Home Left

ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ବାଚସ୍ପତି: ବ୍ରହ୍ମପୁର ସହରର ଉନ୍ନତି ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା

ବ୍ରହ୍ମପୁର ଅଫିସ,୧୦।୯: ଆନ୍ଧ୍ରପ୍ରଦେଶ ବିଧାନସଭା ବାଚସ୍ପତି ଟି.ସୀତାରାମ ମଙ୍ଗଳବାର ସକାଳେ ଗଞ୍ଜାମ ଜିଲା ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି। ସପରିବାର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ବ୍ରହ୍ମପୁର ସହରର ଉନ୍ନତି ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି।…

ମାଙ୍କଡ଼ ଆକ୍ରମଣରେ ବୃଦ୍ଧ ମୃତ

ବାରଙ୍ଗ,୧୦।୯(ଡି.ଏନ୍‌.ଏ): ରାଜଧାନୀ ଉପକଣ୍ଠ ଖୈରାପଡ଼ା ଗ୍ରାମରେ ମାଙ୍କଡ଼ ଆକ୍ରମଣରେ ମଙ୍ଗଳବାର ସକାଳେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହର୍ଷ ଦାସ(୬୭)। ହର୍ଷ ଶୌଚ ପାଇଁ ନଦୀକୁ ଯାଉଥିବା ବେଳେ ଗଛରେ ବସିଥିବା ଏକ ମାଙ୍ଗଡ଼ ତାଙ୍କ ଉପରକୁ ଲମ୍ଫ ମାରିଥିଲା।…

ମଦ୍ୟପ ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ

ତାଳଚେର,୧୦।୯(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଅନ୍ତର୍ଗତ ବଲଣ୍ଡା ଗୁରୁଦ୍ୱାର ଅଞ୍ଚଳରେ ଏକ ଅଭାନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ହେଲେ ଗୀତା ଚାମ୍ପିଆ (୩୫)ବର୍ଷ । ସୂଚନାଯୋଗ୍ୟ, ସୋମବାର ରାତିରେ ମୁନା…

ଅନୁଷ୍କା, ଦୀପିକାଙ୍କ ମଧ୍ୟରୁ କିଏ ବେଶୀ ହଟ୍‌ ପ୍ରଶ୍ନରେ କ’ଣ କହିଲେ ବୁମରା

ଭାରତୀୟ ପେସର ଯଶପ୍ରୀତ ବୁମରା ଏବେ ଚମତ୍କାର ଫର୍ମରେ ଅଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରଜରେ ନିଜର ସମ୍ପୂର୍ଣ୍ଣ ଜଲଓ୍ବା ଦେଖାଇଛନ୍ତି। ଏକ ହ୍ୟାଟ୍ରିକ ସହ ୨ ମ୍ୟାଚ୍ରେ ୯.୨୩ ହାରରେ ମୋଟ ୧୩ ଉଇକେଟ ନେଇଛନ୍ତି।…

ପାକିସ୍ତାନକୁ ବଡ ଝଟକା: ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ପାକିସ୍ତାନ ଯିବାକୁ ମନା କଲେ

କଲମ୍ବୋ,୧୦।୯: ଶ୍ରୀଲଙ୍କା କ୍ରିକେଟ ଦଳର ପାକିସ୍ତାନ ଗସ୍ତ ଫିକା ପଡିଯାଇଛି। ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି। ଶ୍ରୀଲଙ୍କାର ଏହି ଗସ୍ତ ବାତିଲ୍‌ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ପାକିସ୍ତାନରେ ଅନ୍ତର୍ଜାତୀୟ…

ଧରାପଡିଲେ ୮୧ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଉଥିବା ଯୁବକ

ନୂଆଦିଲ୍ଲୀ,୧୦।୯: ଅହମ୍ମଦାବାଦର ଜୟେଶ ପଟେଲ ନାମକ ଜଣେ ୩୨ ବର୍ଷୀୟ ଯୁବକ ନିଜକୁ ୮୧ବର୍ଷୀୟ ବୃଦ୍ଧ ବେଶରେ ସଜାଇ ସୋମବାର ଆମେରିକା ଯିବାକୁ ଚେଷ୍ଟା କରୁଥିବା ସମୟରେ ଦିଲ୍ଲୀ ବିମାନ ବନ୍ଦରରେ ଧରାପଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ…

ବିପଦସଙ୍କୁଳ ଅବସ୍ଥାରେ କନାଝୁରୁ ପୋଲ: ମରାମତି ଲାଗି ଦାବି

କୋଟଗଡ଼,୧୦।୯( ଡି.ଏନ.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ସୁବର୍ଣ୍ଣଗିରି ରାସ୍ତାରେ ଥିବା କନାଝୁରୁ ନାଳ ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା ଏହି ପୋଲର ଦୁଇ ପାର୍ଶ୍ୱ ଲଗାଣ ବର୍ଷାରେ ଧୋଇଯାଇଥିବା ବେଳେ ମାଟି…

ବିରାଟ କୋହଲି ପିନ୍ଧୁଥିବା ଘଣ୍ଟାର ଦାମ୍‌ କେତେ ଜାଣିଛନ୍ତି କି?

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିଛନ୍ତି। କେବଳ କ୍ରିକେଟ୍‌ରେ, କୋହଲି ଅଭିନୟରେ ମଧ୍ୟ ରୁଚି ରଖିଛନ୍ତି। ତାଙ୍କୁ ବିଭିନ୍ନ ବିଜ୍ଞାପନରେ ଅଭିନୟ କରିଥିବାର ମଧ୍ୟ ଦେଖାଯାଏ। ନିଜକୁ…

ରେଳଧାରଣାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ପାରିବାରିକ ଅଶାନ୍ତିକୁ ନେଇ ଆତ୍ମହତ୍ୟା ସନ୍ଦେହ

ତିହିଡି,୧୦।୯(ଡି.ଏନ୍‌.ଏ): ଭଦ୍ରକ ଜିଲା ଧାମରା ରେଳପଥର ଅଚକ ନିକଟରୁ ମଙ୍ଗଳବାର ସକାଳେ ଜନୈକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଦୁଃଶାସନ ମଲିକ(୬୫)। ତାଙ୍କ ଘର ଭଦ୍ରକ ଜିଲା ତିହିଡି ଥାନା ମହରମପୁର ପଞ୍ଚାୟତ ତରାଶୁଣି ଗ୍ରାମରେ ବୋଲି ଜଣାପଡ଼ିଛି।…

ଟୋକିଓରେ ଟାଇଫୁନ୍‌ ଆତଙ୍କ: ନାରିତା ବିମାନ ବନ୍ଦରରେ ସାରାରାତି ଅଟକି ରହିଲେ ୧୭ ହଜାର ଯାତ୍ରୀ

ଟୋକିଓ,୧୦।୯: ଜାପାନରେ ଦେଖାଦେଇଥିବା ଝଡ଼ ଟାଇଫୁନ୍‌ ଯୋଗୁ ସାଧାରଣ ଯୋଗାଯୋଗ ତଥା ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଟୋକିଓର ନାରିତା ବିମାନବନ୍ଦରରେ ଶହେଟି ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ଫଳରେ ଏଠାରେ ସାରାରାତି ୧୭ ହଜାର ଯାତ୍ରୀ ଅଟକି ରହିଥିବା ବିମାନ…

ସାଇକେଲ୍‌କୁ ଧକ୍କା ଦେଲା କାର୍‌: ୨ ଛାତ୍ର ମୃତ

ଭଦ୍ରକ ଅଫିସ,୧୦।୯: ଭଦ୍ରକ ଜିଲା ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କୁଆଁସ ଗାଁର ୮ମ ଶ୍ରେଣୀ ଛାତ୍ର ସୁମିତ ସାହୁ ଓ କୁଆଁସରେ ଭଡାରେ ରହୁଥିବା ୧୦ମ ଶ୍ରେଣୀ…

ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ: ଋଣଭାର ଯୋଗୁ ଆତ୍ମହତ୍ୟା କଲେ ବିଲ୍ଡର

ଅହମ୍ମଦାବାଦ୍‌,୧୦।୯: ଦେଶରେ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଯୋଗୁ ବିଭିନ୍ନ କ୍ଷେତ୍ରରେ କାରବାର ହ୍ରାସ ପାଇବାରେ ଲାଗିଛି। ସୁରଟର ଜଣେ ବିଲ୍ଡରଙ୍କ କାରବାର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଯୋଗୁ ବନ୍ଦ ହୋଇଯାଇଥିଲା। ସେ ନିଜ ପ୍ରୋଜେକ୍ଟ ଲାଗି ବିଭିନ୍ନ ଆର୍ଥିକ ସଂସ୍ଥାଠାରୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri