ବିଶ୍ୱର ୫ ଅଦ୍ଭୁତ ଗଛ: ଯାହାକୁ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଭଗବାନଙ୍କ ସୃଷ୍ଟି ବିଚିତ୍ର। ପୃଥିବୀପୃଷ୍ଠରେ ଦେଖିବାକୁ ମିଳୁଥିବା ବୃକ୍ଷଲତା ମଧ୍ୟରେ ଅନେକ ସାମଞ୍ଜସ୍ୟ ଥିଲେ ମଧ୍ୟ କିଛି କିଛି ଭିନ୍ନ ଥାନ୍ତି। ସେଗୁଡ଼ିକ ଅଦ୍ଭୁତ ଗଠନକୁ ଦେଖିଲେ କେହିବି ଆଶ୍ଚର୍ଯ୍ୟ ହୋଇଯିବ। ଏହି ଉପସ୍ଥାପନାରେ ଜାଣନ୍ତୁ ବିଶ୍ୱର ସେପରି ୫ଟି ଗଛ…
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା
ରାୟଗଡ଼ା ଅଫିସ,୩।୧୦: ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଗୁରୁବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ସ୍ଥାନୀୟ ପୋଲିସ ଚିକିତ୍ସାଳୟ କର୍ମଚାରୀଙ୍କୁ ଥାନାକୁ ନେଇ ତଦନ୍ତ କରୁଥିବା…
ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ୧୨ କୋଟି ଜନତାଙ୍କ ମୃତ୍ୟୁ ହେବ: ଆମେରିକା
ଓ୍ବାଶିଂଟନ,୩।୧୦: କଶ୍ମୀର ସମସ୍ୟାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତୁତୁମେମେ କେତେବେଳେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ ତାହା କହିବା ମୁସ୍କିଲ। ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏଥିରେ ୧୨ କୋଟିରୁ ଊର୍ଦ୍ଧ୍ୱ ଜନତାଙ୍କ ମୃତ୍ୟୁ ହେବ…
୨୧ରେ ବିଜେପୁର ଲଢ଼େଇ: ଦୁଇ ଦିନ ପ୍ରଚାର କରିବେ ନବୀନ !
ଭୁବନେଶ୍ୱର,୩।୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ। ଆସନ୍ତା ୨୧ରେ ଭୋଟ ଗ୍ରହଣ ହେବାକୁ ଘୋଷଣା ହୋଇଥିବା ବେଳେ ଗୁରୁବାର ତିନି ପ୍ରମୁଖ ଦଳ ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି। ଏଥିରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ…
୧୭ ଅକ୍ଟୋବର ପର୍ଯ୍ୟନ୍ତ ଜେଲ୍ରେ ରହିବେ ଚିଦାମ୍ବରମ
ନୂଆଦିଲ୍ଲୀ,୩।୧୦: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଆଇଏନ୍ ଏକ୍ସ ମିଡିଆ ଭ୍ରଷ୍ଟଚାର ମାମଲାରେ ଗୁରୁବାର ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ କୋର୍ଟ ତାଙ୍କୁ ଜାମିନ ଦେଇ ନ ଥିବା ବେଳେ ତାଙ୍କୁ ପୁଣିଥରେ ବିଚାର ବିଭାଗୀୟ ଜେଲ୍କୁ ପଠାଇ…
ଇନିଂସ ଘୋଷଣା କଲା ଭାରତ
ବିଶାଖାପାଟଣା,୩।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ତା’ର ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୫୦୨ ରନ୍ କରିଥିବାବେଳେ ପ୍ରଥମ ଇନିଂସ ଘୋଷଣା କରିଛି। ପ୍ରଥମ ଦିନ ଭାରତୀୟ ଦଳ ତା’ର ଅସମାପ୍ତ ସ୍କୋର…
‘ଡ୍ରାଇଭ୍’ର ପ୍ରଥମ ଗୀତ ‘ମଖ୍ନା..’ ରିଲିଜ୍: ମସ୍ତି ମୁଡ୍ରେ ସୁଶାନ୍ତ-ଜ୍ୟାକ୍ଲିନ୍
ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ନାଡିଜ୍ଙ୍କ ଅଭିନୀତ ଫିଲ୍ମ ‘ଡ୍ରାଇଭ୍’ ର ପ୍ରଥମ ଗୀତ ରିଲିଜ୍ ହୋଇଛି। ଗୀତ ‘ମଖ୍ନା…’ରେ ଏହି ଯୋଡ଼ିଙ୍କ କ୍ୟୁଟ୍ କେମେଷ୍ଟ୍ରୀ ସମ୍ପୂର୍ଣ୍ଣ ବାରିହୋଇ ପଡ଼ୁଛି। ଗୀତରେ ସମସ୍ତ କଳାକାରଙ୍କୁ ମସ୍ତି ମୁଡ୍ରେ…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଡଙ୍ଗା ସହ ନଦୀରେ ବୁଡ଼ିଗଲେ ଭାଜପା ଏମ୍ପି
ପାଟନା,୩।୧୦: ବିହାର ପାଟନା ପାଟଳିପୁତ୍ରର ଭାଜପା ଏମ୍ପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ଯାଦବଙ୍କ ନିର୍ବାଚନ ମଣ୍ଡଳୀରେ ‘ଗାନ୍ଧୀ ସଂକଳ୍ପ ଯାତ୍ରା’ କାର୍ଯ୍ୟକ୍ରମ ଆୟୋଜନ ହେବାର…
ବକ୍ସଅଫିସରେ ଧମାଲ୍ କରୁଛି ଫିଲ୍ମ ଓ୍ବାର୍
ଗାନ୍ଧୀ ଜୟନ୍ତୀରେ ରିଲିଜ ହୋଇଥିବା ହ୍ରିତିକ ରୋଶନ-ଟାଇଗର ଶ୍ରଫ୍ଙ୍କ ଅଭିନୀତ ଫିଲ୍ମ ‘ଓ୍ବାର୍’ ବକ୍ସ ଅଫିସରେ ଧମାଲ କରିଛି। ପ୍ରଥମ ଦିନରେ ଫିଲ୍ମ ୫୦ କୋଟି ଆୟ କରିଛି। ଆଗକୁ ଦଶହରା ଛୁଟି ଥିବାରୁ ଫିଲ୍ମ ଆହୁରି ଭଲ ଆୟ କରିବ…
ରୋହିତ-ଅଗ୍ରଓ୍ବାଲଙ୍କ ରେକର୍ଡ
ବିଶାଖାପାଟଣା,୩।୧୦(ପିଟି): ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲ ଗୁରୁବାର ଟେଷ୍ଟ କ୍ରିକେଟ ଇତିହାସରେ ୩ୟ ଭାରତୀୟ ଓପନିଂ ଯୋଡ଼ି ଭାବେ ୩୦୦ ରନ୍ର ଭାଗୀଦାରି କରିଛନ୍ତି। ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ରୋହିତ ଓ ମୟଙ୍କ ଓପନିଂ…
ପାକିସ୍ତାନରେ ଖାଦ୍ୟ ସଙ୍କଟ: ମିଳୁନି ଚିକେନ୍
ଇସ୍ଲାମାବାଦ,୩।୧୦: ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶାସନ ଭାର ନେବା ପରଠାରୁ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହା ଇମ୍ରାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ନିକଟରେ ପାକିସ୍ତାନ ବ୍ୟୁରୋ ଅଫ୍ ଷ୍ଟାଟିକ୍ସଟିକ୍ସର ଏକ ରିପୋର୍ଟ ଅନୁଯାୟୀ ପୂର୍ବାପେକ୍ଷା ଏବେ ପାକିସ୍ତାନର…
‘ଲକ୍ଷ୍ମୀ ବମ୍’ର ନୂଆ ପୋଷ୍ଟର ରିଲିଜ୍: ଶାଢ଼ି ପିନ୍ଧି ଭିନ୍ନ ଲୁକ୍ରେ ଅକ୍ଷୟ
ଖିଲାଡି କିଙ୍ଗ୍ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍’ର ଏକ ନୂଆ ଏବଂ ଦମ୍ଦାର ପୋଷ୍ଟର ରିଲିଜ୍ ହୋଇଛି। ନିଜେ ଅକ୍ଷୟ ଏହି ପୋଷ୍ଟରଟିକୁ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ ଟ୍ରାନ୍ସଜେଣ୍ଡର (ତୃତୀୟଲିଙ୍ଗୀ) ଚରିତ୍ରରେ ଅଭିନୟ…
Archives


