Home Left

୨ ଭାଣିଜୀଙ୍କୁ ବୁଲେଟରେ ବସାଇ ଡ୍ରେସ୍ କିଣିବାକୁ ଯାଉଥିଲେ ମାମୁଁ: ଧକ୍କା ଦେଲା ଟ୍ୟାଙ୍କର୍: ଆଉ ତା’ପରେ…

ଦିଗପହଣ୍ଡି,୬/୬(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ନଂ ରାଜ୍ୟ ରାଜପଥର ବଜାଜ ଶୋ-ରୁମ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର…

ରଫିକଙ୍କ ପରଲୋକ ଏକ ଅପୂରଣୀୟ କ୍ଷତି: ପୂର୍ବତନ ବିଧାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ବରଗଡ଼,୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକଙ୍କ ଶୁକ୍ରବାର ୭୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ…

ଶ୍ରମିକଙ୍କୁ ଦଳି ଦେଲା ଗୋଠଛଡ଼ା ଦନ୍ତା

ବୈଶିଙ୍ଗା,୬।୬(ରତନ ଦାଶ ): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଞ୍ଚଳରେ ବନବିଭାଗର ଉଦାସୀନତା ଯୋଗୁ ଜଣେ ଶ୍ରମିକ ପ୍ରାଣ ହରାଇ ଥିବା ଅଭିଯୋଗ ହୋଇଛି। ଗୁରୁବାର ରାତିରେ ବେତନଟୀ ବ୍ଲକ ସଇତପୁର ପଞ୍ଚାୟତର ଡେଉଁଚପଦା ଗ୍ରାମ ନିକଟରେ ଜଣେ ଶ୍ରମିକଙ୍କୁ ଏକ…

ପିନାକୀ-ମହୁଆଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁର, କହିଲେ ପ୍ରେମ ଏମିତି ବ୍ୟାପିଲା ଯେ…

ଭୁବନେଶ୍ୱର,୬।୬: କୁହାଯାଏ ପ୍ରେମ ଅନ୍ଧ। କାହାକୁ କେତେବେଳେ କେଉଁ ବୟସରେ ପ୍ରେମ ହୋଇଥାଏ ତାହା ଜଣାପଡେନାହିଁ। ଯାହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି। ଟିଏମସିର ଟାଣୁଆ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଲୁଚିଲୁଚି ବିବାହ କରିଛନ୍ତି ବିଜେଡି ନେତା ପିନାକୀ ମିଶ୍ର। ୬୫ବର୍ଷ…

ମରଣଯନ୍ତା ପାଲଟିଛି ମୁଖ୍ୟ ରାସ୍ତା: ମରାମତି ନେଇ ଅନିଶ୍ଚିତତା

ଦାରିଙ୍ଗବାଡି,୬।୬(ଅରୁଣ ସାହୁ): ରାସ୍ତା ସମ୍ପ୍ରସାରଣର ୪ ବର୍ଷ ବିତିଛି। କିନ୍ତୁ ରକ୍ଷଣବେକ୍ଷଣ ଅଭାବ ଯୋଗୁ ଏବେ ମରଣଯନ୍ତା ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ସଡ଼କ। ପ୍ରକାଶ ଯେ, କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକର ଅତି ଦୁର୍ଗମ ପଞ୍ଚାୟତ ସିର୍କାବର୍ଗକୁ ସଂଯୋଗ…

ଦକ୍ଷିଣ କୋରିଆରେ କ୍ଷମତାକୁ ଆସିଲେ ଟ୍ରମ୍ପ! ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୬।୫: ଯେତେବେଳେ ସମଗ୍ର ବିଶ୍ୱ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସଂଘର୍ଷ କରୁଛି, ସେତେବେଳେ ବହୁତ କମ ଲୋକ ଦୂର ପୂର୍ବ ଏସିଆର ଦ୍ରୁତ ରାଜନୈତିକ ଘଟଣାବଳୀ ଉପରେ ଧ୍ୟାନ ଦେଇଛନ୍ତି। ଏହି ସପ୍ତାହରେ, ଦକ୍ଷିଣ କୋରିଆର ଲୋକମାନେ ବିରୋଧୀ…

ଭାରତ ସହ ବଡ଼ ଡିଲ୍‌ କଲା ରୁଷିଆ, ପାକିସ୍ତାନକୁ ଝଟ୍‌କା

ଡ଼ୂଆଦିଲ୍ଲୀ,୬।୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ସମୟରେ, ରୁଷିଆ ଭାରତକୁ ଏକ R-37M କ୍ଷେପଣାସ୍ତ୍ର ପ୍ରଦାନ କରିଛି। ଏହି କ୍ଷେପଣାସ୍ତ୍ର ଆକାଶରେ ଶତ୍ରୁମାନଙ୍କୁ ଧ୍ୱଂସ କରେ। ଯଦି ଭାରତ ଏବଂ…

ଗାଁରେ ବ୍ୟାପୁଛି ଜଣ୍ଡିସ ରୋଗ

ଉଦଳା,୬।୬: ମୟୁରଭଞ୍ଜ ଜିଲା ପରିଛିପୁର ଆଦିବାସୀ ସାହିରେ ଦିନକୁ ଦିନ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜଣ୍ଡିସ ରୋଗରେ ୧୫ରୁ ଉଦ୍ଧର୍‌ବ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ଗାଁରେ ଭୟର ବାତାବରଣ ଖେଳି ଯାଇଛି। ଖବର ପାଇ…

ଐତିହାସିକ ମୁହୂର୍ତ୍ତ! ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ମୋଦି କଲେ ଶୁଭାରମ୍ଭ, ସ୍ବପ୍ନ ସତ ହେଲା

ଶ୍ରୀନଗର,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟରା ରେଳ ଷ୍ଟେଶନରୁ ଶ୍ରୀନଗରକୁ ‘ବନ୍ଦେ ଭାରତ’ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ପ୍ରକାରେ, ବର୍ତ୍ତମାନ କନ୍ୟାକୁମାରୀ ରେଳ ଦ୍ୱାରା କଶ୍ମୀର ସହିତ ସଂଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ରିଆସିରେ ଚେନାବ…

RCBକୁ ନେଇ ଚମକାଇବା ଭଳି କଥା କହିଲେ ମାଲ୍ୟା, ଖୋଲିଲେ ବର୍ଷ ବର୍ଷ ପୁରୁଣା ରାଜ୍‌

ନୂଆଦିଲ୍ଲୀ,୬।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହେଉଛି ସେହି ଦଳଗୁଡ଼ିକ ମଧ୍ୟରୁ ଗୋଟିଏ ଯାହାର ବିଶ୍ୱରେ ସବୁଠାରୁ ଅଧିକ ପ୍ରଶଂସକ ଅଛନ୍ତି। ଯଦିଓ ଏହି ଦଳ ଇତିହାସରେ ବହୁତ ସଫଳ ହୋଇନାହିଁ। ଦଳଟି IPL 2025 ରେ ପ୍ରଥମ ଟାଇଟଲ ଜିତିଛି, କିନ୍ତୁ…

ବଢିଲା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାଙ୍କ ଜୁଡିସିୟାଲ କଷ୍ଟୁଡି

ନୂଆଦିଲ୍ଲୀ,୬।୬: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାର ନ୍ୟାୟିକ ହାଜତକୁ ବୃଦ୍ଧି କରିଛନ୍ତି। ରାଣାଙ୍କ ପରବର୍ତ୍ତୀ କୋର୍ଟ ହାଜର ୯ ଜୁଲାଇରେ। ଏହାର ଅର୍ଥ ହେଉଛି ତହଉର ରାଣାଙ୍କୁ ଏବେ ୯ ଜୁଲାଇ…

ସ୍ପିରିଟ୍ ବିବାଦ ମଧ୍ୟରେ କଲ୍କି-୨ ଛାଡ଼ିଲେ ଦୀପିକା ପାଦୁକୋନ: ରିପୋର୍ଟ

ନୂଆଦିଲ୍ଲୀ,୬।୬: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ ‘ସ୍ପିରିଟ୍’ରୁ ଦୀପିକା ପାଦୁକୋନଙ୍କ ବାହାରିବା ନେଇ ଚାଲିଥିବା ବିବାଦ ମଧ୍ୟରେ, ଏହି ଅଭିନେତ୍ରୀ ତାଙ୍କ ବ୍ଲକବଷ୍ଟର ଫିଲ୍ମ ‘କଳ୍କି ୨୮୯୮ ଏଡି’ର ଦ୍ୱିତୀୟ ଭାଗରୁ ମଧ୍ୟ ବାହାରି ଯାଇଥିବା ଖବର ମିଳିଛି। ରିପୋର୍ଟ ଅନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri