ଚାଲାଣ କାଟିବାରୁ ବଞ୍ଚିବାକୁ ଯାଇ ନୂଆ ଉପାୟ ଆପଣାଇଲେ ଯୁବକ
ଗାନ୍ଧିନଗର,୧୦।୯: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରଠାରୁ ସାଧାରଣ ଜନତାଙ୍କ ଚିନ୍ତା ବଢି ଯାଇଛି। କାରଣ ଏବେ ଗାଡିର ଦାମ୍ ଅପେକ୍ଷା ଅଧିକ ଚାଲାଣ କଟାଯାଉଥିବାରୁ ଏହା ସମସ୍ତଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ନିକଟରେ ଗୁଜରାଟ ଭଦୋଦରାର…
ଭୁଲ୍ରେ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ ଦମ୍ପତ୍ତି
ହରିଶବୁର୍ଗ,୧୦।୯: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର ହୋଇଯାଏ ତେବେ କ’ଣ କରିବେ ଭାବିଲେ। ଟଙ୍କା ନେଇ ବ୍ୟାଙ୍କକୁ ଦେଇ ଦେବେ ନା ଲୋଭରେ ଆସି ଖର୍ଚ୍ଚ କରିଦେବେ। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ପେନସିଲ୍ଭାନିଆର ମଣ୍ଟୋସର୍ଭିଲ…
ଜିରିତାଳ ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର
ବାହାନଗା,୧୦।୯(ଡି.ଏନ୍.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଜିରିତାଳ ଗ୍ରାମରୁ ମଙ୍ଗଳବାର ଏକ ବଜ୍ରକପ୍ତା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାରକରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।
ଶ୍ରୀ ସାର୍ ସୟାଜି ଜେନରାଲ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ
ଭଦୋଦରା,୧୦।୯: ଗୁଜୁରାଟ ଭଦୋଦରାରେ ଥିବା ଶ୍ରୀ ସାର୍ ସୟାଜି ଜେନରାଲ ହସ୍ପିଟାଲରେ ଥିବା ଶିଶୁ ବିଭାଗରେ ମଙ୍ଗଳବାର ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଓ୍ବାର୍ଡରେ ଥିବା ସମସ୍ତ ଶିଶୁ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଥିବା…
କୋରାପୁଟରେ କଫି ପ୍ରକ୍ରିୟାକରଣ କେନ୍ଦ୍ରର ଉଦ୍ଘାଟନ ନେଇ ସମସ୍ତ ପ୍ରସ୍ତୁତି ଶେଷ
କୋରାପୁଟ,୧୦।୯(ସ୍ବ.ପ): କୋରାପୁଟ ଚନ୍ଦନ ପୋଖରୀ ନିକଟରେ ଥିବା କଫି ପ୍ରକ୍ର୍ରିୟାକରଣ କେନ୍ଦ୍ର ଆସନ୍ତା ବୁଧବାର ଉଦ୍ଘାଟିତ ହେବାର ରହିଛି। ଏଥିନିମନ୍ତେ କୋରାପୁଟ ଆଇଟିଡିଏ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବା ସହକାରୀ କଫି ଉପନିର୍ଦ୍ଦେଶକ ଡା. ଦୟାନିଧି ବାଘ ମଙ୍ଗଳବାର…
ଆପତ୍ତିଜନକ ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଦେଖି ତୁରନ୍ତ ବିବାହ କରାଇଦେଲେ ଗ୍ରାମବାସୀ
ପାଟନା,୧୦।୯: ବିହାରର ସୁପୌଲ ଜିଲାରେ ଏକ ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ ଗ୍ରାମବାସୀ ରାଗି ଯାଇଥିଲେ। ଆଉ ଏହାର ଫଳ ସ୍ବରୂପ ସେମାନେ ଯୋର ଜବରଦସ୍ତ ପ୍ରେମୀ ଯୁଗଳଙ୍କୁ ନିକଟରେ ଥିବା ମନ୍ଦିରକୁ ନେଇ ବିବାହ କରାଇ ଦେଇଥିବା…
ପୁଣି ବୀମା ଦାବିରେ ଗର୍ଜିଲେ ଚାଷୀ
ବରଗଡ଼ ଅଫିସ,୧୦।୯: ବରଗଡ଼ ଜିଲାରେ ଫସଲକ୍ଷତିଜନିତ ବୀମା କ୍ଷତିପୂରଣ ପ୍ରଦାନ ଦାବି ନେଇ ଆନ୍ଦୋଳନ ପୁଣି ତେଜି ଉଠିଛି । ଚାଷୀଙ୍କ ବାରମ୍ବାର ଦାବି ସତ୍ତ୍ବେ ବୀମା କମ୍ପାନୀ କ୍ଷତିପୂରଣ ପ୍ରଦାନ ବଦଳରେ ବିଭିନ୍ନ ଆଳ ଦେଖାଇ ଟାଳଟୁଳ ନୀତି ଅବଲମ୍ବନ…
କମଲନାଥ ସରକାର ଖେଳିଲେ ଏସ୍ଟି କାର୍ଡ: ଶିଶୁ ଜନ୍ମରେ ଜନଜାତି ପରିବାରଙ୍କୁ ମିଳିବ ୫୦ କିଗ୍ରା ଖାଦ୍ୟାନ୍ନ
ଭୋପାଳ,୧୦।୯: ମଧ୍ୟପ୍ରଦେଶରେ କମଳନାଥ ସରକାର ଝାବୁଆ ବିଧାନସଭା ଉପନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଏସ୍ଟି କାର୍ଡ ଖେଳିଛନ୍ତି। ରାଜ୍ୟର ଜନଜାତି ବହୁଳ ୬ଟି ଜିଲା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ…
ମଠଡିହ ବଜାରରୁ ଚୋରି ଘଟଣା : ଠାବ ହୋଇପାରୁନି ସାମଗ୍ରୀ
ଆରଡ଼ି,୧୦ା୯(ଡି.ଏନ୍.ଏ.): ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ ମଠଡିହ ବଜାରରେ ରବିବାର ରାତିରେ ଏକ ମୋବାଇଲ ଦୋକାନରୁ ଚୋରି ହୋଇଥିଲା। ଓଳଗ ଗାଁର ଜଣେ ଯୁବକ ଚୋରି କରିଥିବା ସ୍ବୀକାର କରିବା ସହ ଦୋହରାପାଟଣାର ୨ଜଣ ଯୁବକ ଏହି ଚୋରିରେ ସଂପୃକ୍ତ…
କଂଗ୍ରେସ ଛାଡିଲେ ଉର୍ମିଳା
ମୁମ୍ବାଇ,୧୦।୯: କଂଗ୍ରେସକୁ ଲାଗିଛି ବଡ ଝଟ୍କା। ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର ମାସ କେଇଟା ଭିତରେ ଦଳ ଛାଡିଛନ୍ତି। ମଙ୍ଗଳବାର ସେ ଦଳ ଛାଡିଥିବା ଘୋଷଣା କରିଥିବା…
୨ ସପ୍ତାହ ବିଳମ୍ବରେ ଅକ୍ଟୋବର ୮ରେ ଭାରତକୁ ମିଳିବ ରାଫାଲ୍
ନୂଆଦିଲ୍ଲୀ,୧୦।୯: ଫ୍ରାନ୍ସର ଯୁଦ୍ଧ ବିମାନ ରାଫାଲ୍ ଏବେ ୨ ସପ୍ତାହ ବିଳମ୍ବରେ ଭାରତକୁ ମିଳିବ। ଏହା ଅକ୍ଟୋବର ୮ରେ ଭାରତକୁ ମିଳିବ ବୋଲି ଫ୍ରାନ୍ସ୍ କହିଛି। ଏହାକୁ ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗ୍ରହଣ କରିବେ। ପୂର୍ବରୁ ଏହା ସେପ୍ଟେମ୍ବର ୨୦ରେ…
ଅଜବ ବାଳକ: ଶରୀରର କେତୋଟି ମୁଖ୍ୟ ଅଙ୍ଗ ରହିଛି ଓଲଟା
କାନପୁର,୧୦।୯: ଉତ୍ତରପ୍ରଦେଶ ବିଲହୋରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକର ଶରୀରର କେତୋଟି ମୁଖ୍ୟ ଅଙ୍ଗ ନିର୍ଦ୍ଧିଷ୍ଟ ସ୍ଥାନରେ ନ ଥାଇ ବିପରୀତ ସ୍ଥାନରେ ଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ଡାକ୍ତର ଓ ପରିବାର ଲୋକେ ଆଶ୍ଚର୍ଯ୍ୟ…
Archives


