସଲମାନ ହୋଇଥିବାରୁ ଶେଷ ମ୍ୟାଚରେ ତାଙ୍କୁ ବସାଇଦିଆଗଲା

ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇ ସେମାନଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କୁ ଦଳରେ ସ୍ଥାନ ମିଳିଥିଲା।…

ରାତିରେ ଭାତ ଖାଉଥିଲେ ଜାଣନ୍ତୁ କ’ଣ ମିଳେ ଉପକାର

ପ୍ରାୟ  ଲୋକ ରାତିରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଭାତରୁ କ’ଣ ଉପକାର ମିଳିଥାଏ ତାହା ଅନେକଙ୍କୁ  ନ ଥିବ।  ଭାତରେ ଭିଟାମିନ୍‌ ଏବଂ ମିନେରାଲ ରହିଥାଏ। ଯାହା ପତଳା ଝାଡ଼ା ବନ୍ଦ କରିଥାଏ। ଭାତ ଆଜ୍‌ମା ରୋଗୀଙ୍କ ପାଇଁ…

ପାଟକୁରାରେ ପ୍ରଚାର ଲାଗି ବିଜେଡି ନେତାଙ୍କ ଆନ୍ତରିକ ଇଚ୍ଛା ନାହିଁ: ବିଜୟ

ଭୁବନେଶ୍ୱର,୮।୭(ବ୍ୟୁରୋ): ପାଟକୁରା ନିର୍ବାଚନରେ ରଣନୀତିକୁୁ ନେଇ ନବୀନ ନିବାସରେ ସୋମବାର ହୋଇଥିବା ଆଲୋଚନାକୁ ନେଇ ମନ୍ତବ୍ୟ ରଖିଛନ୍ତି ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର। ସେ କହିଛନ୍ତି, ପାଟକୁରା ନିର୍ବାଚନ ଲାଗି ଯେଉଁ ବିଜେଡି ନେତା ପ୍ରଚାର କରିବାକୁ ଆସୁଛନ୍ତି, ସେମାନଙ୍କ ଆନ୍ତରିକ…

ବାହ୍ୟଜଗତରୁ ବିଚ୍ଛିନ୍ନ ରହୁଥିବା ସାରକୁବନ୍ଧଠାରେ ଝୁଲାପୋଲ : ସାଧାରଣରେ ଆନନ୍ଦର ଲହରୀ

ମାଲକାନଗିରି,୮।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ବିଚ୍ଛିନ୍ନାଞ୍ଚଳ କାଳକ୍ରମେ ସ୍ବାଭିମାନ ଅଞ୍ଚଳ ଭାବେ ପରିିଚିତ ହୋଇଛି। ଗୁରୁପ୍ରିୟା ପୋଲ ନିର୍ମାଣ ପରେ ଏଠାକାର ଚିତ୍ରରେ ପରିବର୍ତ୍ତନ ହେବାରେ ଲାଗିଛି। ସ୍ବାଭିମାନ ଅଞ୍ଚଳର ସାରକୁବନ୍ଧ ନାଳ ଉପରେ ପୋଲ ନିର୍ମାଣ ହେବା କଷ୍ଟକର ହୋଇଥିବାରୁ ଲୋକେ…

ବିଭିନ୍ନ ଦାବି ନେଇ ମୋଦିସେନା ସେବାସଂଘର ଧାରଣା

ଚାନ୍ଦବାଲି,୮।୭(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଅଧୀନସ୍ଥ ଚାନ୍ଦବାଲି ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋଦିସେନା ସେବା ସଂଘ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହିକ୍ରମରେ ୫ଦଫା ଦାବି ନେଇ ସୋମବାର ସେବା ସଂଘର ଶତାଧିକ ସମର୍ଥକ ଚାନ୍ଦବାଲି ତହସିଲ ସମ୍ମୁଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri