ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ସନ୍ଦେହ କରି ଏସ୍ପିଙ୍କ ତନାଘନା
ବରଗଡ ଅଫିସ,୨୪।୧୨: ବରଗଡ ଜିଲା ପାଇକମାଳ ଥାନା ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ଟେମରିମାଲ ଗ୍ରାମ ନିକଟ ଜଙ୍ଗଲ ମଧ୍ୟରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତା ଯୁବତୀ ଜଣକ ହେଲେ, ଟେମରିମାଳ ଗ୍ରାମର ଲୁଭାବତୀ ବରିହା(୨୩) ।…
ଡିସେମ୍ବର ୨୬ରୁ ଜାନୁୟାରୀ ୪ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ
ରାଜନଗର,୨୪।୧୨(ଡି.ଏନ୍.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମାସ ଡିସେମ୍ବର ୨୬ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ଏ ନେଇ ଡିଏଫ୍ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏହି ଦିନଗୁଡିକରେ ବଉଳା କୁମ୍ଭୀର…
ବଡ଼ଦିନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
ଦାରିଙ୍ଗବାଡ଼ି,୨୪।୧୨(ଡି.ଏନ୍.ଏ.): ବଡ଼ଦିନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ପାଇଁ ଡିଏସ୍ପି ଆଲବିନାସ କେରେକେଟାଙ୍କ ନେତୃତ୍ୱରେ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀଙ୍କ ସମେତ ଜଣେ…
କଙ୍ଗନାଙ୍କ ବିବାହ ପାଇଁ ବୁକିଂ ସରିଛି ମଣ୍ଡପ: ଅଶ୍ୱିନୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାଓ୍ବତ ଖୁବ୍ଶୀଘ୍ର ବକ୍ସ ଅଫିସ୍ରେ ପଙ୍ଗା ନେବାକୁ ଯାଉଛନ୍ତି। ସୋମବାର ମୁମ୍ବାଇରେ ତାଙ୍କର ଅପ୍ କମିଂ ଫିଲ୍ମ ‘ଫଙ୍ଗା’ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ କଙ୍ଗନା ଜଣେ ବିବାହିତା ମହିଳା ଚରିତ୍ରରେ ନଜର ଆସିବେ।…
ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର
ରାୟଗଡା ଅଫିସ, ୨୪।୧୨: ରାୟଗଡା ଜିଲା ଚନ୍ଦ୍ରପୁର ଗ୍ରାମରେ ଗତ ଶନିବାରଠାରୁ ନିଖୋଜ ଥିବା ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ଚିଚିପଙ୍ଗା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମଙ୍ଗଳବାର ସକାଳୁ ନାବାଳିକାର ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ପୋଲିସ…
ହରିୟାଣାରେ ପବନରେ ହେବ ଆଳୁ ଚାଷ
କରନାଲ,୨୪।୧୨: ସାଧାରଣତଃ ମାଟିରେ ଆଳୁ ଚାଷ ହୋଇଥାଏ। ତେବେ ଏବେ ହରିୟାଣାରେ ପବନରେ ଆଳୁ ଚାଷ କରାଯିବ। ସାଧାରଣ ଆଳୁ ତୁଳନାରେ ଏହି ପ୍ରକାର ଚାଷରେ ଉତ୍ପାଦନ ୧୦ରୁ ୧୨ ଗୁଣା ଅଧିକ ହେବ ବୋଲି କରନାଲସ୍ଥିତ ଆଳୁ ଗବେଷଣା କେନ୍ଦ୍ର…
ମେସେଜିଂ ଆପ୍ ଟୋଟୋକ୍କୁ ହଟାଇଲେ ଗୁଗୁଲ ଏବଂ ଆପଲ୍
ଓ୍ବାଶିଂଟନ,୨୪।୧୨: ଗୁଗୁଲ ଏବଂ ଆପଲ୍ ନିଜ ନିଜର ଆପ୍ ଷ୍ଟୋର୍ରୁ ମେସେଜିଂ ଆପ୍ ଟୋଟୋକ୍କୁ ହଟାଇଛନ୍ତି। ୟୁଏଇ ପାଇଁ ଏହି ଆପ୍ ଗୁପ୍ତଚରୀ କରୁଥିବା ଅଭିଯୋଗ ଆସିବା ପରେ ଗୁଗୁଲ ଏବଂ ଆପଲ୍ ପକ୍ଷରୁ ଏପରି କରାଯାଇଥିବା କୁହାଯାଉଛି। ନ୍ୟୁୟର୍କ ଟାଇମ୍ସ୍…
ମୃତ ବିକ୍ଷୋଭକାରୀଙ୍କ ପରିବାରଙ୍କୁ ଭେଟିବେ ପ୍ରିୟଙ୍କା-ରାହୁଲ
ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏଥିରେ ଉତ୍ତର ପ୍ରଦେଶରେ ସର୍ବାଧିକ ପ୍ରାୟ ୧୮ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ…
ଯାଦବପୁର ବିଶ୍ୱବିଦ୍ୟାଳୟରେ ପୁଣି ରାଜ୍ୟପାଳଙ୍କୁ ବିରୋଧ
କୋଲକାତା,୨୪।୧୨: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ପୁଣି ଛାତ୍ରଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ମଙ୍ଗଳବାର ଯାଦବପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗଦେବାକୁ ଯାଇଥିଲେ। କିନ୍ତୁ ସେଠାରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ପ୍ରଦର୍ଶନ କରୁଥିବା…
ବାସୁଦେବପୁର ବ୍ଲକ ପରିସରରେ କଂଗ୍ରେସର ଗଣଧାରଣା
ବାସୁଦେବପୁର,୨୪।୧୨(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଶନ କାର୍ଡରେ ଅନିୟମିତତା, ଦୁର୍ନୀତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବ୍ଲକ ପରିସରରେ ମଙ୍ଗଳବାର ଗଣଧାରଣା ଦିଆଯାଇଛି। ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବଳ, ଯୁବନେତା…
ଗଳା ପୋଲ ନିର୍ମାଣ ଦାବିରେ ରାଣୀତାଲ ବଜାର ବନ୍ଦ
ଭଦ୍ରକ ଅଫିସ,୨୪।୧୨: ଭଦ୍ରକ ଜିଲା ରାଣୀତାଲ ବଜାର ମଙ୍ଗଳବାର ସକାଳୁ ବନ୍ଦ ରହିଛି। ଗଳା ପୋଲ ନିର୍ମାଣ ଦାବିରେ ରାଣୀତାଲ ବିକାଶ ମଞ୍ଚର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏହି ବନ୍ଦଡାକରା ଦିଆଯାଇଛି। ଏ ନେଇ ୧୬ ନଂ. ଜାତୀୟ…
ଆଫଗାନିସ୍ତାନରେ ଶହେ ଆତଙ୍କବାଦୀ ମୃତ
କାବୁଲ,୨୪।୧୨: ଆଫଗାନ ସେନାଙ୍କ ଦ୍ୱାରା ଗତ ୨୪ ଘଣ୍ଟା ଧରି ଚାଲିଥିବା ଅପରେଶନରେ ପ୍ରାୟ ୧୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହେବାସହ ୪୫ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୫ ଆତଙ୍କବାଦୀଙ୍କୁ ଗିରଫ ମଧ୍ୟ କରାଯାଇଛି। ୧୫ଟି ସ୍ଥାନରେ ପାଖାପାଖି…

