ପ୍ରତିଦିନ ୫ଶହ ଲୋକଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି ଏହି ବାବା
ଭୋକିଲା ଲୋକଙ୍କୁ ଖାଇବାକୁ ଦେଲେ ଅନେକ ପୂଣ୍ୟ ହୋଇଥାଏ ବୋଲି କୁହାଯାଏ। କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦେଲେ ଏହାପୂଣ୍ୟ ବୋଲି କୁହାଯାଏ। ତାମିଲନାଡୁର ରାମେଶ୍ୱରମରେ ୭୦ ବର୍ଷ ହେବ ସୀତାରାମ ଦାସ ବାବାଙ୍କ ଆଶ୍ରମ ରହିଛି। ଏହି…
ମାନସିକ ଅବସାଦରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ କପେ…
କଫି ଅନେକ ପୋଷକ ତତ୍ତ୍ୱରେ ଭରପୂର। ଏହା ଶରୀର ପାଇଁ ବେଶ୍ ଉପକାରୀ। ପ୍ରତିଦିନ ସକାଳୁ କପେ କଫି ପିଇଲେ ମାନସିକ ଅବସାଦ ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। କଫିରେ ଆଣ୍ଟିଅକ୍ସିଡାଣ୍ଟ୍ ରହିଛି। ଏହା ଶରୀରରେ ଫୁର୍ତ୍ତି ଆଣିଥାଏ।…
ଏସିଡିଟିରୁ ରକ୍ଷା ପାଇବାକୁ ଚାହୁଁଥିଲେ ଖାଲି ପେଟରେ ପିଅନ୍ତୁ ଏହି ରସ
ହର୍ବାଲ୍ ଔଷଧ ମଧ୍ୟରେ ଅଁଳା ଅନ୍ୟତମ। ଏହାର ବ୍ୟବହାର ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ କରାଯାଇଆସୁଛି। ଭିଟାମିନ, ଫାଇବର୍, କ୍ୟାଲସିୟମ୍ ଏବଂ କାର୍ବୋହାଇଡ୍ରେଟ୍ ଭଳି ତତ୍ତ୍ୱରେ ଭରପୂର୍ ଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ।…
ଗାଡ଼ି ଧକ୍କାରେ ସ୍କୁଲ ଛାତ୍ରୀ ଆହତ, ରାସ୍ତାରୋକୋ
ଖଲ୍ଲିକୋଟ,୭ା୧୧(ଡି.ଏନ୍.ଏ.) -ଖଲ୍ଲିକୋଟ ବ୍ଲକ କେଶପୁର ବଜାର ଫାୟାର ଷ୍ଟେଶନ ନିକଟରେ ବୁଧବାର ଅପରାହ୍ନରେ ଗାଡ଼ି ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଆହତ ହୋଇଛନ୍ତି। ପ୍ରତିବାଦରେ ଲୋକେ ରାସ୍ତା ଅବରୋଧ କରିଥିଲେ। ଯେ, କେଶପୁର ଓଡ଼ିଆର୍ପି କଲୋନୀର ମହାଲକ୍ଷ୍ମୀ ସେଠୀ(୧୦) ସ୍କୁଲରୁ ଫେରୁଥିବାବେଳେ…
କ୍ୟାଟ୍ରିନା କୈଫଙ୍କ ହୃଦୟରେ ଅଛନ୍ତି ଏହି କ୍ରିକେଟର୍
ବଲିଉଡ୍ ଏବଂ କ୍ରିକେଟ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ ସମୟରେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଥାଏ। ବଲିଉଡରେ ଅଭିନେତ୍ରୀଙ୍କୁ ନିଜ ପ୍ରିୟ କ୍ରିକେଟରଙ୍କ ବିଷୟରେ ପଚାରିଲେ ଅଧିକାଂଶ ବିରାଟ କୋହଲି, ରୋହିତ…
ଶ୍ରୀମନ୍ଦିର ରୀତିନୀତିରେ ଶଙ୍କରାଚାର୍ଯ୍ୟ ସାଜିବେ ମାର୍ଗଦର୍ଶକ
ପୁରୀ ଅଫିସ, ୫ା୧୧: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍କୋର୍ଟ ସୋମବାର ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁଙ୍କ ରହଣି, ମହାପ୍ରଭୁଙ୍କ ସେବାପୂଜା, ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥା, ମହାପ୍ରଭୁଙ୍କ ଜମିଜମାର ହିସାବ ଏହିଭଳି ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଠାକୁରଙ୍କ…
ଦ୍ୱିତୀୟ ଟି୨୦: ଅଷ୍ଟ୍ରେଲିଆର ସହଜ ବିଜୟ
କାନବେରା,୫।୧୧(ଏଏଫ୍ପି)- ବର୍ଷା ଯୋଗୁ ପ୍ରଥମ ଟି୨୦ ମ୍ୟାଚ୍ରେ ଅଳ୍ପକେ ବିଜୟ ହାତଛଡ଼ା କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ୍ରେ କିନ୍ତୁ ଭ୍ରମଣକାରୀ ପାକିସ୍ତାନକୁ ସହଜରେ ପରାସ୍ତ କରିଛି। ୯ଟି ବଲ ବାକି ରଖି ଅଷ୍ଟ୍ରେଲିଆ ୭ ଉଇକେଟରେ ବିଜୟୀ ହେବା ସହ ୩…
ପରିବାର ସହ ବଚସା: ନଦୀକୁ ଡେଇଁବାକୁ କହି ପରିବାର ଲୋକଙ୍କୁ ହଇରାଣ କଲେ ଯୁବକ
ପଡିଆ, ୫ା୧୧(ଡି.ଏନ.ଏ.)- ଜଣେ ଯୁବକ ପରିବାର ଲୋକଙ୍କ ସହ ଝଗଡା କରି ଘରୁ ଚାଲିଆସି ନଦୀକୁ ଡେଇଁ ଆତ୍ମହତ୍ୟା କରିବା ନେଇ ତିଆରି କରିଥିବା ନଟକ ଧରାପଡିଛି। ସେ ଜଗଦ୍ଦଲପୁରର ଜଣେ ବନ୍ଧୁଙ୍କ ନିକଟରେ ଜଣାପଡିବା ପରେ ତାଙ୍କୁ ନେଇ ସଅଷ୍ଟି…
ବାରିପଦା ଟାଉନ ଥାନା: ହ୍ୟାଣ୍ଡକପ୍ ଭାଙ୍ଗି ଅଭିଯୁକ୍ତ ଫେରାର
ବାରିପଦା ଅଫିସ,୫ା୧୧- ସୋମବାର ରାତିରେ ବାରିପଦା ଟାଉନ ଥାନାରୁ ହ୍ୟାଣ୍ଡକପ୍ ଭାଙ୍ଗି ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ରାତି ଡ୍ୟୁଟିରେ ଥିବା କର୍ମଚାରୀମାନେ ଶୋଇ ରହିଥିବା ସୁଯୋଗ ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ତେବେ…
ବ୍ରେକ୍ଅପ୍ ପରେ ମଧ୍ୟ ସିର୍ଦ୍ଧାର୍ଥଙ୍କୁ ଭୁଲି ପାରିନାହାନ୍ତି ତାରା
ମୁମ୍ବାଇ: ଖୁବ୍ଶୀଘ୍ର ରିଲିଜ ହେବାକୁ ଯାଉଛି ସିର୍ଦ୍ଧାର୍ଥ ମଲହୋତ୍ରା ଏବଂ ତାରା ସୁତାରିଆ ଅଭିନୀତ ଫିଲ୍ମ ‘ମରଜାଓ୍ବା’। ଏବେ ଉଭୟ ଏହାର ପ୍ରମୋଶନରେ ବ୍ୟସ୍ତ। ନିକଟ ଅତିତରେ ସିଦ୍ଧାର୍ଥ ତାରାଙ୍କୁ ଡେଟ୍ କରୁଥିବା ବେଳେ ଏବେ କୁଆଡେ ଅଲଗା ହୋଇସାରିଛନ୍ତି। ହେଲେ…
ସେଲିବ୍ରିଟି ହେବା ପରେ ବଦଳିଗଲେଣି ରାନୁ ମଣ୍ଡଳ, ଛୁଇଁଦେବା ଯୋଗୁ ପ୍ରଶଂସକଙ୍କ ଉପରେ ରାଗିଲେ
ମୁମ୍ବାଇ: ରାଣାଘାଟ ଷ୍ଟେଶନ ବସି ଗାଉଥିବା ଜଣେ ସାଧାରଣ ମହିଳାରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳଙ୍କୁ ନେଇ ନୂଆ ଏକ ଚର୍ଚ୍ଚା। ସେଇଟି ପୁଣି ଭାଇରାଲ ହେଉଥିବା ଏକ ଭିଡିଓକୁ ନେଇ। ଭିଡିଓଟି ଏକ ଶପିଂ ମଲ୍ର। ସେଠାରେ ରାନୁ…
ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଓଏଫ୍ଡିସି ସୁପରଭାଇଜର, ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେବା ବେଳେ ଗିରଫ
ଝାରସୁଗୁଡା ଅଫିସ୍/ଲଖନପୁର,୫।୧୧(ଡି.ଏନ୍.ଏ)-ଝାରସୁଗୁଡା ଓଡିଶା ଫରେଷ୍ଟ୍ ଡେଭ୍ଲପ୍ମେଣ୍ଟ କର୍ପୋରେଶନ(ଓଏଫ୍ଡିସି)ସୁପରଭାଇଜର୍ ସୁମନ୍ତ ପାଇକରାୟ ଜଣେ କାଠ ବ୍ୟବସାୟୀଙ୍କ ନିକଟରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ମଙ୍ଗଳବାର ଧରାପଡିଛନ୍ତି। ତାଙ୍କ ନିକଟରୁ ୧୬ହଜାର ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଛି। ଏହି ମାମଲାରେ ତାଙ୍କୁ ଗିରଫ…
Archives


