ସମ୍ବଲପୁର ପୋଲିସର ଅଭିନବ ପଦକ୍ଷେପ: ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପିସିଆର୍ ଭ୍ୟାନ୍, ବାଇକ୍ର ଶୁଭାରମ୍ଭ
ସମ୍ବଲପୁର, ୧୮।୧୨ (ବ୍ୟୁରୋ)- ସମ୍ବଲପୁର ଜିଲାପାଳ ମହିଳାଙ୍କ ସୁରକ୍ଷା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛ। ଅତ୍ୟାଧୁନିକ ବ୍ୟବସ୍ଥା ଥିବା ସ୍ବତନ୍ତ୍ର ମହିଳା ପିସିଆର୍ ଭ୍ୟାନ୍, ବାଇକ୍ର ଶୁଭାରମ୍ଭ କରାଯାଇଛି। ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ ବୁଧବାର ଏହାର…
ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ
ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡିଏ ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ୫ଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ବୁଧବାର ରେଡ୍ ଜାରି ରହିଛି। ଭୁବନେଶ୍ୱରର ଝାରପଡ଼ା, ଜିଜିପି କଲୋନୀସ୍ଥିତ ଘର…
ଏହି ପ୍ରସିଦ୍ଧ ଗାୟକଙ୍କ ଚଷମା ୧ କୋଟି ଟଙ୍କାରେ ନିଲାମ
ଯେଉଁମାନେ ସଙ୍ଗୀତ ଶୁଣିବାକୁ ଭଲ ପାଆନ୍ତି, ସେମାନେ ଜନ୍ ଲେନନ୍ଙ୍କ ନାଁ ନିଶ୍ଚୟ ଶୁଣିଥିବେ। ଦ ବିଟଲ୍ସ ନାମରେ ପ୍ରସିଦ୍ଧ ଜନ୍ଙ୍କ ଚଷମା ନିକଟରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିଲାମ ହୋଇଛି। ଆଲାନ ହେରିଙ୍ଗ୍ ଏହି ଚଷମାକୁ ନିଲାମ କରିଥିଲେ।…
ବ୍ଲକ ଅଧ୍ୟକ୍ଷ ଭାବେ ବିଶ୍ୱନାଥ ନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ପାଟଣା,୧୮।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷ ପଦ ଦୀର୍ଘଦିନ ଖାଲି ପଡ଼ିବା ପରେ ବୁଧବାର ଆନୁଷ୍ଠାନିକ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଛି। ବ୍ଲକର ମୋଟ୍ ୨୦ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ କଣ୍ଟିଆପଡ଼ା ପଞ୍ଚାୟତ ସମିତି ସଭ୍ୟ ପଦବୀ ଖାଲିଥିବାରୁ…
ପ୍ରଥମେ ବ୍ୟାଟିଂ କରିବ ଭାରତ
ବିଶାଖାପାଟଣା,୧୮।୧୨- ଡି. ଓ୍ବାଇ. ଏସ୍. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।…
ଅଜବ ଚୋର:ନୂଆ ମୋବାଇଲ ଚୋରି କରି ଛାଡିଗଲେ ପୁରୁଣା
ଚେନ୍ନାଇ, ୧୮।୧୨: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଅଜବ ଚୋର ପୋଲିସ ହାତରେ ଧରାପଡିଛନ୍ତି। ଚେନ୍ନାଇର ତୋନ୍ଦିୟରପେଟ ଅଞ୍ଚଳରେ ଏକ ମୋବାଇଲ ଦୋକାନରେ ଜଣେ ଚୋର ଗୋଟିଏ ନୂଆ ମୋବାଇଲ ଚୋରି ସଫଳ ରହିଥିଲେ। କିନ୍ତୁ ଚୋରି ପରେ ଦୋକାନରୁ ଶୀଘ୍ର…
ଜେଲ୍ର ଅନୁଭୂତି ବଖାଣିଲେ ପାୟଲ
ମୁମ୍ବାଇ: ଅଭିନେତ୍ରୀ ପାୟଲ ରୋହତଗି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତାଙ୍କ ବାପା ମୋତିଲାଲ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦ ଘେରକୁ ଚାଲିଆସିଥିଲେ। ସୋମବାର ରାଜସ୍ଥାନର ବୁନ୍ଦି ପୋଲିସ ଗିରଫ କରିଥିବା ବେଳେ ମଙ୍ଗଳବାର ରାଜସ୍ଥାନ କୋର୍ଟରୁ…
କେକ୍ ପ୍ରଦର୍ଶନୀରେ ଚନ୍ଦ୍ରୟାନ-୨ ଏବଂ ସେଣ୍ଟ୍ ବାସିଲ୍ କାଥେଡ୍ରଲ୍ ଚର୍ଚ୍ଚ ମଡେଲ
ବେଙ୍ଗାଲୁରୁ,୧୮।୧୨: ବେଙ୍ଗାଲୁରୁରେ ଜାରି ରହିଥିବା କେକ୍ ପ୍ରଦର୍ଶନୀରେ ଚନ୍ଦ୍ରୟାନ-୨ ଏବଂ ସେଣ୍ଟ୍ ବାସିଲ୍ କାଥେଡ୍ରଲ୍ ଚର୍ଚ୍ଚ ମଡେଲ ପ୍ରଦର୍ଶିତ ହୋଇଛି। ଏଠାରେ ୨୩ ପ୍ରକାର ଭିନ୍ନ ଭିନ୍ନ ମଡେଲ ପ୍ରଦର୍ଶିତ କରାଯାଇଛି। ପ୍ରଦର୍ଶନୀ ଜାନୁୟାରୀ ୧ ପର୍ଯ୍ୟନ୍ତ ଚାଲିବ। ପ୍ରଦର୍ଶିତ କଥାକଳୀ…
ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛୁକ ପ୍ରସଙ୍ଗରେ ଅକ୍ଷୟଙ୍କ ପ୍ରତିକ୍ରିୟା: ମୁଁ ଖୁସିରେ ରହିବାକୁ ଚାହେଁ
ବମ୍ବେ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର। କେହି କେହି ସେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କହିଆସୁଥିଲେ। ହେଲେ ସେ ରାଜନୀତିରେ କେବେ ବି ପ୍ରବେଶ କରିବାକୁ ଇଚ୍ଛା…
ପଞ୍ଚାୟତିରାଜ ମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ : ବିଭିନ୍ନ ପ୍ରକଳ୍ପ କଲେ ଉଦ୍ଘାଟନ
ଦାରିଙ୍ଗବାଡ଼ି,୧୮।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ସନ୍ଧ୍ୟାରେ ଗସ୍ତ କରି ବୁଧବାର ବିଭିନ୍ନ ବ୍ଲକରେ ଏକାଧିକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ସେ ପୂର୍ବାହ୍ନରେ ଦାରିଙ୍ଗବାଡ଼ି ବ୍ଲକର ପ୍ଲିହେରୀ ପଞ୍ଚାୟତର ୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ନୂତନ…
୭୯ ବର୍ଷରେ ମାଟ୍ରିକ୍ ପାସ୍
ଉଦ୍ଧମ ସିଂ ନଗର(ଉତ୍ତରାଖଣ୍ଡ): ଦୃଢ ଇଚ୍ଛାଶକ୍ତି ପାଖରେ ବୟସ ବି ହାର୍ ମାନିଥାଏ। ଏହାର ପ୍ରମାଣ ଦେଇଛନ୍ତି ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍ପିଏଫ୍ ସୁବେଦାର-ମେଜର। ପାଠ ପଢିବା ଲାଗି କୌଣସି ବୟସ ନ ଥାଏ ବୋଲି ମଧ୍ୟ ସେ ଜଣାଇ ଦେଇଛନ୍ତି।…
ନବଦମ୍ପତି ହଜାଇଦେଲେ ମନ ପସନ୍ଦର ଜିନିଷ, ପାଇବା ପାଇଁ ଖେଳାଇ ଖୋଜିଲେ ୩୦ ଟନ୍ ଅଳିଆ
ମେଲ୍ବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ରହୁଥିବା ନବଦମ୍ପତି ସେମାନଙ୍କ ମନ ପସନ୍ଦର ଏକ ଜିନିଷ ହଜାଇ ଦେଇଥିଲେ। ଫଳରେ ଏହାକୁ ପାଇବା ପାଇଁ ସେମାନେ ୩୦ ଟନ୍ର ଅଳିଆ ଖୋଜିବାରେ ଲାଗିଲେ। ଯାହା ଦେଖି ସହରବାସୀ ଆଶ୍ଚର୍ଯ୍ୟ ହୋଇଗଲେ। ଏମିତି କ’ଣ ହଜାଇ…

