ଅଟୱାଲରେ ପଡ଼ିଲା ତାଲା : ସଙ୍କଟରେ ଶ୍ରମିକ, କର୍ମଚାରୀଙ୍କ ଜୀବିକା
ଯାଜପୁର ଅଫିସ/ସୁକିନ୍ଦା (ଡି.ଏନ.ଏ.),୨ା୯ : ବିଭିନ୍ନ କାରଣରୁ ଦୁର୍ବଳ ଆର୍ଥିକ ସ୍ଥିତି ଦର୍ଶାଇ ଟାଟା ଷ୍ଟିଲ ଖଣି ଅଧୀନ ଅଟୱାଲ କାରଖାନାରେ ରବିବାର ତାଲା ପଡିଛି। ଏଥିଯୋଗୁ ପ୍ରାୟ ୩୫୦ ଜଣ ଶ୍ରମିକ ଓ କର୍ମଚାରୀଙ୍କ ପେଟପାଟଣା ବିପଦରେ ପଡିଛି। ଏଥିଯୋଗୁ…
ବହିଷ୍କୃତ ବରୀ ବିଜେଡି ସଭାପତିଙ୍କ ଖବରଦାତା ସମ୍ମିଳନୀ : ରାଜନୈତିକ ପାଣିପାଗ ପରିବର୍ତ୍ତନ ଚର୍ଚ୍ଚା
ବରୀ,୨ା୯(ସ୍ବ.ପ୍ର.): ବରୀ ବ୍ଲକ ବିଜେଡି ସଭାପତି ପଦରୁ ବହିଷ୍କୃତ ହୋଇଥିବା ଏସ୍.କେ ସଫିଉଦ୍ଦିନଙ୍କ ତତ୍ୱାବଧାନରେ ରବିବାର ବରୀ ଗ୍ରମାରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଟ୍ରିପଲ୍ ତଲାକ ଓ ଜମ୍ମୁ କଶ୍ମରୀରୁ ୩୭୦ ଧାରା ଉଚ୍ଛେଦକୁ ନେଇ କେନ୍ଦ୍ର…
ଟ୍ରକ୍ ପଛକୁ ପିଟିଲା ଟ୍ରକ୍, ଜଣେ ଡ୍ରାଇଭର ଗୁରୁତର
କୋରେଇ,୨ା୯(ସ୍ବ.ପ୍ର.): ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ଅନ୍ତର୍ଗତ ମହିନ୍ଦ୍ରା ଶୋରୁମ ସମ୍ମୁଖରେ ରବିବାର ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଟ୍ରକ୍ ପଛରେ ଟ୍ରକ୍ ପିଟି ହୋଇଛି। ଏଥିରେ ଜଣେ ଚାଳକ ଗୁରୁତର…
ଯାଜପୁର ରୋଡ୍ରେ ଟ୍ରାଫିକ୍ ବିପର୍ଯ୍ୟସ୍ତ : ଟ୍ରାଫିକରେ୍ ଏକ ଘଣ୍ଟା ଫସିରହିଲା ଆମ୍ବୁଲାନ୍ସ
ଯାଜପୁର ରୋଡ,୨ା୯(ନି.ପ୍ର.)- ଯାଜପୁର ରୋଡ ସହରରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି। ରେଳବାଇ ଫାଟକ ଘଣ୍ଟାଘଣ୍ଟା ଧରି ପଡିରହୁଥିବାରୁ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ଯାଜପୁର ରୋଡ ଚିକିତ୍ସାଳୟକୁ ଯାତାୟାତ ପାଇଁ ରେଳବାଇ ଫାଟକ ରାସ୍ତା ମୁଖ୍ୟ ରାସ୍ତା…
ଦୁର୍ବଳ ହେଉଛି କୁଆଁରିଆ ସେତୁ
ଖଣ୍ଡପଡା.୨ା୯(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର କଣ୍ଟିଲୋଠାରୁ ନୟାଗଡକୁ ସଂଯୋଗ କରୁଥିବା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବେଣାଗାଡିଅ ନିକଟ କୁଆଁରିଆ ନଦୀ ଉପରେ ନିର୍ମିତ ସେତୁଟି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି। ସେତୁର ଉପରି ଭାଗ ଖାଲଖମାରେ ପୂର୍ଣ୍ଣ ହୋଇଛି।…
ରଣପୁର ତହସିଲରେ ୬ବର୍ଷ ହେଲା ନିଲାମ ବନ୍ଦ: ଖଣିଚୋରଙ୍କ କବ୍ଜାରେ ମାଙ୍କଡ଼ା, ମୋରମ ଖଣି
ରଣପୁର,୨ା୯(ସ୍ବ.ପ୍ର.): ନୟାଗଡ ଜିଲାର ରଣପୁର ତହସିଲରେ ୬ବର୍ଷ ହେଲା ନିଲାମ ବନ୍ଦ ହୋଇଥିବାବେଳେ ଚଢ଼ାଉ ଓ ଧରପଗଡ ନ ଥିବାରୁ ଖଣି ଚୋରଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ମୃତ ଖଣିରୁ ପଥର ଓ ମୋରମ ଖନନ ଚାଲିଛି। ବାଲି ପୋତା ଯାଉ ନ…
ହଜିଯାଉଛି କୌଳିକ ବୃତ୍ତି
ପାଟଣା,୨।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଦୁର୍ଗାଦେଇପୁରର ବେହେରା ସାହି ଓ ଟାଇଁଶିରା ବେହେରା ସାହିର ଲୋକେ ଆଜି ବି ପାରମ୍ପରିକ ବୃତ୍ତି ଆପଣାଇ ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ…
ପ୍ରଥମ ଦେଖାରେ ପୁଅଙ୍କ କେଉଁ ବ୍ୟବହାର ପ୍ରେମିକାଙ୍କୁ ପ୍ରଭାବିତ କରିଥାଏ, ଜାଣନ୍ତୁ..
ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ ତାହା ସବୁଦିନ ପାଇଁ ମନରେ ରହିଯାଏ। ତେବେ ଏହି ପ୍ରଥମ ଦେଖାରେ ଝିଅମାନେ ପୁଅଙ୍କ…
ନିମ୍ନମାନର ରାସ୍ତା କାମ ନେଇ ଭିଡିଓ ଭାଇରାଲ
ବଡ଼ସାହି,୨ା୯(ସ୍ବ.ପ୍ର)- ବଡ଼ସାହି ବ୍ଲକ ଅଧୀନ ପାଉଁଶିଆ ପଞ୍ଚାୟତ ବାଘୁଆପାଳ ଗ୍ରାମଠାରୁ ଜଗନ୍ନାଥପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ ଚାଲିଥିବା ପକ୍କା ସଡ଼କ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଠିକ୍ ପରିମାଣର…
ଛାନୁଆ ଗାଁ ରାସ୍ତାରେ ଆଣ୍ଠୁଏ ପାଣି: ଦୁର୍ଦ୍ଦଶା ଭୋଗୁଛନ୍ତି ଶହେ ପରିବାର
ରୂପ୍ସା, ୨।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ୧୧ନଂ. ୱାର୍ଡ଼ ଛାନୁଆ ଗାଁ ରାସ୍ତାରେ ବର୍ଷା ଜଳ ଜମି ରହିବା ଯୋଗୁ ପରିସ୍ଥିତି ବେହାଲ ହୋଇପଡ଼ିଛି। ଏହି ଓ୍ବାର୍ଡ଼ର ଶହେ ପରିବାରର ୬ଶହରୁ ଊର୍ଦ୍ଧ୍ୱ ଲୋକ ପାଣି ଭିତରେ ପଶି…
ଛାତ୍ରୀଛାତ୍ରଙ୍କୁ ଜ୍ଞାନ ବାଣ୍ଟିଲେ ଜିଲାପାଳ, ଏସ୍ପି
ଛତ୍ରପୁର,୨ା୯(ଡି.ଏନ.ଏ.)-କଲେଜ ଛାତ୍ରୀଛାତ୍ର ସେମାନଙ୍କର କ୍ୟାରିୟର ଗଢ଼ିବା ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିଙ୍କଠାରୁ ଯେଭଳି ଜ୍ଞାନ ଆହରଣ କରିପାରିବେ ସେଥିପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉପାୟ ଅବଲମ୍ବନ କରାଯାଇଛି ା ଏହି ପରିପ୍ରେକ୍ଷୀରେ ରବିବାର ଗଞ୍ଜାମ…
ଅଣ ସବ୍ସିଡିଯୁକ୍ତ ଏଲ୍ପିଜି ଦର ବଢ଼ିଲା;ବିମାନ ଇନ୍ଧନ ଦର କମିଲା
ନୂଆଦିଲ୍ଲୀ,୨-୯: ତୈଳ କମ୍ପାନୀଙ୍କ ପକ୍ଷରୁ ରବିବାର ବିମାନ ଇନ୍ଧନ(ଏଟିଏଫ୍୍) ଦର ହ୍ରାସ ଘୋଷଣା କରାଯାଇଥିବା ବେଳେ ଅଣ ସବ୍ସିଡିଯୁକ୍ତ ଏଲ୍ପିଜି ସିଲିଣ୍ଡର ଦର ବୃଦ୍ଧି କରାଯାଇଛି। ପେଟ୍ରୋଲିୟମ କମ୍ପାନୀଙ୍କ ପକ୍ଷରୁ ଜାରି ବିଜ୍ଞପ୍ତରେ କୁହାଯାଇଛି ଯେ, ଅଣ ସବ୍ସିଡିଯୁକ୍ତ ଏଲ୍ପିଜି ସିଲିଣ୍ଡର…
Archives


