Home Left

ଆଣ୍ଟାର୍କଟିକ୍‌ ଆଇସ୍‌ ମାରାଥନ୍‌: ୮୪ ବର୍ଷୀୟ ଧାବକଙ୍କ ରେକର୍ଡ

କାନାଡା: ଆଣ୍ଟାର୍କଟିକ୍‌ ଆଇସ୍‌ ମାରାଥନ୍‌ରେ ଭାଗନେଇ ସବୁଠୁ ବୟସ୍କ ଧାବକ ହୋଇପାରିଛନ୍ତି କାନାଡାର ୮୪ ବର୍ଷୀୟ ରୟ ସ୍ବେନିଂସେନ୍‌। ଆଲବର୍ଟା ପ୍ରାନ୍ତର ରାଜଧାନୀ ଏଡମଣ୍ଟନ ନିବାସୀ ରୟ ୧୧ଘଣ୍ଟା, ୪୧ ମିନିଟ୍‌, ୫୮ ସେକେଣ୍ଡରେ ଆଇସ୍‌ ମାରାଥନ୍‌ ଦୌଡ଼ ପୂରା କରିଥିଲେ।…

‘ଓସ୍କାର’ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ‘ଗଲି ବୟ’

ମୁମ୍ବାଇ: ବଲିଉଡ୍‌ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଓସ୍କାର ଆଓ୍ବାର୍ଡ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ଫିଲ୍ମ ‘ଗଲି ବୟ’। ଜୋୟା ଅଖ୍‌ତରଙ୍କ ଫିଲ୍ମ ‘ଗଲି ବୟ’ ଚଳିତବର୍ଷ ଓସ୍କାର ଆଓ୍ବାର୍ଡ ପାଇଁ ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର୍‌ ଫିଲ୍ମ କ୍ୟାଟେଗୋରିରେ ଭାରତ ପକ୍ଷରୁ…

ଶୀତଦିନେ ଖାଆନ୍ତୁ ଟମାଟୋ, ବିଭିନ୍ନ ସମସ୍ୟାରୁ ମିଳିବ ମୁକ୍ତି

ଶୀତଦିନେ ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଏହାକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ… -ଟମାଟୋରେ କ୍ୟାଲ୍‌ସିୟମ ଓ ଫସ୍‌ଫରସ୍‌ ରହିଥାଏ। ଏହା ହାଡ଼କୁ ମଜଭୁତ କରିଥାଏ। -ଟମାଟୋରେ ଭିଟାମିନ୍‌ ଏ ପ୍ରଚୁର…

୪ କି.ମି. ଘୁଞ୍ଚିଲା ମସ୍‌ଜିଦ

ଆଙ୍କାରା: ଗୋଟିଏ ଜାତିର ଇତିହାସ ବଖାଣେ ପୁରାତନ ସ୍ମାରକୀ। ଏହାକୁ ସଂରକ୍ଷଣ କରିବା ଅର୍ଥ ପରପିଢ଼ି ପାଖରେ ସମୃଦ୍ଧ ଇତିହାସକୁ ସୁରକ୍ଷିତ ଭାବେ ପହଞ୍ଚାଇବା। ଏପରି ମହତ୍‌ ଉଦ୍ଦେଶ୍ୟ ରଖି ତୁର୍କୀ ସରକାର ଦେଶର ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜିକୁ ସୁରକ୍ଷା ଦେବାକୁ ଆଗେଇ…

୨୦୦୮ ଜୟପୁର ବୋମା ବିସ୍ଫୋରଣ: ୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ଜୟପୁର,୧୮।୧୨: ରାଜସ୍ଥାନ ଜୟପୁରରେ ୨୦୦୮ ମେ ୧୩ରେ ହୋଇଥିବା ବିସ୍ଫୋରଣ ମାମଲାରେ ୧୧ ବର୍ଷ ପରେ ବୁଧବାର ବିଶେଷ ଅଦାଲତ ରାୟ ଦେଇଛନ୍ତି। ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି। ବିଚାରପତି ଅଜୟ କୁମାର…

ସଂଖ୍ୟାଲଘୁଙ୍କ ଏକତା ହିଁ ଦେଶର ଶକ୍ତି

ନୂଆଦିଲ୍ଲୀ: ସଂଖ୍ୟାଲଘୁ ଅଧିକାର ଦିବସ ପ୍ରତିବର୍ଷ ୧୮ ଡିସେମ୍ବରରେ ପାଳନ କରାଯାଉଛି। ଭାରତରେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ଲୋକଲୋଚନକୁ ଆଣିବା ସହ ଏସମ୍ପର୍କରେ ସଚେତନତା ସୃଷ୍ଟିକରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ସେମାନଙ୍କ ସୁରକ୍ଷା…

ଏମିତି ଏକ ରୋଗରେ ପୀଡ଼ିତ ଥିଲେ ଯୁବକ, ସର୍ଜରୀ ପରେ ମିଳିଲା ନୂଆ ଜୀବନ

ଚାଇନା: ବିଶ୍ୱରେ କିଛି ଲୋକ ଅଛନ୍ତି, ସେମାନଙ୍କର ଶାରୀରିକ ବିକାଶ ଠିକ୍‌ ଭାବରେ ହୋଇ ନ ଥାଏ। ଫଳରେ ଚଲାବୁଲା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏମିତି ଜଣେ ଯୁବକ ହେଉଛନ୍ତି ଚାଇନାରେ ରହୁଥିବା ଲି ହୁଆ। ତାଙ୍କୁ ଆଙ୍କିଲସିଂ…

ଭାରତ-ବାଂଲାଦେଶ ଜେଆର୍‌ସି ଆଲୋଚନା ବାତିଲ୍‌

ଢ଼ାକା/ନୂଆଦିଲ୍ଲୀ,୧୮।୧୨: ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଜଏଣ୍ଟ୍‌ ରିଭର କମିଶନ(ଜେଆର୍‌ସି) ଆଲୋଚନାକୁ ବାତିଲ୍‌ କରି ଦିଆଯାଇଛି। ଉଭୟ ଦେଶରେ ପ୍ରବାହିତ ମୁହୁରି, ମୋନୁ, ଧରଲା, ଖୋଓ୍ବାଇ, ଗୁମତି ଏବଂ ଦୁଧକୁମାର ଆଦି ୬ଟି ନଦୀ ଜଳ ଉପରେ ଦିଲ୍ଲୀରେ ବୁଧବାର ହେବାକୁ…

ବିଶାଖାପାଟଣା ଗ୍ରାଉଣ୍ଡରେ ପ୍ରଥମ ଦିନିକିଆରେ ଦେଖିବାକୁ ମିଳିଥିଲା ଧୋନୀଙ୍କ ଶୋ

ବିଶାଖାପାଟଣା,୧୮।୧୨- ସ୍ଥାନୀୟ ଡି. ଓ୍ବାଇ. ଏସ୍‌. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ୍‌ର ଦ୍ୱିତୀୟ ଦିନିକିଆ ଖେଳାଯିବ। ଏହି ଗ୍ରାଉଣ୍ଡରେ ଗତ ୧୪ ବର୍ଷ ହେଲା ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇ ଆସୁଛି। ୨୦୦୫ ଏପ୍ରିଲ ୫…

ରାତି ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା

ବାଲେଶର ଅଫିସ, ୧୮।୧୨:ବାଲେଶର ଜିଲାର ଏଫ୍‌ସିଆଇ ଅଫିସର ରାତି ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ମୟୁରଭଞ୍ଜର ବଢ଼ା ମାରାଣ୍ଡି । ମଙ୍ଗଳବାର ରାତିରେ ବାଲେଶ୍ୱର ସହଦେଖୁଣ୍ଟା ଥାନା ଗୁଡିପଦାର ଭଡା ଘରେ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାସ୍ଥଳରେ…

ଛତିଶା ନିଯୋଗ ବୈଠକ ଆରମ୍ଭ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବୁଧବାର ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଥିବା ଏହି ବୈଠକରେ ମକର ସଂକ୍ରାନ୍ତି, ସୂର୍ଯ୍ୟୋପରାଗ ଏବଂ ନୂଆବର୍ଷର ନୀତିକାନ୍ତି ସଂକ୍ରାନ୍ତରେ ଆଲୋଚନା ହେବ। ମୁଖ୍ୟ…

ଅମିତ ଶାହଙ୍କୁ ଟିପ୍ସ ଦେଲେ ଅକ୍ଷୟ କୁମାର, ସନ୍ଧ୍ୟା ୬.୩୦ ପରେ ଖାଦ୍ୟ ଖାଆନ୍ତୁ ନାହିଁ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌ ଉପରେ ସର୍ବଦା ଧ୍ୟାନ ଦିଅନ୍ତି। ଠିକ୍‌ ସମୟରେ ଖାଇବା ଏବଂ ଶୋଇବାକୁ ନେଇ ସେ ବେଶ୍‌ ସତର୍କ ଥାନ୍ତି। ଏକପରିକି କୌଣସି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ସେ ନିର୍ଦ୍ଦେଶକଙ୍କ ସହ ଟାଇମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?