ଦିଲ୍ଲୀ ଭଳି ଉତ୍ତର ପ୍ରଦେଶରେ ବି ଲାଗୁ ହୋଇପାରେ ଅଡ୍ ଇଭିନ୍ ନମ୍ବର
ଲକ୍ଷ୍ନୌ,୪।୧୧: ଦେଶରେ ବାୟୁ ପ୍ରଦୂଷଣ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ବିଷାକ୍ତ ଧୂଆଁ ଯୋଗୁ ଲୋକମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସହ ଘରୁ ବାହାରିବା କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏଥିପାଇଁ ଉତ୍ତରପ୍ରଦେଶ…
ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ: ପୁଣି ୬ ଅଧିକାରୀ ବରଖାସ୍ତ, ୫ ଜଣଙ୍କ ପେନ୍ସନ ସ୍ଥାୟୀଭାବେ ବନ୍ଦ
ଭୁବନେଶ୍ୱର, ୪।୧୧(ବ୍ୟୁରୋ): ଦୁର୍ନୀତି ବିକାର ସବୁଠାରୁ ବଡ଼ ପ୍ରତିବନ୍ଧକ। ତେଣୁ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା (ଜିରୋ ଟଲରାନ୍ସ) ନୀତି ଉପରେ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି।…
କୋହଲିଙ୍କ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍
ରାଞ୍ଚି,୪।୧୧- ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୧୦ ବର୍ଷର ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି। ଦେଓଧର ଟ୍ରଫିର ଫାଇନାଲରେ ଖେଳିଥିବା ସେ ଦେଶର ସର୍ବକନିଷ୍ଠ ଅଧିନାୟକ। ତାଙ୍କ ନେତୃତ୍ୱରେ ଭାରତ ସି’ ଚଳିତ ଦେଓଧର ଟ୍ରଫିରେ…
ତେଲେଙ୍ଗାନା ମହିଳା ତହସିଲଦାର ଜୀବନ୍ତ ଦଗ୍ଧ
ହାଇଦ୍ରାବାଦ,୪।୧୧: ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲାରୁ ସୋମବାର ଏକ ବିଚଳିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତହସିଲଦାରଙ୍କୁ କେହି ଜଣେ ଦୁର୍ବୃତ୍ତ ଜୀବନ୍ତ ଜଳାଇ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ତହସିଲଦାର ବିଜୟା ରେଡ୍ଡି କାର୍ଯ୍ୟାଳୟରେ ଥିବା ବେଳେ ହଠାତ୍…
ମରିୟମଙ୍କୁ ମିଳିଲା ଜାମିନ
ଇସ୍ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଜାମିନ ମିଳିଛି। ସୋମବାର ଲାହୋର ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ଚୌଧୁରୀ ସୁଗାର ମିଲ୍ ମାମଲାରେ ତାଙ୍କୁ ଏହି ଜାମିନ ମିଳିଥିବା ପ୍ରକାଶ। ପାକିସ୍ତାନ ମୁସଲିମ…
ଅବସର ନେବ ବାୟୁସେନା ଯୁଦ୍ଧ ବିମାନ ମିଗ-୨୭
ନୂଆଦିଲ୍ଲୀ,୪।୧୧: ଦୀର୍ଘ ୩୫ ବର୍ଷ ଧରି ଭାରତୀୟ ବାୟୁସେନାକୁ ସେବା ଯୋଗାଇ ଆସୁଥିବା ଯୁଦ୍ଧ ବିମାନ ମିଗ୍-୨୭କୁ ଆଗାମୀ ଡିସେମ୍ବର ୩୧ ତାରିଖରୁ କାର୍ଯ୍ୟରୁ ନିବୃତ୍ତ କରାଯିବ। ଯୋଧପୁର ଯୁଦ୍ଧ ବିମାନ ଘାଟିରେ ଏକ ବିଦାୟ ସମାରୋହର ଆୟୋଜନ କରାଯିବ। ଏହି…
୧୪ ଦଫା ଦାବିରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା
ଖୋର୍ଦ୍ଧା ଅଫିସ,୪।୧୧: ଅଲ୍ ଓଡ଼ିଶା ଅଙ୍ଗନୱାଡି ମହିଳା କର୍ମୀଙ୍କ ପକ୍ଷରୁ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଛି। ଏ ନେଇ ଅଙ୍ଗନୱାଡି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ୧୪ ଦଫା ଦାବି ସମ୍ବଳିତ ଏକ…
ପୂର୍ବତନ କ୍ରିକେଟର୍ ଶେୟାର କଲେ ଏମିତି ଫଟୋ, ଦେଖିଲେ ହସି ହସି ଗଡିଯିବେ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ମହମ୍ମଦ କୈଫ ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଫଟୋ ଶେୟାର କରିଛନ୍ତି। ଯାହା ଦେଖିଲେ ଆପଣ ନ ହସି ରହିପାରିବେନି। କୈଫ ରବିବାର ସନ୍ଧ୍ୟାରେ କରିଥିବା ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ୍…
ପୁଣି ବିବାଦ ଘେରରେ ଜେଏନ୍ୟୁ: ହଷ୍ଟେଲ ଫି’ ବିରୋଧରେ ଛାତ୍ରଙ୍କ ଆନ୍ଦୋଳନ, କ୍ୟାମ୍ପସ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ,୪।୧୧: ଜବାହାରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍ୟୁ)ରେ ବିବାଦ ଥମିବାରେ ନାଁ ନେଉନି। ଗତ କିଛି ଦିନରୁ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନ୍ୟୁ ଛାତ୍ରମାନେ ଆନ୍ଦୋଳନ କରିଆସୁଛନ୍ତି। ସୋମବାର ମଧ୍ୟ ଛାତ୍ରମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୁରକ୍ଷାକୁ ନଜରରେ ରଖି ସୋମବାର…
ବସ୍ ଚକାତଳେ ବୃଦ୍ଧଙ୍କ ଜୀବନ ଗଲା, ଡ୍ରାଇଭର ଅଟକ
ବୁଗୁଡ଼ା,୪।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ବରଡ଼ିପଲ୍ଲୀ ମୁଖ୍ୟସଡ଼କରେ ସୋମବାର ଭୋର୍ ସମୟରେ ଏକ ଘରୋଇ ବସ୍ ଚକା ଚଳେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ବରଡ଼ିପଲ୍ଲୀ ଗ୍ରାମର ନାର୍ସୁ ପ୍ରଧାନ (୭୫)। ସୂଚନାଯୋଗ୍ୟ, ତାଳଚେରରୁ ବ୍ରହ୍ମପୁର…
ସାଇନପଡ଼ା ସମିତି ସଭ୍ୟ ନିର୍ବାଚନ: ବଳରାମ ମଲିକ ନିନ୍ଦ୍ୱନ୍ଦରେ ନିର୍ବାଚିତ
କ.ନୂଆଗାଁ, ୪।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାଇନପଡ଼ା ସମିତି ସଭ୍ୟ ଭାବେ ବିଜେଡି ସମର୍ଥୀତ ପ୍ରାର୍ଥୀ ବଳରାମ ମଲିକ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତର ସମିତିସଭ୍ୟ ଚକ୍ରମଣି କହଁର ବିଧାୟକଭାବେ ନିର୍ବାଚିତ ହେବାରୁ ଉକ୍ତ ପଦବୀରୁ ଇସ୍ତଫା…
‘ଅନ୍ଦାଜ ଅପ୍ନା ଅପ୍ନା’କୁ ପୂରଣ ହେଲା ୨୫ ବର୍ଷ
ମୁମ୍ବାଇ: ବଲିଉଡ୍ କମେଡି ଫିଲ୍ମ ‘ଅନ୍ଦାଜ ଅପ୍ନା ଅପ୍ନା’କୁ ୨୫ ବର୍ଷ ପୂରଣ ହୋଇଛି। ନଭେମ୍ବର ୪, ୧୯୯୪ ରେ ପରଦାକୁ ଆସିଥିଲା ଏହି କମେଡି ଫିଲ୍ମ। ରାଜ କୁମାର ସନ୍ତୋଷିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ ଆମିର…
Archives


