ଛାତ୍ରୀଛାତ୍ରଙ୍କ ବହିକିଣାରେ ପ୍ରଥମ ଦରମା ଟଙ୍କା ଖର୍ଚ୍ଚ ହୋଇଥିଲା: ଶିକ୍ଷାବିତ୍ ସ୍ବାଧୀନ ଶେଖର ଷଡ଼ଙ୍ଗୀ
ଶିକ୍ଷାବିତ୍ ତଥା ସାମାଜିକ କର୍ମୀ ସ୍ବାଧୀନ ଶେଖର ଷଡ଼ଙ୍ଗୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… କଟକ ସଦର ୪୨ ମୌଜା ଅନ୍ତର୍ଗତ ଏରଞ୍ଚ ଗାଁରେ ମୋ ଜନ୍ମ। ବେଣ୍ଟକାର ଉଚ୍ଚବିଦ୍ୟାଳୟରୁ ୧୯୭୬ରେ ଏକାଦଶ ପାସ୍ କରିବା ପରେ ଜେକେବିକେ…
ସମାଜ ପାଇଁ ଉଦାହରଣ: ମାଗଣାରେ ଟ୍ରେନିଂ ଦେଇ ଶିକ୍ଷାର୍ଥୀଙ୍କୁ ସ୍ବାବଲମ୍ବୀ କରୁଥିବା ମଣିଷ
ସମାଜରେ ଏମିତି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ନିଜସ୍ବ ଉଦ୍ୟମରେ କିଛି ନିଆରା କାର୍ଯ୍ୟ କରିଥାନ୍ତି। ଦିନେ କି ଦୁଇଦିନ ନୁହେଁ, ଅନେକ ଦିନଧରି ଚାଲୁ ରଖିଥାଆନ୍ତି କେତେକ ଗଠନମୂଳକ ସାମାଜିକ କାର୍ଯ୍ୟ। ଏଥିପାଇଁ କାହାରିକୁ କେବେ କିଛି ପାରିଶ୍ରମିକ…
ଆମେରିକାରେ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ ମୋଦି
ନୂଆଦିଲ୍ଲୀ,୧୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୨ ତାରିଖରେ ସେ ଆମେରିକାର ହୌଷ୍ଟନରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି। ‘Howdy Modi’ (ହାଓ ଡୁ ୟୁ ଡୁର…
୧୬ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।…
ନେମାରଙ୍କ ସଫଳ ପ୍ରତ୍ୟାବର୍ତ୍ତନ : ଇଞ୍ଜୁରି ଟାଇମ୍ରେ ପିଏସ୍ଜିକୁ ଜିତାଇଲେ
ପ୍ୟାରିସ୍,୧୫।୯(ଏଏଫ୍ପି)- ବ୍ରାଜିଲ ଫୁଟବଲ ସୁପରଷ୍ଟାର ନେମାର ଦୀର୍ଘ ଦିନ ପରେ ନିଜ କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ(ପିଏସ୍ଜି)କୁ ପ୍ରତ୍ୟାବର୍ତ୍ତନ କରି ଚମକ ଦେଖାଇଛନ୍ତି। ଶନିବାର ଫ୍ରେଞ୍ଚ୍ ଲିଗ୍-୧’ରେ ଅନୁଷ୍ଠିତ ମ୍ୟାଚ୍ରେ ଷ୍ଟ୍ରାସବର୍ଗ ବିପକ୍ଷରେ ବିଜୟ ସୂଚକ ଗୋଲ ସ୍କୋର କରି ପିଏସ୍ଜିକୁ…
ସୀମାକୁ ଆସିବାକୁ ଚେଷ୍ଟା କଲେ ଫେରି ପାରିବନି ପାକିସ୍ତାନ: ରାଜନାଥ
ସୁରଟ,୧୫।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ସୁରଟରେ ଆୟୋଜିତ ଏକ ସଭାରେ ଉଦ୍ବୋଧନ ଦେବା ସମୟରେ ପାକିସ୍ତାନ ଉପରେ ଖୁବ୍ ଗର୍ଜିଛନ୍ତି। ରାଜନାଥ କହିଛନ୍ତି ପାକିସ୍ତାନ ଯଦି ଆତଙ୍କବାଦୀଙ୍କ ହାତ ନ ଛାଡେ ତେବେ ତାକୁ ଖଣ୍ଡ ଖଣ୍ଡ ହେବାକୁ…
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସ୍ଥାନାନ୍ତରକୁ ବିରୋଧ: ଧାରଣାରେ ବସିଲେ ୪ ପଞ୍ଚାୟତର ଗ୍ରାମବାସୀ
ବାହାନଗା,୧୫।୯(ଡି.ଏନ୍.ଏ.): ବାଲେଶ୍ବର ଜଲା ବାହାନଗା ବ୍ଲକ ଅଞ୍ଜି ଗ୍ରାମରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ରବିବାର ୪ ଟି ପଞ୍ଚାୟତର ଗ୍ରାମବାସୀ ବ୍ୟାଙ୍କ ସମ୍ମୁଖ ଅଞ୍ଜି-ଖରାସ୍ତାପୁର ରାସ୍ତାରେ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ…
ନନ୍ଦନକାନନରେ ଚନ୍ଦନର ମୃତ୍ୟୁ
ବାରଙ୍ଗ,୧୫।୯(ଡି.ଏନ୍.ଏ.): ନନ୍ଦନକାନନ ପ୍ରାଣୀଉଦ୍ୟାନର ହାତୀସଫାରୀରେ ଥିବା ୧୦ ବର୍ଷର ହାତୀ ଚନ୍ଦନର ଶନିବାର ରାତିରେ ମୃତ୍ୟୁ ଘଟିଛି। ଗତ ୩ ଦିନ ତଳେ ଚନ୍ଦନ ଅସୁସ୍ଥ ହୋଇପଡ଼ିଥିଲା। ସେ ଥଣ୍ଡା ସହ ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ହୋଇଥିଲା। ଚନ୍ଦନ ୪ ମାସର…
ଗରିବଙ୍କୁ ମାଗଣା ଇଡ୍ଲି ପରସୁଛନ୍ତି ୭୦ ବର୍ଷୀୟା ବୃଦ୍ଧା
ଚେନ୍ନାଇ,୧୫।୯: ତାମିଲନାଡୁ ରାମେଶ୍ୱରମର ଅଗ୍ନି ତୀର୍ଥମଠାରେ ଜଣେ ୭୦ ବର୍ଷୀୟା ବୃଦ୍ଧା ଗରିବଙ୍କୁ ମାଗଣାରେ ଇଡ୍ଲି ଖାଇବାକୁ ଦେଇ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଣୀ ନାମକ ଏହି ବୃଦ୍ଧା ଜଣକ ରାତି ପାହିଲେ କାଠ ଚୁଲିରେ ନିଜ ହାତରେ…
ପୋଲିସ କମିଶନରଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍କାର: କହିଲେ ପରିବର୍ତ୍ତନ ପାଇଁ ସହଯୋଗ ଲୋଡ଼ା
ସମ୍ପ୍ରତି ଭୁବନେଶ୍ୱର-କଟକ ଦ୍ୱୈତନଗରୀରେ ହିଂସା, ମହିଳା ଓ ଶିଶୁ ନିର୍ଯାତନା, ଆପରାଧିକ କାର୍ଯ୍ୟକଳାପ ସହ ଟ୍ରାଫିକ୍ ସମସ୍ୟା ବୃଦ୍ଧିପାଇବାରେ ଲାଗିଛି। ଏଭଳିସ୍ଥିତିରେ ନିକଟରେ ପୋଲିସ କମିଶନରେଟ ଭାବେ ଦାୟିତ୍ୱ ନେଇଛନ୍ତି ସୁଧାଂଶୁ ଷଡ଼ଙ୍ଗୀ। ଅପରାଧକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କ ଧନଜୀବନକୁ…
ବମିଖାଲ ଫ୍ଲାଏଓଭର: ବନ୍ଦ ହେଉନି ରଙ୍ଗରୁଟ୍ରେ ଚଳପ୍ରଚଳ
ଭୁବନେଶ୍ୱର, ୧୫।୯(ବ୍ୟୁରୋ): ଭଲ କାମ କରି ପୁରସ୍କାର ନିଅ, ନହେଲେ ଦଣ୍ଡ ପାଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ସତ, ହେଲେ ପ୍ରକୃତରେ ପୋଲିସର ଇଚ୍ଛାଶକ୍ତିର ଅଭାବ ଥିବା ଭଳି ମନେହେଉଛି। ନୂଆ ମୋଟର ଯାନ ଆଇନ ଲାଗୁ…
ମୃତ୍ୟୁ ପୂର୍ବରୁ ପାକିସ୍ତାନ ନିକଟରେ ଥିଲେ ହମ୍ଜା
ନୂଆଦିଲ୍ଲୀ,୧୫।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଆତଙ୍କବାଦୀ ହମ୍ଜା ବିନ୍ ଲାଡେନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ଆଉ ଏବେ ଭାରତ ଏହାକୁ ନେଇ ବଡ ବୟାନ ଦେଇଛି। ଭାରତର ପ୍ରତିରକ୍ଷା ବିଶେଷଜ୍ଞ ଏସ୍. ପି ସିହ୍ନା କହିଛନ୍ତି, ଓସାମା…
Archives


