Home Left

୧୭ର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: ଭୁବନେଶ୍ୱର ସମେତ ୫ ସହର ଅନୁଧ୍ୟାନ

ମୁମ୍ବାଇ, ୧୨।୯(ପି.ଟି.)- ୨୦୨୦ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ବିଶ୍ୱରେ ଫୁଟବଲ ପରିଚାଳନାର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ଭୁବନେଶ୍ୱର ସମେତ ମୋଟ ୫ଟି ସହରକୁ ଅନୁଧ୍ୟାନ…

ମାନ୍ଦାବସ୍ଥା ସତ୍ତ୍ୱେ ବୋନସ ଦେବେ କମ୍ପାନୀ

ନୂଆଦିଲ୍ଲୀ/କୋଲକାତା,୧୨-୯: ଆର୍ଥିକ ମାନ୍ଦାବସ୍ଥା କାରଣରୁ କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କୁ ପାର୍ବଣ ବୋନସ୍‌ ଦେବେ। ସେମାନେ ଏହାକୁ ବନ୍ଦ ଅଥବା ବିଳମ୍ବ କରିବେ ନାହିଁ ବୋଲି ଜଣାପଡିଛି। ଫଳରେ କଞ୍ଜ୍ୟୁମର ଗୁଡ଼୍ସ ଏବଂ ରିଟେଲର କମ୍ପାନୀ ସ୍ବସ୍ତିର ନିଃଶ୍ୱାସ ମାରୁଛନ୍ତି। ଏହାଦ୍ୱାରା ଗ୍ରାହକଙ୍କ…

ଗଙ୍ଗାଧର ମେହେର ପ୍ରତିଷ୍ଠାନର ନୂଅଁ।ଖାଇ ଭେଟ୍‌ଘାଟ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଗଙ୍ଗାଧର ମେହେର ପ୍ରତିଷ୍ଠାନ ଓ ଇନ୍‌ଟାକର ମିଳିତ ଆନୁକୂଲ୍ୟରେ ବୁଧବାର ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ନୂଅଁାଖାଇ ଭେଟ୍‌ଘାଟ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଇନ୍‌ଟାକର ଅଧ୍ୟକ୍ଷ ଅମିୟ ଭୂଷଣ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ନରେନ୍ଦ୍ର…

ରାତୁଲଙ୍କ ଇଡି ରିମାଣ୍ଡ ୫ ଦିନ ବଢ଼ିଲା

ନୂଆଦିଲ୍ଲୀ,୧୨ା୯(ପି.ଟି.): ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କ ଇଡି ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ବୁଧବାର ଆଉ ୫ ଦିନ ବୃଦ୍ଧି କରିଛନ୍ତି। ଗତ ୪…

ବ୍ୟାଗ୍‌ ଓଜନ ଯାଞ୍ଚ କଲେ ସ୍ବତନ୍ତ୍ର ସ୍କ୍ବାଡ୍‌

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜଧାନୀର ବିଭିନ୍ନ ସ୍କୁଲରେ ବୁଧବାର ସ୍ବତନ୍ତ୍ର ସ୍କ୍ବାଡ୍‌ ପକ୍ଷରୁ ଅଚାନକ ପରିଦର୍ଶନ ହୋଇଥିଲା। ସ୍କୁଲ ବ୍ୟାଗ୍‌ ଓଜନ ତଦାରଖ ପାଇଁ ଖୋର୍ଦ୍ଧା ଜିଲାପାଳଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି ସ୍କ୍ବାଡ୍‌ ସ୍କୁଲ ଯାଇ ପିଲାମାନଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲେ। ଜିଲା…

‘ମୋ ସରକାର’ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି: ଏତଲାକାରୀଙ୍କଠାରୁ ରିପୋର୍ଟ ନେଲେ କମିଶନର

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟ ସରକାର ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ସବୁ ଜିଲାରେ ରହିଥିବା ଥାନା ଓ ମେଡିକାଲକୁ ଆସୁଥିବା ଜନସାଧାରଣଙ୍କ ସହ ଫୋନ ଜରିଆରେ ମୁଖ୍ୟମନ୍ତ୍ରୀ କଥାହୋଇ ସମସ୍ୟା ସମ୍ପର୍କରେ ଅବଗତ ହେବେ।…

‘ନ୍ୟାୟ କିଣାଯାଇପାରିବନି’

ନୂଆଦିଲ୍ଲୀ,୧୨ା୯(ପି.ଟି.): ନ୍ୟାୟକୁ ଏଭଳି ଢଙ୍ଗରେ କିଣାଯାଇପାରିବ ନାହିଁ ବୋଲି ବୁଧବାର ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାର ଶୁଣାଣି ବେଳେ ଉତ୍ତେଜିତ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି। କଳାଧନ ଆଇନ ସମ୍ପର୍କିତ ଏକ ମାମଲାରେ ଖଣ୍ଡପୀଠ ଅଭିଯୁକ୍ତ ଗୌତମ ଖୈତାନଙ୍କ ଉପରେ ବର୍ଷିଥିଲେ। ୨୦୧୬ର…

ପ୍ରଫେସର ସୁନୀଲ ଷଡ଼ଙ୍ଗୀ ପାଇବେ ବିଶ୍ୱେଶ୍ୱରାୟା ସମ୍ମାନ

କଟକ ଅଫିସ, ୧୨।୯: ଏନ୍‌ଆଇଟି ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଖାତନାମା ଇଞ୍ଜିନିୟର ପ୍ରଫେସର ସୁନୀଲ କୁମାର ଷଡଙ୍ଗୀ ଚଳିତବର୍ଷର ଜାତୀୟସ୍ତରୀୟ ମର୍ଯ୍ୟାଦାଜନକ ବିଶ୍ୱେଶ୍ୱରାୟା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ଆଇଆଇଟି ଖଡ଼ଗପୁରରୁ ମେକାନିକାଲ ଇଞ୍ଜିନିୟରିଂରେ ଅନର୍ସ ସହିତ…

ଆଏଜ୍‌ ବିଜେପୁରର୍‌ ନାଁକରା ଅନନ୍ତବ୍ରତ: କଳା ପର୍‌ଦରଶନ କରବେ ୫ଶହ କଳାକାର

ବିଜେପୁର, ୧୨।୯ (ଡି.ଏନ.ଏ): ଆମର ସମାଜରେ ଭିନେ ଭିନେ ସମିଆରେ ଅନେକ୍‌ ପରକାର ପୂଜାପାଠ୍‌, ଓଷା, ବ୍ରତ, ଉଛବ୍‌, ଜାନିଯାତ୍‌ରା ପାଲନ୍‌ ହେଉଛେ। ହେଲେ ଆଧୁନିକତାର ଛାପ୍‌ରେ କେତେ ମୂଲୁ ମେଟିଗଲାବେଲେ ଆରକେତେ ସମିଆର ସଂଗେ ତାଲ ଦେଇ ପାଲନ୍‌ ହେଉଛେ।…

ଆସାମରେ ୧୩ ହଜାର କୋଟି ନିବେଶ କରିବ ଓଏନ୍‌ଜିସି

ନୂଆଦିଲ୍ଲୀ,୧୨-୯: ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ଆସାମରେ ୧୩ ହଜାର କୋଟି ଟଙ୍କା ନିବେଶ କରିବ। ଏହି ଅର୍ଥରେ କମ୍ପାନୀ ଆସନ୍ତା ୫ ବର୍ଷରେ ରାଜ୍ୟରେ ୨୨୦ ତୈଳ କୂପ ଖୋଳିବ। କମ୍ପାନୀ ପକ୍ଷରୁ ବୁଧବାର ଏ ସମ୍ପର୍କରେ ଉଲ୍ଲେଖ…

କୋମାରେ ପ୍ରି-ପେଡ୍‌, ପିଙ୍କ୍‌ ଅଟୋ ସେବା

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଆସିବା ପରେ ଏବେ ଲୋକଙ୍କ ପ୍ରଥମ ପସନ୍ଦ ପାଲିଟିଛି ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବା ସାଧାରଣ ପରିବହନ ବ୍ୟବସ୍ଥା। ନିଜ ଗାଡ଼ି ଧରି ଯିବା ଅପେକ୍ଷା ଲୋକେ ବସ୍‌ କିମ୍ବା ଅଟୋ ଭଳି ପବ୍ଲିକ୍‌…

୩୦ ତାଲିବାନ ଆତଙ୍କବାଦୀ ନିହତ

କାବୁଲ,୧୨ା୯(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନର ଟଖର ପ୍ରଦେଶରେ ଆକାଶମାର୍ଗରୁ ଗ୍ରେନେଡ୍‌ ମାଡ଼ରେ ୩୦ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଅନ୍ୟ ୩୦ ଆତଙ୍କବାଦୀ ଆହତ ହୋଇଥିବା ଗୋଇନ୍ଦା ସୂଚନା ମିଳିଛି। ଆଫ୍‌ଗାନ ସଶସ୍ତ୍ର ବଳ ରକେଟ୍‌ ଗ୍ରେନେଡ୍‌ରେ ଆକାଶମାର୍ଗରୁ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri