Home Left

କ୍ରିକେଟ୍‌ ପଡିଆରେ ୧୨୪ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଖେଳାଳି

ଲଣ୍ଡନ,୨୦।୯:ଇଂଲଣ୍ଡରେ ଚାଲିଥିବା କାଉଣ୍ଟିଂ ଚାମ୍ପିୟନ୍‌ସିପ୍‌ରେ କେଣ୍ଟ୍‌ ଦଳର ଖେଳାଳି ଡ୍ୟାରେନ୍‌ ଷ୍ଟିଭେନ୍ସ ଇତିହାସ ରଚିଛନ୍ତି। ସେ କ୍ରିକେଟର ୧୨୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ୟର୍କସାୟାର ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ପାଳିରେ ୪୩ ବର୍ଷୀୟ ଷ୍ଟିଭେନ୍ସ ଦ୍ୱିଶତକ ହାସଲ କରିଥିବାବେଳେ ଦ୍ୱିତୀୟ ପାଳିରେ…

କ୍ରିକେଟ ରେଷ୍ଟୁରାଣ୍ଟ ଉଦ୍‌ଘାଟନ କଲେ ଗାଙ୍ଗୁଲି

କୋଲକାତା,୨୦।୯(ପିଟି): ଏଠାରେ କ୍ରିକେଟ ଉପରେ ଆଧାରିତ ରେଷ୍ଟୁରାଣ୍ଟକୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ରେଷ୍ଟୁରାଣ୍ଟରେ ରହିଛି ଭାରତୀୟ କ୍ରିକେଟର ୧୦୦ରୁ ଅଧିକ ସ୍ମାରକୀ। ‘ମୁଁ ଶ୍ରୀଲଙ୍କା, ଇଂଲଣ୍ଡ ଭଳି ଦେଶରେ କ୍ରିକେଟ ଉପରେ ଆଧାରିତ ରେଷ୍ଟୁରାଣ୍ଟ…

ପ୍ରଥମଥର ଲାଗି ଇଂଲଣ୍ଡ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଆର୍ଚର

ଲଣ୍ଡନ, ୨୦।୯ (ଏଏଫ୍‌ପି)- ଗତ ଆଇସିସି ବିଶ୍ୱକପ୍‌ ଓ ଆଶେସ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପ୍ରଥମଥର ଲାଗି ଇଂଲଣ୍ଡ କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକାରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌…

ସୀମା ଟପିଲା ପୁଅ-ବୋହୂଙ୍କ ନିର୍ଯାତନା: ସବୁ ସମ୍ପତ୍ତି ଦାନ କରିବେ ଜାନକୀ

ପାରଳାଖେମୁଣ୍ଡି,୨୦ା୯(ସ୍ବ.ପ୍ର.)-ଏକମାତ୍ର ପୁଅ-ବୋହୂଙ୍କ ନିର୍ଯାତନା ଆଇ ସହ୍ୟ ହୋଇନାହିଁ। ବାଧ୍ୟହୋଇ ଜଣେ ୭୫ବର୍ଷୀୟ ବୃଦ୍ଧା ପୁଅକୁ ନିଜ ସମ୍ପତ୍ତିରୁ ବେଦଖଲ କରିବା ପାଇଁ ମନସ୍ଥ କରିଛନ୍ତି। ଏହି ସବୁ ସମ୍ପତ୍ତି ସେ ଦାନ କରିବା ସହ ନିଜ ଘରକୁ ବୃଦ୍ଧାଶ୍ରମ କରିବା ପାଇଁ…

ଆଦର୍ଶ ହୁଡ଼ିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ପଟ୍ଟାଙ୍ଗି,୨୦ା୯(ଡି.ଏନ୍‌.ଏ.): ପଟ୍ଟାଙ୍ଗି ବ୍ଲକ ଶିଶାଗୁଡ଼ା ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଶୁକ୍ରବାର ବିଡିଓ କରୁଣାକର ପ୍ରଧାନଙ୍କୁ ଦାବିପତ୍ର ଦେଇଛି। ୧୫ ଦିନ ମଧ୍ୟରେ ଦାବି ପୂରଣ କରା ନ ଗଲେ ଅଭିଭାବକମାନେ ପିଲାଙ୍କୁ…

ରାଜୁ ହନ୍ତାଳ ହତ୍ୟା ଘଟଣା: ପାପରମେଟଲାରେ ପୁଣି ଉତ୍ତେଜନା: ୧୪୪ ଧାରା ଜାରି

ମାଲକାନଗିରି,୨୦ା୯(ଡି.ଏନ.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଜନ୍ତାପାଇରେ ରାଜୁ ହନ୍ତାଳ ହତ୍ୟା ମାମଲା ନେଇ ପୁଣି ଉତ୍ତେଜନା ଦେଖାଦେଇଛି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା କରି ପାପରମେଟଲା ନିକଟରେ ଶତାଧିକ ଲୋକ ଏକାଠି ହୋଇଛନ୍ତି। । ଅପ୍ରୀତିକର ପରିସ୍ଥିତକୁ…

ପଶୁପତିନାଥ ମନ୍ଦିରରେ ଭୟ ସୃଷ୍ଟିକଲା ଅଜଣା ବସ୍ତୁ

କାଠମାଣ୍ଡୁ,୨୦।୯:ନେପାଳର କାଠମାଣ୍ଡୁଠାରେ ଥିବା ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଶୁକ୍ରବାର କିଛି ଅଜଣା ବସ୍ତୁ ଦେଖିବାକୁ ମିଳିଛି। ଏହାପରେ ମନ୍ଦିର ପରିସରରେ କୋକୁଆ ଭୟ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ତେବେ ଖବର ପାଇ ନେପାଳ ସେନା ଓ ନେପାଳ ପୋଲିସ ପହଞ୍ଚି…

ସ୍କୁଲରେ ପଶିଲା ପାଣି ରାସ୍ତାକଡରେ ପାଠପଢିଲେ ପିଲା

ପାଟନା,୨୦।୯: ବିହାରର ରାଜଧାନୀ ପାଟନାର ଏକ ସରକାରୀ ସ୍କୁଲରେ ପାଣି ପଶିଯିବାରୁ ପିଲାମାନଙ୍କର ପାଠ ପଢାରେ ନାନା ଅସୁବିଧା ଦେଖାଯାଇଛି। ଏମିତିକି ପିଲାମାନେ ରାସ୍ତା କଡରେ ଥିବା ଫୁଟ୍‌ପାଥ ଉପରେ ବସି ପାଠ ପଢୁଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ…

ଫ୍ରିଜ୍‌ରେ ବଟର୍‌ ରଖୁଛନ୍ତି କି…

ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ବଟରକୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି ଦେଇଥାଉ। କିନ୍ତୁ ବଟରକୁ ଫ୍ରିଜ୍‌ରେ ରଖି ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ,…

ସ୍ତ୍ରୀଙ୍କ ସହ ମନଖୋଲି ନାଚିଲେ ଗୋବିନ୍ଦା

ମୁମ୍ବାଇ: ବଲିଉଡ୍‌ ଡ୍ୟାନ୍ସ କିଙ୍ଗ ଗୋବିନ୍ଦାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କ ସହ ମନ ଖୋଲି ନାଚୁଥିବା ଦେଖିବାକୁ ମିଳିଛି। ପ୍ରକୃତ ଘଟଣା ହେଲା ନିକଟରେ ଗୋବିନ୍ଦାଙ୍କ ଝିଅ ଟିନା…

ଭାଜପା-ଜେଡିୟୁ ମିଶି ଜିତିବେ ୨ଶହ ଆସନ: ନୀତୀଶ

ପାଟନା,୨୦।୯: ବିହାରରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୀତି ହେଲାଣି ସରଗରମ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଭାଜପା ସହ ଜେଡିୟୁର ସମ୍ପର୍କ ଭଲ ରହିଛି। ଆଗାମୀ ନିର୍ବାଚନରେ ଏମାନେ ଏକାଠି ଲଢିବା…

ଥାଇରଏଡ୍‌ ସମସ୍ୟା ଥିଲେ ଖାଆନ୍ତୁ ଏସବୁ

ଅଧିକାଂଶ ଲୋକଙ୍କଠାରେ ବର୍ତ୍ତମାନ ଥାଇରଏଡ୍‌ ସମସ୍ୟା ଦେଖାଦେଉଛି। ମାନସିକ ଦୁଃଶ୍ଚିନ୍ତା, ଖାଦ୍ୟରେ ଆୟୋଡିନ୍‌ ମାତ୍ରା କମ୍‌ କିମ୍ବା ଅଧିକ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ଏହା ବଂଶାନୁଗତ ମଧ୍ୟ ହୋଇପାରେ। ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କଠାରେ ଥାଇରଏଡ୍‌ ସମସ୍ୟା ଅଧିକ ଦେଖା ଦେଇଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri