Home Left

ପାକିସ୍ତାନ ଓପନରଙ୍କ କ୍ୟାରିୟରରେ ଯେତିକି ରନ୍‌ କରି ନାହାନ୍ତି, ତାଠୁ ସିରିଜ୍‌ରେ ଅଧିକ ଓ୍ବାର୍ନର

ଆଡିଲେଡ୍‌,୩ା୧୨: ଏଠାରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଘରୋଇ ଅଷ୍ଟ୍ରେଲିଆ ଦଳ ଏକ ଇନିଂସ ଓ ୪୮ ରନ୍‌ରେ ଜିତି ନେଇଥିଲା। ଏହି ମ୍ୟାଚ୍‌ର ଉଭୟ ଇନିଂସରେ ସମ୍ପୂର୍ଣ୍ଣ ବିଫଳ ହାଇଥିଲେ ପାକିସ୍ତାନ ଓପନର ଇମାମ ଉଲ ହକ୍‌। ପ୍ରଥମ…

ବିବାହକୁ ଆସିଥିବା ବରଯାତ୍ରୀଙ୍କୁ ଉପହାରରେ ଦିଆଗଲା ହେଲମେଟ୍‌

ନୂଆଦିଲ୍ଲୀ, ୩।୧୨: ସାଧାରଣତଃ ବରଯାତ୍ରୀଙ୍କୁ କନ୍ୟାଘର ପକ୍ଷରୁ ବିଭିନ୍ନ ପ୍ରକାର ଖାଦ୍ୟରେ ଆପାୟିତ କରାଯାଏ। କିନ୍ତୁ ନୂଆଦିଲ୍ଲୀର ଲକ୍ଷ୍ମଣଗଡରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ଏହାରେ ପୁଅ ଘରୁ ଆସିଥିବା ବରଯାତ୍ରୀଙ୍କୁ କନ୍ୟା ଘର ପକ୍ଷରୁ ହେଲମେଟ୍‌ ଉପହାର ସ୍ବରୂପ…

ଏମିତି ଘଡ଼ି: ଏଥିରେ ନାହିଁ ୧୨ ସଂଖ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୁଇଜରଲ୍ୟାଣ୍ଡ୍‌: ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ଘଡ଼ିରେ ୧୨ ସଂଖ୍ୟା ନାହିଁ କି ଲୋକେ ଘଡ଼ିରେ କେବେ ୧୨ଟା ବାଜୁ ବୋଲି ଚାହାନ୍ତି ନାହିଁ। ଏହା ପଛରେ ଥିବା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଦେଶରେ ୧୨ସଂଖ୍ୟାକୁ…

ବ୍ରାଇଡାଲ୍‌ ଫୁଟ୍‌ଓ୍ବେର:

ବ୍ରାଇଡାଲ୍‌ ଲୁକ୍‌କୁ ପରଫେକ୍ଟ୍‌ କରିଥାଏ ଫୁଟ୍‌ଓ୍ବେର। ବ୍ରାଇଡାଲ୍‌ ଗେଟ୍‌ଅପ୍‌ ଓ ଫୁଟ୍‌ଓ୍ବେର ମ୍ୟାଚିଂ ଏବଂ ଟ୍ରେଣ୍ଡି ହେବା ବି ଦରକାର। ଏହାଦ୍ୱାରା ଲୁକ୍‌ ଭଲ ଲାଗିବା ସହ କନ୍‌ଫିଡେଣ୍ଟ୍‌ ଫିଲ୍‌ ହୋଇଥାଏ… ଗୋଲ୍ଡ ହିଲ୍ସ: ବ୍ରାଇଡାଲ୍‌ ପାଇଁ ଗୋଲ୍ଡ ହିଲ୍ସ ଏଭରଗ୍ରୀନ୍‌…

ଆର୍‌ଜେଡି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଲାଲୁ

ପାଟନା,୩।୧୨: ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଅଧ୍ୟକ୍ଷ ଭାବେ ପୁଣିଥରେ ବିନା ପ୍ରତିଦ୍ୱନ୍ଦିରେ ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। ୧୧ ଥର ଲାଗି ଲାଲୁ ଆର୍‌ଜେଡି ଅଧ୍ୟକ୍ଷ ପଦରେ ବସିଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଡିସେମ୍ବର ୨୩,…

ପିଲାବେଳୁ ଶାସ୍ତ୍ରୀୟ ନୃତ୍ୟରେ ଥିଲେ ପାରଙ୍ଗମ, କ୍ରିକେଟରେ କ୍ୟାରିୟର ଗଢି ଭାଙ୍ଗିଲେ ଅନେକ ରେକର୍ଡ

ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ମିତାଲି ରାଜ୍‌ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତରେ ପୁରୁଷ କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ ମହାନ ସେହିପରି ମହିଳା କ୍ରିକେଟରେ ମିତାଲିଙ୍କୁ ମଧ୍ୟ ଶ୍ରେଷ୍ଠ କ୍ରିକେଟର ଆଖ୍ୟା ଦିଆଯାଇଛି। ୨୦ ବର୍ଷ…

ମେସିଙ୍କୁ ରେକର୍ଡ ୬ଷ୍ଠ ବାଲୋନ ଡି’ ଅର

ପ୍ୟାରିସ,୩ା୧୨: ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ସୋମବାର ରେକର୍ଡ ୬ଷ୍ଠ ବାଲୋନ ଡି’ଅର ସମ୍ମାନ ପାଇଛନ୍ତି। ବାର୍ସିଲୋନାକୁ ଲା ଲିଗା ଚାମ୍ପିୟନ କରାଇବା ପରେ ତାଙ୍କ ପ୍ରତିନିଧିତ୍ୱରେ ଜାତୀୟ ଦଳ କୋପା ଆମେରିକା ଟୁର୍ନାମେଣ୍ଟର ୩ୟ ସ୍ଥାନ ଅଧିକାର କରିଥିଲା। ସେ…

ଯାତ୍ରୀଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକଠାରୁ ବସ୍‌ରୁ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପୂର୍ବାହ୍ନରେ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଆନନ୍ଦପୁର ଥାନା ଅଡହୁରିଆ ଗ୍ରାମର ତପନ ଜେନା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ବ୍ରାଞ୍ଚରୁ ଲକ୍ଷେ ଟଙ୍କା…

ଦ୍ୱିଶତକ ହାସଲ ପରେ କାହିଁକି ଚିକେନ୍‌ ବର୍ଗର ଖାଇଥିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଯଦିଓ ଏବେ ଶାକାହାରୀ ହୋଇଯାଇଛନ୍ତି, କିନ୍ତୁ ଦେଢବର୍ଷ ପୂର୍ବରୁ ସେ ପ୍ରବଳ ମାଛମାଂସ ଖାଉଥିଲେ। ଏପରିକି ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ ପରେ ସେ ଚକୋଲେଟ୍‌ ସେକ୍‌ ସହ ଚିକେନ୍‌ ବର୍ଗର…

ଥାଇରଏଡ୍‌ ସମସ୍ୟାରୁ ଦୂରେଇ ରଖେ ଏସବୁ ଯୋଗାସନ…

ନୂଆଦିଲ୍ଲୀ: କେତେକ କାରଣରୁ କିଛି ଲୋକଙ୍କଠାରେ ଥାଇରଏଡ୍‌ ସମସ୍ୟା ଦେଖାଦେଇଥାଏ। ଏଭଳି ସମସ୍ୟାରେ ଗଳାରେ ଥିବା ଥାଇରଏଡ୍‌ ଗ୍ଲାଣ୍ଡ୍‌କୁ ସ୍ବାଭାବିକ ଭାବେ କାର୍ଯ୍ୟ କରାଇବା ଲାଗି କେତେକ ଯୋଗାସନ କଲେ ସୁଫଳ ମିଳିଥାଏ। ଏହି ସମସ୍ୟାରେ ସେତୁବନ୍ଧାସନ କଲେ ଗଳାର ମାଂସପେଶୀରେ…

ସଙ୍ଗୀତ ମାୟାରେ ଆରୋହୀ-ସ୍ବପ୍ନାରାଣୀ

ପ୍ରଗାଢ଼ ନିଷ୍ଠା ବଳରେ ଜଣେ ମହିଳା କିପରି ନିଜର ଲକ୍ଷ୍ୟ ହାସଲ କରିପାରେ ତାହାର ଅନେକ ନଜିର ରହିଛି। ତେବେ ଏହି ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି ଦୁଇ ଭଉଣୀ। କେବଳ ସେତିକି ନୁହେଁ, ନିଜର ଉଦ୍ୟମ ବଳରେ ସଙ୍ଗୀତ…

ବିନା ଔଷଧରେ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ କରନ୍ତୁ ଏପରି …

ନୂଆଦିଲ୍ଲୀ: ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ କେତେକଙ୍କଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇବା ଲାଗି କେହିକେହି ନାନା ପ୍ରକାର ପେନ୍‌ କିଲର୍‌ ବ୍ୟବହାର କରିଥାନ୍ତି। ମାତ୍ର ବିନା ଔଷଧରେ କେତେକ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?