Home Left

ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତା: ବାଲେଶ୍ୱର ପ୍ରତିଯୋଗୀଙ୍କୁ ୬ ସ୍ବର୍ଣ୍ଣ

ବାଲେଶ୍ୱର ଅଫିସ,୨୭।୧୦-ବାଲେଶ୍ୱର ଜିଲା ଫିଟ୍‌-୨-ଫାଇଟ୍‌ କରାଟେ ସେଣ୍ଟରର ପ୍ରତିଯୋଗୀ କେଉଁଝର ସହରସ୍ଥିତ ଗୁଜୁରାଟୀ ସମାଜ ପରିସରରେ ୱାର୍ଲଡ୍‌ ଟ୍ରାଡ଼ିଶନାଲ୍‌ ସୋଟୋକାନ୍‌ ଫେଡ଼େରେଶନ୍‌ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ୭ବର୍ଷରୁ କମ୍‌, ୭ରୁ ୯ବର୍ଷ, ୯ରୁ ୧୧…

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ପରିବା…

ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ। ଏହି ସବୁଜ ପନିପରିବା ଔଷଧ ଠାରୁ ବି ଅଧିକ କାମ କରେ ବୋଲି ଆୟୁର୍ବେଦରେ…

ଭାରତୀୟ କ୍ରିକେଟ ଖେଳାଳିଙ୍କ ନିକ୍‌ ନେମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ସମସ୍ତଙ୍କ ଭଳି କ୍ରିକେଟ୍‌ ଖେଳାଳିଙ୍କ ମଧ୍ୟ ଡାକ ନାମ(ନିକ୍‌ ନେମ୍‌) ରହିଛି। ପଡିଆରେ ଖେଳାଳିମାନେ ଡାକ ନାମରେ ହିଁ କଥାବାର୍ତ୍ତା ହୋଇଥାନ୍ତି। ଜାଣନ୍ତୁ କେଉଁ ଖେଳାଳିଙ୍କ କ’ଣ ନାମ ରହିଛି। ବିରାଟ କୋହଲି: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଖେଳାଳିମାନେ…

ଟ୍ରାକ୍ଟର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ରେ ଉତ୍ତେଜନା: ରାସ୍ତାରୋକୋ

ସୁନ୍ଦରଗଡ଼, ୨୬।୧୦ (ଡି.ଏନ୍‌.ଏ.) : ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସିଆଁବାହାଲଠାରେ ଶନିବାର ସକାଳେ ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସକାଳ ପ୍ରାୟ ୯ଟା ବେଳେ ଏକ ଟ୍ରାକ୍ଟର ଧକ୍କାରେ ତୁରିିଆ ବାର୍ଲା (୮୦) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ…

ଉରୁଗୁଏ ଦଳକୁ ଫେରିଲେ ସୁଆରେଜ, କାଭାନୀ

ମଣ୍ଟେଭିଡିଓ (ଉରୁଗୁଏ), ୨୬ା୧୦ (ଏପି)-ନଭେମ୍ବରରେ ହଙ୍ଗେରୀ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ ପାଇଁ ଷ୍ଟ୍ରାଇକର ଲୁଇସ୍‌ ସୁଆରେଜ ଏବଂ ଏଡିନ୍‌ସନ କାଭାନୀ ଉରୁଗୁଏ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଖେଳାଳି ଇଞ୍‌ୁରୀ ଥିବାରୁ ଅକ୍ଟୋବରରେ ପେରୁ ବିପକ୍ଷ ଗେମ୍‌ ଖେଳିପାରି ନ…

ଭାରତ ଗସ୍ତରୁ ଓହରିଲେ ତାମିମ

ଢାକା,୨୬।୧୦(ପି.ଟି.): ବାଂଲାଦେଶ ଭାରତ ଗସ୍ତରେ ଆସୁଥିବା ବେଳେ ସିନିୟର ଓପନର ତାମିମ ଇକ୍‌ବାଲ ଏଥିରୁ ଓହରିଯାଇଛନ୍ତି। ତାଙ୍କ ସ୍ତ୍ରୀ ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ସ୍ତ୍ରୀଙ୍କ ପାଖରେ ରହିବାକୁ ଇଚ୍ଛା ଜାହିର କରିଛନ୍ତି। ବାଂଲାଦେଶ କ୍ରିକେଟ…

ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୬ା୧୦(ପି.ଟି.) : ଜମ୍ମୁ-କଶ୍ମୀର ରାଜଧାନୀ ଶ୍ରୀନଗରର କରନନଗର ଅଞ୍ଚଳରେ ସିଆର୍‌ପିଏଫ୍‌ର ଏକ ଟିମ୍‌ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ସିଆର୍‌ପିଏଫ୍‌ ଯବାନମାନେ ଚେକ୍‌ପଏଣ୍ଟରେ ମୁତୟନ ଥିଲାବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ…

ଦୀପାବଳି ପାଇଁ ବନ୍ଦ ରହିବ ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ

ପୁରୀ ଅଫିସ,୨୬ା୧୦:ରବିବାର ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ମହାପ୍ରଭୁଙ୍କୁ ଦର୍ଶନ କରି ବାଇଶି ପାହାଚରେ ପୟାଶ୍ରାଦ୍ଧ କରିବା ପରେ ସିଂହଦ୍ୱାରରେ କାଉଁରିଆ କାଠି ଜାଳି ବଡ ବଡୁଆଙ୍କୁ ଡାକଦେବେ ଅନେକ ଶ୍ରଦ୍ଧାଳୁ। ଏଥିପାଇଁ ରାଜ୍ୟର…

ମାନସିକ ଚାପରୁ ମୁକୁଳି ବାତ୍ୟା ଅନୁଭୂତି ବଖାଣିଲେ ପିଲା

ପୁରୀ ଅଫିସ,୨୬ା୧୦: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଲକ୍ଷାଧିକ ଗଛ, ଘର, ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗି ପଡ଼ିିଥିଲା। ବାତ୍ୟା ପରେ ବିଦ୍ୟୁତ୍‌ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅନେକ ଲୋକ ପିଇବା ପାଣି ପାଇଁ ହୀନସ୍ତା ହୋଇଥିଲେ। ସ୍କୁଲ, କଲେଜ…

ବେଆଇନ ମେଡିସିନ ବିକ୍ରି ଅଭିଯୋଗ : ହୋମିଓପାଥିତ୍କ ଡାକ୍ତର ଗିରଫ

କୋରାପୁଟ,୨୬।୧୦(ସ୍ବ.ପ୍ର.) : କୋରାପୁଟ ସହରର ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଏକ ହୋମିଓପାଥିକ୍‌ କ୍ଲିନିକ୍‌ରେ ବେଆଇନ ମେଡିସିନ୍‌ ରଖିବା ଅଭିଯୋଗରେ ଶନିବାର କୋରାପୁଟ ଟାଉନ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଏଥିସହିତ କ୍ଲିନିକରୁ ବହୁ ମେଡିସିନ୍‌ ମଧ୍ୟ ଜବତ କରାଯାଇଥିବା ଟାଉନ…

ନିଶା ବ୍ୟବସାୟକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ : ଦାଦା ଗୁରୁତର, ବର୍ତ୍ତିଗଲେ ପୁତୁରା

ବାଲେଶ୍ୱର ଅଫିସ, ୨୬।୧୦: ବାଲେଶ୍ୱର ସଦର ଥାନା ଅଧୀନ ରସାଳପୁର ଛେଳିଆପଦା ଛକ ନିକଟସ୍ଥ କାଳିମଣ୍ଡପ ପଡ଼ିଆରେ ଜଣେ ଦୁର୍ବୃତ୍ତ ନିଶା ବ୍ୟବସାୟକୁ କେନ୍ଦ୍ର କରି ଶନିବାର ମଧ୍ୟାହ୍ନ ୧୨ଟାରେ ଦାଦା ଓ ପୁତୁରାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଧାରୁଆ…

ଦୀପାବଳିରେ କାହିଁକି ଲଗାଯାଏ କଳା ଟିକା

ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ। ଚଳିତବର୍ଷ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ୍‌ ୨୭ ତାରିଖ ରବିବାର ଏହି ଉତ୍ସବ ପାଳନ କରାଯିବ। ଦୀପାବଳିରେ ମା’ ଲକ୍ଷ୍ମୀ, ସିଦ୍ଧିଦାତା ଗଣେଶ ଏବଂ କୁବେର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?