ନୋଟିସ୍ର ଜବାବ ପରେ ସାଧ୍ୱୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଅମିତ ଶାହା
ନୂଆଦିଲ୍ଲୀ,୧୭।୫: ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅମିତ ଶାହା ପ୍ରତିକ୍ରିୟା ରଖିଛନ୍ତି।...
ଫନୀରେ ଧ୍ୱସ୍ତ ବିଧ୍ୱସ୍ତ ରତ୍ନବଟ ଆଶ୍ରମ: ଆଜି ପ୍ରାଚୀ ଉପତ୍ୟକାରେ ବାରଗାଦି ମେଳଣ
କାକଟପୁର, ୧୭।୫(ଡି.ଏନ୍.ଏ.):ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ଅର୍ଥାତ୍ ବୈଶାଖ ପୂର୍ଣ୍ଣୀମାରେ ଶନିବାର କାକଟପୁରର ରତ୍ନବଟ ଆଶ୍ରମରେ ଅନୁଷ୍ଠିତ ହେବ ବାରଗାଦି ମେଳଣ। ଦିନକ ପାଇଁ ଉତ୍ସବ ମୁଖର ହୋଇପଡ଼ିବ ରତ୍ନବଟ ଆଶ୍ରମ। ମାତ୍ର ଫନୀର ତାଣ୍ଡବରେ ରତ୍ନବଟ ଆଶ୍ରମର ବୃକ୍ଷରାଜୀ ଧ୍ୱସ୍ତ...
ବିଶ୍ୱକପ୍ରେ ଦଳୀୟ ସ୍କୋର ୫୦୦ ଛୁଇଁବାର ଆଶା
ଲଣ୍ଡନ,୧୭ା୫- ଗତ ବିଶ୍ୱକପ୍ ପରଠାରୁ ଦୁଇ ଥର ଦିନିକିଆ ଦଳଗତ ସ୍କୋର ରେକର୍ଡ ଭାଙ୍ଗି ସାରଛି। ଏବେ ଇଂଲଣ୍ଡ ଦଳ ନାମରେ ସର୍ବାଧିକ ଦଳଗତ ସ୍କୋର କରିବାର ରେକର୍ଡ ରହିଛି। ଗତ ବର୍ଷ ଜୁନ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୬...
ଭାଷ୍ୟକାରଙ୍କ ପ୍ୟାନେଲରେ ଗାଙ୍ଗୁଲି, ମଞ୍ଜରେକର
ଲଣ୍ଡନ,୧୭ା୫- ଇଂଲଣ୍ଡ ଓ ଓ୍ବେଲ୍ସରେ ହେବାକୁ ଥିବା ବିଶ୍ୱକପ୍ ଲାଗି ଶୁକ୍ରବାର ଆଇସିସି ପକ୍ଷରୁ ଭାଷ୍ୟକାରଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଓ ସଞ୍ଜୟ ମଞ୍ଜରେକର ସ୍ଥାନ ପାଇଛନ୍ତି। ୨୦୧୫ ବିଶ୍ୱକପ୍ ଚାମ୍ପିୟନ...
ଶୀର୍ଷ ସ୍ଥାନ ବଜାୟ ରଖିଲେ ଓସାକା
ରୋମ,୧୭ା୫(ଏଏଫ୍ପି)- ଜାପାନର ନାଓମି ଓସାକା ଗୁରୁବାର ଦୁଇଟି ମ୍ୟାଚ୍ ଜିତି ଇଟାଲିଆନ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ବିଶ୍ୱ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେ ୬-୩, ୬-୩ ସେଟ୍ରେ ମିହେଲା ବୁଜର୍ନେସ୍କୁଙ୍କୁ ହରାଇ ଦେଇଛନ୍ତି।...
ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଖେଳି ନ ପାରନ୍ତି ଲଥାମ
ଅକ୍ଲାଣ୍ଡ,୧୭ା୫- ଶ୍ରୀଲଙ୍କା ବିପକ୍ଷରେ ଜୁନ ୧ ତାରିଖରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ ଲଥାମଙ୍କ ଖେଳିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଆଙ୍ଗୁଠି ଫ୍ରାକଚର ହୋଇଛି। ଉଇକେଟ...
ଛାତ୍ରୀଙ୍କୁ ୧୬୮ ଚାପୁଡ଼ା ମାରି ଜେଲ୍ ଗଲେ ଶିକ୍ଷକ
ଝାବୁଆ,୧୭।୫: ସରକାର ସମସ୍ତ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ ମଧ୍ୟପ୍ରଦେଶର ଝାବୁଆ ଜିଲାର ଥାନ୍ଦଲା ଅଞ୍ଚଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ସହପାଠୀଙ୍କ...
ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କଠାରୁ ନର୍ସଙ୍କ ଟଙ୍କା ଶୋଷଣ କରୁଥିବା ଅଭିଯୋଗ: ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ
ବାଲେଶ୍ୱେର ଅଫିସ, ୧୭।୫: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ନର୍ସମାନେ ବିଭିନ୍ନ ସମୟରେ ପ୍ରସୂତିମାନଙ୍କଠାରୁ ବେଆଇନ ଟଙ୍କା ଶୋଷଣ କରୁଥିବା ଅନେକଥର ଅଭିଯୋଗ ହୋଇଆସୁଛି। ତେବେ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ବେଳେ...
ଏହି ମୁସଲମାନ ଦେଶରେ ଭଗବାନ ରାମଙ୍କୁ ପୂଜା କରାଯାଏ
ଇଣ୍ଡୋନେସିଆର ଜନସଂଖ୍ୟା ପାଖାପାଖି ୨୩ କୋଟି। ଏହା ବିଶ୍ୱର ଚତୁର୍ଥ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ କୁହାଯାଉଥିବା ବେଳେ ଏହି ଦେଶ ମୁସଲମାନ ବହୁଳ। ତେବେ ଏଠାରେ ଏମିତି ଏକ ସ୍ଥାନ ରହିଛି ଯାହାକୁ ଅଯୋଧ୍ୟା ବୋଲି କୁହାଯିବା ସହ...
ରିଲିଜ୍ ପୂର୍ବରୁ ‘ଇଣ୍ଡିଆସ୍ ମୋଷ୍ଟ ଓ୍ବାଣ୍ଟେଡ’କୁ ଲାଗିଲା ଝଟ୍କା
ମୁମ୍ବାଇ: ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ଇଣ୍ଡିଆସ୍ ମୋଷ୍ଟ ଓ୍ବାଣ୍ଟେଡ’କୁ ଲାଗିଛି ଝଟ୍କା। ରିଲିଜ୍ ପୂର୍ବରୁ ସେନ୍ସର ବୋର୍ଡ ଏଥିରେ ଥିବା କିଛି ବିବାଦୀୟ ସିନ୍ ହଟାଇବାକୁ କହିଛି। ନିକଟରେ ଏହାର ଟ୍ରେଲର୍ ରିଲଜ୍ ହୋଇଥିବା ବେଳେ ଆସନ୍ତା ୨୪ରେ...
୨୭ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିଲେ ରିଷି-ଶାହାରୁଖ
ମୁମ୍ବାଇ: ବଲିଉଡ୍ର ବରିଷ୍ଠ କଳାକାର ରିଷି କପୁର କିଛି ଦିନ ହେବ ବିଦେଶରେ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କୁ ଦେଖା କରିବାକୁ ବଲିଉଡ୍ର ବହୁ କଳାକାର ପହଞ୍ଚିଥିବା ଖବର ଆସିଛି। ହେଲେ ଏଥର ନ୍ୟୁୟର୍କରେ ତାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି ବଲିଉଡ୍...
ଲୋକ ସଭା ନିର୍ବାଚନର ଶେଷ ପ୍ରଚାରରେ ମୋଦି କହିଲେ ଏଥର ଭାଜପାକୁ ମିଳିବ ୩ଶହରୁ ଊର୍ଦ୍ଧ୍ୱ ଆସନ
ଖରଗୋନ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶର ଖରଗୋନରେ ୨୦୧୯ର ଶେଷ ଲୋକ ସଭା ନିର୍ବାଚନର ପ୍ରଚାର କରିଛନ୍ତି। ଏଠାରେ ସେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ମୋଦି କହିଛନ୍ତି କଶ୍ମୀରଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ସବୁଠି ଶୁଣିବାକୁ ମିଳୁଛି...
Archives


