Home Left

ଅଭିନୟ ନିଶାରେ ମାମୁନି

ମଧୁସ୍ମିତା ମହାନ୍ତି। ଜଲିଉଡ୍‌ରେ ମାମୁନି ଭାବେ ପରିଚିତା। ଛ’ ବର୍ଷ ପୂର୍ବରୁ ସେ ଆରମ୍ଭ କରିଥିଲେ ନିଜ ଅଭିନୟ କ୍ୟାରିୟର। କେବଳ ନେଗେଟିଭ୍‌ ନୁହେଁ, ପଜିଟିଭ୍‌ ଭୂମିକାରେ ସେ ନିଜ ଦକ୍ଷତା ଦେଖାଇ ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି। ବାଲେଶ୍ୱର ଜିଲା…

ଯାହା ବିରାଟ କୋହଲି କରିପାରି ନ ଥିଲେ, ତାହା କରିଦେଖାଇଲେ ରୋହିତ୍‌ ଶର୍ମା

ବିଶାଖପାଟଣା,୩।୧୦: ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ଟେଷ୍ଟ ମ୍ୟାଚରେ ଓପନିଂ କରିବାର ସୁଯୋଗ ମିଳିବା ମାତ୍ରେ ସେ ଏହାର ଭରପୂର ଫାଇଦା ଉଠାଇଛନ୍ତି। ଏହି ଟେଷ୍ଟରେ ସେ ୧୭୬ ରନର ପାଳି ଖେଳି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ…

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ। ଆୟ ବର୍ହିଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ସ୍ଥାନୀୟ ୟୁନିଟ୍‌-୬ ସିଟି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ୩ ସ୍ଥାନରେ ଏକକାଳୀନ ରେଡ୍‌ ଜାରି ରହିଛି।…

ଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ ଭୋ ଭୋ କାନ୍ଦିଲେ ସମାଜବାଦୀ ପାର୍ଟି ନେତା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୩।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ସମାଜବାଦୀ ପାର୍ଟି ନେତା ଫିରୋଜ ଖାଁ ଭୋ ଭୋ ହୋଇ କାନ୍ଦିଛନ୍ତି। ଭାଜପା ଦେଶରେ ନାଟକ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଭାଜପା ନାଥୁରାମ ଗଡ୍‌ସେଙ୍କର ଅବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର…

ପରିବେଶ ପ୍ରଦୂଷଣ ଏବଂ ବନ୍ୟପ୍ରାଣୀ

ପରିବେଶ ବାତାବରଣ ମଧ୍ୟରେ ବଢୁଥିବା ବିଭିନ୍ନ ପ୍ରାଣୀ, ପକ୍ଷୀ, ମାଛ, ଜଳଚର ପ୍ରାଣୀ ଓ ଜଳଜ ଉଦ୍ଭିଦକୁ ନେଇ ବନ୍ୟଜୀବନ ଗଠିତ। ପରିବେଶ କହିଲେ ବାୟୁ, ଜଳ, ମୃତ୍ତିକା, ପ୍ରାଣୀଜଗତକୁ ବୁଝାଇଥାଏ। ପରିବେଶ ପ୍ରଦୂଷଣ ହେଲେ କେବଳ ମନୁଷ୍ୟ ନୁହେଁ ପ୍ରାଣୀଜଗତ…

ସ୍ତ୍ରୀଙ୍କ ପାଇଁ ମ୍ୟାଟର୍‌ନିଟି ଫଟୋଶୁଟ୍‌ କଲେ ସ୍ବାମୀ

ଆମେରିକାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ପାଇଁ ମ୍ୟାଟର୍‌ନିଟି ଫଟୋଶୁଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ସ୍ବାମୀ। ଆମେରିକାର କେଣ୍ଟୁକିରେ ରହୁଥିବା କେଲସି ବ୍ରେଓ୍ବେର ମା’ ହେବାକୁ ଯାଉଛନ୍ତି। ତାଙ୍କର ବହୁତ ଇଚ୍ଛା ଥିଲା ସେ ଗର୍ଭାବସ୍ଥାରେ ଫଟୋଶୁଟ୍‌ କରିବେ।…

ସ୍ବଚ୍ଛତା ଅଭିଯାନ ଜନକଙ୍କୁ ଭୁଲି ଗଲେ ମୋଦି ସରକାର

ମୁମ୍ବାଇ,୩।୧୦: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ତେବେ କେନ୍ଦ୍ର ସରକାର ସ୍ବଚ୍ଛତା ଅଭିଯାନ ଜନକଙ୍କୁ ଭୁଲି ଯାଇଛନ୍ତି ବୋଲି ଅଭିଯୋଗ ହେଉଛି। ଏନେଇ ଅନ୍ତର୍ଜାତୀୟ ସହଯୋଗ ସଂଗଠନର ରାଷ୍ଟ୍ରୀୟ…

କୋମାରୁ ବର୍ତ୍ତି ଯାଇଥିଲେ ନିକ୍‌

ଲସ୍‌ ଆଞ୍ଜେଲସ୍‌: ଆମେରିକାର ପପ୍‌ ସିଙ୍ଗର ତଥା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନାସ୍‌ ଜଣେ ଇଣ୍ଟରନ୍ୟାଶନାଲ ଷ୍ଟାର। ପ୍ରିୟଙ୍କାଙ୍କୁ ବିବାହ କରିବା ପରେ ଭାରତରେ ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିଛି। ନିକଟରେ ଏକ ଇଣ୍ଟରଭ୍ୟୁରେ ନିକ୍‌…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସ୍ଥିତି ମଜଭୁତ୍‌: ଲଞ୍ଚ୍‌ ପର୍ଯ୍ୟନ୍ତ ସ୍କୋର ୩୨୪/୧

ବିଶାଖାପାଟଣା,୩।୧୦: ଏଠାରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ତାର ସ୍ଥିତି ମଜଭୁଲ କରିଛି। ଦୁଇ ଓପନର୍‌ ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଶତକ ବଳରେ ଭାରତ ଲଞ୍ଚ୍‌ ପର୍ଯ୍ୟନ୍ତ ଗୋଟିଏ ଉଇକେଟ୍‌ ହରାଇ ୩୨୪ ରନ୍‌…

ଅଷ୍ଟ୍ରେଲିଆର ଏହି ମହିଳା ପ୍ରତିଦିନ ପିନ୍ଧିଥାନ୍ତି ବିବାହ ସମୟର ଡ୍ରେସ୍‌, ଭାରତ ସହିତ ଯୋଡ଼ି ହୋଇଛି କାରଣ

ବିଶେଷକରି ବିବାହ ସମୟରେ ବରକନ୍ୟା ସ୍ବତନ୍ତ୍ର ଦାମୀ ପୋଷାକ, ଅଳଙ୍କାର, ଜୋତା ଆଦି ପିନ୍ଧିଥାନ୍ତି। ବରକନ୍ୟା ପିନ୍ଧୁଥିବା ପୋଷାକ କେବଳ ଗୋଟିଏ ଦିନ ପାଇଁ । ପରେ ଏହା ଆଲମାରୀର ଶୋଭାବର୍ଦ୍ଧନ କରିଥାଏ ବୋଲି ଜାଣିଛେ। କିନ୍ତୁ ଏମିତି ଜଣେ ମହିଳା…

ବାସ୍କେଟ୍‌ବଲ ଖେଳାଳିଙ୍କ ପ୍ରେମରେ ଟାଇଗରଙ୍କ ଭଉଣୀ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣା। ସେ ବି ବଲିଉଡ୍‌ରେ ଏଣ୍ଟ୍ରି ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ। କୃଷ୍ଣା ଏବେ ବାସ୍କେଟ୍‌ବଲ୍‌ ଖେଳାଳି ଇବାନ୍‌ ହେମ୍ସଙ୍କୁ ଡେଟ୍‌ କରୁଛନ୍ତି। ନିକଟରେ ତାଙ୍କୁ ବମ୍ବେର ଜୁହୁ…

ପିଜାପ୍ରିୟ ପରିଣିତି

ପରିଣିତିଙ୍କ ସବୁଠୁ ପ୍ରିୟ ଖାଦ୍ୟ କ’ଣ ଜାଣନ୍ତି? ତାହା ହେଲା ପିଜା। କେବଳ ସେ ପିଜା ଖାଆନ୍ତି ନାହିଁ, ଭିନ୍ନ ଭିନ୍ନ ସ୍ବାଦର ପିଜା ମଧ୍ୟ ପ୍ରସ୍ତୁତ କରିପାରନ୍ତି। ତାଙ୍କର ଡେଲି ଫୁଡ୍‌ ରୁଟିନ୍‌ରେ କେଉଁ ଖାଦ୍ୟ ଥାଉ କି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?