ମା’ବାପା ପୋଲିସ ଅଧିକାରୀ, ପୁଅ ନିଶା ବେପାରୀ
ପୁରୀ ଅଫିସ/ନିମାପଡ଼ା, ୧୪ା୧୦(ଡି.ଏନ୍.ଏ.): ମା’, ବାପା ଉଭୟ ପୋଲିସ ଅଧିକାରୀ। ମାତ୍ର ସେମାନଙ୍କର କଲେଜ ପଢୁଆ ପୁଅ ଜଣେ ନିଶା ବେପାରୀ। ବ୍ରାଉନସୁଗାର କାରବାର ଅଭିଯୋଗରେ ସୋମବାର ଅବକାରୀ ବିଭାଗ ହାତରେ ସମ୍ପୃକ୍ତ ଯୁବକ ଧରାପଡ଼ିବା ପରେ ଏହି ଘଟଣା ପଦାକୁ…
ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ଢଙ୍ଗ ଆପଣାଇଲେ ନବଦମ୍ପତ୍ତି
ଜୟପୁର,୧୫।୧୦: ରାଜସ୍ଥାନ ଜୟପୁରରେ ଜଣେ ଦମ୍ପତ୍ତି ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି। ଜଣେ ନବ ବିବାହିତ ଦମ୍ପତ୍ତି ସହରର ବିଭିନ୍ନ ଛକରେ ଠିଆ ହୋଇ ଟ୍ରାଫିକ୍ ନିୟମ ପାଳନ କରିବାକୁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି…
ନିର୍ବାଚନକୁ ମାତ୍ର ୬ ଦିନ ବାକି, ବିଜେପୁରରେ ପୋଲିସର ଫ୍ଲାଗ୍ମାର୍ଚ୍ଚ
ବରଗଡ଼ ଅଫିସ/ବିଜେପୁର,୧୫।୧୦- ବରଗଡ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୬ଦିନ ବାକି। ତେବେ ଉପର୍ନିବାଚନକୁ ଅବାଧ, ନିରପେକ୍ଷ ଏବଂ ଶୃଙ୍ଖଳିତଭାବେ ସମାପନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି। ଏହି କ୍ରମରେ ମଙ୍ଗଳବାର ଅପରାହ୍ନରେ ବିଜେପୁରରେ…
ବିଜେପୁରରେ ବିଆର୍ସି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପାଇଖାନା ବିଲ୍ ବିବାଦ ହତ୍ୟାର କାରଣ, ୩ ଅଭିଯୁକ୍ତ ଗିରଫ
ବରଗଡ଼ ଅଫିସ/ବିଜେପୁର,୧୫।୧୦- ବରଗଡ଼ ଜିଲା ବିଜେପୁର ନିକଟ ବାଉଁଶପୋଲା ଡମ୍ପିଂୟାର୍ଡରୁ ଆରଡବ୍ଲୁଏସ୍ଏସ୍ ବିଭାଗ ଅଧୀନ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମର ଗୋଷ୍ଠୀ ସାଧନ ସଂଯୋଜକ (ବିଆର୍ସି) ତରଣୀସେନ ମହଲାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଯୋଜନାର ପାଇଖାନା…
ମଲା ମୂଷା ଗନ୍ଧ ଯୋଗୁଁ ମିଟିଂ ସ୍ଥାନକୁ ବଦଳାଇଲେ କର୍ନାଟକ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୧୫।୧୦: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ମଲା ମୂଷାର ଗନ୍ଧ ଯୋଗୁଁ ସୋମବାର ଏକ ବୈଠକକୁ ମଝିରେ ଛାଡି ଦେଇଥିବା ଜଣାପଡ଼ିଛି। ବିଧାନସଭା ପରିସରରେ ଆୟୋଜିତ ହୋଇଥିବା ବୈଠକକୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଥିଲା। ସୂଚନାଯୋଗ୍ୟ, ବିଧାନସଭା ପରିସରରେ ୟେଦୁରପ୍ପାଙ୍କ ଭାରତୀୟ…
ପ୍ରବନ୍ଧ ଲେଖିବାକୁ କହିଲେ ପ୍ରଫେସର: ଖାଲି କାଗଜ ଧରାଇଲେ ଛାତ୍ରୀ ମିଳିଲା ଫୁଲ୍ ମାର୍କ
ଜାପାନ ଯୁନୁଭର୍ସିଟିର ଜଣେ ଛାତ୍ରୀ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛନ୍ତି। ଗବେଷଣାରତ ଏହି ଛାତ୍ରୀ ଜଣଙ୍କୁ ପ୍ରଫେସର ପ୍ରବନ୍ଧ ଲେଖିବାକୁ କହିଥିଲେ। ହେଲେ ଛାତ୍ରୀ ଜଣଙ୍କ ଶେଷରେ ପ୍ରଫେସରଙ୍କୁ ଖାଲି କାଗଜ ଧରାଇ ଦେଇଥିଲେ। ଯାହାକୁ ଦେଖି ପ୍ରଫେସର…
ଚିଦାମ୍ବରମଙ୍କୁ ଗିରଫ କରିବାକୁ ଇଡିକୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୧୫।୧୦: ଚିଦାମ୍ବରମଙ୍କୁ ଲାଗିଛି ଝଟକା। ଆଏନ୍ଏକ୍ସ ମିଡିଆ ମାମଲାରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗିରଫ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅନୁମତି ଦେଇଛନ୍ତି। ତାଙ୍କୁ ଗିରଫ କରି ୩୦ ମିନିଟ୍ ପଚରା ଉଚରା କରିବାକୁ ଅନୁମତି…
ସରକାରୀ ଡାକ୍ତରଖାନାରେ ଏମିତି ଚାଲିଛି ରୋଗୀସେବା: ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ଘରୋଇ କ୍ଲିନିକ୍ ଯିବା ଲାଗି କହିଲେ ଡାକ୍ତର
ପୁରୀ ଅଫିସ,୧୫।୧୦ : ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ମଙ୍ଗଳବାର ଜଣେ ଗର୍ଭବତୀ ମହିଳାଙ୍କୁ ଜନୈକ ଡାକ୍ତର ଘରୋଇ କ୍ଲିନିକ୍ରେ ଚିକିତ୍ସା ଏବଂ ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଗଣମାଧ୍ୟମରେ ଆଗରେ କହିଛନ୍ତି।…
୨୪ ଘଣ୍ଟା ମଧ୍ୟରେ ଆଉ ଜଣେ ପିଏମ୍ସି ଜମାକାରୀଙ୍କ ହୃଦ୍ଘାତରେ ମୃତ୍ୟୁ
ମୁମ୍ବାଇ,୧୫।୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ(ପିଏମ୍ସି)ବ୍ୟାଙ୍କର ଆଉ ଜଣେ ଜମାକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ରହୁଥିବା ୫୯ ବର୍ଷୀୟ ଫଟୋମଲ ପଞ୍ଜାବୀଙ୍କ ମଙ୍ଗଳବାର ହୃଦ୍ଘାତରେ ମୃତ୍ୟୁ ହୋଇଛି। ୨୪ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ମାମଲା ସାମ୍ନାକୁ…
ଧରିତ୍ରୀ ପ୍ରଭାବ: ଅଭିଯୁକ୍ତଙ୍କ ସହ ପୋଲିସର ସେଲ୍ଫି ନେବା ଆଇଆଇସିଙ୍କୁ ପଡିଲା ମହଙ୍ଗା
ପୁରୀ ଅଫିସ,୧୫।୧୦: ଦିଲୀପ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ମୁନା ଓରଫ ରାଧାମୋହନ ବିଶ୍ୱାଳଙ୍କ ସହ ଚନ୍ଦ୍ରଭାଗା ମେରାଇନ ଥାନାଧିକାରୀ ବୁଲୁ ମୁଣ୍ଡା ସେଲ୍ପି ନେବା ତାଙ୍କୁ ମହଙ୍ଗା ପଡିଛି। ଏନେଇ ସୋସିଆଲ ମିଡିଆରେ ଭିଡିଓ ଓ ଫଟୋ ଭାଇରାଲ ହେବା…
ମାଲେସିଆକୁ ମହଙ୍ଗା ପଡ଼ିପାରେ ପାକିସ୍ତାନକୁ ସମର୍ଥନ
କୁଆଲା ଲମପୁର,୧୫।୧୦: ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉପରେ ମାଲେସିଆ ପାକିସ୍ତାନର ସପକ୍ଷରେ ବାହାରିବା ପରେ ଭାରତ ଓ ମାଲେସିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟ ଅନୁସାରେ, ଏଥିଯୋଗୁ ନୂଆଦିଲ୍ଲୀ ପାମ୍ ଅଏଲ ଓ ମାଲେସିଆର ଅନ୍ୟ ଉତ୍ପାଦନ ଆମଦାନୀ ଉପରେ…
ଶିଆଳ କାମୁଡାରେ ଦୁଇ ଆହତ
ହାଟଡିହି, ୧୫।୧୦:ହାଟଡିହି ବ୍ଲକ ସରଳ ଗାଁ’ରେ ଶିଆଳ କାମୁଡାରେ ୩ ବର୍ଷର ଶିଶୁ ଆହତ ହୋଇ ଆନନ୍ଦପୁର ମେଡକାଲରେ ଚିକିତ୍ସାଧୀନ ଅଛନ୍ତି। ବିନୋଦ ଜେନାଙ୍କ ୩ ବର୍ଷର ପୁଅ ଓମପ୍ରକାଶ ଘର ବାରିପଟେ ଖେଳୁଥିବାବେଳେ ଶିଆଳଟି ଅତର୍କିତ ଭାବେ ଆକ୍ରମଣ କରିଥିଲା।…
Archives


